ଆମ ଜିଲା ଖବର

ହାତୀ ଆକ୍ରମଣରେ ବୃଦ୍ଧ ମୃତ

  ଦେବଗଡ଼, ୧୨।୧୨(ଡି.ଏନ୍‌.ଏ.)- ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ବାବୁରୀକାନୀ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ହାତୀ ଆକ୍ରମଣରେ କମାର କିଷାନ (୭୦) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅପରାହ୍ନ ୫ଟାରେ କମାର ଶୌଚ ନିମନ୍ତେ ଘର ପଛପଟେ...

ଫିକାପଡ଼ିବ ପର୍ଯ୍ୟଟନ ଋତୁ

ଢେଙ୍କାନାଳ ଅଫିସ, ୧୨।୧୨: ଆସିଛି ଶୀତ। ଆଣିଛି ଅଜସ୍ର ଉନ୍ମାଦନା। ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପ୍ରକୃତିରାଜୀ ଭିଜୁଛି ଶୀତୁଆ ସକାଳର କାକରରେ। କୋଳାହଳମୟ ପରିବେଶଠୁ ଦୂରରେ କେଇଘଣ୍ଟା ହଜିଯିବାକୁ ପର୍ଯ୍ୟଟକଙ୍କୁ ହାତଠାରି ଡାକୁଛି ପର୍ଯ୍ୟଟନସ୍ଥଳୀ। ଭୂତାଣୁ ଭୟରେ କଟକଣା ବେଡିରେ...

ପର ଘର ପ୍ରତିବନ୍ଧକ

ବଇଣ୍ଡା,୧୨ା୧୨: ମା’ ପେଟରେ ଥିବା ପିଲାଟି ଯେପରି ଅପପୁଷ୍ଟିର ଶିକାର ନ ହେବ ଏବଂ ଏକ ସୁରକ୍ଷିତ ଭବିଷ୍ୟତ ଦିଗରେ ଅଗ୍ରସର ହେବ ସେଥିପାଇଁ ଅଙ୍ଗନଓ୍ବାଡି ଉପରେ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ସରକାର। କିନ୍ତୁ ଏହି ମହତ୍‌ ଉଦ୍ଦେଶ୍ୟ...

ଚିତ୍ରକୋଣ୍ଡାରେ ଆରମ୍ଭ ହେଲା ୧୦୮ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୧୧।୧୨: ଦୀର୍ଘଦିନର ଅପେକ୍ଷା ପରେ ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ୧୦୮ ଆମ୍ବୁଲାନ୍ସ ସେବା। ଚିତ୍ରକୋଣ୍ଡା ଲଞ୍ଚ ଘାଟଠାରେ ୧୦୮ ଆମ୍ବୁଲାନ ବୋଟ ସେବାକୁ ଉଦ୍‌ଘାଟନ କରିଛନ୍ତି ମାଲକାନଗିରି ଜିଲାପାଳ ଓଆଇ ବିଜୟ। ଏହି ଅବସରରେ ମାଲକାନଗିରି ଜିଲା ମୁଖ୍ୟ...

ସ୍ବାଭିମାନ ଅଞ୍ଚଳରେ ମାଓ ପୋଷ୍ଟର

ଚିତ୍ରକୋଣ୍ଡା,୧୧।୧୨: ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପଣଷପୁଟ ପଞ୍ଚାୟତର ମସୁରିଗୁଡ଼ା ଗ୍ରାମ ନିକଟରେ ଶୁକ୍ରବାର ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର। ପିଏଲଜିଏ ସପ୍ତାହ ଶେଷ ହେବାର ଦୁଇ ଦିନ ପରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀମାନେ।...

ରାସ୍ତାକଡ଼ରେ ପଡ଼ି ରହିଛି ମହିଳାଙ୍କ ମୃତଦେହ: ପରିଚୟ ଖୋଜୁଛି ପାଟଣାଗଡ଼ ପୋଲିସ

ପାଟଣାଗଡ଼,୧୧।୧୨: ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଧୁବଲପଡ଼ା ଗ୍ରାମ ନିକଟରେ ଥିବା ଏକ ଚିନାବାଦାମ କ୍ଷେତରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି...

୯୨୨୨ ସ୍ବାସ୍ଥ୍ୟକର୍ମୀ ନେବେ କୋଭିଡ୍‌ ଟିକା

ପୁରୀ ଅଫିସ, ୧୧।୧୨: ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦେଉଛନ୍ତି। ତେଣୁ ପୁରୀ ସମେତ ବିଭିନ୍ନ ଜିଲାରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହାସତ୍ତ୍ୱେ ଟିକା (ଭାକ୍ସିନ) କେବେ ଆସିବ ତାକୁ ସମସ୍ତେ ଚାହିଁବସିଛନ୍ତି।...

ଅଗ୍ନିକାଣ୍ଡ: ୫ ପରିବାରଙ୍କ ୬ ବଖରା ଭସ୍ମୀଭୂତ

ଧରାକୋଟ, ୧୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାହାରପୁର ଗ୍ରାମପଞ୍ଚାୟତ ଡାକିବଜାର ଗ୍ରାମରେ ଗୁରୁବାର ବିଳମ୍ବିତ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ୫ ପରିବାରଙ୍କ ୬ ବଖରା ଜଳିଯାଇଛି। କ୍ଷତିଗ୍ରସ୍ତମାନେ ହେଲେ ବିଜୟ କୁମାର ବାଡିତ୍ୟା, କୃଷ୍ଣ ଚନ୍ଦ୍ର...

ଆହାର କେନ୍ଦ୍ରରେ ପାତରଅନ୍ତର ଅଭିଯୋଗ: ବଢୁଛି ଜନ ଅସନ୍ତୋଷ

ଗଞ୍ଜାମ,୧୧ା୧୨(ଡି.ଏନ୍‌.ଏ.): ଗରିବ ଜନସାଧାରଣଙ୍କ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସେଥିମଧ୍ୟରୁ ଆହାର ଯୋଜନା ଅନ୍ୟତମ। ସରକାରଙ୍କ ପକ୍ଷରୁ ଆହାର କେନ୍ଦ୍ର ଖୋଲାଯାଇଛି। ୫ ଟଙ୍କାରେ ଜଣେ ବ୍ୟକ୍ତି ଆରାମରେ ଖାଇ ପାରିବେ। କିନ୍ତୁ ଗଞ୍ଜାମ ସହରସ୍ଥିତ ମିନି...

ଟିକେଟ୍‌ ବିକ୍ରି କରି ଯୁବକ ଗିରଫ

ପଟ୍ଟାମୁଣ୍ଡାଇ,,୧୧।୧୨(ସ୍ବ.ପ୍ର.): ରେଲୱେ ଓ୍ବେବ୍‌ସାଇଟ ହାଇଜାକ୍‌ କରି ଟିକେଟ୍‌ ବିକ୍ରି କରୁଥିବା ଜଣେ ଯୁବକଙ୍କୁ ଗୁରୁବାର ପାରାଦୀପ ଆର୍‌ପିଏଫ ପୋଲିସ ପଟ୍ଟାମୁଣ୍ଡାଇରେ ଗିରଫ କରିଛି। ସମ୍ପୃକ୍ତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ବେଲତଳ ଗଁାର ସୀତାରାମ ପଣ୍ଡା ବୋଲି...

କ୍ରଶର ଭଙ୍ଗାରେ ଟାଳଟୁଳ ନୀତି

ଯାଜପୁର ଅଫିସ,୧୧।୧୨: ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ପ୍ରାୟ ୪୦୦ ଷ୍ଟୋନ୍‌ କ୍ରଶର ଚାଲିଛି। ସେଥିମଧ୍ୟରୁ ପ୍ରାୟ ୫୦ଟି ମେଗା କ୍ରଶର ଚାଲିଥିବାବେଳେ ଅନ୍ୟସବୁ ଛୋଟବଡ଼ କ୍ରଶର ରହିଛି। ସରକାରଙ୍କ ନିର୍ଦ୍ଧାରିତ ଗାଇଡ୍‌ ଲାଇନ୍‌ର ଗଳାବାଟ ଦେଇ ଅଧିକାଂଶ ମେଗା...

ପାଚିଲା ଧାନ ଖାଉଛି ପୋକ

ମହାକାଳପଡା,୧୧।୧୨(ଡି.ଏନ.ଏ.): କୃଷି କୃଷକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏହି ଯୋଜନା ତୃଣମୂଳ ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଜଳବାୟୁ, ବୃଷ୍ଟିପାତ ଅତ୍ୟଧିକ ତାପମାତ୍ରା, ଅନିୟମିତତା ଯୋଗୁ ଧାନ କ୍ଷେତରେ ଅଜଣା ରୋଗ ପୋକ ଦାଉ ସାଧୁଛି। ଅପରପକ୍ଷେ କରୋନା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri