ଆମ ଜିଲା ଖବର

ମଦ, କଫ୍‌ ସିରପ କାରବାର ବିରୋଧରେ ବାହାରିଲେ ମହିଳା, ପିଲାଙ୍କୁ ଧରି ଏସ୍‌ପି ଅଫିସ ଆଗରେ ଧାରଣା

ବରଗଡ଼ ଅଫିସ,୧୫।୧୨: ବରଗଡ଼ ଜିଲାରେ ଚୋରା ମଦ, କଫ୍‌ ସିରପ କାରବାର ବଢି ଚାଲିଛି। ଏହାକୁ ନେଇ ଅସନ୍ତୋଷ ମଧ୍ୟ ଲାଗିରହିଛି। ବରଗଡ଼ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧, ୨ ଏବଂ ୩ରେ ଅବାଧରେ ଏହି କାରବାର ଚାଲିଥିବା ଅଭିଯୋଗ...

ବନ୍ଦ ରହିଛି ଉମରକୋଟ୍‌ ଧଳାସୁନା କଳ

ଉମରକୋଟ,୧୫।୧୨(ସ୍ୱ.ପ୍ର.): ନବରଙ୍ଗପୁର ଜିଲା ଦିନେ କପାଚାଷ ପାଇଁ ପରିଚିତ ଥିଲା। ୧୯୮୫ରୁ ୧୯୮୯ ପର୍ଯ୍ୟନ୍ତ ଚାଷୀ ଅଧିକ ପରିମାଣରେ କପା ଚାଷ କରୁଥିଲେ। ସେତେବେଳ କପା କିଲୋ ପ୍ରତି ୭ ଟଙ୍କା ରହିଥିଲା। ଧଳାସୁନାଭାବେ ପରିଚିତ କପାଚାଷରୁ ଭଲ ଲାଭ ମିଳୁଥିବାରୁ...

ଝରପଲ୍ଲୀ, ରାଧାମୋହନପୁର ରାସ୍ତା ଶୋଚନୀୟ

ବ୍ରହ୍ମପୁର ଅଫିସ/ଗୋପାଳପୁର,୧୫।୧୨: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ଝରପଲ୍ଲୀଠାରୁ ରାଧାମୋହନପୁର ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହା ଗୋଳନ୍ଥରା ଥାନା ଗୋବିନ୍ଦନଗର ପଞ୍ଚାୟତ ଅନ୍ତର୍ଗତ ଝିଙ୍କିପଦର, ଝରପଲୀ, ରାଧାମୋହନପୁର ଓ ଗୋବିନ୍ଦନଗରକୁ ସଂଯୋଗ କରୁଛି। ମିଳିଥିବା ତଥ୍ୟନୁଯାୟୀ, ୨୦୧୮ରେ ପ୍ରଧାନମନ୍ତ୍ରୀ ଗ୍ରାମ...

ଧାନ ଉଠାଣରେ ମନ୍ଥର, ଚାଷୀ ଅସନ୍ତୋଷ

କୋକସରା, ୧୫।୧୨ (ଡି.ଏନ.ଏ.): ଟୋକାନ ମିଳିଛି ହେଲେ ଟାର୍ଗେଟ ନାହିଁ, ସପ୍ତାହ ସପ୍ତାହ ଧରି ଶୀତ କାକରରେ ମଣ୍ଡିରେ ପଡ଼ି ରହିଛନ୍ତି ଚାଷୀ। କେବେ ଧାନ ଉଠିବ ହେସି ଅପେକ୍ଷା କରିଛନ୍ତି ଚାଷୀ। କଳାହାଣ୍ଡି ଜିଲା କୋକସରା ମଣ୍ଡିରେ ଏହିଭଳି ପରିସ୍ଥିତି...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ୬ଟି ସ୍ଥାନରେ ୪୦ ଜଣିଆ ଟିମ୍‌ର ଚଢ଼ାଉ

ସୁନ୍ଦରଗଡ଼,୧୫।୧୨(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ। ମଙ୍ଗଳବାର ସକାଳେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ୪୦ ଜଣିଆ ଟିମ୍‌ ନାରାୟଣଙ୍କ ଘର ସମେତ...

ଅଳିଆ ହଟୁନି, ଡ୍ରେନ୍‌ ପୋତି ହେଲାଣି

ଖୋର୍ଦ୍ଧା ଅଫିସ,୧୫।୧୨: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଖୋର୍ଦ୍ଧା ସହରକୁ ଶୀର୍ଷତା ସ୍ଥାନରେ ରଖିବା ଲାଗି ପୌର ପରିଷଦ ପକ୍ଷରୁ ‘ସ୍ବଚ୍ଛ ଭାରତ ସୁସ୍ଥ ଭାରତ’ ଅଭିଯାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଛି। ତନ୍ମଧ୍ୟରୁ ୨୦ ଓ୍ବାର୍ଡର...

ବଢୁଛି ମାଟିପାତ୍ର ଚା’ର ଚାହିଦା

ଖୋର୍ଦ୍ଧା ଅଫିସ,୧୫।୧୨: ଶୀତୁଆ ସକାଳେ ଚାହା ଟିକିଏ ମିଳିଗଲେ ମନ ଖୁସି ହୁଏ। ତେଣୁ ରାତି ପାହିଲେ ଲୋକେ ଚା’ ଦୋକାନରେ ଭିଡ଼ ଜମାନ୍ତି। ଖୋର୍ଦ୍ଧା ସହରରେ ଏବେ ମାଟିପାତ୍ର ଚା’ର ଚାହିଦା ବୃଦ୍ଧି ପାଇଛି। ପୁରୁଣା ମେଡିକାଲ ଛକ...

ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ପୁରୀ ଏସ୍‌ପି

କଟକ ଅଫିସ,୧୫।୧୨: ପୁରୀ ହାଜତ ମୃତ୍ୟୁ ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିଥିଲେ ା ଏହି ମାମଲାର...

ଗାଁ ଦାଣ୍ଡରେ ଖେଳ…‘ନା ବାବା ନା’

ନୟାଗଡ ଅଫିସ,୧୫।୧୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରରେ ୫ ବର୍ଷର ଶିଶୁକନ୍ୟା ପରୀକୁ ଅପହରଣ ଓ ହତ୍ୟା ପରେ ଆଉ ଜଣେ ଶିଶୁକନ୍ୟା ରଣପୁର ଥାନା ବଧିପାଟଣାର ସ୍ବାତୀ(୩) ନିଖୋଜ ହୋଇଯାଇଛନ୍ତି। ଏହା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି...

ପଡ଼ିଆ ପଡ଼ିଛି ଶିଳ୍ପ ଅଧିକୃତ ଜମି

ଯାଜପୁର ଅଫିସ,୧୫।୧୨: ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରାୟ ୩୦ ବର୍ଷ ତଳେ ଯାଜପୁର ଜିଲାରେ ବିପୁଳ ପରିମାଣରେ ଜଙ୍ଗଲ, ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ କରାଯାଇଛି। ଜିଲା ପ୍ରଶାସନର ତଥ୍ୟ ଅନୁସାରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ...

ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗଜପତି,୧୫।୧୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣି ବ୍ଲକ ଲାବନ୍ୟଗଡ଼ ପଞ୍ଚାୟତର ଏସ୍‌ .ରାଉତପୁର ସ୍କୁଲ ସହାୟକ ଶିକ୍ଷକ ଦୁସମନ୍ତ ନାୟକଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ନାୟକଙ୍କ...

କୃଷକସଂଘ ସମିତିର ଆନ୍ଦୋଳନକୁ ମିଳିତ ଟ୍ରେଡୟୁନିୟନ ପକ୍ଷରୁ ସମର୍ଥନ

ସୁନ୍ଦରଗଡ଼, ୧୫।୧୨(ଡି.ଏନ୍‌.ଏ)- ଅଖିଳ ଭାରତ କୃଷକ ସଂଘର୍ଷ ସମିତିର ଆନ୍ଦୋଳନକୁ ସମର୍ଥନ ଜଣାଇ ସୋମବାର ମିଳିତ ଟ୍ରେଡ ୟୁନିୟନ ଓ କଂଗ୍ରେସ ପକ୍ଷରୁ ସୁନ୍ଦରଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଗଣଧାରଣାରେ ସୁନ୍ଦରଗଡ ଜିଲାର ବିଭିନ୍ନ ପ୍ରାନ୍ତରରୁ ବିଭିନ୍ନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri