ଆମ ଜିଲା ଖବର

ଓ୍ବାର୍ଲଡ଼ ରେକର୍ଡ କଲେ ବଲାଙ୍ଗୀରର ୧ ବର୍ଷ ୧୧ ମାସର ଶିଶୁ

ବଲାଙ୍ଗୀର ଅଫିସ,୧୨ା୧- ଭାରତର ପ୍ରାଦଶିକ ରାଜଧାନୀମାନଙ୍କ ନାମ ଆବୃତ୍ତି କରି ବଲାଙ୍ଗୀର ସହରର ଜଣେ ୧ବର୍ଷ ୧୧ ମାସ ୬ ଦିନର ଶିଶୁପୁତ୍ର ବିଶ୍ୱରେକର୍ଡ କରିଥିବା ଜଣାପଡିଛି ା ଶିଶୁପୁତ୍ର ହେଉଛନ୍ତି ବଲାଙ୍ଗୀର ରାଜୀବନଗର ନିବାସୀ ଶିକ୍ଷକ ତଥା ବାଲୁକାଶିଳ୍ପୀ...

୨୮ ହଜାର ଲାଞ୍ଚ ନେଇ ଗିରଫ ହେଲେ ତହସିଲ କିରାଣି

ବଲାଙ୍ଗୀର ଅଫିସ,୧୧ା୧: ଜଣେ ବ୍ୟକ୍ତିଙ୍କ ଜମି ରେକର୍ଡ ଅଫ୍‌ ରାଇଟ୍‌ (ଆର୍‌ଓଆର୍‌) କରାଇ ଦେବାକୁ କହି ୨୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲା ମୁରିବାହାଲ ତହସିଲ ଅଫିସର ବରିଷ୍ଠ କିରାଣି ତଥା ରେକର୍ଡ କିପର ଅସିତ୍‌...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଦୁଇଭାଇ

ବରଗଡ଼ ଅଫିସ୍‌,୧୧।୧: ଏକାଧିକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଜୀବନ ରକ୍ଷା କରିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଦୁଇଭାଇ ଦିବସ କୁମାର ସାହୁ ଓ ଆକାଶ କୁମାର ସାହୁଙ୍କୁ ସୋମବାର...

ସେଲ୍‌ଫି ନେଲାବେଳେ ନଦୀରେ ଯୁବତୀ ଖସିପଡ଼ିବା ଭିଡିଓ ଭାଇରାଲ

ବାଲିଶଙ୍କରା୧୧।୧: ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ନଦୀର ଘୋଘର କନାକୁଣ୍ଡ ଘାଟରେ ଗତ ୩ ତାରିଖରେ ପିକ୍‌ନିକ୍‌ କରିବାକୁ ଯାଇଥିବା ଜଣେ ଯୁବତୀ ସେଲ୍‌ଫି ନେବାବେଳେ ନଦୀ ଭିତରେ ଖସିପଡ଼ିଥିଲେ। ସେହି ସମୟର ଏକ ଭିଡ଼ିଓ ଏବେ ସୋସିଆଲ...

ବିଜୁ ସେତୁ ଭୁଶୁଡିବା ଘଟଣା: ଯନ୍ତ୍ରୀ, ଠିକାଦାରଙ୍କ ନାମରେ ମାମଲା

ନବରଙ୍ଗପୁର/ଉମରକୋଟ,୧୧ା୧: ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଡକୁମାରୀ ପଞ୍ଚାୟତ ଅଧୀନ ତାଲାପଦର ନାଗୀନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଜନ(୨)ର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ଉମରକୋଟ ଥାନାରେ...

ଗୋଟିଏ ରାତିରେ ୫ ଲକ୍ଷ ଜରିମାନା ଆଦାୟ

ପୁରୁଷୋତ୍ତମପୁର,୧୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଇଲାକାର ଋଷିକୁଲ୍ୟା ନଦୀରୁ ବେଆଇନ୍‌ ଭାବେ ବାଲି ଚାଲାଣ ହେଉଛି। ତହସିଲ ପ୍ରଶାସନ ପକ୍ଷରୁ ଏହାର ଧରପଗଡ଼ ହେଉଛି। ରବିବାର ଗୋଟିଏ ରାତିରେ ୫ ଲକ୍ଷ ଟଙ୍କାର ଜରିମାନା ଆଦାୟ ହେଇଛି। ଯାହାକି ପୁରୁଷୋତ୍ତମପୁର...

ଲୁଟି ନେଇଥିଲେ ୨.୩୫ ଲକ୍ଷ ଟଙ୍କା: ବେଶି ସମୟ ରଖି ପାରିଲେନି ପାଖରେ

ବରଗଡ଼ ଅଫିସ୍‌,୧୧।୧: ବରଗଡ଼ ସହରର ଏକ ହୋଟେଲ ପରିସରରୁ ରବିବାର ୨.୩୫ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି । ସ୍ଥାନୀୟ ଟାଉନ ଥାନା ପୋଲିସ ଲୁଟ୍‌ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ...

ଗ୍ୟାସ୍‌ ଲିକ୍‌ ହୋଇ ନିଆଁରେ ପୋଡିଗଲେ ଖୁଡି, ଝିଆରୀ

ଲୋଇସିଂହା,୧୧।୧: ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଯିବାରେ ବଲାଙ୍ଗୀର ଜିଲା ଲୋଇସିଂହା ଜଡାମୁଣ୍ଡା ବସ୍ତିର ଜଣେ ମହିଳା ଓ ତାଙ୍କ ଝିଆରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଅନସି ସୁନା(୩୯) ଓ ପାୟଲ ସୁନା(୨୧)।...

ସରିଲା ପକ୍ଷୀଗଣନା, ଗତବର୍ଷ ତୁଳନାରେ କମିଛନ୍ତି

ଚାନ୍ଦବାଲି,୧୧।୧(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଗଣନା ଶେଷ ହୋଇଛି। ବିଭିନ୍ନ ଅଞ୍ଚଳରେ ମୋଟ ୧୩,୮,୯୨ଟି ପକ୍ଷୀ ଥିବା ସରକାରୀ ବନ୍ୟ ସଂରକ୍ଷକ ସାଧନା ବେହେରା ସୂଚନା ଦେଇଛନ୍ତି। ଗତବର୍ଷ ତୁଳନାରେ ୧୪୦ ପକ୍ଷୀ କମି ଥିବାର...

ଦୁଇ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ

ପାଟଣା,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ସବଇନ୍ସପେକ୍ଟର ଦୀନଦୟାଲ ମୋଦିଙ୍କ ଭଡ଼ା ଘରୁ ରବିବାର ରାତିରେ ଚୋରି ଉଦ୍ୟମ ହେଉଥିବା ବେଳେ ଗାଁ ଲୋକେ ଦୁଇଜଣ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ଦୀନଦୟାଲ ତୁରୁମୁଙ୍ଗା ମନ୍ଦିର ସାହିସ୍ଥିତ...

ମହାପ୍ରଭୁଙ୍କୁ ସୂର୍ଯ୍ୟ-ଚନ୍ଦ୍ର ଦାନ

ପୁରୀ ଅଫିସ, ୧୧।୧: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରବିବାର ଭୁବନେଶ୍ୱର ନିବାସୀ ପଦ୍ମଚରଣ ପାତ୍ର ୩ ହଳ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି। ପଦ୍ମଚରଣ ସସ୍ତ୍ରୀକ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ୩ ହଳ ସୁବର୍ଣ୍ଣ...

ବାସହରା ଖୋଜୁଛନ୍ତି ରାତ୍ରି ଆଶ୍ରୟସ୍ଥଳ

ଜଗତ୍‌ସିଂହପୁର ଅଫିସ, ୧୧।୧: ପ୍ରବଳ ଶୀତ ଯୋଗୁ ଗରିବ ବାସହରାଙ୍କ ଚିନ୍ତା ବଢ଼ିଯାଇଛି। ରାତ୍ରିଯାପନ କରିବା ପାଇଁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଯୋଗୁ ବାସହରା ହୋଇ କୌଣସି ବ୍ୟକ୍ତିଙ୍କ ଯେପରି ମୃତ୍ୟୁ ନ ହୁଏ ସେଥିପ୍ରତି ଦାୟିତ୍ୱବାନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri