ଆମ ଜିଲା ଖବର

କାର୍ଯ୍ୟକାରୀ ହେଉନି ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା: ଶିଶୁ ମୁଣ୍ଡରେ ଇଟାବୋଝ

ମହାକାଳପଡା,୧୮ା୧୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁମାନଙ୍କ ପ୍ରତିଭା ବିକାଶ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସମାଜରେ ନିଜର ସ୍ବାର୍ଥ ସାଧନ ପାଇଁ ଶିଶୁମାନଙ୍କୁ ଘରୋଇ, ନିର୍ମାଣ କାମ, ହୋଟେଲ ଓ ଅନ୍ୟ କାର୍ଯ୍ୟରେ ସ୍ବଳ୍ପ...

ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ : ମିଳୁଥିବା ସାର୍ଟିଫିକେଟ କାମରେ ଲାଗୁନି

କେନ୍ଦ୍ରାପଡ଼ା ଅଫିସ, ୧୮।୧୨: ବୈଷୟିକ ଶିକ୍ଷା ପ୍ରତି ଯୁବତୀ ଯୁବକଙ୍କ ମଧ୍ୟରେ ଏବେ ଆକର୍ଷଣ ବଢୁଛି। କମ୍ପ୍ୟୁଟର ବିନା କାର୍ଯ୍ୟ କରିବା ଅସମ୍ଭବ ହେଉଛି। ଯୁବପିଢ଼ିଙ୍କ ପାଇଁ ଏହି ଶିକ୍ଷାର ଆବଶ୍ୟକତା ରହିଛି। ଏହାର ସୁଯୋଗ କେତେକ ଜାଲ ସଂସ୍ଥା...

ଘରୋଇ ସ୍କୁଲ ରାସ୍ତା ନିର୍ମାଣକୁ ବିରୋଧ: ସେନା କର୍ମଚାରୀଙ୍କୁ ମିଳିଥିଲା ଜମି

ପଟ୍ଟାମୁଣ୍ଡାଇ,୧୮।୧୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ଗୋଚର, ଅନାବାଦୀ, ପତିତ ଆଦି ସରକାରୀ ଜମିକୁ ଚଞ୍ଚକତା କରି ପ୍ରଭାବଶାଳୀ ବ୍ୟକ୍ତିମାନେ ଜବରଦଖଲ କରି ଚାଲିଛନ୍ତି। ଏମିତି ଘଟିଛି ପଟ୍ଟାମୁଣ୍ଡାଇ ତହସିଲ ବେଲତଳ ମୌଜାରେ। ଅବସରପ୍ରାପ୍ତ ସ୍ବର୍ଗତ ସେନା କର୍ମଚାରୀ ପାଇଥିବା ଜମି...

ଶାଳଗାଁରେ ହାତୀ ଉପଦ୍ରବ

ଚୌଦ୍ୱାର,୧୮ା୧୨(ଡି.ଏନ୍‌.ଏ): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଶାଳଗାଁ ପଞ୍ଚାୟତ ଅଧୀନ ଶାଳଗାଁ ଗ୍ରାମରେ ଗୁରୁବାର ଭୋରରୁ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା। ୧୬ଟିକିଆ ହାତୀପଲ ଧାନବିଲରେ ପଶି ଫସଲ ନଷ୍ଟ କରୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ। ଏ ସମ୍ପର୍କରେ ଖବରପାଇ...

ପରୀକୁ ନ୍ୟାୟ ମିଳୁ, ନିର୍ଦ୍ଦୋଷ ଦଣ୍ଡ ନ ପାଉ

ନୟାଗଡ଼ ଅଫିସ,୧୮ା୧୨: ପରୀ ନ୍ୟାୟ ପାଉ। ତେବେ ବାହାବା ନେବା ପାଇଁ ନିର୍ଦ୍ଦୋଷକୁ ଦଣ୍ଡ ଦିଆ ନ ଯାଉ। ଦୋଷର ପ୍ରମାଣ ମିଳିଲେ ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ। ହେଲେ ନିର୍ଦ୍ଦୋଷକୁ ଫସାଇବାକୁ ଚେଷ୍ଟା କରାଗଲେ ପ୍ରତିବାଦ କରାଯିବ। ଆମେ ରାଜରାସ୍ତାକୁ...

ମାତିଲେ ଶିଶୁ ହତ୍ୟାକାରୀ

ପରୀ, ସ୍ବାତୀ, ପିହୁ ପରେ ଗଁା ଦାଣ୍ଡରୁ ନିଖୋଜ ହୋଇଯାଇଥିଲା କାଳିଆ। ଗୁରୁବାର କାଳିଆର ମୃତଦେହ କୂଅରୁ ମିଳିଛି। ହାର୍ଦ୍ଦିକ ହଜିଯାଇଛି। ନୟାଗଡ଼ରୁ ଯାଜପୁର, ବାଲେଶ୍ୱରରୁ ଗଜପତି ଓ ଢେଙ୍କାନାଳ ଯାଏ ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ, ଅପହରଣ...

ଟାଟାଷ୍ଟିଲ ବିଏସ୍‌ଏଲ୍‌କୁ ବିଶ୍ୱ ସଷ୍ଟେନ୍‌ବିଲିଟି ପୁରସ୍କାର

ଢେଙ୍କାନାଳ ଅଫିସ, ୧୮।୧୨ ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ବିଏସ୍‌ଏଲକୁ ସମ୍ମାନଜନକ ବିଶ୍ୱ ସଷ୍ଟେନ୍‌ବିଲିଟି-୨୦୨୦ ପ୍ଲାଟିନମ୍‌ ପୁରସ୍କାର ମିଳିଛି। ଅନ୍‌ଲାଇନରେ ଆୟୋଜିତ ୧୧ତମ ବିଶ୍ୱ ଅକ୍ଷୟ ଶକ୍ତି ଜ୍ଞାନ କୌଶଳ କଂଗ୍ରେସ-୨୦୨୦ ଏବଂ ୪ର୍ଥ ବିଶ୍ୱ ଜଳ ସମ୍ମିଳନୀ ଓ...

ଲମ୍ବୁଛି ଚୋରା ମଦ ଚେର

ବଇଣ୍ଡା,୧୮ା୧୨(ପରିକ୍ଷିତ ସାହୁ) ଚୋରା ମଦ କାରବାର ରୋକିବାକୁ ସ୍ବତନ୍ତ୍ର ଅବକାରୀ ଥାନା ପ୍ରତିଷ୍ଠା ହୋଇଛି। ଅବକାରୀ ବିଭାଗ ସହ ପୋଲିସ ମିଳିତ ପଦକ୍ଷେପ ନେଉଛି। ନୂତନ କରି ଗଠନ ହୋଇଥିବା ବିବିଧ ଶୃଙ୍ଖଳା ଟିମ୍‌ ମଧ୍ୟ ଚଢ଼ାଉରେ ସାମିଲ ହେଉଛି।...

କରୋନା ସଚେତନତା କାର୍ଯ୍ୟକ୍ରମ

ଦେବଗଡ଼,୧୮।୧୨(ଡି.ଏନ.ଏ.) ଦେବଗଡ ନେହେରୁ ଯୁବକେନ୍ଦ୍ର ଓ ବାରକୋଟ ବ୍ଲକ ଶିରିଗିଡା ବାବା ବାଣେଶ୍ୱର କ୍ଲବ ମିଳିତ ଆନୁକୂଲ୍ୟରେ ଶିରିଗିଡା ଗ୍ରାମରେ ଏସ୍‌ଏଚଜି ସଦସ୍ୟାଙ୍କୁ ନେଇ କରୋନା ସଚେତନତା ଓ ଶ୍ରମଦାନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଯୁବକେନ୍ଦ୍ରର ସଂଯୋଜିକା ରୀତା...

ୱେସ୍କୋ ଘରୋଇକରଣକୁ ବିରୋଧ

ଦେବଗଡ଼,୧୮ା୧୨ (ଡି.ଏନ୍‌.ଏ.) ୱେସ୍କୋ ଘରୋଇକରଣକୁ ବିରୋଧ କରି ଦେବଗଡ଼ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ବିଭାଗ ମୁଖ୍ୟ କାର୍ଯ୍ୟାଳୟଠାରେ ଧାରଣା ଦେଇଥିଲେ ା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ, ହିରା ଜିଇଡ଼ି କର୍ମଚାରୀ ସଂଘ, ସ୍ବେସ୍କୋ ଇଞ୍ଜିନିୟର୍ସ୍‌ ସର୍ଭିସ୍‌ ଆସୋସିଏଶନ୍‌ ଏବଂ...

ଓଡିଶାରୁ ଅପହୃତ ନାବାଳକ ପଶ୍ଚିମବଙ୍ଗରୁ ଉଦ୍ଧାର: ୪ ଗିରଫ

ରାଉରକେଲା ଅଫିସ, ୧୭ା୧୨-ରାଉରକେଲା ରେଳଷ୍ଟେଶନ ନିକଟରୁ ଅପହୃତ ହୋଇଥିବା ୫ବର୍ଷର ନାବାଳକକୁ ପଶ୍ଚିମବଙ୍ଗ ମେଦିନାପୁରରୁ ଉଦ୍ଧାର କରାଯାଇଛି। ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ଏହି ଘଟଣାରେ ଗୁରୁବାର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଉଦିତନଗର ଥାନା ଅନ୍ତର୍ଗତ ବିରଜାପାଲ୍ଲୀର...

ଭିଜିଲାନ୍ସ ଜାଲରେ ଆଇଟିଡିଏର ୩ ଯନ୍ତ୍ରୀ

ନବରଙ୍ଗପୁର,୧୭।୧୨(ବି.ପ୍ର.)-ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ଅଫିସ ଗାଡ଼ିରେ ଟଙ୍କା ନେଇ ଯାଉଥିବାବେଳେ ୨ ଜଣ ସହକାରୀ ଯନ୍ତ୍ରୀ ଓ ଜଣେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri