ଆମ ଜିଲା ଖବର

୧୭ରୁ ମା’ବିରଜାଙ୍କ ରଥଯାତ୍ରା

ଯାଜପୁର ଟାଉନ, ୧୩।୧୦ (ଡି.ଏନ୍‌.ଏ.): ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ରଥଯାତ୍ରା ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ରଥଯାତ୍ରା ସପକ୍ଷରେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସୋମବାର ଜିଲା ପ୍ରଶାସନ ଓ ମନ୍ଦିର ସେବାୟତଙ୍କ ଉପସ୍ଥିତିରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ...

ଜବାବ ଦାଖଲ ପାଇଁ ଅନୁଭବଙ୍କୁ ନୋଟିସ

କଟକ ଅଫିସ,୧୩।୧୦: ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦକୁ ନେଇ କଟକ ସଦର ଏସ୍‌ଡିଜେଏମ୍‌ କୋର୍ଟରେ ଏକ ମାମଲା ଚାଲିଛି। ଭରଣପୋଷଣ ଦାବିରେ ବର୍ଷାଙ୍କ ପକ୍ଷରୁ ଉକ୍ତ...

ସାଢେ ୪ ଫୁଟ ଉଚ୍ଚ ସିଂହ ମୂର୍ତ୍ତି ଗଢୁଛନ୍ତି ଅଶୋକ

ପୁରୀ ଅଫିସ, ୧୩।୧୦: ଶାରଦୀୟ ଦୁର୍ଗାପୂଜାରେ କାକଟପୁରର ଅଧିଷ୍ଠାତ୍ରୀ ଠାକୁରାଣୀ ମା’ ମଙ୍ଗଳାଙ୍କ ସିଂହବାହିନୀ ବେଶ ପାଇଁ ପୁରୀରେ ଚାଲିଛି ସିଂହ ମୂର୍ତ୍ତି ନିର୍ମାଣ। ପଥୁରିଆ ସାହିର ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ଅଶୋକ କୁମାର ମହାପାତ୍ର ଏହି ମୂର୍ତ୍ତି ନିର୍ମାଣ...

‘କାର୍ତ୍ତିକ ଶେଷ ଯାଏ ଦର୍ଶନ ବନ୍ଦ ରହୁ’

ପୁରୀ ଅଫିସ,୧୩।୧୦: କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ମାତ୍ର ରାଜ୍ୟର ବିଭିନ୍ନ ଧାର୍ମିିକସ୍ଥଳୀ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଖୋଲିବା ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ପ୍ରଶାସକ ଡ....

୭ ମହିଳାଙ୍କ ସମେତ ୧୯ ଗିରଫ

ବ୍ରହ୍ମଗିରି,୧୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିସେଣା ଡିହ ଭୋଇସାହିରେ ରବିବାର ପାଣି ପାଇପ ସଂଯୋଗକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୋଲିସ ଦୁଇଟି ମାମଲା(ନଂ.୧୬୭,...

ଆଶୀର୍ବାଦ ପାଇଁ ସିଂହଦ୍ୱାରରେ ଆରାଧନା

ପୁରୀ ଅଫିସ, ୧୩।୧୦: ସେ ଭାବର ଠାକୁର, ଭକ୍ତର ଭଗବାନ। ଭକ୍ତି ଭାବରେ ସେ ବନ୍ଧା। ତାଙ୍କୁ ଯିଏ ଯେମିତି ଡାକନ୍ତି ତା’ ଡାକ ସେ ସେମିତି ଶୁଣନ୍ତି। ଏମିତି ଆସ୍ଥା ଓ ବିଶ୍ୱାସ ରଖି କାହିଁ କେତେ ଦୂରରୁ...

ଆନ୍ତରିକତାହୀନ ମିଶନ

ଦୈନନ୍ଦିନ ଖାଦ୍ୟ ପାଇଁ ଆଳୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିଲେ ମଧ୍ୟ ଓଡ଼ିଶାରେ ଚାହିଦା ମୁତାବକ ଉତ୍ପାଦନ ହୋଇ ପାରୁନାହିଁ। ଫଳରେ ୮୦ ପ୍ରତିଶତ ଆଳୁ ବାହାର ରାଜ୍ୟରୁ ଭରଣା ହେଉଛି। ଏଥିପାଇଁ ବିଭିନ୍ନ ସମୟରେ ରାଜ୍ୟବାସୀଙ୍କୁ ଚଢ଼ା ଦର...

ସହାୟତା ଅପେକ୍ଷାରେ ସଂଗ୍ରହାଳୟ

ଢେଙ୍କାନାଳ ଅଫିସ, ୧୩।୧୦- ଐତିହ୍ୟସମ୍ପନ୍ନ ଜିଲା ଢେଙ୍କାନାଳ। ଜିଲାର କୋଣ ଅନୁକୋଣରେ କୀର୍ତ୍ତିରାଜିର ସମ୍ଭାର। ରାଜାରାଜୁଡ଼ା ଅମଳର ସଂଗ୍ରାମ ହେଉ କି ଗଡ଼ଜାତ ଆନ୍ଦୋଳନ ଅବା ସ୍ବାଧୀନତା ସଂଗ୍ରାମ ସବୁ କିଛି ଦେଖିଛି ଓଡ଼ିଶାର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ଜିଲା।...

ସଂକ୍ରମଣ ସୀମା ଡେଉଁଛି

ଅନୁଗୋଳ ଅଫିସ, ୧୩।୧୦ ଅନୁଗୋଳ ଜିଲାରେ କରୋନା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ମେ’ରୁ ଅଗଷ୍ଟ ମାସ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୫୦୮ରେ ସୀମିତ ଥିଲା। କିନ୍ତୁ ସେପ୍ଟେମ୍ବର ଆରମ୍ଭରୁ ଦୈନିକ ସଂକ୍ରମଣ ଶତକ ଛୁଇଁଥିଲା।...

ତାତିଲେ ଏମ୍‌ଡିଏମ୍‌ ପାଚିକା ସହାୟିକା

ମୁରିବାହାଲ, ୧୩।୧୦ (ଡି.ଏନ.ଏ.) ନିଖିଳ ଓଡିଶା ମଧ୍ୟାହ୍ନଭୋଜନ(ଏମଡିଏମ) ପାଚିକା ସହାୟକ ସଂଘ ବଲାଙ୍ଗୀର ଜିଲା କମିଟି ତରଫରୁ ୩ ଦଫା ଦାବି ନେଇ ସୋମବାର ମୁରିବାହାଲ ବ୍ଲକ ଅଫିସ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

ଏସ୍‌ଇସିସି ତାଲିକାରେ ଓ୍ବାର୍ଡବାସୀଙ୍କ ନାଁ ନାହିଁ

ମୁରିବାହାଲ, ୧୩।୧୦(ଡି.ଏନ.ଏ.) ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଚଳକି ପଞ୍ଚାୟତ ଅନ୍ତର୍ଗତ ଚଳକି ଗଁା ୩ ନମ୍ବର ୱାର୍ଡର ଗୋଟିଏ ବି ପରିବାର ଏସଇସିସି (ସାମାଜିକ, ଅର୍ଥନୈତିକ, ଜାତିଗତ ଜନଗଣନା) ତାଲିକାରେ ନାହାନ୍ତି। ଫଳରେ ଗତ ୭ ବର୍ଷ ହେବ...

ଭଡାଟିଆଙ୍କଠାରୁ ୪.୫ ଲକ୍ଷ ଠକି ବନ୍ଧା ହେଲେ ଘରମାଲିକ

ବୋରିଗୁମ୍ମା,୧୨ା୧୦ (ଡି.ଏନ.ଏ. )-କୋରାପୁଟ ଜିଲା ବୋରିଗୁମ୍ମା ସହରରେ ଜଣେ ଘର ମାଲିକ ନିଜ ଘରେ ଭଡା ରହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ସମ୍ପୃକ୍ତ ଘର ମାଲିକଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri