ଆମ ଜିଲା ଖବର

ପୁରାତନ ହୋଇ ବି ଅବହେଳିତ

ପଦ୍ମପୁର,୧୪।୧୨(ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକଠାରୁ ୧୪ କି.ମି. ଦୂରରେ ପଢ଼ୁଆଁରେ ଅବସ୍ଥିତ ବାବା କ୍ଷୀରେଶ୍ୱରଙ୍କ ମନ୍ଦିର। କାହିଁ କେଉଁ କାଳରୁ ଏହି ମନ୍ଦିର ବିରାଜମାନ। ଏହି ମନ୍ଦିରର ପୌରାଣିକ ଉପଖ୍ୟାନ ମଧ୍ୟ ରହିଛି। ମନ୍ଦିରର ମାହାତ୍ମ୍ୟ ଥାଇ...

ମଣ୍ଡି ବ୍ୟବସ୍ଥା ନାହିଁ: ମକାଚାଷୀ ଶୋଷଣର ଶିକାର

ଲାଠୋର, ୧୪।୧୨(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମକାଚାଷୀ ସଙ୍କଟରେ ପଡିଛନ୍ତି। ଏଠାରେ ମଣ୍ଡିର ସୁବିଧା ନ ଥିବା ଯୋଗୁ ଶୋଷଣର ଶିକାର ହେଉଥିବା ରବୀନ୍ଦ୍ରନାଥ ବିଶ୍ବାଳ, ବିରଞ୍ଚି ମାଝି, ଅମୂଲ୍ୟ ବିଶ୍ବାଳ, ଶିବ ରଣା, ଭିକାରି...

ଅସ୍ତ୍ରୋପଚାର ପାଇଁ ଅହମ୍ମଦାବାଦ ଗଲେ ୧୦ ହୃଦ୍‌ରୋଗ ପୀଡିତ ଶିଶୁ

ଛତ୍ରପୁର,୧୪।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲାର ହୃଦରୋଗରେ ପୀଡିତ ୧୦ଜଣ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରବିବାର ରାତିରେ ଅହମଦାବାଦ ପଠାଯାଇଛି। ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ ଯୋଜନାରେ ଅହମ୍ମଦାବାଦର ସତ୍ୟସାଇ ହୃଦ ହସ୍ପିଟାଲରେ ମାଗଣା ଅସ୍ତ୍ରୋପଚାର ହେବ। ଖୋର୍ଦ୍ଧା ରୋଡ଼ ଷ୍ଟେଶନରୁ ଟ୍ରେନ ଯୋଗେ...

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବି: ସତ୍ୟାଗ୍ରହକୁ ଓହ୍ଲାଇଲେ ଚାଷୀ, ସମର୍ଥନ କଲା କଂଗ୍ରେସ

ବରଗଡ ଅଫିସ,୧୪।୧୨- କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ସୋମବାର ବରଗଡ ଗାନ୍ଧୀଛକରେ ଚାଷୀମାନେ ସତ୍ୟାଗ୍ରହକୁ ଓହ୍ଲାଇଛନ୍ତି । ପଶ୍ଚିମ ଓ କୃଷକ...

ପଶ୍ଚିମ ଓଡିଶା କଳାକାର ମହାସଂଘର ଦାବି, ଧନୁଯାତ୍ରା କଳାକାରଙ୍କୁ ଆର୍ଥିକ ସହାୟତା ଦିଆଯାଉ

ବରଗଡ ଅଫିସ,୧୪।୧୨- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବକୁ ଏଥର ବାତିଲ କରାଯାଇଛି। କରୋନା କଟକଣାକୁ ଆଖି ଆଗରେ ରଖି ଧନୁଯାତ୍ରା ମହୋତ୍ସବ ସମିତି ଏଭଳି ନିଷ୍ପତ୍ତି ନେଇଛି। ତେବେ ଏଭଳି ନିଷ୍ପତ୍ତିକୁ କଳାକାର ମହାସଂଘ ସ୍ବାଗତ କରିଛି।...

ନିଖୋଜ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର: ଅଭିଯୁକ୍ତ ଗିରଫ

ବାଲିଆପାଳ,୧୪।୧୨(ସ୍ବ.ପ୍ର): ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ଜାମ୍ଭିରାଇ ଗ୍ରାମରେ ଗତ ୧୧ ତାରିଖରୁ ନିଖୋଜ ଶିଶୁକନ୍ୟାର ମୃତଦେହ ସୋମବାର ସକାଳେ ସେହି ଗ୍ରାମର ଏକ ପରିତ୍ୟକ୍ତ ହ୍ରଦ ଭିତରୁ ଉଦ୍ଧାର କରାଯାଇଛି। ଓଡ଼ିଶାରେ  ପର ନିଖୋଜ ଘଟଣା  ବେଶ  ଚର୍ଚ୍ଚା...

ବୁନ୍ଦା ପାଣିରେ ବଗିଚା

ଭୁବନ, ୧୪।୧୨(ଡି.ଏନ.ଏ.) କୁଙ୍କୁମଠାରୁ କର୍ପୁର। ହେନାଠୁ ହରିଡ଼ା। ସେଓ, ନାସପାତି, ବେଲ ଭଳି ଜାତିଜାତିକା ଫଳଗଛ। ତା’ ସାଙ୍ଗକୁ ଜାଇଫଳ, ଲବଙ୍ଗ, ହେଙ୍ଗୁ ଭଳି ମସଲାଜାତୀୟ ଗଛ। ପରିତ୍ୟକ୍ତ ସାଲାଇନ ବୋତଲ, ଇଲେକ୍ଟ୍ରି ପାଇପ୍‌ରେ ହୋଇଛି ବୁନ୍ଦା ଜଳସେଚନ ବ୍ୟବସ୍ଥା।...

ଜଗା ପାଇଁ ଉଚ୍ଛନ୍ନ ଜନମନ

ଅନୁଗୋଳ ଅଫିସ, ୧୪।୧୨:  ଆସନ୍ତା ୨୩ ତାରିଖରେ ଭକ୍ତଙ୍କ ପାଇଁ ବଡ଼ଦେଉଳ ଦ୍ୱାର ଖୋଲିବାକୁ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ କହିବା ପରେ ଆଉ ସମ୍ଭାଳି ହେଉନି ଶ୍ରଦ୍ଧାଳୁଙ୍କ ମନ। ଦୀର୍ଘ ୯ ମାସ ହେଲା ଜଗା...

ପ୍ରଶାସନର ଦୃଷ୍ଟି ଆଢୁଆଳରେ କରକ ଜଳପ୍ରପାତ

କୋକସରା, ୧୪।୧୨ (ଡି.ଏନ.ଏ) ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କଳାହାଣ୍ଡି ଜିଲା। ସେଥି ମଧ୍ୟରୁ କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ସାହାଜଖୋଲ ଜଙ୍ଗଲ ପାଦଦେଶରେ ଥିବା ‘କରକ’ ଜଳପ୍ରପାତ ଅନ୍ୟତମ। ଶୀତ ଋତୁରେ ଏଠାରେ ବଣଭୋଜି କରିବା ପାଇଁ ଛୁଟି...

ସୁନ୍ଦରଗଡ ଜିଲା ଓକିଲ ସଂଘ ନିର୍ବାଚନ: କମଳ ସେନ୍‌ ସଭାପତି ନିର୍ବାଚିତ

ସୁନ୍ଦରଗଡ,୧୪।୧୨ (ଡି.ଏନ୍‌.ଏ) -ବରିଷ୍ଠ ଆଇନ୍‌ଜୀବୀ କମଳ ଲୋଚନ ସେନ୍‌ ସୁନ୍ଦରଗଡ ଜିଲା ଓକିଲସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଓଡିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ଶନିବାର ଶେଷ ହୋଇଛି । ପୂର୍ବରୁ ସଭାପତି ପଦବୀକୁ ଛାଡି ଅନ୍ୟ...

ଆଦିବାସୀ କପ୍‌ କ୍ରିକେଟ ଟୁର୍ନାମେଣ୍ଟ : ପତ୍ରାପାଲିକୁ ଟାଇଟଲ

ଖପ୍ରାଖୋଲ, ୧୪ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଅଷ୍ଟମ ଆଦିବାସୀ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା ଉଦଯାପନନୀ ମ୍ୟାଚ୍‌ ପତ୍ରାପାଲି ଏବଂ ବାଲିପଟା ମଧ୍ୟରେ ହୋଇଥିଲା। ପତ୍ରାପାଲି ପ୍ରଥମେ ବ୍ୟାଟିଂ କରି...

ନିଯୁକ୍ତି ପରିବର୍ତ୍ତେ ଛଟେଇ, ଧାରଣାରେ କୋଭିଡ ଯୋଦ୍ଧା ନର୍ସ

ବଲାଙ୍ଗୀର ଅଫିସ, ୧୪ା୧:  କରୋନା ମହାମାରୀ ରାଜ୍ୟବାସୀଙ୍କୁ ଅତିଷ୍ଠ କରିଥିବାବେଳେ ରାଜ୍ୟ ସରକାର ଚିନ୍ତାରେ ପଡିଥିଲେ। ଏଭଳି ସଙ୍ଗୀନ ସମୟରେ ଲୋକଙ୍କ ସେବା କରିବା ପାଇଁ ରାଜ୍ୟ ସରକାରଙ୍କ ଡାକରାରେ ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନେ ଆଗେଇ ଆସିଥିଲେ। ସେମାନଙ୍କ ସେବାକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri