ଆମ ଜିଲା ଖବର

ମଧ୍ୟାହ୍ନରେ ମହିଳାଙ୍କ ବେକରୁ ସୁନାହାର ଲୁଟ୍‌, ସିସିଟିଭିରେ ହେଲା କଏଦ

ହିଞ୍ଜିଳିକାଟୁ,୨୬ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବଇଁଚବଣିଆ ଅଞ୍ଚଳରେ ଜଣେ ମହିଳାଙ୍କ ବେକରୁ ଶନିବାର ମଧ୍ୟାହ୍ନରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ୩ ଭରି ଓଜନର ହାର ଲୁଟି ନେଇଛନ୍ତି। ଏଥିନେଇ ଲୁଟ୍‌ର ଶିକାର ହୋଇଥିବା ହିଞ୍ଜିଳିକାଟୁ ଶ୍ୟାମଳାଇ ନଗରର...

ହାତୀ ଆକ୍ରମଣରେ ନାବାଳକ ମୃତ: ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ଛେଣ୍ଡିପଦା,୨୬।୧୨(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ କମ୍ପସଲା ଗ୍ରାମପଞ୍ଚାୟତର ମଣ୍ଡୁଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଏହାର ପ୍ରତିବାଦରେ ଶନିବାର ସକାଳେ ମଣ୍ଡୁଆ ଗ୍ରାମର ଶତାଧିକ ଲୋକ ବନାଞ୍ଚଳ...

ଦୁର୍ନୀତି ବଡ଼ ଶତ୍ରୁ: ଜିଲା ସଭାପତି

ଗୋପାଳପୁର, ୨୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଶନିବାର ବିଜୁ ଜନତା ଦଳ (ବିଜେଡି)ର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ବିଜେଡି ସଭାପତି ତଥା ରାଜ୍ୟ କୋଠା ବାଡ଼ି ନିର୍ମାଣ ଶ୍ରମିକ...

କାଳିଜାଈ ମନ୍ଦିର ବନ୍ଦ, ପର୍ଯ୍ୟଟକ ନିରାଶ

ବାଲୁଗାଁ/କୃଷ୍ଣପ୍ରସାଦ, ୨୬ା୧୨(ଡି.ଏନ୍‌.ଏ.): ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇବା ପରେ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥାଏ। ଫଳରେ ଚିଲିକା ଚଳଚଞ୍ଚଳ ହୋଇପଡ଼ିଥାଏ। ଡିସେମ୍ବରରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆଗମନ କରିଥାନ୍ତି। ପର୍ଯ୍ୟଟକମାନେ ମା’ କାଳିଜାଈଙ୍କ ଦର୍ଶନ...

ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପରେ ବି ଅବହେଳା

ଖଣ୍ଡପଡ଼ା,୨୬ା୧୨(ଡି.ଏନ.ଏ.): ଗତ ୪ ବର୍ଷ ତଳେ ନୟାଗଡ଼ ଜିଲା କୋସକା ପଞ୍ଚାୟତସ୍ଥିତ ଯୋଗୀଯୋଗିଆଣୀ ବୌଦ୍ଧ ପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ କରିଥିଲେ। ଏହି ପୀଠର ଉନ୍ନତି ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ...

ରାଜ୍ୟ ସରକାର ଚାଷୀଙ୍କ ସଂଖ୍ୟା କମାଇ ଚାଲିଛନ୍ତି: ଧର୍ମେନ୍ଦ୍ର

ଏରସମା,୨୬ା୧୨(ସ୍ବ.ପ୍ର.): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଜପା ବଜାରରେ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଭାରତରତ୍ନ ଅଟଳ...

ଭିତରକନିକାରେ କୋଭିଡ୍‌ କଟକଣା ଉଲ୍ଲଂଘନ: ୫ ଶହ ବଦଳରେ ବୁଲିଲେ ୧୮୫୨ ପର୍ଯ୍ୟଟକ

ରାଜନଗର,୨୬ା୧୨(ଡି.ଏନ.ଏ.): ଶୁକ୍ରବାର ଥିଲା ବଡଦିନ । ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକମାନଙ୍କ ଭିଡ ଜମିଥିଲା । କୋଭିଡ୍‌ କଟକଣା ଯୋଗୁ ଭିତରକନିକା ଭିତରକୁ ପ୍ରତିଦିନ ୫ଶହ ପର୍ଯ୍ୟଟକ ଯାଇ ପାରିବେ ବୋଲି ନିୟମ ହୋଇଥିଲା । ହେଲେ ଶୁକ୍ରବାର ୧୮୫୨...

ଆଜିଠୁ ଦାରୁଦିଅଁ ଦର୍ଶନ କରିବେ ପୁରୀ ସହରବାସୀ: ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ପୁରୀ ଅଫିସ,୨୬ା୧୨: ପୁରୀ ସହରବାସୀ ଶନିବାରଠାରୁ ଶ୍ରୀମନ୍ଦିରରେ ଦାରୁଦିଅଁ ଦର୍ଶନ କରିବେ। ଏହି ଦର୍ଶନ ବ୍ୟବସ୍ଥା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ବେଳେ ଶୁକ୍ରବାର ପୋଲିସ ପକ୍ଷରୁ ମକ୍‌ଡ୍ରିଲ କରାଯାଇଛି।...

‘ଦୋକାନ ସାମ୍ନାରେ ୨ ଡଷ୍ଟବିନ୍‌ ନ ରଖିଲେ କାର୍ଯ୍ୟାନୁଷ୍ଠାନ’

ପୁରୀ ଅଫିସ,୨୬ା୧୨: ପୁରୀ ସହରର ବ୍ୟବସାୟୀ ଓ ଦୋକାନୀମାନେ ନିଜ ଦୋକାନ ସମ୍ମୁଖରେ ଦୁଇଟି ଲେଖାଏ ଡଷ୍ଟବିନ୍‌ ରଖିବେ। ଗୋଟିକରେ ଓଦା ଏବଂ ଅନ୍ୟଟିରେ ଶୁଖିଲା ଆବର୍ଜନା ପକାଇବେ। ଆବର୍ଜନା ସଂଗ୍ରହ ପାଇଁ ପୌରସଂସ୍ଥା ପକ୍ଷରୁ ଯାଉଥିବା ଗାଡ଼ିରେ ଆବର୍ଜନା...

ପୁରୀରେ ବ୍ରଙ୍କୋସ୍କୋପି ଚିକିତ୍ସା ସୁବିଧା

ପୁରୀ ଅଫିସ,୨୬ା୧୨: ପୁରୀସ୍ଥିତ ଯକ୍ଷ୍ମା ଓ ସଂକ୍ରାମକ (ଟିବି ଆଣ୍ଡ୍‌ ଆଇଡିଏଚ୍‌) ରୋଗ ଚିକିତ୍ସାଳୟରେ ବ୍ରଙ୍କୋସ୍କୋପି ଚିକିତ୍ସା ସୁବିଧା ଉପଲବ୍ଧ ହୋଇଛି। ଏହାପୂର୍ବରୁ କୌଣସି ଜିଲାସ୍ତରୀୟ ଡାକ୍ତରଖାନାରେ ଏହି ଚିକିତ୍ସା ସୁବିଧା ନ ଥିଲା। ରାଜ୍ୟରେ ପୁରୀ ପ୍ରଥମ ଜିଲା...

ଜିଲାସ୍ତରୀୟ ଜାତୀୟ ଖାଉଟି ଦିବସ: ଅଧିକାରର ସୁରକ୍ଷା, କର୍ତ୍ତବ୍ୟ ଉପରେ ଗୁରୁତ୍ୱ

ଜଗତ୍‌ସିଂହପୁର ଅଫିସ, ୨୬ା୧୨: ଭାରତରେ ୧୯୮୬ ଡିସେମ୍ବର ୨୪ରେ ଖାଉଟି ସୁରକ୍ଷା ଅଧିନିୟମ ଲାଗୁ ହୋଇଥିଲା। ସେହିଦିନଠାରୁ ଉପଭୋକ୍ତାମାନଙ୍କୁ ତାଙ୍କ ଅଧିକାର ପ୍ରଦାନ କରାଯାଇଥିଲା। ତେଣୁ ନାଗରିକମାନେ ସେମାନଙ୍କ ଅଧିକାରର ସୁରକ୍ଷା ସହ କର୍ତ୍ତବ୍ୟ ପ୍ରତି ଦାୟିତ୍ୱବାନ ହେବା ଆବଶ୍ୟକ।...

ଏଫ୍‌ଓ ଅପମିଶ୍ରଣର ଆଡ୍ଡାସ୍ଥଳ ନଳିପୁର

ଯାଜପୁର ଅଫିସ,୨୬ା୧୨: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ନିକଟ ଅଞ୍ଚଳ ତୈଳ ଜାତୀୟ ଇନ୍ଧନ ଅପମିଶ୍ରଣର ଆଡ୍ଡାସ୍ଥଳୀ ପାଲଟିଛି। ଏଠାରେ ବିଶେଷକରି ଭାରତୀୟ ତୈଳ ନିଗମ ଲିଃ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri