ଆମ ଜିଲା ଖବର

ନିଶ୍ଚିନ୍ତକୋଇଲି ବ୍ଲକରେ ୩ ରାସ୍ତା ନିର୍ମାଣ ନିମ୍ନମାନର

ନିଶ୍ଚିନ୍ତକୋଇଲି,୨୧।୨(ସ୍ବ.ପ୍ର.): ସରକାର ଗ୍ରାମ ରାସ୍ତାକୁ ସୁଦୃଢୀ କରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଏସବୁ ରାସ୍ତାକାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ନିଶ୍ଚିନ୍ତକୋଇଲି ବ୍ଲକରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଗୋଟିଏ ବ୍ଲକରେ ୩...

ସ୍ତ୍ରୀଙ୍କ ଯକୃତରୁ ନୂଆ ଜୀବନ

କାମାକ୍ଷାନଗର, ୨୧।୨(ଡି.ଏନ.ଏ.): ବଦଳିଯାଉଛି ଦାମ୍ପତ୍ୟ ଜୀବନର ପରିଭାଷା। ଛୋଟ ଛୋଟ କଥା, ସାମାନ୍ୟ ମନୋମାଳିନ୍ୟରେ ଭାଙ୍ଗି ଯାଉଛି ପରିବାର। ବଢ଼ିଯାଉଛି ସ୍ତ୍ରୀ-ସ୍ବାମୀ ଭିତରେ ଦୂରତା। ହେଲେ ଏମିତି ବି ଅନେକେ ଅଛନ୍ତି, ଯେଉଁମାନେ ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ରଖି...

ଘାରିଲାଣି କର୍ଲାପାଟ ଭୟ

ଢେଙ୍କାନାଳ ଅଫିସ, ୨୧।୨ : ଢେଙ୍କାନାଳ ବନ ବିଭାଗକୁ ଘାରିଛି କର୍ଲାପାଟ ଅଭୟାରଣ୍ୟ ହାତୀ ମଡ଼କ ଭୟ। ହେମୋରେଜ୍‌ ସେପ୍ଟିସେମିଆ ସଂକ୍ରମଣରେ ୬ ହାତୀଙ୍କ ଜୀବନ ଯିବା ପରେ ଛନକା ପଶିଛି। ପୂର୍ବରୁ ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଏହି ଭୂତାଣୁ...

ଆୟ କମାଇଛି ଆଖୁ

ଛେଣ୍ଡିପଦା,୨୧ା୨ : ଆଖୁ ହେଉଛି ଅର୍ଥକରୀ ଫସଲ। ସେଥିପାଇଁ ଧାନ ଅପେକ୍ଷା ଏହି ଚାଷକୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି ଚାଷୀ। କିନ୍ତୁ ଆଖୁଚାଷ ଓ ଚାଷୀଙ୍କ ପ୍ରତି ସରକାରୀ ଅବହେଳା ଦିନକୁ ଦିନ ବଢ଼ୁଛି। ଧାନ ପରି ଏହାକୁ ପ୍ରୋତ୍ସାହନ ଦିଆଯାଉ...

ଜଲେଶପଟ୍ଟା ଆଶ୍ରମ ସ୍ବାମିଜୀଙ୍କୁ ହତ୍ୟା ଧମକ

ଫୁଲବାଣୀ ଅଫିସ/ତୁମୁଡ଼ିବନ୍ଧ,୨୧।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ମୁଖ୍ୟ ସ୍ବାମିଜୀଙ୍କୁ ଏକ ଅଜଣା ଫୋନ ନମ୍ବରରୁ ଶନିବାର ହତ୍ୟା ଧମକ ମିଳିଛି। ସ୍ବାମୀ ଜୀବନ ମୁକ୍ତାନନ୍ଦଙ୍କ ମୋବାଇଲ ନଂ.୯୪୩୯୨୨୩୮୪୧କୁ କେହି ଅଜଣା ଦୁର୍ବୃତ୍ତ ଅପରାହ୍ନ ୪ଟାରେ...

ଚାଲୁନି ପାସେଞ୍ଜର ଟ୍ରେନ୍‌, ବାଧୁଛି ବସ୍‌ ଭଡ଼ା

ପୁରୀ ଅଫିସ,୨୧।୨: କୋଭିଡ୍‌-୧୯ ସ୍ଥିତିରେ ସୁଧାର ଆସିବା ପରଠାରୁ ଦେଶର ବିଭିନ୍ନ ସ୍ଥାନରେ ପାସେଞ୍ଜର ରେଳସେବା ଆରମ୍ଭ ହେଲାଣି। ହେଲେ ଓଡ଼ିଶା ଦେଇ ଚାଲୁଥିବା ପୂର୍ବତଟ ରେଳପଥ ଅନ୍ତର୍ଗତ ରେଳସେବାରେ ପାସେଞ୍ଜର ସେବା ଏଯାବତ୍‌ ଆରମ୍ଭ ହୋଇପାରିନି। ଅଳ୍ପ କେତେକ...

କେନାଲ କଂକ୍ରିଟ ନିର୍ମାଣରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ

ଖଇରା, ୨୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରକୋଣା ନିକଟରେ ଆମ୍ବହତା କେନାଲ କଂକ୍ରିଟ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା କେନାଲ ସଂଲଗ୍ନ ମୁକ୍ତାବେଗୁନିଆ, ବିଦ୍ୟାଧରପୁର ଶାସନ, ସାରକୋଣା, କଡମିଆଁ, ଗଡ, କଅଁଳଖୁଣ୍ଟା ଗ୍ରାମବାସୀ ଅଭିଯୋଗ...

ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କଲେ ରାଜସ୍ବ ମନ୍ତ୍ରୀ

ସାରସକଣା, ୨୧।୨-ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମୁରୁଣିଆ ଅଞ୍ଚଳରେ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନେହା ମାରାଣ୍ଡି ନାମ୍ନୀ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏପଟେ ସରକାରଙ୍କ ପକ୍ଷରୁ...

୫ବର୍ଷ ହେଲା ଚାଲିଛି ମେଗା ଜଳସେଚନ ପ୍ରକଳ୍ପ

ବାରିପଦା ଅଫିସ,୨୧।୨- ଖରିଫ ଚାଷ ପାଇଁ ସରକାରଙ୍କ ପକ୍ଷରୁ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ୫ବର୍ଷ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଠିକା କମ୍ପାନୀର ମନମୁଖି କାର୍ଯ୍ୟ ଯୋଗୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନି। ସରକାରଙ୍କ ୫୧୭କୋଟି ଟଙ୍କାର ପ୍ରକଳ୍ପ...

ହଜିଲା ବ୍ୟାଗ ପାଇଲେ ଯାତ୍ରୀ, ଆର୍‌ପିଏଫ୍‌ କର୍ମଚାରୀ ଦେଖାଇଲେ ବଦାନ୍ୟତା

ବବରଗଡ଼ ଅଫିସ୍‌,୨୧।୨: ଭୁବନେଶ୍ୱରରୁ ବରଗଡ଼ ଆସୁଥିବା ବେଳେ ଶନିବାର ଆୟୁଷ୍ମାନ ପ୍ରଧାନ ନାମକ ଜଣେ ରେଳଯାତ୍ରୀ ପୁରୀ-ଦୁର୍ଗ ଏକ୍ସପ୍ରେସରେ ଏକ ବ୍ୟାଗ ଛାଡ଼ି ଦେଇଥିଲେ। ତେବେ ଆର୍‌ପିଏଫ କର୍ମଚାରୀଙ୍କ ତତ୍ପରତା ଯୋଗୁ ରେଳଯାତ୍ରୀ ତାଙ୍କ ହଜିଲା ବ୍ୟାଗକୁ ଫେରି ପାଇଛନ୍ତି...

ପୁଅକୁ ଝୁଲାଇ ମା’ଙ୍କ ଆତ୍ମହତ୍ୟା

ରାୟଗଡ଼ା ଅଫିସ,୨୧ା୨: ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଧୀନ ଜେକେପୁର ଏସ୍‌ପିଟି କଲୋନିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ଏବଂ ତାଙ୍କର ୪ ବର୍ଷର ପୁଅର ଝୁଲନ୍ତା ମୃତଦେହ ଘରୁ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ସୂଚନା...

ଚତୁର୍ଥୀ ପୂର୍ବରୁ ଆତ୍ମହତ୍ୟା କଲେ ନବବଧୂ

ଢେଙ୍କାନାଳ ଅଫିସ,୨୦।୨: ଆଖିରେ ଆଖିଏ ସ୍ବପ୍ନ, ମନରେ ଅସୁମାରୀ ଆଶା ନେଇ ମାତ୍ର ୩ଦିନ ତଳେ ଆରମ୍ଭ କରିଥିଲେ ନୂଆ ଜୀବନ। ଲିଭି ନ ଥିଲା ପାଦର ଅଳତା କି ଫିକା ପଡ଼ି ନ ଥିଲା ହାତର ମେହେନ୍ଦି। ହେଲେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri