ଆମ ଜିଲା ଖବର

ସିଦ୍ଧମଠ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ୍‌ ପଥର ଜବତ

ଯୋଡ଼ା,୭।୧: କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ୍‌ ଅନ୍ତର୍ଗତ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ପଥର ବନବିଭାଗ ଜବତ କରିଛି। ଜବତ ହୋଇଥିବା ସ୍ଥାନଟି ଏକ ଖଣି କମ୍ପାନୀର ଲିଜ୍‌ ଅଞ୍ଚଳ ବୋଲି ଜଣାପଡିଛି। ମାଙ୍ଗାନିଜ ପଥର ଚୋରା...

ଘର ଭାଙ୍ଗି ଫସଲ ନଷ୍ଟ କଲେ ହାତୀ

ତେଲକୋଇ,୭।୧: କେନ୍ଦୁଝର ଜିଲା ହାଲପୋଡି ଗ୍ରାମରେ ଏକ ଦନ୍ତା ହାତୀ ଘର ଭାଙ୍ଗି ଫସଲ ନଷ୍ଟ କରିଛି। ଦନ୍ତାଟି ବୁଧବାର ରାତିରେ ହାଲପୋଡି ଗ୍ରାମରେ ପଶି ପ୍ରଥମେ ଗୀତା ନାଏକଙ୍କ ଘର ଭାଙ୍ଗି ଧାନ, ଚାଉଳ ଖାଇ ଦେଇଥିଲା। ଅନ୍ୟପକ୍ଷରେ...

ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ, ସ୍ବାମୀ ଗୁରୁତର

ଚିତ୍ରଡ଼ା,୭ା୧: ମୟୂରଭଞ୍ଜ ଜିଲା ବାରିପଦା-ଚିତ୍ରଡ଼ା ରାସ୍ତାର ଗୁଞ୍ଜୁସାହି ଛକ ନିକଟରେ ଗୁରୁବାର ୪ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ବାମୀ ଦୀନକୃଷ୍ଣ ମାହାନା ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ବାରିପଦା ନିକଟ...

୧୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ, ୨ ଦମ୍ପତି କୋର୍ଟ ଚାଲାଣ

ହିଞ୍ଜିିଳିକାଟୁ,୭ା୧(ଡି.ଏନ୍‌.ଏ.)-ହିଞ୍ଜିଳି ଥାନା କାଞ୍ଜିଆମ୍ମା ଓ କୋଦଳା ଥାନା ଡେଙ୍ଗାପଦର ଗ୍ରାମର ୨ ଦମ୍ପତି ଚାକିରି, ଗ୍ରୁପ୍‌ ଲୋନ୍‌ ଆଦି କରାଇଦେବେ କହି ୧୧ଲକ୍ଷ ୨୨ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗୁରୁବାର ଗିରଫ ହୋଇଛନ୍ତି। ସେମାନେ ହେଲେ କାଞ୍ଜିଆମ୍ମା ଗ୍ରାମର...

ଡ୍ରଗ୍‌ ଲାଇସେନ୍ସ ପାଇଁ ଲାଞ୍ଚ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଜଣାଇଲେ ଜିଲାପାଳ

ଛତ୍ରପୁର,୭।୧(ଡି.ଏନ୍‌.ଏ.)- ଡ୍ରଗ ଲାଇସେନ୍ସ କରାଇ ଦେବାକୁ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ବନମାଳୀ ଶତପଥୀ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଗତ ସପ୍ତାହରେ ଜିଲାପାଳଙ୍କ କୋର୍ଟରେ ଉକ୍ତ ମାମଲାର ଶୁଣାଣି ହୋଇସାରିଛି ।...

ଇଣ୍ଡିଆନ ବ୍ୟାଙ୍କରେ ଅଗ୍ନିକାଣ୍ଡ

ବୁଗୁଡ଼ା,୭ା୧(ଡି.ଏନ୍‌.ଏ.)- ବୁଗୁଡ଼ା ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଶର୍ଟସର୍କିଟରୁ ନିଅଁା ଲାଗି ୪ ଲକ୍ଷ ଟଙ୍କାର ଏକ ଜେନେରେଟର ଜଳି ଯାଇଛି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ସବୁଦିନ ଭଳି ବ୍ୟାଙ୍କ କାର୍ଯ୍ୟ ଆରମ୍ଭ...

ଚାଷୀଙ୍କଠୁ ଲୁଟି ନେଲେ ୧.୨୫ ଲକ୍ଷ ଟଙ୍କା

ଅତାବିରା,୭।୧: ବରଗଡ଼ ଜିଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ଅଧୀନ ଗୋଡଭଗାରେ ଜଣେ ଚାଷୀଙ୍କଠାରୁ ଗୁରୁବାର ଦିନ ଦ୍ୱିପ୍ରହରରେ ୧ଲକ୍ଷ ୨୫ ହଜାର ଟଙ୍କା ଲୁଟ୍‌ ହୋଇଛି। ଖବର ପାଇ ଗୋଡଭଗା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିଲେ...

୪.୬୨ ଲକ୍ଷ ଟଙ୍କା ଠକେଇ, ଫାଇନାନ୍ସ କମ୍ପାନୀର କର୍ମଚାରୀ କହୁଥିବା ଯୁବକ ଗିରଫ

କୋକସରା,୭।୧: କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ରାବଣଗୁଡା ଗ୍ରାମର କିଛି ଲୋକଠାରୁ ୪ ଲକ୍ଷ ୬୨ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତ...

ଦୀର୍ଘ ଦିନର କଟକଣା ପରେ କାଲିଠୁ ଖୋଲିବ ଧବଳେଶ୍ୱରଙ୍କ ପୀଠ

କଟକ ଅଫିସ, ୭।୧: ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର ଶୁକ୍ରବାରଠାରୁ ଖୋଲିବ। କରୋନା କଟକଣା ମଧ୍ୟରେ ସକାଳୁ ବାବା ଧବଳେଶ୍ୱରଙ୍କ ପୀଠ ଖୋଲାଯିବ। ଏ ନେଇ ଗୁରୁବାର ଆଠଗଡ଼ ଉପଜିଲାପାଳଙ୍କ ସଭା ଗୃହରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମେ...

ଧରିତ୍ରୀ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌, ସାଇଙ୍କ ଚିକିତ୍ସା ପାଇଁ ବଢୁଛି ସହଯୋଗର ହାତ

ବରଗଡ଼ ଅଫିସ,୭।୧: ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧ ନିଗମାନନ୍ଦ ବିହାରସ୍ଥିତ ଏକ ଭଡ଼ାଘରେ ରହୁଥିବା ପୂଜା ୟାଦବ ଓ କଲ୍ଲୁ ୟାଦବଙ୍କ ଏକ ଶିଶୁପୁତ୍ର ସାଇ ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କ ବୟସ ୧୪ ମାସ ହୋଇଥିବା...

ଡିଆରଡିଏ କାର୍ଯ୍ୟାଳୟ ଘେରାଉ କଲେ ଗାଁ ସାଥୀ

କେନ୍ଦୁଝର,୭।୧(ସ୍ବ.ପ୍ର.): ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ସମ୍ପାଦନ ପାଇଁ ନିୟୋଜିତ ଗାଁ ସାଥୀ (ମେଟ୍‌)ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଗୁରୁବାର ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ଶା ପକ୍ଷରୁ ୨୩ ଦଫା ଦାବି ନେଇ...

ମଣ୍ଠିରୁ ଉଠୁନି ଧାନ: ସାଲେଭଟା-ଆଗଲପୁର ରାସ୍ତା ଅବରୋଧ କଲେ ଚାଷୀ

ଲୋଇସିଂହା,୭।୧: ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଡୁଡୁକା ପ୍ୟାକ୍ସରେ ଧାନକିଣାରେ ମନ୍ଥରତା ଦେଖାଦେଇଛି।ମିଲର୍ସମାନେ ନ ଆସିବାରୁ ଧାନ ଉଠି ପାରୁନାହିଁ। ଏବେ ପ୍ୟାକ୍ସରେ ୨୩ଶହ ପ୍ୟାକେଟ ଧାନ ପଡି ରହିଛି। ଏହାର ପ୍ରତିବାଦ କରି ଗୁରୁବାର ପ୍ୟାକ୍ସ ଅଧୀନ ଚାଷୀମାନେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri