ଆମ ଜିଲା ଖବର

ବଦଳୁ ନାହିଁ ଝୁମ୍ପୁଡ଼ି ଭାଡ଼ି, ପାଲଟଣା ଘରର ଚିତ୍ର

ନୟାଗଡ଼ ଅଫିସ,୧୩।୧: ନୟାଗଡ଼ ଜିଲା ରଣପୁର ସହରର ଦଳିତ ସାହିରେ ଜାଗାମିଶନ ଅପହଞ୍ଚ। ସ୍ବାଧୀନତାର ୭୩ ବର୍ଷ ପରେ ବି ରଣପୁର ଏନଏସିରେ ଥିବା ଝୁମ୍ପୁଡି ଭାଡି ଓ ପାଲଟଣା ଘରର ଚିତ୍ର ବଦଳି ପାରୁନାହିଁ। ସବୁ ବାସହୀନଙ୍କୁ ଜାଗା ମିଶନରେ...

ପୋଲିସ-ଗ୍ରାମବାସୀ ଗଣ୍ଡଗୋଳ: ଫାଙ୍କା ଗୁଳିଚାଳନା

କାଲିମେଳା,୧୩ା୧(ଡି.ଏନ.ଏ.): ଜୁଆ ଆଡ୍ଡା ଓ କୁକୁଡ଼ାଗାଲି ଉପରେ ଚଢ଼ାଉ କରିବାରୁ ପୋଲିସକୁ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେବାକୁ ପଡିଛି। ଦୀର୍ଘ ସମୟ ଧରି ପୋଲିସ- ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଏସ୍‌ଡିପିଓ ଆହତ ହୋଇଛନ୍ତି। ଘଟଣାରେ ସମ୍ପୃକ୍ତ ୧୬ ଜଣଙ୍କୁ...

୬ ଅଲିଭ୍‌ ରିଡ୍‌ଲେଙ୍କୁ ଟ୍ୟାଗିଂ

ବ୍ରହ୍ମପୁର ଅଫିସ/ଗଞ୍ଜାମ(ଡି.ଏନ୍‌.ଏ.),୧୩ା୧: ଜୁଲୋଜୀକାଲ ସର୍ଭେ ଅଫ୍‌ ଇଣ୍ଡିଆ(ଜେଡ୍‌ଏସ୍‌ଆଇ)ଓ ବ୍ରହ୍ମପୁର ବନଖଣ୍ଡ ମିଳିତ ଆନୁକୂଲ୍ୟରେ ଅଲିଭ୍‌ରିଡ୍‌ଲେଙ୍କୁ ମଙ୍ଗଳବାର ଟ୍ୟାଗିଂ କରିଛି। ଟ୍ୟାଗ୍‌ଗୁଡିକ ସ୍ବତନ୍ତ୍ର ଭାବରେ ସଂଖ୍ୟାଭୁକ୍ତ ହୋଇଛି ଏବଂ ଏଥିରେ ସବିଶେଷ ତଥ୍ୟ ଅଛି। ଯେପରିକି ସଙ୍ଗଠନର ନାମ, ଇମେଲ୍‌ ଆଇଡି...

ବିଜୁବାବୁଙ୍କୁ କଟାକ୍ଷ: ବିଜେଡି-ଭାଜପା ମୁହାଁମୁହିଁ

ବାରିପଦା ଅଫିସ,୧୩ା୧: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ନେତ୍ରୀ ତଥା ମୟୂରଭଞ୍ଜ ଜିଲା ପରିଷଦ ଅଧ୍ୟକ୍ଷାଙ୍କ କଟାକ୍ଷ ନେଇ ମଙ୍ଗଳବାର ବିଜେଡି ଓ ଭାଜପା ମୁହାଁମୁହିଁି ହୋଇଥିଲେ। ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦଳର...

ପୁରୀରେ ପହଞ୍ଚିଲା କୋଭିଡ୍‌ ଟିକା

ପୁରୀ ଅଫିସ,୧୩।୧: ପୁରୀରେ କୋଭିଡ-୧୯ ଭାକ୍ସିନ ପହଞ୍ଚିଛି। ପୁରୀ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ଶୀତଳଭଣ୍ଡାରରେ ଭାକ୍ସିନ୍‌ ରହିଛି। ୭ଶହ ଫାଇଲରେ ୭ ହଜାର ଡୋଜ୍‌ ପୁରୀରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ।...

୧୮ ବର୍ଷରେ ଏଡ୍‌ସ ନେଲାଣିି ୨୧୫ ଜୀବନ

ଖୋର୍ଦ୍ଧା ଅଫିସ,୧୩ା୧: ଖୋର୍ଦ୍ଧା ଜିଲା ଏଡ୍‌ସ ନିୟନ୍ତ୍ରଣ କମିଟି ବୈଠକ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସନତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଜିଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି)ରେ ଏଡ୍‌ସ ପରୀକ୍ଷା ବ୍ୟବସ୍ଥା ରହିଛି। ଚିହ୍ନଟ...

ଫଟୋଗ୍ରାଫର୍ସ ଆସୋସିଏଶନ ବାର୍ଷିକ ଅଧିବେଶନ

ଖୋର୍ଦ୍ଧା ଅଫିସ,୧୩ା୧: ଖୋର୍ଦ୍ଧା ଫଟୋଗ୍ରାଫର୍ସ ଆସୋସିଏଶନ(କେପିଏ)ର ବାର୍ଷିକ ଅଧିବେଶନ ଓ ବନ୍ଧୁମିଳନ ସ୍ଥାନୀୟ ପୂର୍ତ୍ତ ଡାକ ବଙ୍ଗଳାଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସଭାରେ ସଂଘର ଆଗାମୀ କାର୍ଯ୍ୟକ୍ରମ, ସଂଘ ସହ ଜଡ଼ିତ ଥିବା ସମସ୍ତ ଫଟୋଗ୍ରାଫର୍ସଙ୍କ ଉନ୍ନତି ଉପରେ...

କୋଭିଡ୍‌ ଟିକାକୁ ସ୍ବାସ୍ଥ୍ୟକର୍ମୀଙ୍କ ନା’

ଖୋର୍ଦ୍ଧା ଅଫିସ,୧୩ା୧: ରାଜ୍ୟରେ ଆସନ୍ତା ୧୬ ତାରିଖରୁ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ସ୍ବତନ୍ତ୍ର ବିମାନ ଯୋଗେ ଟିକା ଭୁବନେଶ୍ୱରରେ ପହଞ୍ଚିିଛି। ମଙ୍ଗଳବାର ମଧ୍ୟରାତ୍ରିରୁ ଟିକା ସମସ୍ତ ଜିଲାରେ ପହଞ୍ଚିବା ଲାଗି ଯୋଜନା ରହିଛି। ଖୋର୍ଦ୍ଧା ଜିଲାରେ ଟିକାକରଣ...

ରାଜଧାନୀରେ ନକଲି ଘିଅ କାରଖାନା ଠାବ

ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର, ୧୩।୧(ଡି.ଏନ୍‌.ଏ.): ଭେଜାଲ ଖାଦ୍ୟ ସାମଗ୍ରୀ କାରଖାନା ଏବେ ସାରା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। କେଉଁଠି ନକଲି ମସଲା ତ ଆଉ କେଉଁଠି ନକଲି ତେଲ କାରଖାନା ଠାବ କରାଯାଉଛି। ରାଜ୍ୟବାସୀ ଏବେ ଖାଦ୍ୟ ନାଁରେ...

ପୂର୍ବ ଉପକୂଳରେ ସମରାଭ୍ୟାସ ‘ସି ଭିଜିଲ୍‌’

ପାରାଦୀପ,୧୩ା୧(ସ୍ବ.ପ୍ର.): ପାରାଦୀପ ସମେତ ଓଡ଼ିଶାର ୪୮୦ କିଲୋମିଟର ପୂର୍ବଉପକୂଳ ଓ ଦେଶର ସାମୁଦ୍ରିକ ସୀମାରେ ମଙ୍ଗଳବାର ୨ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏହାର ନାମ ‘ ସି ଭିଜିଲ୍‌ ୨୦୨୧’ ରଖାଯାଇଛି। ଏଥିରେ ନୌସେନା, ତଟରକ୍ଷୀ ବାହିନୀ,...

୩୫ ମେଟ୍ରିକ୍‌ ଟନ୍‌ ଲୁହାପଥର ବୋଝେଇ ଟ୍ରକ୍‌ ଜବତ

ଯୋଡ଼ା/ଝୁମ୍ପୁରା, ୧୩।୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ହେଉଥିବା ଖଣିଜ ଚୋରା କାରବାରକୁ ବନବିଭାଗ ଲଗାତାର ଗୋଡାଇ ଧରୁଛି। ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଯୋଡା ଖଣିମଣ୍ଡଳସ୍ଥିତ ନୟାଗଡ ଜଙ୍ଗଲରୁ ଏକ ୧୨ଚକିଆ ଟ୍ରକ୍‌(ନଂ-ଓଡି ୧୫ ଏଲ୍‌...

ନୟାଗଡ଼ରେ ପୁଣି ଶିଶୁ ନିଖୋଜ

ଖଣ୍ଡପଡ଼ା,୧୩ା୧(ସ୍ବ.ପ୍ର): ନୟାଗଡ଼ ଜିଲା ଖଣ୍ଡପଡା ବ୍ଲ୍ଳକ ଅଧୀନ କିଆଝର ପଞ୍ଚାୟତର କିଆଝରପାଟଣା ଗ୍ରାମର ଜଣେ ୬ ବର୍ଷର ଶିଶୁ ମଙ୍ଗଳବାର ଅପରାହ୍ନରୁ ନିଖୋଜ ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ଖଣ୍ଡପଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri