ଆମ ଜିଲା ଖବର

ଡିଲ୍‌ ସମୟରେ ୨ ହାତୀ ଦାନ୍ତ ଜବତ

ସମ୍ବଲପୁର,୧୪ା୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ବରେଇପାଲି ଛକରୁ ବନ ବିଭାଗର ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍‌(ଏସ୍‌ଟିଏଫ୍‌) ଗୁରୁବାର ଦୁଇଟି ହାତୀ ଦାନ୍ତ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୋନପୁର ଜିଲା...

ଗଜପତିରେ ପହଞ୍ଚିଲା କୋଭିଡ୍‌ ଭାକ୍ସିନ୍‌

ପାରଳାଖେମୁଣ୍ଡି,୧୪ା୧(ଡି.ଏନ୍‌.ଏ.)- କୋଭିଡ୍‌ ଭାସ୍କିନ୍‌ ବୁଧବାର ରାତିରେ ଭୁବନେଶ୍ୱରରୁ କଡା ସୁରକ୍ଷା ମଧ୍ୟରେ ଆସି ଗଜପତିରେ ପହଞ୍ଚତ୍ଛି। ପ୍ରଥମ ପର୍ଯ୍ୟାୟରେ ୪,୫୦୦ କୋଭିଶିଲ୍ଡ ଟିକା ଆସିଥିବା ଜଣାପଡିଛି। ପାରଳାଖେମୁଣ୍ଡି ସ୍ଥିତ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ପରିସର ଟିକା ସଂରକ୍ଷଣ କେନ୍ଦ୍ରରେ କଡା ସୁରକ୍ଷା...

ମକର ବୁଡ଼ ବେଳେ ଯୁବତୀଙ୍କୁ ଗଣବଳାତ୍କାର

ବାରିପଦା ଅଫିସ,୧୪।୧: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ବୁଧବାର ମକର ବୁଡ଼ ପକାଇବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୫୭/୨୧) ରୁଜୁ କରି ଜଣଙ୍କୁ...

କୋରାପୁଟରେ ପହଞ୍ଚିଲା କରୋନା ଟିକା

କୋରାପୁଟ,୧୪।୧(ସ୍ବ.ପ୍ର.): କୋରାପୁଟରେ ଗୁରବାର ପହଞ୍ଚିଛି ୮୩୦୦ ଡୋଜ୍‌ କୋଭିଡ ସିଲ୍‌ଡ ଟିକା। ଏହାକୁ କୋରାପୁଟ ଆଞ୍ଚଳିକ ଟିକା କେନ୍ଦ୍ରଠାରେ ରଖାଯାଇଛି। ଏହି ଟିକା କୋରାପୁଟରେ ପହଞ୍ଚିବା ପରେ ଜିଲାପାଳ ମଧୁସୂଦନ ମିଶ୍ର ଆଞ୍ଚଳିକ ଟିକା କେନ୍ଦ୍ରରେ ପହଞ୍ଚି ଅନୁଧ୍ୟାନ କରିବା...

ଦର୍ଶନ କରି ନ ପାରି ଫେରିଲେ ଭକ୍ତ

ବଲାଙ୍ଗୀର ଅଫିସ,୧୪।୧: ବଲାଙ୍ଗୀର ଜିଲାରେ ମନ୍ଦିରଗୁଡ଼ିକ ଖୋଲାଯାଉ ନ ଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଗୁରୁବାର ପବିତ୍ର ମକର ସଂକ୍ରାନ୍ତିରେ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ହେଲେ ଭକ୍ତମାନେ ଦୀର୍ଘ ଦିନ...

ଜୀବନ ପ୍ରଦୀପଙ୍କ ଘରବାହୁଡ଼ା

ଭୁବନେଶ୍ୱର,୧୪।୧: ବାଲେଶ୍ୱରର ପୂର୍ବ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ପୂର୍ବରୁ ଭାଜପାରୁ ଆସି ବିଜେଡିରେ ଯୋଗ ଦେଇଥିଲେ...

ବିକାଶର ମଡେଲ ହୋଇପାରିଛି କଳାହାଣ୍ଡି: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୧୪।୧(ଡି.ଏନ୍‌.ଏ.) : କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ ଅଫିସ,୧୪।୧: ପଞ୍ଚଭୂତରେ ବିଲୀନ ହେଲା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ମରଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ କାଳିଆବୋଦା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୁଧବାର ଅପରାହ୍ନରେ କଟକ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୧୪।୧(ଡି.ଏନ୍‌.ଏ.) : ଦୀର୍ଘ ୯ ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧.୩୦ରେ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ଏକ କାର୍‌ରେ  ସଭାସ୍ଥଳରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା...

ମକର ବେଢ଼ା ପରିକ୍ରମା ଲାଗି ତାରାତାରିଣୀ ପୀଠରେ ପ୍ରବଳ ଜନସମାଗମ

ପୁରୁଷୋତ୍ତମପୁର,୧୪।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ଗୁରବାର ପବିତ୍ର ମକର ସଂକ୍ରାନ୍ତି ହେତୁ ଦର୍ଶନ ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ସମ୍ପୂର୍ଣ୍ଣ କରୋନା...

ବ୍ରେନ୍‌ ମ୍ୟାପିଂ ପାଇଁ ମନାକଲେ ଅଭିଯୁକ୍ତ

ନୟାଗଡ଼ ଅଫିସ,୧୪।୧:ପରୀ ହତ୍ୟା ମାମଲାରେ ଗିରଫ କଲେଜ ଛାତ୍ରଙ୍କ ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଜୁଭେନାଇଲ ଜଷ୍ଟିସ ବୋର୍ଡ(କିଶୋର ନ୍ୟାୟ ପରିଷଦ)ରେ ବୁଧବାର ଶୁଣାଣି ହୋଇଛି। ଶୁଣାଣି ସମୟରେ ଆଇନକୁ ନେଇ ଦ୍ୱନ୍ଦରେ ଥିବା କଲେଜ...

ଉଡ଼ି ଉଡ଼ି ଉଡ଼ି..

ଢେଙ୍କାନାଳ ଅଫିସ, ୧୪।୧: ‘ଉଡ଼ି ଉଡ଼ି ଉଡ଼ି ଯାରେ ଉଡ଼ି… ଏ ମୋର ଗୁଡ଼ି…’ ଆଜି ବି ଏହି ଗୀତ ଶ୍ରୋତାଙ୍କୁ ନେଇଯାଏ ସତୁରି ଦଶକକୁ। ସୁର ସମ୍ରାଟ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଝରି ଆସିଥିବା ଏହି ଗୀତ ବାଜିଲେ ଆଖି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri