ଆମ ଜିଲା ଖବର

ଧାନ ବିକି ନ ପାରି ଚାଷୀ ଦହଗଞ୍ଜ

ବରଗଡ଼ ଅଫିସ୍‌,୮।୧୨: ବରଗଡ଼ ଜିଲାରେ ନଭେମ୍ବର ୯ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଧାନ କିଣାବିକାରେ ଏବେ ମଧ୍ୟ ଅବ୍ୟବସ୍ଥା ଜାରି ରହିଛି। ଅମଳ କରିସାରିଥିଲେ ସୁଦ୍ଧା ଅନେକ ଚାଷୀ ସେମାନଙ୍କ ଧାନ ବିକ୍ରି କରି...

ଭାରତ ବନ୍ଦ ଡାକରାରେ ଦାରିଙ୍ଗବାଡ଼ି ପ୍ରଭାବିତ

ଦାରିଙ୍ଗବାଡ଼ି,୮।୧୨(ଡି.ଏନ୍‌.ଏ): କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ଅଞ୍ଚଳର ବ୍ରାହ୍ମଣୀଗାଁ, କାଟିଙ୍ଗିଆ ସମେତ ସିମନବାଡ଼ି ଆଦି ଅଞ୍ଚଳରୁ...

କୃଷି ଆଇନକୁ ବିରୋଧ: ଚିତ୍ରକୋଣ୍ଡାରେ ଭାରତ ବନ୍ଦ ପ୍ରଭାବ

ଚିତ୍ରକୋଣ୍ଡା,୮।୧୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ମଙ୍ଗଳବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ...

କୃଷି ଆଇନକୁ ବରଗଡ଼ରେ ବିରୋଧ: ରାଜରାସ୍ତାରେ ଜଳିଲା ନିଆଁ

ବରଗଡ଼ ଅଫିସ,୮।୧୨: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ମଙ୍ଗଳବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସ୍ବତଃସ୍ଫୁର୍ତ୍ତ...

ଓଏସ୍‌ଆର୍‌ଟିସି ଏମ୍‌ଡିଙ୍କୁ ତଦନ୍ତ ଭାର ନେଇ ପ୍ରଶ୍ନ

ନୟାଗଡ ଅଫିସ,୮।୧୨: ପରୀକୁ ନ୍ୟାୟ ଦେବା ଦାବିରେ ନୟାଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦୁର୍ଗାମଣ୍ଡପରେ ଭାଜପା ପକ୍ଷରୁ ଚାଲିଥିବା ରିଲେ ଅନଶନ ତୃତୀୟ ଦିବସରେ ପହଞ୍ଚତ୍ଛି। ସୋମବାର ଏହି ଅନଶନରେ ସାମିଲ ହୋଇଥିବା ନେତାମାନେ ନୟାଗଡରେ ଅନ୍ଧାରୀ ଶାସନ ଚାଲିଛି...

କଲ୍ୟାଣ ମଣ୍ଡପ ନିର୍ମାଣ ବନ୍ଦକୁ ନେଇ ଅସନ୍ତୋଷ

ଡେରାବିଶ,୮।୧୨(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣକୁ ନେଇ ଜିଲା ଚାଷୀ ଶ୍ରମିକ ସଂଘର କର୍ମକର୍ତ୍ତା ସୋମବାର ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଦର୍ଶାଯାଇଛି, ବ୍ଲକ ଅଧୀନ ଚାଟରାଚକଡ଼ା ପଞ୍ଚାୟତ...

ବିଜେଡିରେ ଯୋଗଦେଲେ ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ

ରାଜନଗର,୮।୧୨: କେନ୍ଦ୍ରପଡା ଜିଲା ରାଜନଗର ବ୍ଲକ କେରେଡାଗଡ ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସକର୍ମୀ ବିଜେଡିରେ ଯୋଗଦେଇଛନ୍ତି। ରବିବାର ସନ୍ଧ୍ୟାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ରାଜନଗର ବିଧାୟକ ଧ୍ରୁବସାହୁଙ୍କ ଉପସ୍ଥିତିରେ କଂଗ୍ରେସର କେରେଡାଗଡ ପଞ୍ଚାୟତର ୨ ନଂ. ୱାର୍ଡସଭ୍ୟ...

କାଳେ ସଙ୍ଗଠିତ ହୋଇଯିବେ

ଯାଜପୁର ଅଫିସ, ୮।୧୨: କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରାୟତଃ ବାହାର ଜିଲା ଓ ରାଜ୍ୟର ଶ୍ରମିକଙ୍କୁ ଠିକାଦାରଙ୍କ ଅଧୀନରେ ନିଯୁକ୍ତି ଦିଆଯାଉଛି। ବାହାର ଅଞ୍ଚଳର ପ୍ରାୟ ୩୦୦ ଠିକା ସଂସ୍ଥା ଏଠାରେ ନିୟୋଜିତ ଥିବା ଜଣାପଡିଛି। ସ୍ଥାନୀୟ ଲୋକେ କାଳେ ସଙ୍ଗଠିତ...

ଶିକ୍ଷକଙ୍କୁ ଅପହରଣ ମାମଲାରେ ୪ ଗିରଫ

ତିର୍ତ୍ତୋଲ,୮।୧୨(ଡି.ଏନ୍‌.ଏ.): ତିର୍ତ୍ତୋଲ ଥାନା ପୁରୁଣାବସନ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରବି ନାରାୟଣ ମିଶ୍ରଙ୍କୁ ଅପହରଣ କରାଯିବା ଘଟଣାରେ ସୋମବାର ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଥାନା ଅଧୀନ ପୀତାମ୍ବରପୁର ଗ୍ରାମର ତପନ ଦାସ,...

ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ: ଓଡ଼ିଶା ୟୁନିଭର୍ସିଟି ସଂଶୋଧିତ ଆଇନକୁ ବିରୋଧ

କଟକ ଅଫିସ, ୮।୧୨: ଓଡ଼ିଶା ୟୁନିଭର୍ସିଟି ସଂଶୋଧିତ ଆଇନକୁ ବିରୋଧ କରି ସୋମବାର ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ ହୋଇଛି। ମାମଲାରେ ମୁଖ୍ୟଶାସନ ସଚିବଙ୍କ ସମେତ ଆଉ ୪ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ର ପୂର୍ବତନ ପ୍ରଫେସର...

ବଢ଼ିବ ସାଧାରଣଙ୍କ ସଙ୍କଟ

ଅନୁଗୋଳ ଅଫିସ, ୮।୧୨ କରୋନା କାୟାରୁ ଲୋକଙ୍କୁ ନିସ୍ତାର ମିଳିନି। ଦୋହଲି ଯାଇଥିବା ସେମାନଙ୍କ ଆର୍ଥିକ ସ୍ଥିତି ଏଯାଏ ମଜଭୁତ ହୋଇନି। ଏପରି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ଲଗାତର ତୈଳଦର ବଢ଼ିଚାଲିଛି। ଗତ ୧୮ ଦିନରେ ୧୫ଥର ତେଲ...

ଓଭରଲୋଡ ଟ୍ରକରୁ ଜରିମାନା ଆଦାୟ

ଜୁନାଗଡ,୮।୧୨(ଡି.ଏନ୍‌.ଏ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବନମାଲୀପୁର ନିକଟରେ ସୋମବାର ଏକ ଓଭରଲୋଡ ମକା ଟ୍ରକକୁ ଜିଲା କନିଷ୍ଠ ଏମଭିଆଇ ରତିକାନ୍ତ ନାହାକ ଧରପଗଡ କରିଛନ୍ତି। ଏହି ସମୟରେ ଉକ୍ତ ଟ୍ରକଠାରୁ ଓଭରଲୋଡ ପାଇଁ ୩୧ ହଜାର ୧୮୦ ଟଙ୍କା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri