ଆମ ଜିଲା ଖବର

ଗ୍ରାମବାସୀଙ୍କୁ ନ ଜଣାଇ ପଲ୍ଲୀସଭା ଡାକିଥିଲେ ସରପଞ୍ଚ: ପ୍ରତିବାଦ କରିବାରୁ ପକାଇଲେ ଚାପୁଡାଏ

ଚିତ୍ରଡ଼ା,୨୯।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲାର ମୋରଡା ବ୍ଲକ ଅଧୀନ ବରକନ୍ଦ ପଞ୍ଚାୟତର ଝିଙ୍କିରିଆ ଉଚ୍ଚ ବିଦ୍ୟାଳୟରେ ପଞ୍ଚାୟତର ସରପଞ୍ଚ ଏବଂ ପିଇଓ ପଲ୍ଲୀସଭା କରୁଥିବା ବେଳେ ତାଙ୍କୁ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, ସରପଞ୍ଚ ଓ ପିଓ ପଲ୍ଲୀସଭା ନେଇ ଗ୍ରାମବାସୀଙ୍କୁ ଅବଗତ...

ତପ୍ତପାଣି ଘାଟିରେ ଓଲଟିଲା ପେପର ବୋଝେଇ ଟ୍ରକ୍‌

ପାଟପୁର,୨୯।୯(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ନିକଟ ପାଳୁଖୋଳା ଘାଟିରେ ମଙ୍ଗଳବାର ଭୋରୁ ଏକ ପେପର ବୋଝେଇ ଟ୍ରକ୍‌ (ଓଡି୧୮ଏ୭୨୯୨) ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବ୍ରେକ୍‌ ଫେଲ ହେବାରୁ ଗାଡ଼ିଟି ଘାଟି ତଳକୁ ଓଲଟି ପଡିଥିବା...

କାର୍ଯ୍ୟାଦେଶର ୨ବର୍ଷ ପରେ ବି ମିଳୁନି ଅର୍ଥ

କଟକ ଅଫିସ,୨୯।୯:କଟକ ମହାନଗର ନିଗମ ଅଧୀନ ୫୯ ନମ୍ବର ୱାର୍ଡର ଅନେକ ବାସିନ୍ଦା ୨୦୧୭ ଡିସେମ୍ବର ୨୯ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ଏହାପରେ ସେମାନେ ନିଜ ଅର୍ଥରେ ଘର ନିର୍ମାଣ ଆରମ୍ଭ କରିଥିଲେ।...

ପର୍ଯ୍ୟଟକଙ୍କୁ ହାତିଆ ପାହାଡ଼ ମନା

ଖୋର୍ଦ୍ଧା ଅଫିସ,୨୯।୯: ଖୋର୍ଦ୍ଧା ୧୬ନଂ. ଜାତୀୟ ରାଜପଥ ନିଜଗଡ଼ ତାପଙ୍ଗରେ ରହିଛି ହାତିଆ ପାହାଡ଼। ଏଠାରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦ, ନୀଳ ଜଳରାଶିର ମନୋରମ ପ୍ରାକୃତିକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ପରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା। ଯୁବପିଢିଙ୍କ...

ଦାୟିତ୍ୱ ଭୁଲିଛନ୍ତି ଅନୁଗୋଳ ଓ୍ବାର୍ଡ ଅଫିସର

ଅନୁଗୋଳ ଅଫିସ, ୨୯ା୯ – ଓ୍ବାର୍ଡବାସିନ୍ଦାଙ୍କ ଅଭିଯୋଗ ଶୁଣିବା ସହ ତାହାର ସମାଧାନ ପାଇଁ ଅନୁଗୋଳ ପୌରପାଳିକାର ୨୩ଟି ଓ୍ବାର୍ଡରେ ଜଣେ ଲେଖାଏ ଅଫିସର ରହିଛନ୍ତି। ଦୈନିକ ଅଭିଯୋଗର ଶୁଣାଣି କରିବାକୁ ପ୍ରତି ଓ୍ବାର୍ଡରେ ଗୋଟିଏ ଲେଖାଏ ଅଫିସ ମଧ୍ୟ...

କାର୍ଯ୍ୟାଳୟ ନିର୍ମାଣରେ ବାଧା ଜବରଦଖଲ

ବଇଣ୍ଡା, ୨୯ା୯(ଡି.ଏନ.ଏ.) କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାଠାରେ ଅନେକ ସରକାରୀ କାର୍ଯ୍ୟାଳୟ କୋଠା ଭଙ୍ଗାଯାଇଛି। ଏସବୁ ଅନ୍ୟତ୍ର ନିର୍ମାଣ ହେବାର ଯୋଜନା ହୋଇଥିଲେ ବି ଏଥିରେ ଅହେତୁକ ବିଳମ୍ବ ହେଉଛି।...

ନୂଆ ରୂପ ନେବ କଣ୍ଡାର ବିଟ୍‌ ହାଉସ୍‌

ଢେଙ୍କାନାଳ ଅଫିସ, ୨୯।୯ ୨୦୦୭ ଜାନୁୟାରୀ ୩୧। ଏହିଦିନ ଲାଲ୍‌ବାହିନୀ ନରସଂହାରରେ ରକ୍ତରଞ୍ଜିତ ହୋଇଥିଲା ଢେଙ୍କାନାଳ ଜିଲା ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର କଣ୍ଡାର ବିଟ୍‌ ହାଉସ୍‌। ମାଓବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ କାର୍ଯ୍ୟାଳୟର ୩ କର୍ମଚାରୀ। ଏହି ଲୋମଟାଙ୍କୁରା...

ରାସ୍ତାରୁ ପାଇଥିବା ଟଙ୍କା ଫେରାଇଦେଲେ ଯୁବକ

ଜହ୍ନାପଙ୍କ, ୨୯।୯(ଡି.ଏନ.ଏ.) ଦିନକୁ ଦିନ ମଣିଷ ଅର୍ଥ ସର୍ବସ୍ବ ହୋଇଯାଉଛି। ଟଙ୍କା ପାଇଁ ଭୁଲ୍‌ ରାସ୍ତା ଆପଣାଉଛି। ହେଲେ ଏସବୁ ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପାଇଥିବା ଟଙ୍କାକୁ ଫେରାଇ ଦେଇ ମଣିଷ ପଣିଆକୁ ଉଜାଗର କରିଛନ୍ତି।...

ରାସ୍ତାପାର୍ଶ୍ୱରେ ଛିଡା ହୋଇଥିବାବେଳେ ଦମ୍ପତିଙ୍କ ଉପରେ ମାଡିଗଲା ଟ୍ରକ

ରାଇରଙ୍ଗପୁର,୨୮ା୯(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ରାଇରଙ୍ଗପୁର-ବାରିପଦା ରାସ୍ତାର ସାନାଛକଠାରେ ସୋମବାର ଅପରାହ୍ନରେ ଟ୍ରକ୍‌ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ବିଶୋଇ ଥାନା ଅଶନଶିଖର ଗ୍ରାମର ଅଙ୍ଗନଓ୍ବାଡି କର୍ମୀ...

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ କରୋନା

ଭୁବନେଶ୍ୱର/ଛେଣ୍ଡିପଦା,୨୮।୯ (ବ୍ୟୁରୋ/ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ବିଧାୟକ ସୁଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ପୂର୍ବରୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପାଲଲହଡ଼ା ବିଧାୟକ ମୁକେଶ ପାଳ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା...

କଳାହାଣ୍ଡିରେ ପିଆଜ ଦର ଅହେତୁକ ବୃଦ୍ଧି: ଚିନ୍ତାରେ ଗ୍ରାହକ

ଭବାନୀପାଟଣା,୨୮।୯(ଡି.ଏନ୍‌.ଏ.): ରାଜ୍ୟରେ ବର୍ତ୍ତମାନ ପିଆଜ ଦରକୁ ନେଇ ଚିନ୍ତାରେ ଗ୍ରାହକ । କଳାହାଣ୍ଡି ଜିଲାରେ ବର୍ତ୍ତମାନ ପିଆଜ ଦର ରହିଛି କିଲୋ ପିଛା ୫୦ ଟଙ୍କା। ତେବେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଜିଲାର ପିଆଜ ଚାଷୀ। ମୁଣ୍ଡ...

ପୋଲିସ ଏସ୍‌ଆଇ ବ୍ରଜ କିଶୋର ଦୁରିଆଙ୍କ ପରଲୋକ: ଶୋକ ପ୍ରକାଶ କଲେ ଏସ୍‌ପି

ଭବାନୀପାଟଣା,୨୮।୯ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଏସ୍‌ଆଇ ବ୍ରଜ କିଶୋର ଦୁରିଆଙ୍କ ବିୟୋଗ ଘଟିଛି। ଏସ୍‌ଆଇଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ଗୁରୁତର ହୋଇ ପ୍ରଥମେ ଭବାନୀପାଟଣା ପରେ ସେଠାରୁ ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri