ଆମ ଜିଲା ଖବର

ପଲିଥିନ ତଳେ ବିତୁଛି ଜୀବନ

ବାରିପଦା ଅଫିସ,୨୯ା୧୨- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ସାରସକଣା ପଞ୍ଚାୟତ ଅଧୀନ ନୂଆଗାଁ ଗ୍ରାମର ବୀଣାପାଣି ଦାସ(୭୮) ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଖରା, ବର୍ଷା ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଭଙ୍ଗା ଟାଇଲଛପର ଘରେ ପଲିଥିନ...

ଦୁଇଭାଇଙ୍କ କିଚେନ ଗାର୍ଡେନ ଆପଣେଇଛନ୍ତି ଜୈବିକ ପଦ୍ଧତି

ଆନନ୍ଦପୁର, ୨୯।୧୨(ସ୍ବ.ପ୍ର.)-ଘର ଛାତ ଉପରେ ଜୈବିକ ପଦ୍ଧତିରେ ପନିପରିବା ଚାଷ ସାଙ୍ଗକୁ ନାନା ଜାତିର ଫୁଲ, ଫଳ ବଗିଚା ଯେ କେହି ବି ଦେଖିବ ତାର ଆଖି ଖୋସି ହୋଇଯିବ। ଏଭଳି ନିଆରା ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦୁଝର...

ଧାନ କିଣା ସମସ୍ୟାକୁ ନେଇ ରାସ୍ତାରୋକୋ

ବାରିପଦା ଅଫିସ,୨୯ା୧୨- ଧାନର ଅଭାବୀ ବିକ୍ରୀ ଓ ମଣ୍ଡିରେ ଧାନକିଣା ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୋମବାର ମୟୂରଭଞ୍ଜ ଜିଲା ୧୮ ନଂ. ଜାତୀୟ ରାଜପଥର କୁଳିଅଣା ଛକଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।...

ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ

ଚୌଦ୍ୱାର, ୨୮ା୧୨(ଡି.ଏନ.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ରବିବାର ରାତିରେ ପୁଣିଥରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଶନିବାର ରାତିରେ ଏହି ବ୍ଲକ ଅଧୀନ ଦେବୀନଗର ଗ୍ରାମରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବାବେଳେ ରବିବାର ରାତିରେ ଶାଳଗଁା ପଞ୍ଚାୟତର ଦାମୋଦରପୁର...

ଆବାସ ଯୋଜନା କେଳେଙ୍କାରୀ: କେନ୍ଦୁଝର ସଦର ବ୍ଲକ ଘେରାଉ

କେନ୍ଦୁଝର,୨୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା କେଳେଙ୍କାରୀ ପ୍ରତିବାଦରେ ଭାଜପା ପକ୍ଷରୁ ସୋମବାର ସଦର ବ୍ଲକ ଘେରାଉ କରିବା ସହ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ...

କଳାହାଣ୍ଡିରେ ପୁଣି ମାତିଲେ ଲାଲବାହିନୀ: ଗଛ କାଟି ରାସ୍ତା ଅବରୋଧ

ଭବାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆମୂଳ ରାମପୁର ୪୪ ନଂ. ରାଜ୍ୟ ରାଜପଥ ଯାଖମ ନିକଟରେ ମାଓବାଦୀ ଗଛକାଟି ରାସ୍ତା ଅବରୋଧ କରିଛନ୍ତି । ଏହା ସହ ଓଡ଼ିଶା ରାଜ୍ୟ ସିପିଆଇ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି।...

ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗ: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆପଦର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଏକାକାଳୀନ ତାଙ୍କ ଭବାନୀପାଟଣାସ୍ଥିତ ଗୋଦାମପଡା ବାସଭବନ,...

ଜାତୀୟ ରାଜପଥରେ ଗୁଳିକାଣ୍ଡ: ଦୁର୍ବୃତ୍ତ ଲୁଟିନେଲେ ୬ ଲକ୍ଷ ୨୦ ହଜାର

ବାଲେଶ୍ୱର ଅଫିସ,୨୮ା୧୨: ବାଲେଶ୍ବର ଜାତୀୟ ରାଜପଥ ବଣପାରିଆ ଷ୍ଟେଟ୍‌ ବ୍ୟାଙ୍କ ନିକଟରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଜେସିବି କମ୍ପାନୀର ଆକାଉଣ୍ଟାଣ୍ଟ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ସିକ୍ୟୁରିଟି...

ସାତପଡ଼ାରେ ପ୍ରତିଷ୍ଠା ହେବ ବରଫକଳ

ପୁରୀ ଅଫିସ,୨୮ା୧୨: ପୁରୀ ଉପକୂଳ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ ନିୟମ ଏବଂ କାର୍ଯ୍ୟକାରିତା ସଂକ୍ରାନ୍ତ କର୍ମଶାଳା ରବିବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏଥିରେ ଜିଲାପାଳ ବଲୱନ୍ତ ସିଂ ଅଧ୍ୟକ୍ଷତା କରିଥିଲେ।...

୩୧ରେ ଗୋପାଳପୁର ବେଳାଭୂମି ମନା

ଛତ୍ରପୁର,୨୮ା୧୨(ଡି.ଏନ୍‌.ଏ.): ଚଳିତବର୍ଷର ଶେଷଦିନ ଅର୍ଥାତ୍‌ ୩୧ତାରିଖ (ଗୁରୁବାର) ଗୋପାଳପୁର ବେଳାଭୂମିକୁ ଯିବା ମନା ହୋଇଛି। କାହାରିକୁ ସେଠାକୁ ଛଡ଼ାଯିବନି ବୋଲି ରବିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏଥିସହ ବାହାରେ ଜିରୋନାଇଟ୍‌ ପାଳନ କରିବାକୁ ନିଷେଧ...

ଏସିଆ ବୁକ୍‌ ଅଫ୍‌ ରେକର୍ଡସରେ କନ୍ଧୁଣୀ ଦେବୀଙ୍କ ପ୍ରତିମୂର୍ତ୍ତି

ବ୍ରହ୍ମପୁର ଅଫିସ୍‌,୨୮ା୧୨: ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ପୁଣି ଥରେ ଏକ ନୂତନ ରେକର୍ଡ ହାସଲ କରିବା କ୍ଷେତ୍ରରେ ସଫଳ ହୋଇଛନ୍ତି। ସତ୍ୟଙ୍କ ଦ୍ୱାରା ୧୧୧୫ ବୋତାମରେ ନିର୍ମିତ ହୋଇଥିବା କନ୍ଧୁଣୀ ଦେବୀଙ୍କ ପ୍ରତିମୂର୍ତ୍ତି ଏସିଆ ବୁକ୍‌ ଅଫ୍‌ ରେକର୍ଡସରେ...

ବ୍ରହ୍ମପୁରର ଗୁଗଲ୍‌ ଗର୍ଲ ଜିଜ୍ଞାସା

ବ୍ରହ୍ମପୁର ଅଫିସ୍‌,୨୮ା୧୨: ପିଲାଟି ଦିନରୁ ସବୁ ବିଷୟରେ ଜାଣିବାକୁ ଇଚ୍ଛା ରଖିଥିବା ୪ ବର୍ଷର ଝିଅ ଆଜି ବ୍ରହ୍ମପୁରର ଗୁଗୁଲ୍‌ ଗର୍ଲ ଭାବେ ପରିଚୟ ପାଇଛି। ସେ ହେଉଛି ବ୍ରହ୍ମପୁର ଫାଷ୍ଟଗେଟ୍‌ ଅଞ୍ଚଳର ଜିଜ୍ଞାସା ମହାନ୍ତି। ସାଧାରଣ ଜ୍ଞାନ ଦକ୍ଷତାରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri