ଆମ ଜିଲା ଖବର

ପୂର୍ବ ଶତ୍ରୁତାକୁ ନେଇ ପୋଡିଦେଲେ ପାନ ଦୋକାନ

କୁଆଁରମୁଣ୍ଡା,୧୪।୧୧(ଡି.ଏନ.ଏ.)- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ତହସିଲ ବଜାରରେ ପାନ ଦୋକାନ କରିଥିବା ବାବୁନି ପଣ୍ଡାଙ୍କ ପାନ ଦୋକାନକୁ ଶୁକ୍ରବାର ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ ପୋଡି ଦେଇଛନ୍ତି। ଫଳରେ ପାନ ଦୋକାନରେ ଥିବା ସମସ୍ତ...

ଏଥର ବାଣ ନୁହେଁ, ରଙ୍ଗୋଲିରେ ଦୀପାବଳି ମନାଇଲେ ବସ୍ତିବାସିନ୍ଦା

ଭଞ୍ଜନଗର,୧୪ା୧୧(ଡି.ଏନ୍‌.ଏ.): ଚଳିତବର୍ଷ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଶନିବାର ଦୀପାବଳି ଅବସରରେ ବସ୍ତି ଅଞ୍ଚଳରେ ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭଞ୍ଜନଗର ଏନ୍‌ଏସି ପକ୍ଷରୁ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସହ ଦୀପାବଳି ଉତ୍ସବ ପାଳନ...

ନକଲି ମସଲା କାରଖାନା ଠାବ, ୨ ଅଟକ

କଟକ ଅଫିସ,୧୪ା୧୧: କଟକସ୍ଥିତ ଜଗତପୁର ଶିଳ୍ପାଞ୍ଚଳରେ ପୁଣି ନକଲି କାରଖାନା ଠାବ ହୋଇଛି। ଏହି କାରଖାନାରେ ନକଲି ମସଲା ହଳଦୀ ଓ ଲଙ୍କା ଅପମିଶ୍ରଣ ହେଉଥିବା ତଦନ୍ତ ବେଳେ ଜଣାପଡ଼ିଛି। ଏଠାରୁ ୫୦ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ହଳଦୀ ଓ...

ସ୍ବାଭିମାନ ଅଞ୍ଚଳବାସୀଙ୍କୁ ମିଳିବ ମୋବାଇଲ

ଚିତ୍ରକୋଣ୍ଡା,୧୪।୧୧(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ତଥା ମାଓବାଦୀ ପ୍ରବଣ ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳବାସୀଙ୍କୁ ପ୍ରଶାସନ ପକ୍ଷରୁ ମୋବାଇଲ ଯୋଗାଇ ଦିଆଯିବ। ଏ ନେଇ ଶନିବାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୧୭ତାରିଖରେ ମୁଖ୍ୟମନ୍ତ୍ରୀ ମୋବାଇଲ ବଣ୍ଟନ...

ହାତୀ ଉପଦ୍ରବ, ଧାନ ଫସଲ ନଷ୍ଟ

ବୁଗୁଡା,୧୪ା୧୧(ଡି.ଏନ୍‌.ଏ)-ବୁଗୁଡା ବ୍ଲକ କରସିଙ୍ଗି ଗ୍ରାମରେ ଦୁଇଦିନ ହେଲା ହାତୀ ଉପଦ୍ରବ ଯୋଗୁ ପ୍ରାୟ ୫୦ ଭରଣ ଧାନ ଫସଲ ନଷ୍ଟ ହୋଇଛି। ଏହି ହାତୀପଲ ନୟାଗଡ଼ ଜଙ୍ଗଲରୁ ଆସିଥିବା କୁହାଯାଇଛି। ଏଥିରେ ୧୭ଟି ହାତୀ ଅଛନ୍ତି। ଗୁରୁବାର ଏବଂ ଶୁକ୍ରବାର...

କେଏସ୍‌ୟୁବି କଲେଜର ଭିତ୍ତିଭୂମି ସୁଦୃଢ଼ କରାଯିବ: ମନ୍ତ୍ରୀ

ଭଞ୍ଜନଗର,୨୪।୧୧(ଡି.ଏନ.ଏ.)-ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶନିବାର ପୂର୍ବାହ୍ନରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସ୍‌ୟୁବି) କଲେଜ ପରିଦର୍ଶନରେ ଯାଇଥିଲେ। ସେଠାରେ କଲେଜର ଭିତ୍ତିଭୂମି ଅନୁଧ୍ୟାନ କରି ଏହାକୁ କିଭଳି ଅଧିକ...

ଗଞ୍ଜେଇ ମାଫିଆ ଗିରଫ, ୩ଲକ୍ଷ ୩୦ ହଜାର ଜବତ

ଜୟପୁର, ୧୪।୧୧ (ଡି.ଏନ୍‌.ଏ.) କୋରାପୁଟ ଜିଲା ଜୟପୁର ସଦର ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜେଇ ମାଫିଆ ଇମ୍ରାନ ଖାଁ ଓରଫ ରାଜା(୨୪)ଙ୍କୁ ବୋରିଗୁମ୍ମା ଥାନା ଅଧୀନ କୁନ୍ଦରୀଗୁଡା ଗ୍ରାମରୁ ଗିରଫ କରିଛି। ତାଙ୍କ ନିକଟରୁ ୩ଲକ୍ଷ ୩୦...

ଧାନ କିଣାବିକାରେ ରହୁନି ସ୍ବଚ୍ଛତା

ନୟାଗଡ଼ ଅଫିସ,୧୪ା୧୧: ନୟାଗଡ଼ ଜିଲାରେ ଧାନ କିଣାବିକାରେ ସ୍ବଚ୍ଛତା ରହୁନାହିଁ। ୨୦୧୯-୨୦ ଆର୍ଥିକ ବର୍ଷର ସ୍ଥିତି ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେବ। ଚଳିତବର୍ଷ ଏହି ଅନିୟମିତତା ରୋକା ନ ଗଲେ କଂଗ୍ରେସ ଓ ଭାଜପା ଆନ୍ଦୋଳନ କରିବାକୁ ଧମକ...

ଅଦାଲତ ଆଦେଶ ମାନିଲାନି ବ୍ୟାଙ୍କ: ଅପିଲ ପରେ ମିଲିଲା କ୍ଷତିପୂରଣ

ନୟାଗଡ଼ ଅଫିସ,୧୪ା୧୧-ଖାଉଟି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ନ ହେବାରୁ ଆଦେନକାରୀ ଅପିଲ କରି ନ୍ୟାୟ ପାଇଛନ୍ତି। ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମର ମାଗୁଣି ସେଠୀ ନାମକ ଜଣେ ଗ୍ରାହକ ନୟାଗଡ଼ସ୍ଥିତ ଏକ ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ ନେଇଥିଲେ। ଏ ବାବଦରେ...

ରାସ୍ତାକଡ଼ରେ ପ୍ରସବ କଲେ ମହିଳା

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରଳାଖେମୁଣ୍ଡି ରାଜନହର ମୁଖ୍ୟ ରାସ୍ତା କଡ଼ରେ ଜଣେ ଅସହାୟ ମହିଳା ପ୍ରସବ କରିଛନ୍ତି। ମହିଳା ଜଣକ ଭିକ୍ଷା ମାଗି ଚଳୁଥିଲେ। ପୂର୍ବାହ୍ନରେ ସେ ରାସ୍ତାକଡ଼ରେ ଭିକ୍ଷା ମାଗୁଥିବା...

ବଡ଼ଚଣାରେ ଖୋଲିଲା ବିହନ ପରୀକ୍ଷା କେନ୍ଦ୍ର

ଚଣ୍ଡିଖୋଲ,୧୪ା୧୧(ଡି.ଏନ.ଏ.): ବଡ଼ଚଣାଠାରେ ଏକ ବିହନ ପରୀକ୍ଷାଗାର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହାକୁ ଶୁକ୍ରବାର କୃଷିମନ୍ତ୍ରୀ ଅରୁଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉପ୍ତାଦ ପ୍ରମାଣନ ସଂସ୍ଥା ଦ୍ୱାରା ଆୟୋଜିତ ଉଦ୍‌ଘାଟନୀ...

ପରିବେଶ ପର୍ଯ୍ୟଟନସ୍ଥଳୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଖଣ୍ଡପଡ଼ା,୧୪ା୧୧(ସ୍ବ.ପ୍ର.): ଖଣ୍ଡପଡ଼ା ସହର ଉପକଣ୍ଠରେ ରହିଛି ସୁନାମୁହିଁ ପରିବେଶ ପର୍ଯ୍ୟଟନ ସ୍ଥଳୀ। ୨ବର୍ଷ ତଳେ ଏହା ଲୋକାରଣ୍ୟ ହୋଇଉଠୁଥିଲା। ରାଜ୍ୟ ତଥା ରାଜ୍ୟ ବାହାରରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିଲା। ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିଲେ ହେଁ ଆଉ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri