ଆମ ଜିଲା ଖବର

ଆଶଙ୍କାରେ ଆ-କା-ମା-ବୈ

ଅନୁଗୋଳ ଅଫିସ, ୨୧।୧୧ – କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସା ସହ ଦିଅଁ ଦର୍ଶନ କରି ମାସକର ବ୍ରତ ଉଦ୍‌ଯାପନ କରନ୍ତି ବ୍ରତଧାରୀ। କିନ୍ତୁ ମହାମାରୀ କରୋନା ପାଇଁ ଚଳିତବର୍ଷ ଏହି ପରମ୍ପରାରେ ରୋକ ଲାଗିବା ସମ୍ଭାବନା ବଢ଼ିଯାଇଛି। ସେହିପରି...

୨ କୁଇଣ୍ଟାଲ ଗଞ୍ଜେଇ ଜବତ: ୪ ଗିରଫ

ଜୟପୁର,୨୦ା୧୧(ଡି.ଏନ.ଏ)-କୋରାପୁଟ ଜିଲା ଜୟପୁର ସଦର ଥାନା ପକ୍ଷରୁ ଚଢାଉ କରାଯାଇ ୨ କୁଇଣ୍ଟାଲ ୫୭ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବୌଦ ସଦରଥାନା କୁସୁମଝୁଲି ଗ୍ରାମର ଡ୍ରାଇଭର ସ୍ବାଧୀନ...

ହାଇକୋର୍ଟକୁ ଗଲା ପୁରୀ ହେପାଜତ ମୃତ୍ୟୁ ମାମଲା

ପୁରୀ ଅଫିସ,୨୦।୧୧-ହାଇକୋର୍ଟକୁ ଗଲା ପୁରୀ ପୋଲିସ ହେପାଜତ ମୃତ୍ୟୁ ମାମଲା। ହାଇକୋର୍ଟରେ ଏ ନେଇ ଆଇନଜୀବୀ ଶରତ ରାୟଗୁରୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ସମ୍ପୃକ୍ତ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ...

ଝିଅ ବାହାଘର ପାଇଁ ଥିବା ସୁନା ଅଳଙ୍କାର, ନଗଦ ୫ ଲକ୍ଷ ନେଇଗଲେ ଦୁର୍ବୃତ୍ତ

ପଦ୍ମପୁର,୨୦।୧୧(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଦେଉଳି ଗାଁର ମଧୁସୂଦନ ଧଳଙ୍କ ଘରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହେଇଛି। ଏ ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହେଇଛି। ଝିଅର ବାହାଘର ଲାଗି ମଧୁସୂଦନଙ୍କ ସ୍ତ୍ରୀ ଜୋସ୍ନାରାଣୀ ସମସ୍ତ...

ତହସିଲଦାରଙ୍କ ଅସଦ୍‌ ବ୍ୟବହାର ନେଇ ବଢ଼ୁଛି ଅସନ୍ତୋଷ

ଗଞ୍ଜାମ,୨୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଥିବା ଗ୍ରାସୀମ କମ୍ପାନୀର ସହ ପରିଚାଳକ (ଉତ୍ପାଦକ ) ଆଲୋକ ଦୋରାଙ୍କୁ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଇସ୍ତଫା ଲେଖେଇ ନେଇଥିଲେ। ଏ ନେଇ ଦୋରା କମ୍ପାନୀ ସମ୍ମୁଖରେ ୧୦ ତାରିଖରୁ ଆନ୍ଦୋଳନ ଜାରି...

ଜମିବାଡ଼ି ସମସ୍ୟା: ରେଙ୍ଗାଲି ତହସିଲ ଅଫିସରେ ନିଆଁ ଲଗାଇ ଦେଲେ ଯୁବକ

ସମ୍ବଲପୁର, ୨୦।୧୧ (ବ୍ୟୁରୋ)- ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ଠେଲକୋଲି ଥାନା ଅନ୍ତର୍ଗତ ରାଜୀବ କିଶାନ ବୋଲି ଜଣେ ଯୁବକ କିରାସିନି ଢ଼ାଲି ନିଆଁ ଲଗାଇ ଦେଇଥିଲେ। ଏଥିରେ ଟେବୁଲ, ଚୌକି, କାଗଜପତ୍ର ପୋଡିଯାଇଛି। ଜମିବାଡି ସମସ୍ୟାକୁ ନେଇ ଏଭଳି...

କରୋନା ଦ୍ୱିତୀୟ ଲହର ନେଇ ବଦଳିଲା ନିଷ୍ପତ୍ତି: ବନ୍ଦ ହେବନି ଟାଟା କୋଭିଡ୍‌ ହସ୍ପିଟାଲ

ଛତ୍ରପୁର, ୨୦।୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଶିତଳାପଲିଠାରେ ଥିବା ଟାଟା କୋଭିଡ ହସ୍ପିଟାଲ ଚଳିତ ମାସ ୩୦ ତାରିଖରୁ ବନ୍ଦ କରିଦେବାପାଇଁ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚିଠି ଦ୍ୱାରା ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ...

ମୁଣ୍ଡିଗୁଡ଼ା-ଆମ୍ବଗାଁ ରାସ୍ତା ମରଣଯନ୍ତା

ଡାବୁଗାଁ,୨୦ା୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ପଞ୍ଚାୟତ ମୁଣ୍ଡିଗୁଡା ଗ୍ରାମ ଛକରୁ ଆମ୍ବଗାଁ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା। ଦୈନିକ ହଜାର ହଜାର ଗାଡ଼ି ଏହି ରାସ୍ତା ଦେଇ ଯାତାୟାତ କରୁଛି। ଯାତ୍ରୀମାନଙ୍କ ଧନଜୀବନ ନଷ୍ଟ ହେବାର ଆଶଙ୍କା...

ଇଟାଭାଟି ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପାଟଣା,୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଉପାନ୍ତ ଅଞ୍ଚଳ ମାଛଗଡ଼ ପଞ୍ଚାୟତ ବାଉଁଶନାଳି ଗ୍ରାମରେ ଜେନା ମୁଣ୍ଡାଙ୍କର ଥିବା ଏକ ପୁରଣା ଇଟାଭାଟି ଚୁଲା ଭିତରୁ ଶୁକ୍ରବାର ସକାଳେ ଜଣେ ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି। ମୃତକଙ୍କ ପରିଚୟ...

ସ୍ତ୍ରୀଙ୍କୁ କୁରାଢ଼ୀରେ ଛେଚି ହତ୍ୟା କଲେ ସ୍ବାମୀ

ବାରିପଦା ଅଫିସ,୨୦।୧୧: ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ମାଳିହତା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶିବପ୍ରସାଦ ମହାନ୍ତ ସ୍ତ୍ରୀ ପାର୍ବତୀ ମହାନ୍ତଙ୍କୁ କୁରାଢୀରେ ଛେଚି ଅତି ନୃଶଂସଭାବେ ହତ୍ୟା କରିଛନ୍ତି। ପ୍ରକାଶ ଯେ, ପାରିବାରିକ...

ଦଳିତ, ଆଦିବାସୀଙ୍କୁ ମିଳୁନି ଘରଡିହ ପଟ୍ଟା

ନୟାଗଡ଼ ଅଫିସ,୨୦।୧୧: ସରକାର ଦଳିତ ଓ ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ହେଲେ ଏହା ସେମାନଙ୍କ ପାଇଁ ଅପହଞ୍ଚ ହୋଇରହିଛି। ରଣପୁର ତହସିଲର ବିଭିନ୍ନ ପଞ୍ଚାୟତରେ ୫୦୦ରୁ ଊର୍ଦ୍ଧ୍ୱ ଦଳିତ ଓ ଆଦିବାସୀ ପରିବାର ସରକାରୀ ଜମିରେ କାହିଁ...

ଏନ୍‌ଜିଟିରେ ମାମଲା ସତ୍ତ୍ୱେ ବାଲି ଉତ୍ତୋଳନ

ଯାଜପୁର ଅଫିସ,୨୦।୧୧: ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବେଆଇନ ସାଆଁଳା ବାଲିଘାଟ ଅଭିଯୋଗ ସଂକ୍ରାନ୍ତରେ ଏନଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ନଂ.୩୫/୨୦୨୦ରେ ମାମଲା ବିଚାରାଧୀନ ରହିଛି। ଏନଜିଟିର ୬ା୧୧ା୨୦ ତାରିଖ ରାୟରେ ସାଆଁଳା ବାଲିଘାଟ ଲିଜଧାରୀଙ୍କୁ ଅଭ୍ୟାସଗତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri