ଆମ ଜିଲା ଖବର

ମାଛ ଧରିବାକୁ ଯାଇ ଧୀବର ନିଖୋଜ: ଆଉ ଫେରିଲେନି ତାମ୍ପରା ହଦ୍ରରୁ

ଛତ୍ରପୁର,୩।୧୧(ଡି.ଏନ୍‌.ଏ. ): ମାଛ ଧରିବା ପାଇଁ ଯାଇଥିବା ବେଳେ ଜଣେ ଧୀବର ନିଖୋଜ ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ତରେଇପାଟପୁର ଗ୍ରାମରେ। ନିଖୋଜ ଧୀବର ହେଲେ ଉକ୍ତ ଗ୍ରାମର ଗୋପାଳ ବେହେରା।...

ବାଲେଶ୍ୱର ଉପନିର୍ବାଚନ: ଭୋଟ ଦେଲେ ଭାଜପା ପ୍ରାର୍ଥୀ ମାନସ ଦତ୍ତ

ବାଲେଶ୍ୱର ଅଫିସ, ୩।୧୧: କୋଭିଡ୍‌ କଟକଣା ମଧ୍ୟରେ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ତେବେ ଜଣଙ୍କ ପରେ ଜଣେ ପ୍ରାର୍ଥୀ ନିଜର ମତ ସାବ୍ୟସ୍ଥ କରୁଥିବା ଦେଖିବାକୁ ମିଳୁଛି। ଏହିକ୍ରମରେ ଭାଜପା ପ୍ରାର୍ଥୀ ମାନସ...

ବାଲେଶ୍ୱର ଉପନିର୍ବାଚନ: ଭୋଟ ଦେବାପାଇଁ ଲାଇନ୍‌ରେ କଂଗ୍ରେସ ପ୍ରାର୍ଥୀ

ବାଲେଶ୍ୱର ଅଫିସ, ୩।୧୧: ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଭୋଟ ଦେବା ପାଇଁ ଆସି ଲାଇନ୍‌ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। କଟକଣା ମଧ୍ୟରେ ପ୍ରତ୍ୟେକ ଭୋଟରଙ୍କ...

ବାଲେଶ୍ୱର ଉପନିର୍ବାଚନ: ଭୋଟ ଦେଲେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ

ବାଲେଶ୍ୱର ଅଫିସ, ୩।୧୧: ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ କଡ଼ା କଟକଣା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ଜାରି ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ତାଙ୍କର ମତ ସାବ୍ୟସ୍ଥ କରିଛନ୍ତି...

ଖୋଲିବ ବାଣ ଦୋକାନ, ଜଗିବ ୧୫ ପ୍ଲାଟୁନ ଫୋସ

କଟକ ଅଫିସ, ୩।୧୧: ଦୀପାବଳି ପାଇଁ ପ୍ରସ୍ତୁତ ହୋଇଛି କଟକ ପୋଲିସ। ସମ୍ପୂର୍ଣ୍ଣ କଟକଣା ଭିତରେ ଦୀପାବଳୀ ଓ କାଳିପୂଜା ଆୟୋଜନ ହେବ। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ ଗାଇଡ୍‌ଲାଇନକୁ ପାଳନ କରାଯିବ। କାଳୀପୂଜାରେ ମୃଣ୍ମୟୀଙ୍କ ଉଚ୍ଚତା ୪ଫୁଟ...

ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ

ବାଲୁଗାଁ,୩।୧୧(ଡି.ଏନ୍‌.ଏ.): ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇଥିବା ବେଳେ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସୂଚନା ଅନୁଯାୟୀ, ସୋମବାର ସୁଦ୍ଧା ଚିଲିକାକୁ ୧୫ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ଆସିଛନ୍ତି। ତନ୍ମଧ୍ୟରୁ ପକ୍ଷୀ ଅଭୟାରଣ୍ୟ ନଳବଣ...

ସରକାରୀ ବାବୁଙ୍କ ଘରେ ନାବାଳିକାଙ୍କୁ ବଳାତ୍କାର

ବାଲିଚନ୍ଦ୍ରପୁର,୩।୧୧(ସ୍ବ.ପ୍ର.): ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାପଡ଼ିଛି ଯେ, ନାନପୁର ବିରୂପା ନଦୀ ପୋଲ ନିକଟରେ ଆଦିବାସୀ ସମ୍ପ୍ରଦାୟର ଜଣେ ଲୋକ ପରିବାର ସହ ରହିଆସୁଛନ୍ତି। ସେ...

ଧାରଣାରେ ବସିଲେ ଡାକ୍ତର, କର୍ମଚାରୀ

ଢେଙ୍କାନାଳ ଅଫିସ,୩ା୧୧ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼ ମରାଯିବା ଘଟଣାର ପ୍ରତିବାଦରେ ସୋମବାର ସମସ୍ତ ଡାକ୍ତର ଓ କର୍ମଚାରୀ ଧାରଣାରେ ବସିଥିଲେ। ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରା...

କଷ୍ଟ ବୁଝୁନାହାନ୍ତି କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୩।୧୧ – ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଟିକୁ ତୁରନ୍ତ ଓ୍ବାର୍ଡରେ ଭର୍ତ୍ତି କରିବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଥିଲା ଏକ ବ୍ୟାଟେରିଚାଳିତ ଗାଡ଼ି। କିନ୍ତୁ ଦୀର୍ଘଦିନ ହେବ ଉକ୍ତ ଗାଡ଼ି ଅଚଳ ଅବସ୍ଥାରେ ପଡ଼ିରହିଥିଲେ ହେଁ ତାହାର...

ତ୍ୱରାନ୍ବିତ ହେଉନି ଉନ୍ନୟନ କାର୍ଯ୍ୟ: ଜନ ପ୍ରତିନିଧିଙ୍କ ମୌନ ଧାରଣା

ଦେଓଗାଁ, ୩ା୧୧ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ବର୍ତ୍ତମାନ ଉନ୍ନୟନ କାର୍ଯ୍ୟ ଏକପ୍ରକାର ବ୍ୟାହତ ହୋଇଛି ା ଫଳରେ ମଞ୍ଜୁର ଅର୍ଥ ପୁଣି ସରକାରଙ୍କ ନିକଟକୁ ଫେରିବାକୁ ବସିଛି ା ପ୍ରଶାସନର ଏଭଳି ଅବହେଳା ପ୍ରତିବାଦରେ ସୋମବାର ଜନପ୍ରତିନିଧିମାନେ...

ସରିଲା କାନ୍ଦୁଲବୁଢ଼ା ଯାତ୍ରା

ଦେଓଗାଁ, ୩ା୧୧ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତ ଅନ୍ତର୍ଗତ ଅନ୍ତର୍ଲା ନିକଟସ୍ଥ କାନ୍ଦୁଲବୁଢ଼ା ଦେଶଗୁଡିଖଳା ଡଙ୍ଗରପଡାରେ ତିନିଦିନ ଧରି ଚାଲିଥିବା କାନ୍ଦୁଲବୁଢ଼ା ଯାତ୍ରା ସୋମବାର ଉଦ୍‌ଯାପିତ ହୋଇଯାଇଛି ା ଏହିଦିନ ବରୁଆଙ୍କ ଶରୀରରେ ଦେବତା ଆବିର୍ଭାବ...

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ଅଭିଯୋଗ

ଦେଓଗାଁ, ୩ା୧୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ବ୍ରାହ୍ଣଣୀଯୋର ପଞ୍ଚାୟତରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି ା ଅର୍ଥ କାରବାର କରି ସ୍ବଚ୍ଛଳ ବର୍ଗର ଲୋକଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ଗାଁର ମହିଳା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri