ଆମ ଜିଲା ଖବର

ଶ୍ରମ କାର୍ଡ କରାଇବା ନାଁରେ ଅର୍ଥ ଶୋଷଣ

ବଲାଙ୍ଗୀର ଅଫିସ, ୬ା୧୦ ବଲାଙ୍ଗୀର ଜିଲାରେ ଦାଦନ ଶ୍ରମିକଙ୍କ ଶୋଷଣ ଓ ନିର୍ଯାତନା ନୂଆକଥା ନୁହେଁ ା ଏବେ ଦାଦନ ଶ୍ରମିକଙ୍କୁ ଶ୍ରମକାର୍ଡ କରାଇଦେବା ନାଁରେ କେତେକ ମଧ୍ୟସ୍ଥ ଅର୍ଥ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ବେଲପଡା ବ୍ଳକ ଧୁମାଭଟା...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ପାଓ୍ବାର ପ୍ଲାଣ୍ଟ

ଆନନ୍ଦପୁର,୬।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ଦରଗଡ଼ିଶୀଳା ଏବଂ ସିଂନାଳୀର ମଧ୍ୟ ସ୍ଥଳରେ କାର୍ଯ୍ୟକ୍ଷମ ହେବାକୁ ଥିବା ବୈତରଣୀ ପାଓ୍ବାର ପ୍ରୋଜେକ୍ଟ ପାଇଁ ଅଞ୍ଚଳର ଗରିମା ବୃଦ୍ଧି ପାଇବାକୁ ଯାଉଛି। ଶୀତ ଦିନେ ଏହା ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ଭାବେ ପରିଗଣିତ ହେବା...

ବନ୍ଧୁକ ଦେଖାଇ ନେଇଗଲେ ୬.୬୮ ଲକ୍ଷ

ଜଟଣୀ,୫ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ମ୍ୟୁନିସିପାଲିଟି ଅଫିସ ରାସ୍ତାରେ ସୋମବାର ୩ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ କର୍ମଚାରୀଙ୍କଠାରୁ ୬ଲକ୍ଷ ୬୮ହଜାର ୨୭ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଟଣୀ ପୋଲିସ ୨...

କରୋନାରେ ସିଏମ୍‌ସି ଅଧିକାରୀଙ୍କ ମୃତ୍ୟୁ

କଟକ ଅଫିସ, ୫।୧୦-କଟକ ମହାନଗର ନିଗମ (ସିଏମ୍‌ସି) ପରିସଂଖ୍ୟାନ ଅଧିକାରୀ ବିଶ୍ୱନାଥ ଲେଙ୍କା(୪୯)ଙ୍କ କରୋନାରେ ମୃତ୍ୟୁ ହୋଇଛି। ସୋମବାର ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ବିଶ୍ୱନାଥ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌...

କଟକ ସହରରୁ ୯୩ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୫।୧୦-କଟକ ସହରରୁ ସୋମବାର ମୋଟ ୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୪୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ...

ଉତ୍ତରପ୍ରଦେଶ ପୀଡ଼ିିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଧାରଣା

କୋରାପୁଟ,୫।୧୦(ସ୍ବ.ପ୍ର.): ଉତ୍ତରପ୍ରଦେଶ ହାଥରସରରେ ଘଟିଥିବା ଗଣବଳାତ୍କାର ଓ ହତ୍ୟା ମାମଲାରେ ସବୁଠି ପୀଡ଼ିିତାଙ୍କୁ ନ୍ୟାୟ ଦାବି ହେଉଛି। ଏ ନେଇ ସୋମବାର ଜିଲା କଂଗ୍ରେସ ପକ୍ଷରୁ କୋରାପୁଟ ଗାନ୍ଧୀପାର୍କ ସମ୍ମୁଖରେ ଧାରଣା ଦିଆଯାଇଛି। ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ନେତୃତ୍ୱରେ...

ଦିଗପହଣ୍ଡିରେ କୋଭିଡ କଟକଣାକୁ ବେଖାତିର: ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍‌

ଦିଗପହଣ୍ଡି,୫।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌ କଟକଣାକୁ ବ୍ୟବସାୟୀମାନେ ବେଖାତିର କରୁଥିବା ଦେଖିବାକୁ ମିଳୁଛି। ଏ ନେଇ ସୋମବାର ଅତିରିକ୍ତ ଜିଲାପାଳ ଡ. ଶତେ କୁମାର ଦାସ, ସହକାରୀ ଜିଲାପାଳ କେ. ମାଲେଶ୍ୱର ପାତ୍ର ଦିଗପହଣ୍ଡିରେ...

ଘରୋଇକରଣର ପ୍ରତିବାଦ: କଳାବ୍ୟାଜ ପିନ୍ଧିଲେ ବିଦ୍ୟୁତ୍‌ କର୍ମଚାରୀ

ବରଗଡ଼ ଅଫିସ,୫।୧୦: ରାଜ୍ୟର ବିଦ୍ୟୁତ ବିତରଣ ସଂସ୍ଥାଗୁଡିକୁ ଘରୋଇକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିରୋଧ ବଢିବାରେ ଲାଗିଛି। ସୋମବାର ୱେଷ୍ଟର୍ଣ୍ଣ ଓଡ଼ିଶା ବିଦ୍ୟୁତ ଶ୍ରମିକ, କର୍ମଚାରୀ ଏକତା ମଞ୍ଚ, ବରଗଡ଼ ଜିଲାର ସମସ୍ତ...

କୋରାପୁଟରୁ ପୁଣି ୪୩ କରୋନା ପଜିଟିଭ୍‌ ଚିହ୍ନଟ

କୋରାପୁଟ,୫।୧୦(ସ୍ବ.ପ୍ର.):କୋରାପୁଟ ଜିଲାରୁ ସୋମବାର ପୁଣି ୪୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କ ମଧ୍ୟରେ ପୁରୁଷ ୨୮ ଓ ମହିଳା ୧୫ ଜଣ ରହିଛନ୍ତି। ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ ସେଣ୍ଟରରୁ ୨ ଜଣ ଥିବା...

ପ୍ଲାଜମା ଦାନ କଲେ ୨ ଟୋଲପ୍ଲାଜା କର୍ମଚାରୀ

ବରଗଡ଼ ଅଫିସ, ୫।୧୦: ବରଗଡ଼-ସମ୍ବଲପୁର ରାସ୍ତାର ବରାହଗୋଡା ଟୋଲପ୍ଲାଜା (ଟୋଲ୍‌ଗେଟ)ର ୨କର୍ମଚାରୀ ଶୁଭମ ଦେ(୨୮) ଏବଂ ଅଭିଜିତ୍‌ଦାଶ(୨୭) ସୋମବାର ଭୀମସାର, ବୁର୍ଲା ଯାଇ ପ୍ଲାଜମା ଦାନ କରିଛନ୍ତି। ଏକ ମାସ ପୂର୍ବରୁ ଉଭୟେ କରୋନା (କୋଭିଡ-୧୯)ସଂକ୍ରମିତ ହୋଇଥିଲେ। ଚିକିତ୍ସା ପରେ...

ବରଗଡରେ ୧୪୮ ନୂଆ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୬୯୧୭ରେ ପହଞ୍ଚିଲା

ବରଗଡ ଅଫିସ,୫।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୧୪୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ ପୌରାଞ୍ଚଳର ସର୍ବାଧିକ ୨୬ ଜଣ ରହିଛନ୍ତି। ସେହିପରି ଭେଡେନ ବ୍ଲକର ୮,...

ଓ୍ବେସ୍କୋକୁ ଘରୋଇକରଣ ପ୍ରତିବାଦରେ ବିଦ୍ୟୁତ କର୍ମଚାରୀଙ୍କ ଧାରଣା

କର୍ଲାମୁଣ୍ଡା,୫ା୧୦(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟରସ ଏକତା ମଞ୍ଚ ପକ୍ଷରୁ ଓ୍ବେସ୍କୋକୁ ଘରୋଇକରଣ ପାଇଁ ରାଜ୍ୟ ସରକାରଙ୍କ ନିର୍ଣ୍ଣୟକୁ ବିରୋଧ କରି କଳାହାଣ୍ଡି ଜିଲା ମଦନପୁର ରାମପୁର ସେକ୍ସନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ କଳାବ୍ୟାଜ୍‌ ଧାରଣ କରି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri