ଆମ ଜିଲା ଖବର

୨ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି

କେସିଙ୍ଗା, ୩୦।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଅବକାରୀ ବିଭାଗ ନିକଟ କେନ୍ଦୁପତ୍ର କେନ୍ଦ୍ରୀୟ ଗୋଦାମ ଗୃହ ଆଜକୁ ୨ ବର୍ଷ ହେବ କାର୍ଯ୍ୟକ୍ଷମ ନ ହୋଇ ଭୂତକୋଠି ହୋଇ ପଡି ରହିଛି। କେସିଙ୍ଗା ରେଞ୍ଜ ଅଧୀନରେ ୬୨ଟି...

ଟାର୍ଗେଟ ଅଭାବ, ଉଠୁନି ଧାନ

ଜୁନାଗଡ, ୩୦।୧୨ (ଡି.ଏନ.ଏ.): ଚାଷୀଙ୍କୁ ଟୋକନ ମିଳିଛି। ଧାନ ମଧ୍ୟ ଆଣି ମଣ୍ଡିରେ ରଖିଛନ୍ତି। ହେଲେ ଟାର୍ଗେଟ ଅଭାବରୁ ଧାନ ଉଠାଣ ହେଉ ନ ଥିବାରୁ ଗତ ୧୦ ଦିନ ହେଲା ହାଡଭାଙ୍ଗା ଶୀତ କାକରରେ ମଣ୍ଡିରେ ପଡି ରହିଛନ୍ତି ଚାଷୀ।...

ପୂର୍ବତନ ଡ୍ରାଇଭରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଧର୍ମଗଡ଼,୩୦।୧୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ପ୍ରକଳ୍ପର ପୂର୍ବତନ ଡ୍ରାଇଭର ରମେଶ ପଣ୍ଡାଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ତାଙ୍କ ଧର୍ମଗଡ଼ସ୍ଥିତ ବାସଭବନ ଓ ଜୁନାଗଡ଼ ଗେଷ୍ଟ ହାଉସରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ...

ଓ୍ବେସ୍କୋ ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ସୁନା ବିସ୍କୁଟ ଜବତ

ବଲାଙ୍ଗୀର ଅଫିସ,୩୦।୧୨: ବଲାଙ୍ଗୀର ଓ୍ବେସ୍କୋ ସୁପରିଟେଣ୍ଡେଣ୍ଟ ଅଫିସର ଆକାଉଣ୍ଟାଣ୍ଟ ବିଭୂତିଶଙ୍କର ବିନ୍ଧାଣୀଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ ହୋଇଛି। ଆୟବହିର୍ଭୂତ ସମ୍ପତ୍ତିଠୁଳ ମାମଲାରେ ବଲାଙ୍ଗୀର ସର୍କିଟ ହାଉସ ନିକଟରେ ଥିବା ତାଙ୍କ ଘର ଓ ପ୍ୟାଲେସରେ ଥିବା ୱେସ୍କୋ...

ଧନଜୀବନ, ଜୈବ ବିବିଧତାକୁ ଅଣଦେଖା

ଯାଜପୁର ଅଫିସ,୩୦।୧୨: କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସ୍ବାର୍ଥ ପାଇଁ ଜୈବ ବିବିଧତା ଓ ଲୋକଙ୍କ ଧନଜୀବନକୁ ଅଣଦେଖା କରାଯାଉଛି। ବାଲି ଖାଦାନ ଲିଜ୍‌ ଦେବା ପୂର୍ବରୁ ସେଠାକାର ପାରିପାର୍ଶ୍ୱିକ ସ୍ଥିତି ସମ୍ପର୍କରେ କୌଣସି ଅନୁଧ୍ୟାନ କରାଯାଉ ନାହିଁ। ଏହି ମର୍ମରେ...

ଝାରପାଲିରୁ ଇସ୍ରୋ ବୈଜ୍ଞାନିକ

ବରଗଡ଼ ଅଫିସ୍‌,୩୦।୧୨: ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଝାରପାଲି ଗ୍ରାମର ନିହାର ରଞ୍ଜନ ପ୍ରଧାନ ଇସ୍ରୋ ବୈଜ୍ଞାନିକ ଭାବେ ମନୋନୀତ ହୋଇଛନ୍ତି। ସେ ଆସନ୍ତା ଜାନୁୟାରୀ ମାସରେ ଇସ୍ରୋରେ ଯୋଗଦେବେ ବୋଲି କହିଛନ୍ତି। ପଙ୍କଜିନୀ ଓ ରାଜକୁମାରଙ୍କ ସାନପୁଅ...

ପରୀ ହତ୍ୟାକାଣ୍ଡର ତଦନ୍ତ ତ୍ୱରାନ୍ବିତ

ନୟାଗଡ ଅଫିସ,୩୦।୧୨: କିଛି ଦିନର ନୀରବତା ପରେ ଏସ୍‌ଆଇଟି ପୁଣି ତଦନ୍ତକୁ ତ୍ୱରାନ୍ବିତ କରିଛି। ଏସ୍‌ଆଇଟି ଯଦୁପୁର ଗଁାକୁ ନ ଯାଇ ନୟାଗଡରେ ଯଦୁପୁରର କିଛି ଲୋକଙ୍କୁ ଡକାଇ ଜେରା କରୁଛି। ଏଭଳି ସ୍ଥଳେ ଜେରା କରାଯାଉଥିବା ଲୋକମାନେ ଗଣମାଧ୍ୟମ...

ମାଛଘେରି ନଷ୍ଟ କଲେ ହାତୀପଲ

ଚିକିଟି,୩୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଗତ କିଛିଦିନ ହେଲା ହାତୀପଲ ଉପଦ୍ରବ ଚଳାଇଛନ୍ତି। ୧୫ ଦିନ ତଳେ ବ୍ଲକ୍‌ ଅନ୍ତର୍ଗତ ଗୋବିନ୍ଦନଗର, ପିତାତଳି, ରାମଚନ୍ଦପୁର ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ହାତୀପଲ ପଶି ଧାନଫସଲ ସମେତ ପାନବରଜ...

ହୀରାକୁଦ ନିଷିଦ୍ଧାଞ୍ଚଳରେ ଯୁବତୀଯୁବକ

ସମ୍ବଲପୁର,୩୦।୧୨ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳରେ କେତେକ ଯୁବତୀଯୁବକ ଚଳପ୍ରଚଳ କରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେମାନେ ସେଲ୍ଫି ନେବା ସହ ଫଟୋ ଉତ୍ତୋଳନ କରୁଛନ୍ତି। ଏହାପରେ ହୀରାକୁଦ ଡ୍ୟାମରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।...

ଅସ୍ତ୍ରୋପଚାର ବେଳେ ରହିଗଲା ଛୁଞ୍ଚି

ନୟାଗଡ଼ ଅଫିସ,୩୦।୧୨: ନିରାପଦ ପ୍ରସବ ପାଇଁ ଜଣେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ନୟାଗଡ଼ ଜିଲା ଖଣ୍ଡପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ନର୍ମାଲ ଡେଲିଭରି ବି ହେଲା। ହେଲେ ଏହି ପ୍ରସବ ପାଇଁ ମହିଳାଙ୍କ ପରିସ୍ରା ଦ୍ୱାରକୁ ସାମାନ୍ୟ କାଟିବାକୁ...

ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା

କାମାକ୍ଷାନଗର, ୩୦ା୧୨(ଡି.ଏନ.ଏ.) – ଶିକ୍ଷାୟତନ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଟଣାଯାଇଛି ଲକ୍ଷ୍ମଣରେଖା। କରୋନା ସଂକ୍ରମଣ ଭୟରେ ଦୀର୍ଘ ୯ମାସ ହେଲା ଶିକ୍ଷାନୁଷ୍ଠାନରେ ଝୁଲୁଛି ତାଲା। ଯଦିଓ ବିକଳ୍ପ ଭାବେ ଅନ୍‌ଲାଇନ ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଛି, ତଥାପି ଏହା ଶ୍ରେଣୀଗୃହ...

କାଳିଝାଟି କେନାଲରେ ଆହତ ଭାଲୁ, ଜଗିଛି ବନବିଭାଗ

ସଜନାଗଡ଼, ୩୦।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର ପାଦଦେଶର କାଳିଝାଟି ଖାଣ୍ଡିଆହୁଡ଼ି କେନାଲ ନିକଟରେ ଏକ ବିରାଟକାୟ ଭାଲୁ ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି । ଭାଲୁକୁ କେହି ଶିକାରୀ ଆହତ କରିଥିବା ଶୁଣିବାକୁ ମିଳୁଛି। ବନବିଭାଗ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri