ଆମ ଜିଲା ଖବର

ଯେଉଁଠୁ ମିଳେ ଧାର୍ମିକ ସହିଷ୍ଣୁତାର ବାର୍ତ୍ତା

ଚଣ୍ଡିଖୋଲ, ୨୩ା୧୧ (ଡି.ଏନ.ଏ.):ଭାରତର ବିଭିନ୍ନ ସ୍ଥାନରେ ଧର୍ମପୀଠକୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ହିଂସା ବହୁବାର ଦେଖିବାକୁ ମିଳୁଛି। ପରସ୍ପର ଲହୁଲୁହ ବୁହାଉଛନ୍ତି। ଅନେକ ଜୀବନ ଯାଉଛି। ହେଲେ ଯାଜପୁର ଜିଲାର ଧାର୍ମିକ ପୀଠ ‘ସତ୍ୟପୀର’ ହିନ୍ଦୁ ଏବଂ...

ପୋଖରୀରେ ବୁଡିଗଲେ ୨ ଭଉଣୀ

ମାଲକାନଗିରି, ୨୨।୧୧(ଡି.ଏନ.ଏ)-ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ପୁଶୁଗୁଡା ପଞ୍ଚାୟତ ମୁକାନପାଲି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବୟସ ୬ ଓ ୩ ବର୍ଷ...

୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ନଗଦ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ: ଜଣେ ଅଟକ

ବାଲେଶ୍ୱର ଅଫିସ, ୨୧।୧୧: ବାଲେଶ୍ୱର ସହରସ୍ଥିତ ଅଡ଼ର ବଜାରରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଜବତ ହୋଇଛି । ଏ ନେଇ ମୁନା ଖାଁ (୩୦) ନାମକ ଜଣେ ଯୁବକଙ୍କୁ ସହଦେବଖୁଣ୍ଟା...

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା: ୫୨ ଦିନ ପରେ ମାଟି ତଳୁ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୨୨।୧୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ପଞ୍ଚାୟତ ଛଣବଗଡ ଗାଁର ସାଇବାଣୀ ମଲ୍ଲିକ ନାମକ ଜଣେ ୭୦ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଇବାଣୀଙ୍କ ଗଳିତ ମୃତଦେହକୁ ରବିବାର...

ମୁଖ୍ୟମନ୍ତ୍ରୀଙ୍କ ମୋବାଇଲ ପ୍ରଦାନ ତାଲିକାରୁ ବଞ୍ଚିତ ଧୂଳିପୁଟବାସୀ

ଚିତ୍ରକୋଣ୍ଡା,୨୨ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ୯ଟି ପଞ୍ଚାୟତ ଯଥା ବଡ଼ପଡା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଗାଜୁଲୁମାମୁଡ଼ି ଓ ଯନ୍ତ୍ରୀ ପଞ୍ଚାୟତର ପ୍ରତି ପରିବାରକୁ ସ୍ମାର୍ଟ ଫୋନ୍‌ ଯୋଗାଇ ଦେବାକୁ ଯନ୍ତାପାଇଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫର୍‌ରେନ୍ସିଂ...

କୂଅ ପାଣିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ବାପ-ପୁଅ ଗୁରୁତର

ଭାପୁର,୨୨।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭାପୁର ଫାଣ୍ଡି ଅନ୍ତର୍ଗତ ଗଞ୍ଜେଇଡ଼ିହି ଗ୍ରାମରେ କୂଅ ପାଣି ବ୍ୟବହାରକୁ ନେଇ ଶନିବାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି ।ଲ ଏ ନେଇ ପୂର୍ବରୁ ବିବାଦ ଲାଗିରହିଥିବା ବେଳେ ଶନିବାର ଗ୍ରାମର ଶ୍ୟାମସୁନ୍ଦର ଧଳ...

ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଜାରି: ଆଜି ମଧ୍ୟରାତ୍ରିରୁ ହେବ କାର୍ଯ୍ୟକାରୀ

ସାକ୍ଷୀଗୋପାଳ,୨୨ା୧୧(ଡି.ଏନ୍‌.ଏ.): ରାତି ପାହିଲେ ପାଳନ ହେବ ପବିତ୍ର ଅଁଳା ନବମୀ। ତେବେ ଏହା ପୂର୍ବରୁ ପୁରୀ ଜିଲାର ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଲାଗୁ ହୋଇଛି। କରୋନା ମହାମାରୀ ଏବଂ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।...

ଥମିଲା ଭାଲିଆଡିହି ଶ୍ମଶାନ ବିବାଦ: ୨୫ ଘଣ୍ଟା ପରେ ଦାହହେଲା ମୃତଦେହ

ନୟାଗଡ଼ ଅଫିସ,୨୨।୧୧: ନୟାଗଡ଼ ଜିଲା ଗୋଡିପଡା ଫାଣ୍ଡି ଭାଲିଆଡିହି ଶ୍ମଶାନରେ ମୃତଦେହ ଦାହକୁ ନେଇ ଉପରସାହି ଓ ପାଇକସାହି ମଧ୍ୟରେ ଶୁକ୍ରବାର ଅପରାହ୍ନରୁ ଲାଗିରହିଥିବା ଉତ୍ତେଜନା ଶନିବାର ସନ୍ଧ୍ୟାରେ ଥମିଛି। ଉପରସାହି ଲୋକ ମୃତଦେହ ଦାହ କରିବାକୁ ଦାବି କରୁଥିବାବେଳେ...

ନୟାଗଡ଼ ମ୍ୟୁନିସିପାଲିଟିରେ ନାହିଁ ସ୍ମାର୍ଟ ଶ୍ମଶାନ

ନୟାଗଡ଼ ଅଫିସ,୨୨।୧୧: ନୟାଗଡ ମ୍ୟୁନିସିପାଲିଟିରେ ସ୍ମାର୍ଟ ଶ୍ମଶାନ ନାହିଁ। ପୂର୍ବରୁ ଯେଉଁ ଦୁଇ ଶ୍ମଶାନ ରହିଛି ସେଠାରେ ଶବଦାହ କରିବା ସମ୍ଭବ ନୁହେଁ। ତେଣୁ ସହରବାସୀ ହଇରାଣ ହେଉଛନ୍ତି। କେହି ଖର୍ଚ୍ଚାନ୍ତ ହୋଇ ପୁରୀ ସ୍ବର୍ଗଦ୍ୱାରକୁ ଯାଉଛନ୍ତି ଆଉ କିଏ...

ଜିଲାରେ ବଢୁଛି ତଟକ୍ଷୟ ସମସ୍ୟା

କେନ୍ଦ୍ରାପଡ଼ା ଅଫିସ,୨୨।୧୧: କେନ୍ଦ୍ରାପଡ଼ା ଜିଲାରେ ସାମୁଦ୍ରିକ ତଟକ୍ଷୟ ଏକ ସମସ୍ୟା ଭାବେ ଉଭାହୋଇଛି। ଏଥିଯୋଗୁ ୧୯୬୦ରୁ ୨୦୧୬ ମଧ୍ୟରେ ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରୁ ୮୮ ବର୍ଗ କିଲୋମିଟର ହେନ୍ତାଳ ବଣ ନଷ୍ଟ ହୋଇଛି। ରାଜନଗର ବ୍ଲକ ପେଣ୍ଠଠାରେ ନିର୍ମିତ...

ପୁରୀ ହେପାଜତରେ ମୃତ୍ୟୁ ମାମଲା: ହତ୍ୟା ମାମଲା ରୁଜୁ ଦାବି କଲା ଭାଜପା

ପୁରୀ ଅଫିସ,୨୨।୧୧: ପୋଲିସ ହେପାଜତରେ କେ. ରମେଶଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିରହିଛି। ପୋଲିସର ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ କରାଯାଉଛି। ଏଭଳି ସ୍ଥିତିରେ ଶନିବାର ମୃତକଙ୍କ ପରିବାରକୁ ଭେଟିଛନ୍ତି ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର। ମୋଚିସାହିସ୍ଥିତ...

ପିପିଲି ଥାନା ହାଜତ ନିର୍ଯାତନା ଘଟଣା: ସନ୍ଦେହରେ ପୋଲିସ କାର୍ଯ୍ୟାନୁଷ୍ଠାନ

ପିପିଲି,୨୨।୧୧(ସ୍ବ.ପ୍ର.): ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଜିଲାରେ ପୁଣି ଏକ ହାଜତ ନିର୍ଯାତନା ଅଭିଯୋଗ ଆସିଛି। ପିପିଲି ଥାନା ହାଜତରେ ପୋଲିସ ମାଡ଼ରେ ୫ଜଣ ଅଭିଯୁକ୍ତ ଗୁରୁତର ହୋଇଛନ୍ତି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri