ଆମ ଜିଲା ଖବର

ବାପଘରକୁ ନେବା ବାଟରେ ସ୍ତ୍ରୀଙ୍କୁ ମାରିଦେଲେ

ଉମରକୋଟ, ୬।୧(ସ୍ବ.ପ୍ର.): ପାରିବାରିକ କଳହକୁ କେନ୍ଦ୍ର କରି ମଙ୍ଗଳବାର ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ୟୁଭି-୫୨ ଗ୍ରାମର ବିପ୍ଳବ ବିଶ୍ବାସ ତାଙ୍କ ସ୍ତ୍ରୀ ସିପ୍ରାଙ୍କୁ ହତ୍ୟା କରିଛନ୍ତି। ଏହାପରେ ବିପ୍ଳବ ଉମରକୋଟ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପ୍ରକାଶ ଯେ, ବିପ୍ଳବ...

ପର୍ଯ୍ୟଟନସ୍ଥଳୀ: ‘ଟୁଙ୍କି’ ଜଳପ୍ରପାତ

ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନର ସବୁଜ ସୁନ୍ଦର ଓ ପ୍ରାକୃତିକ ଶୋଭା ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସୁଉଚ୍ଚ ପାହାଡ଼ରୁ ଝରୁଥିବା ଜଳ ସାଙ୍ଗକୁ ପଶୁପକ୍ଷୀଙ୍କ କଳରବ ପରିବେଶକୁ କରେ ଆନନ୍ଦମୁଖର। ଏଇଥି ପାଇଁ ହଜାର ହଜାର ଦର୍ଶକଙ୍କ...

ହାସ୍ୟ ଅଭିନେତା ଶିବୁ ଦାଦାଙ୍କ ପରଲୋକ

ଯାଜପୁର ଟାଉନ,୬ା୧ (ଡି.ଏନ.ଏ.): ଯାଜପୁର ଜିଲାର ଜଣେ ଜଣାଶୁଣା ହାସ୍ୟ ଅଭିନେତା ଦେବାଶିଷ ବୋଷ ଓରଫ ଶିବୁଦାଦାଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି ା ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲାା କେବଳ ଅଭିନୟ ନୁହେଁ ମଞ୍ଚ ସଜ୍ଜାଠାରୁ ଆରମ୍ଭ କରି...

ତେଲ କମ୍ପାନୀ ପରିସରରେ ମାଟିି ଅତଡ଼ା ଖସିଲା

ମହାକାଳପଡ଼ା, ୬ା୧ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଗଗୁଆ ଗଁା ଦେଇ ଭାରତୀୟ ତୈଳ ନିଗମର ପାରାଦୀପ-ହଳଦିଆ ପାଇପ୍‌ ଲାଇନ ଯାଇଛି। ଗଁା ନିକଟ ନିୟନ୍ତ୍ରଣ କକ୍ଷ ପରିସର ମଧ୍ୟରେ ଥିବା ଯାନ୍ତ୍ରିକ...

୪ ଅଭିଯୁକ୍ତ ଗିରଫ

ନିଶ୍ଚିନ୍ତକୋଇଲି/ମାହାଙ୍ଗା,୬ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ନୃତ୍ତାଙ୍ଗସ୍ଥିତ ଯଁକୁଟି ନିକଟରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ଘଟଣାରେ ଗ୍ରାମାଞ୍ଚଳ ପୋଲିସ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ହେଲେ...

ଟେନ୍‌ସା ଫାଣ୍ଡି ଅଧିକାରୀଙ୍କୁ ତୀରମାଡ଼

ସୁନ୍ଦରଗଡ/ଟେନ୍‌ସା/ବଣାଇଁ, ୬।୧ (ଡି.ଏନ.ଏ/ସ୍ବ.ପ୍ର): ବେଆଇନ ମଦ କାରବାର ଉପରେ ଚଢାଉ ପାଇଁ ସୁନ୍ଦରଗଡ ଜିଲା କୋଇଡା ବ୍ଲକ ଟେନସା ଫାଣ୍ଡି ଅଧୀନ ଜିରୋ ପଏଣ୍ଟ ହାଟିଂ (ବସ୍ତି)କୁ ଯାଇଥିବା ବେଳେ ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରାଙ୍କୁ ତୀରମାଡ଼ ହୋଇଛି।...

ହସ୍ପିଟାଲ ରାସ୍ତାରେ ହାତୀ

ରାଇବଣିଆ, ୬ା୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନ ଖୁଆଡ଼ ହସ୍‌ପିଟାଲ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳବାସୀ ହାତୀକୁ ଦେଖି ଭୟଭୀତ ହୋଇପଡିଥିଲେ। ହାତୀଟି କାହାର କିଛି କ୍ଷତି କରୁ ନ...

ଏସ୍‌ଆଇଟିକୁ ଝଟକା

ନୟାଗଡ଼ ଅଫିସ,୬ା୧: ବହୁ ଚର୍ଚ୍ଚିତ ନୟାଗଡ଼ ସଦର ଥାନା ପରୀ ହତ୍ୟା ଓ ବଳାକତ୍ାର ଘଟଣା ନୂଆ ମୋଡ଼ ନେଇଛି। ଅଭିଯୁକ୍ତ କଲେଜ ଛାତ୍ର ଜଣେ ନାବାଳକ ବୋଲି ମଙ୍ଗଳବାର ନୟାଗଡ଼ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ କହିଛନ୍ତି। ଏଥିସହ ଅଭିଯୁକ୍ତଙ୍କ...

ମାନ୍ୟତା ଅପେକ୍ଷାରେ କାଇଁଝରୀ ଜଳପ୍ରପାତ

କେନ୍ଦୁଝର, ୬ା୧(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଭରି ରହିଛି ବହୁ ଅନାଲୋଚିତ ପ୍ରାକୃତିକ ଜଳପ୍ରପାତ । ସେଥି ମଧ୍ୟରୁ ବାଂଶପାଳ ବ୍ଲକ ଅନ୍ତର୍ଗତ ତଳବାଲି ନିକଟରେ ବିଲାରୀଗୋଠ ପାହାଡ଼ରେ ରହିଛି ଏକ ମନୋରମ ଜଳପ୍ରପାତ । ଯାହାର ନାମ ସ୍ଥାନୀୟ ଲୋକେ ଘାଗରା...

ହୁଡ଼ିସାହିରେ ବିଜୁଳି ସାତସପନ

ଚମ୍ପୁଆ,୬।୧(ଡି.ଏନ.ଏ.)- ଦ୍ୱୀପ ତଳ ଅନ୍ଧାର ଭଳି ସ୍ବାଧୀନତାର ୭୨ ବର୍ଷ ପରେବି ବିଜୁଳି ଆଲୁଅ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଚମ୍ପୁଆ ଏନ୍‌ଏସି ଅଧୀନରେ ରହିଥିବା ୧୩ ନଂ ୱାର୍ଡର ଆଦିବାସୀ ଗାଁ ନୁଆଗାଁ ହୁଡିସାହି। ଆଦିବାସୀମାନେ ଏଠାରେ କାହିଁ କେଉଁ...

ଚାରି ମାସ ହେଲା ଶଯ୍ୟାଶାୟୀ କାଳିଆ

ଲାଠୋର, ୭ା୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଘାସିଦାସ ପଡ଼ାର କାଳିଆ ସୁନା (୬୦)। ତାଙ୍କ ଅଣ୍ଟା ତଳ ଖଞ୍ଜା ହାଡ଼ ଅଚଳ ହୋଇପଡିଛି। ଧାରକରଜ କରି ବିଭିନ୍ନ ଡାକ୍ତରଖାନାରେ ଦେଖାଇଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ହେଉନାହିଁ। ଉଚ୍ଚଚିକିତ୍ସା...

ବରଗଡ଼ ଜିଲାରେ ୧୧ରୁ ଖୋଲିବ ଧାର୍ମିକ ଅନୁଷ୍ଠାନ: ପୂଜା ସାମଗ୍ରୀ ନେବା ମନା

ବରଗଡ଼ ଅଫିସ୍‌,୫।୧: ବରଗଡ଼ ଜିଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ବୁଧବାରଠାରୁ ଖୋଲିବ। ତେବେ ଜିଲାର ଅନ୍ୟ ସମସ୍ତ ଧାର୍ମିକ ପୀଠ ଆସନ୍ତା ୧୧ତାରିଖରୁ ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ମଙ୍ଗଳବାର ନିଷ୍ପତ୍ତି ନିଆଯାଇଛି । ଧାର୍ମିକ ପୀଠ ଖୋଲିବା ପୂର୍ବରୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri