ଆମ ଜିଲା ଖବର

୨୪ ଘଣ୍ଟାରେ ୧୩ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ: ୩୦ ହଜାର ଜରିମାନା ଆଦାୟ

ଦେବଗଡ, ୬।୧୨(ଡ଼ି.ଏନ୍‌.ଏ.)- କୋଭିଡ଼୍‌-୧୯ ନିୟମକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ପ୍ରତିହତ ପାଇଁ ଦେବଗଡ ଆରକ୍ଷୀ ଅଧିକ୍ଷକ ମନୋଜ ମହାନ୍ତଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ରାଜପଥ ତଥା ଅନ୍ୟ ରାସ୍ତାରେ ଯାନବାହାନକୁ କଡାକଡି ଯାଞ୍ଚ କରାଯାଊଛି। ଗତ ୨୪ ଘଣ୍ଟ...

ଜିଲା କୃଷକ ସଂଘର ରାସ୍ତାରୋକୋ ଆନ୍ଦୋଳନ: ୧୫ ଗିରଫ

ଦେବଗଡ,୬ା୧୨(ଡ଼ି.ଏନ୍‌.ଏ.)- ପଶ୍ଚିମ ଓଡିଶା କୃଷକ ସଙ୍ଗଠନର ଆହ୍ବାନ କ୍ରମେ କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିର ଦୃଢ ପ୍ରତିବାଦ କରାଯିବା ସହ ଚାଷୀଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଶନିବାର ଦେବଗଡ ଜିଲା କୃଷକ ସଂଘ ପକ୍ଷରୁ ରାସ୍ତାରୋକୋ ଆନ୍ଦୋଳନ କରାଯାଇଥିଲା...

ଚିକଲେନ ବୁଡି କ୍ରିକେଟ ଟୁର୍ନାମେଣ୍ଟ: ମତୁଆଲଗୁଡା ଚାମ୍ପିୟନ

ଜୁନାଗଡ,୬।୧୨(ଡି.ଏନ୍‌.ଏ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଗୌଡଛେଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗଁାରେ ଗତ ନଭେମ୍ବର ୨୫ତାରିଖଠାରୁ ଚାଲିଥିବା ମା’ ଚିକଲେନ ବୁଡି କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ମତୁଆଲଗୁଡା ଓ ଚିକିଲି ମଧ୍ୟରେ ହୋଇଥିଲା। ମତୁଆଲଗୁଡା...

ଚିଲିକାରେ ୪, ୮୭୦୦୦ ବିଦେଶୀ ପକ୍ଷୀ

ବାଲୁଗଁା,୫ା୧୨(ଡି.ଏନ୍‌.ଏ.)-ନିଳାମ୍ବୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ କଳରବରେ ସମଗ୍ର ଚିଲିକା ଏବେ ଚଳଚଞ୍ଚଳ ହୋଇ ଉଠିଛି ା ଡିସେମ୍ବର ୧ ସୁଦ୍ଧା ସମଗ୍ର ଚିଲିକାରେ ୪, ୮୭୦୦୦ ରଙ୍ଗବେରଙ୍ଗ ବିଭିନ୍ନ ପ୍ରଜାତିର...

ଭୁଶୁଡ଼ିଲା ପାନୀୟ ଜଳ ପ୍ରକଳ୍ପ

ପରଜଙ୍ଗ,୫।୧୨(ଡି.ଏନ.ଏ.)-ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବସୁଧା ଯୋଜନାରେ ନିର୍ମାଣ ହୋଇଥିଲା ପାନୀୟ ଜଳ ପ୍ରକଳ୍ପ। ମାସେ ତଳେ ସରିଥିବା ଏହି ପ୍ରକଳ୍ପ ଶତାଧିକ ପରିବାରର ଶୋଷ ମେଣ୍ଟାଉଥିଲା। ହେଲେ ଶୁଖିଲା ପାଗରେ ହଠାତ୍‌ ଭୁଶୁଡ଼ିଗଲା। ଫଳରେ ଲକ୍ଷାଧିକ...

ଗଞ୍ଜାମ ଜିଲାପାଳଙ୍କ ତଦାରଖ: ୮ରେ ଉଦ୍‌ଘାଟନ ହେବ କୋର୍ଟ କୋଠା

ହିଞ୍ଜିଳିକାଟୁ,୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁର ନୂତନ ଜେଏମ୍‌ଏଫ୍‌ସି କୋର୍ଟ କୋଠା ଆସନ୍ତା ମଙ୍ଗଳବାର (୮ ଡିସେମ୍ବର) ସନ୍ଧ୍ୟା ୫ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ ହେବ। ଏଥିନେଇ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଚିଠି ସଂଖ୍ୟା ୧୧୫୮୬ରେ ସୂଚିତ କରାଯାଇଛି। ମୁଖ୍ୟମନ୍ତ୍ରୀ...

ରାଜରାସ୍ତାରେ ହାତୀ, ଲୋକେ ଆତଙ୍କିତ

ନିରାକାରପୁର,୫ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ମାତ୍ର ଏହାକୁ ରୋକିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହି ହାତୀମାନେ କେତେବେଳେ ଗାଁଗଣ୍ଡାରେ ପ୍ରବେଶ କରୁଛନ୍ତି ତ ଆଉ କେତେବେଳେ ରାଜରାସ୍ତାରେ...

ବିନା ମାଟିରେ ଜୈବିକ ଚାଷ କରି ଦିଗ୍‌ଦର୍ଶକ ପାଲଟିଛନ୍ତି କୋରାପୁଟର ପୁଅ

କୋରାପୁଟ,୫ା୧୨(ସ୍ବ.ପ୍ର.): କରୋନା ମହାମାରୀ ଯୋଗୁ ସବୁକିଛି ବଦଳିଯାଇଛି। କିଛି ଲୋକ ନିଜନିଜ କାର୍ଯ୍ୟରେ ପରିବର୍ତ୍ତନ ଆଣିଥିବାବେଳେ ଆଉ କିଛି ଲୋକ ନୂତନ କୌଶଳ ଆପଣାଇ ନିଜକୁ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ଏହି କରୋନା ଯୋଗୁ ବାଙ୍ଗାଲୁରୁରେ ଡାଟା...

କୃଷି ଆଇନକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଛତ୍ରପୁର,୫ା୧୨(ଡି.ଏନ୍‌.ଏ.): ୩ କୃଷି ଆଇନ ପ୍ରତ୍ୟାହାର ଦାବି ସହ କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତିର ପ୍ରତିବାଦ କରି ଶନିବାର ଛତ୍ରପୁରଠାରେ ଭାରତୀୟ ବିକାଶ ପରିଷଦ ଓ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ...

ଆବାସ ଯୋଜନାରେ ସାମିଲ ହୋଇନି ୬ ଗାଁ

ଜୟପୁର,୫।୧୨ (ନି.ପ୍ର.): ଗରିବ ଲୋକଙ୍କୁ ଘର ଯୋଗାଇବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କା ଘର ପରି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ା ମାତ୍ର ଏହି ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁନାହିଁ। କୋରାପୁଟ ଜିଲାର...

କଥକରେ କୃଷ୍ଣରାସ, ଓଡ଼ିଶୀରେ ଚକ୍ରବୂ୍ୟହ

କୋଣାର୍କ,୫।୧୨(ଡି.ଏନ୍‌.ଏ.): ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ଶୁକ୍ରବାର ଚତୁର୍ଥ ସନ୍ଧ୍ୟାରେ କଥକ ଓ ଓଡ଼ିଶୀ ନୃତ୍ୟର ନିଖୁଣ ଉପସ୍ଥାପନା ସନ୍ଧ୍ୟା ସମୟକୁ ଚିତ୍ତାକର୍ଷକ କରିଥିଲା। ଏହାସହ ଚନ୍ଦ୍ରଭାଗାର ବେଳାଭୂମିରେ ହେଉଥିବା ବାଲୁକାକଳା ସଚେତନତାର ଭିନ୍ନ ବାର୍ତ୍ତା ଦେଇଥିଲା।...

କେନାଲ ବନ୍ଧ ରାସ୍ତା ଖାଲଖମା

ଡେରାବିଶ, ୫।୧୨(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଧୀନ କେନ୍ଦ୍ରାପଡ଼ା କେନାଲର ଗିରିଗୋଲାଠାରୁ ଦାନପୁର ୨ କି.ମି. କେନାଲ ବନ୍ଧ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ବ୍ଲକ ଅଞ୍ଚଳର ଏହି କେନାଲ ବନ୍ଧ ରାସ୍ତାଟି ମୁଖ୍ୟରାସ୍ତା। ରାସ୍ତାଟି କେନ୍ଦ୍ରାପଡ଼ା ଓ କଟକ ସହରକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri