ଆମ ଜିଲା ଖବର

ବ୍ରିଜ୍‌ରୁ ପାତାଳି ନଦୀକୁ ଖସି ୨ ମୃତ

କୋରାପୁଟ,୫।୧୧(ସ୍ବ.ପ୍ର.): କୋରାପୁଟ ଜିଲାର ପାଡୁଆଠାରେ ମଙ୍ଗଳବାର ରାତିରେ ଏକ ବ୍ରିଜ୍‌ ନିକଟରେ କାର- ଓ ଅଟୋ ମୁହାଁମୁହିଁ ହୋଇ ଗାଡି ୨ଟି ପାତାଳୀ ନଦୀ ଭିତରକୁ ଖସିପଡିଛି। ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ପ୍ରତୀକ୍ଷା ଶର୍ମା (୨୪)...

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ଅପ୍‌ଡେଟ୍‌ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର(ବ୍ୟୁରୋ)/ କଟକ ଅଫିସ, ୫।୧୧: ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଧାର୍ଯ୍ୟ ସମୟରେ କ୍ରାଇମବ୍ରାଞ୍ଚ ଷ୍ଟାଟସ୍‌ ରିପୋର୍ଟ ଦେଇ ପାରି ନ ଥିବାରୁ କ୍ଷୁବ୍ଧ...

କମର ଭାଙ୍ଗିଦେଲା କଟକଣା

ଅନୁଗୋଳ ଅଫିସ, ୫।୧୧:  କରୋନା କାରଣରୁ ଚଳିତବର୍ଷ ପୂଜା ଉତ୍ସବ ନିରାଡମ୍ବରରେ ପାଳନ କରାଯାଇଛି। ଫଳରେ ପ୍ରତିବର୍ଷ ଏହି ସମୟରେ ହେଉଥିବା କୋଟି କୋଟି ଟଙ୍କାର ବ୍ୟବସାୟ ମାଡ଼ ଖାଇଯାଇଛି। ମହାମାରୀକୁ ଦୃଷ୍ଟିରେ ରଖି ସରକାର ପର୍ବ ପାଳନ ନେଇ ସ୍ବତନ୍ତ୍ର...

ଶିଳ୍ପ ବନ୍ଦ କଥା ସରକାରଙ୍କୁ ଅଜଣା

ଯାଜପୁର ଅଫିସ/ବାଲେଶ୍ୱର ଅଫିସ୍‌/ଅନୁଗୋଳ ଅଫିସ୍‌/ବଲାଙ୍ଗୀର ଅଫିସ୍‌/କେନ୍ଦୁଝର ସ୍ବ.ପ୍ର./ ସୁନ୍ଦରଗଡ଼/ଓଡ଼ାପଡ଼ା, ୫।୧୧(ଡି.ଏନ.ଏ.): ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର କହୁଛନ୍ତି। ଏହି କ୍ରମରେ ରାଜ୍ୟ ଏକକ ବାତାୟନ...

ରାସ୍ତା ଉପରେ ୨ ଯୁବତୀଙ୍କୁ ଛୁରାମାଡ଼

ବୋଡେନ,୫।୧୧(ଡି.ଏନ.ଏ.): ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସ୍ଥାନୀୟ ଇମ୍ପେରିଆଲ ଇଂଲିଶ ମିଡିୟମ ସ୍କୁଲ ନିକଟରେ ୨ ଯୁବତୀଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ବୋଡେ୍‌ନ ଥାନା ଅଧୀନ ଚିକଲଚୁଆଁ ଗାଁର ଚନ୍ଦ୍ରିକା ମାଝି (୨୪) ଓ ତାଙ୍କ ସାଙ୍ଗ ପ୍ରେମଲତା...

କାମ କରୁନି ସୋଲାର ପ୍ରକଳ୍ପ

କେନ୍ଦୁଝର, ୫ା୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଯୋଗୁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଭଳି ଜିଲା ମୁଖ୍ୟାଳୟ ତଥା ଆଖପାଖ ଗ୍ରାମରେ ସମସ୍ୟା ଦେଖାଦେଉଥିଲେ ହେଁ ସମାଧାନ ହୋଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ...

କାମଚଳାରେ ଚାଲିଛି କାମ

ଢେଙ୍କାନାଳ ଅଫିସ, ୫।୧୧:  ଶିଳ୍ପରେ ସମୃଦ୍ଧ। ପର୍ଯ୍ୟଟନ ସମ୍ଭାରରେ ଭରପୂର। ରାଜନୈତିକ ଏବଂ ପ୍ରଶାସନିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ଏସବୁ ବଢ଼ାଇଛି ଢେଙ୍କାନାଳର ଗୁରୁତ୍ୱ। ହେଲେ ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ଜିଲାର ପ୍ରଶାସନିକ ପରିଚାଳନା ବ୍ୟବସ୍ଥା ଢିଲା ପଡ଼ିଛି। ଦୀର୍ଘଦିନ ଧରି...

ବିକାଶ ଚାହୁଁଛି ମରାଗୁଳା

କେନ୍ଦୁଝର, ୫ା୧୧(ଡି.ଏନ.ଏ.)-ରାଜ୍ୟ ଏବଂ କେନ୍ଦ୍ର ସରକାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏବେ ବି କେନ୍ଦୁଝର ଜିଲାର ଅନେକ ଗାଁରେ ବିକାଶ ଅପହଞ୍ଚ ହୋଇ...

ରାତି ପାହିଲେ ବନିଶୀ ଖୋଜା, ମାଛ ଧରି ଚଳୁଛନ୍ତି ଶହେ ପରିବାର

ବାଲେଶ୍ୱର ଅଫିସ, ୫।୧୧-ରାତି ପାହିଲେ ଖୋଜା ପଡ଼େ ବନିଶୀ। ବୁଢ଼ାବଳଙ୍ଗ ନଦୀ ୟୁଟର୍ଣ୍ଣ ମାରି ସମୁଦ୍ରଆଡ଼କୁ ବୋହିଯାଇଥିବା ଚାରିଗୋଛିଆ ମୁହାଣରେ ଏହି ବନିଶୀ ସାହଯ୍ୟରେ ମାଛ ଧରି ବାଲେଶ୍ୱର ଜିଲା ସଦର ବ୍ଲକ ଶ୍ରୀକୋଣା ପଞ୍ଚାୟତ ଚାରିଗୋଛିଆ ଗ୍ରାମର ଶହେ...

ହାତୀ ଘଉଡ଼ାଇବାକୁ ରାତି ଅନିଦ୍ରା

ଖମାର,୫ା୧୧:  ହାତୀ ଖାଇଯାଉଛନ୍ତି ଧାନ ଫସଲ। ବାର୍‌ହା ମଧ୍ୟ ନଷ୍ଟ କରୁଛନ୍ତି ଚାଷ। ବାରମ୍ବାର ଅଭିଯୋଗ ପରେ ବି ବନ୍ୟଜନ୍ତୁ ଉପଦ୍ରବ ରୋକିପାରୁନି ବନ ବିଭାଗ। ତେଣୁ ନିଜ ଫସଲ ବଞ୍ଚାଇବାକୁ ମଞ୍ଚାରେ ରାତି ଅନିଦ୍ରା ହୋଇ ଜଗି ବସୁଛନ୍ତି ଚାଷୀ।...

୪ ଦିନ ଧରି ନିଖୋଜ ଥିଲେ ଧୀବର, ଘୋଡ଼ାହାଡ଼ ଡ୍ୟାମ୍‌ରୁ ମିଳିଲା ମୃତଦେହ

ଦିଗପହଣ୍ଡି,୪ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ନିକଟ ଘୋଡ଼ାହାଡ଼ ଡ୍ୟାମକୁ ମାଛ ଧରିବାକୁ ଯାଇଥିବା ଜଣେ ଧୀବର ରବିବାରଠାରୁ ନିଖୋଜ ଥିଲେ। ତେବେ ବୁଧବାର ଅପରାହ୍ନରେ ତାଙ୍କ ମୃତଦେହ ଘୋଡ଼ାହାଡ଼ ଡ୍ୟାମ୍‌ରୁ ଉଦ୍ଧାର କରାଯାଇଛି। ମୃତକ ଜଣକ...

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ

ବଇଣ୍ଡା,୪।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସରେ ବୁଧବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri