ଆମ ଜିଲା ଖବର

ମଇଁଷି ପଲ ଉପରେ ଚଢିଗଲା ଟ୍ରେନ : ୩୧ ମଇଁଷି ମୃତ

ଢେଙ୍କାନାଳ ଅଫିସ, ୨୭।୧୧-ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୧୧ରେ ଛାତିଥରା ଦୁର୍ଘଟଣା ଘଟିଛି। ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଧକ୍କାରେ ୩୧ ମଇଁଷିଙ୍କ ମୃତ୍ୟୁ ଘଟିଛି। ମଇଁଷି ମୃତଦେହ ରେଳଧାରଣା...

ଯନ୍ତ୍ରୀରେ ମାଓବାଦୀ-ପୋଲିସ ଗୁଳିବିନିମୟ ଘଟଣା: ଜଣେ ମାଓବାଦୀ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି,୨୭।୧୧।(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ତୋଟାଗୁଡା ଜଙ୍ଗଲରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ହାଡକୋର ମାଓବାଦୀର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ମାଓବାଦୀ ଆହତ ହୋଇଥିବା ଜଣାପଡିଛି। ଏଥିସହ...

ପରୀ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବାଲେଶ୍ବର ଭାଜପା ମହିଳାମୋର୍ଚ୍ଚା

ବାଲେଶ୍ୱର ଅଫିସ, ୨୭।୨୨: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଜଡିତ ଥିବା ଅଭିଯୋଗକରି ବାଲେଶ୍ୱର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜିଲା ମହିଳାମୋର୍ଚ୍ଚା ସଭାପତି କମଳା ବିନ୍ଧାଣୀଙ୍କ ନେତୃତ୍ୱରେ ବିକ୍ଷୋଭ...

ପରୀ ହତ୍ୟା ମାମଲାର ତଦନ୍ତ କରିବେ ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ବା

ନୟାଗଡ ଅଫିସ,୨୬।୧୧: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଶୁକ୍ରବାର ନୟାଗଡ଼ରେ ପହଞ୍ଚିଛନ୍ତି ରାଜ୍ୟ ପୋଲିସ ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା । କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଇ ପରୀ ହତ୍ୟା ମାମଲା ତଦନ୍ତର...

ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ

ପୁରୀ ଅଫିସ,୨୭।୧୧: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଦୁର୍ଲଭ ନାଗାର୍ଜୁନ ବେଶକୁ ନେଇ ଚାଲଥିବା ଚର୍ଚ୍ଚା, ଆଲୋଚନାରେ ବି ପୂର୍ଣ୍ଣଛେଦ ପଡିଛି। ବୀର ବେଶରେ ସଜେଇ ହୋଇଛନ୍ତି ମହାପ୍ରଭୁ । ଝଲସିଉଠୁଛି ଶ୍ରୀମନ୍ଦିର ରତ୍ନସିଂହାସନ। କିନ୍ତୁ ବିଡ଼ମ୍ବନା ଦୀର୍ଘ...

ନେଗେଟିଭ ଆସିଲା କୋଭିଡ ରିପୋର୍ଟ: ବିଧାନସଭା ଯିବେ ରେଙ୍ଗାଲି ବିଧାୟକ

ସମ୍ବଲପୁର,୨୭।୧୧(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ବିଧାୟକ ତଥା ଭାଜପା ରାଜ୍ୟ ଉପସଭାପତି ନାଉରୀ ନାୟକ କୋଭିଡ ପଜିଟିଭ ଥିବାରୁ ବିଧାନସଭାରେ ଅନୁପସ୍ଥିତ ରହୁଥିଲେ। ହେଲେ ଗୁରୁବାର ପୁଣି ଥରେ ତାଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ...

କର୍ମ ନିଯୁକ୍ତି ସୁଯୋଗ ନାହିଁ: ରାଜ୍ୟ ବାହାରେ କାମ କରୁଛନ୍ତିି ଶ୍ରମିକ

କେନ୍ଦ୍ରାପଡ଼ା ଅଫିସ,୨୭ା୧୧: କେନ୍ଦ୍ରାପଡ଼ା ଜିଲାରେ କ୍ଷୁଦ୍ର, ମଧ୍ୟମ ତଥା ବୃହତ ଶିଳ୍ପ ନାହିଁ। ଶ୍ରମିକମାନଙ୍କୁ ଜିଲାରେ କର୍ମ ନିଯୁକ୍ତି ମିଳୁ ନ ଥିବାରୁ ବାହାର ରାଜ୍ୟ ଓ ଦେଶକୁ କାମ ଅନୁସନ୍ଧାନରେ ଯାଉଛନ୍ତି। ସେଠାକୁ ଯାଉଥିବା ଶ୍ରମିକମାନେ ଘର ପରିବାର...

ଦୁର୍ଘଟଣାସ୍ଥଳ ପାଲଟିଛି ଆଳି ଡାକବଙ୍ଗଳା ଛକ

ଆଳି,୨୭ା୧୧(ଡି.ଏନ.ଏ.): ଆଳି ବ୍ଲକକୁ ଯୋଗାଯୋଗ ନିମନ୍ତେ ଗୋଟିଏ ପଟେ ବ୍ରାହ୍ମଣୀ ସେତୁ, ଅପରପକ୍ଷେ ବୈତରଣୀ ସେତୁ ଓ ଗୋବିନ୍ଦପୁର ସେତୁ ନିର୍ମାଣ ହୋଇଛି। ଏହି ସେତୁ ନିର୍ମାଣ ପରେ ଆଳି ଓ ରାଜକନିକା ଦୁଇଟି ବ୍ଲକର ଜନସାଧାରଣ ସିଧାସଳଖ ଜିଲା...

ସରପଞ୍ଚ ଉପନିର୍ବାଚନକୁ ନେଇ ଉତ୍କଣ୍ଠା ବଢୁଛି

ରସୁଲପୁର,୨୭ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ରାଉତରାପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଖୁବ୍‌ଶୀଘ୍ର ଉପନିର୍ବାଚନ ହେବ। ଉପନିର୍ବାଚନ ନେଇ ଦାବି ହେବାପରେ ଉପଜିଲାପାଳ ନିର୍ବାଚନ କମିଶନଙ୍କୁ ଚିଠି ନଂ-୧୩୮୭ାତା:୧୧ା୧୧ା୨୦ରେ ଶ୍ରୀଘ ନିର୍ବାଚନ ପାଇଁ ପଦକ୍ଷେପ ନେବାକୁ ସୁପାରିସ କରିଛନ୍ତି। ନିର୍ବାଚନ...

ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ପୁଣି ନୋଟିସ

ଯାଜପୁର ଅଫିସ,୨୭।୧୧: ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ୍‌-୨ ଅଧୀନରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ କେ. ତୁଳସୀ ପାତ୍ରଙ୍କୁ ପୁଣି କାରଣ ଦର୍ଶାଅ ନୋଟିସ ହୋଇଛି। କାର୍ଯ୍ୟରେ ଅବହେଳା ଏବଂ ଅପକର୍ମ ଲୁଚାଇବାକୁ ଉଦ୍ୟମ କରିଥିବା ଦର୍ଶାଇ କେନ୍ଦ୍ରାପଡ଼ା-ଯାଜପୁର...

ଭଙ୍ଗା ଘରେ ଚାଲିଛି ଆୟୁର୍ବେଦ ଚିକିତ୍ସାଳୟ

ଅମରପାଲି,୨୭।୧୧(ଡି.ଏନ.ଏ): ସରକାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନେଉଛନ୍ତି ଅନେକ ପଦକ୍ଷେପ। ଚିକିତ୍ସାଳୟ ସ୍ଥାପନ, ମାଗଣା ଔଷଧ ବଣ୍ଟନ ସହ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରିଛନ୍ତି। ମାତ୍ର ତୃଣମୂଳ ସ୍ତରରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି। ଏହାର...

ନକଲି ଘିଅ କାରଖାନାରେ ଚଢ଼ାଉ

କଟକସଦର,୨୭।୧୧(ଡି.ଏନ୍‌.ଏ.): କଟକ ଅଞ୍ଚଳରେ ଗତ କିଛିମାସ ହେବ ନକଲି ସାମଗ୍ରୀ କାରଖାନା ବଢ଼ିବାରେ ଲାଗିଛି। ତେଲ, ଘିଅ, ଗୁଟ୍‌ଖା ଭଳି ବିଭିନ୍ନ ସାମଗ୍ରୀର ନକଲି କାରଖାନା କଟକ ଅଞ୍ଚଳର ଏବେ ମୁଖ୍ୟ ପେଣ୍ଠସ୍ଥଳୀ ଭାବେ ଉଭାନ ହେବାରେ ଲାଗିଛି। ପୋଲିସ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri