ଆମ ଜିଲା ଖବର

ବିଶ୍ୱସ୍ତରର ହେବ ଭିତରକନିକା: କେନ୍ଦ୍ର ମନ୍ତ୍ରୀ ଦେଲେ ସଂକେତ

କେନ୍ଦ୍ରାପଡ଼ା ଅଫିସ/ରାଜନଗର/ପଟ୍ଟାମୁଣ୍ଡାଇ,୨୪ା୧: ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲାରେ ମେଡିକାଲ କଲେଜ ପାଇଁ ଭିତ୍ତିଭୂମି ଯୋଗାଇ ଦେଲେ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେବେ। କେନ୍ଦ୍ର ସରକାର ନଦୀଭିତ୍ତିକ ବନ୍ଦର ଓ ଉପକୂଳ ରାଜପଥକୁ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ଶିଳ୍ପବିହୀନ ଜିଲାରୁ...

ସାଇକେଲରେ ବୁଲିଲେ ଉପଜିଲାପାଳ

ଟିଟିଲାଗଡ଼, ୨୪।୧: ସଡ଼କ ସରୁକ୍ଷା ସପ୍ତାହ ପାଳନ ଅବସରରେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଉପଜିଲାପାଳ ସୌମେଶ ଉପାଧ୍ୟାୟ ସାଇକେଲରେ ବୁଲି ସଚେତନ ବାର୍ତ୍ତା ପ୍ରଦାନ କରିଛନ୍ତି। ତାଙ୍କ ସହ ସ୍ଥାନୀୟ ଅଞ୍ଚଳ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସାମାଜିକ ସଂଗଠନ କର୍ମକର୍ତ୍ତା,...

ହାଣ୍ଡିଖାଲ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେଶନ: ମାଓବାଦୀ କ୍ୟାମ୍ପ ଠାବ

ଚିତ୍ରକୋଣ୍ଡା,୨୪।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ ପଣସପୁଟ ପଞ୍ଚାୟତ ଗୋରାସେତୁ ନିକଟ ହାଣ୍ଡିଖାଲ ଜଙ୍ଗଲରେ ରବିବାର ବିଏସ୍‌ଏଫ ଯବାନ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ସେତିକିବେଳେ ଯବାନମାନେ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି। ସେଠାରୁ...

ପିଇବା ପାଣି ବିଷ: ଲକ୍ଷ୍ମୀବିହାରରେ ଚାଲିଛି ଚଢ଼ାଉ

ବ୍ରହ୍ମପୁର ଅଫିସ ,୨୪।୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ବଢ଼ିଚାଲିଛି ନକଲି କାରବାର। ଭେଜାଲ ମସଲା ଗୁଣ୍ଡ, ଚା’ଗୁଣ୍ଡ ପରେ ଏବେ ଭେଜାଲ ପାଣି କାରଖାନା ଉପରେ ବଡବଜାର ପୋଲିସ ଚଢ଼ାଉ କରିଛି । ଲକ୍ଷ୍ମୀନଗର ଅଞ୍ଚଳରେ ଘରଭଡା ନେଇ...

ଝିଆରୀଙ୍କ ତଣ୍ଟି କାଟିଦେଲେ ଦାଦା

ବୁଗୁଡ଼ା,୨୪।୧: (ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗ୍ରାମରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପର୍କୀୟ ଦାଦାଙ୍କ ଛୁରା ମାଡରେ ଝିଆରୀ ଗୁରୁତର ହୋଇଛନ୍ତି। ତାଙ୍କ ବେକ ଓ ପେଟରେ ଆଘାତ...

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୧(ଡି.ଏନ୍‌.ଏ.): ମାଲକାନଗିରି ଏସ୍‌ପି ଋଷିକେଶ ଡି.ଖିଲାରୀଙ୍କ ନିକଟରେ ଆଜି ଜଣେ ନାବାଳିକା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କର ନାମ ଲାଛି ଖରା। ସେ ଆନ୍ଧ୍ର ଓଡ଼ିଶା ବର୍ଡର ମାଓବାଦୀ ସଙ୍ଗଠନର ସଦସ୍ୟ ଥିଲେ। ଲାଛି କହିଛନ୍ତି, ନକ୍ସଲ ସଂଗଠନରେ ମହିଳା...

ପାଣିମଡ଼ାକୁ କେନ୍ଦ୍ର କରି ଡବଲ ମର୍ଡର: ୫ ଅଟକ

ବଲାଙ୍ଗୀର ଅଫିସ,୨୪।୧: ଜରାସିଂହା ଗାଁରେ ଶନିବାର ସନ୍ଧ୍ୟାରେ ଜମିରେ ପାଣିମଡ଼ାକୁ କେନ୍ଦ୍ର କରି ସଂଘଟିତ ଡବଲ ମର୍ଡର ଘଟଣାରେ ପୋଲିସ ଅନୁସନ୍ଧାନ ଆରମ୍ଭ ପରେ ୫ ଜଣଙ୍କୁ ଅଟକ ରଖିଛି। ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ...

ରାସ୍ତାରେ ଦନ୍ତା, ଗାଡ଼ି ଛାଡ଼ି ଦୌଡ଼ିଲେ ଲୋକେ

ଖୋର୍ଦ୍ଧା ଅଫିସ,୨୪।୧: ହାତୀ ପୁଣି ସହରମୁହାଁ ହୋଇଛନ୍ତି। ଶନିବାର ଭୋର ୬ଟାରେ ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥ ଦଳେଇପୁଟ ଛକରେ ୨ ଦନ୍ତାହାତୀଙ୍କୁ ଦେଖିବାକୁ ମିଳିଥିଲା। ଘନକୁହୁଡ଼ି ଯୋଗୁ ଲୋକେ ହଠାତ୍‌ ହାତୀକୁ ଦେଖି ପାରି ନ ଥିଲେ। ରାଜପଥରେ...

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର,୨୪।୧(ଡି.ଏନ୍‌.ଏ.) : କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିଲା। ତେବେ ଏହା ଆଜି ସକାଳେ ଖୋଲିଛି। ପ୍ରଥମେ ଭିତରକନିକାକୁ ପ୍ରବେଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଉଦ୍ୟାନ ଖୋଲିଥିଲେ ମଧ୍ୟ ପ୍ରବେଶ ସମୟରେ...

ମହିଳାଙ୍କ ଅଜାଣତରେ ଫଟୋ ଉଠାଇ ଛେଚା ଖାଇଲେ ଯୁବକ

ଉଦଳା,୨୪।୧(ଡି.ଏନ.ଏ.): ଜନୈକା ମହିଳାଙ୍କ ଅଜାଣତରେ ତାଙ୍କ ଫଟୋ ଉଠାଇବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଧରାପଡ଼ିବା ପରେ ଯିଏ ଯେମିତି ପାରିଲା ବାଡ଼େଇ ଚାଲିଲା। ନିସ୍ତୁକ ମାଡ଼ ମାରିସାରିବା ପରେ ଲୋକେ ତାଙ୍କୁ ପୋଲିସ ଜିମା ଦେଇଥିଲେ। ପରେ...

ଭିତ୍ତିଭୂମି ନାହିଁ,ଚାଷ ଛାଡ଼ୁଛନ୍ତି ଚାଷୀ

କେନ୍ଦ୍ରାପଡ଼ା ଅଫିସ,୨୪।୧: କେନ୍ଦ୍ରାପଡ଼ା ଜିଲା ସର୍ଭେ ରିପୋର୍ଟ ଅନୁଯାୟୀ ମଧ୍ୟମ ଓ ବୃହତ୍‌ ଶିଳ୍ପ ସଂଖ୍ୟା ଶୂନ । ଜିଲାର ଅର୍ଥନୀତି ୭୯ ପ୍ରତିଶତ ଚାଷ ଦ୍ୱାରା ପରିଚାଳିତ । ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ...

ତୁରନ୍ତ ଟ୍ରେନ ଚଳାଇବାକୁ ଏମ୍‌ପି ଚନ୍ଦ୍ରାଣୀଙ୍କ ଦାବି

କେନ୍ଦୁଝର, ୨୪।୧(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାରେ ପୁରୀ -ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ ଚଳାଚଳ ପାଇଁ ଏମ୍‌ପି ଚନ୍ଦ୍ରାଣୀ ମୂର୍ମୁ କେନ୍ଦ୍ର ରେଳମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି। କରୋନା ମହାମାରୀ ପାଇଁ ଏହି ଟ୍ରେନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା। ଏବେ ଜୀବନ ଯାତ୍ରା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri