ଆମ ଜିଲା ଖବର

ଟ୍ରଲିରେ ବୁହା ହେଲା ମୃତଦେହ

ବାରିପଦା ଅଫିସ,୧୭ା୯-ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଟ୍ରଲିରେ ମୃତଦେହକୁ ବୋହି ନେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସରକାରଙ୍କ ପକ୍ଷରୁ ମହାପ୍ରୟାଣ ଯୋଜନା କିପରି ଜିଲାରେ...

କେନ୍ଦ୍ରୀୟ ଟିମ୍‌ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଭଦ୍ରକ ଅଫିସ, ୧୭ା୯- ବୁଧବାର କେନ୍ଦ୍ର ସରକାରଙ୍କ ଏକ ଚାରି ଜଣିଆ ଟିମ୍‌ ଭଦ୍ରକ ଜିଲା ଗସ୍ତ କରିଥିଲେ। ଏହି ଟିମ୍‌ ବନ୍ୟା କ୍ଷୟକ୍ଷତିର ଆକଳନ ଓ ଜିଲା ପ୍ରଶାସନ ସହ ଆଲୋଚନା କରି ଯାଜପୁର ଯାଇଥିଲେ। କେନ୍ଦ୍ର ସରକାରଙ୍କ...

ଅନଲାଇନ୍‌ କ୍ଲାସର ବାସ୍ତବଚିତ୍ର: ପାହାଡ ଉପରେ ଚାଲିଛି ଛାତ୍ରୀଛାତ୍ରଙ୍କ ପାଠପଢା

ହରଭଙ୍ଗା, ୧୬ା୯( ଡି.ଏନ.ଏ.)-ମହାମାରୀ କରୋନା କଟକଣା ପାଇଁ ସ୍କୁଲ କଲେଜ ବନ୍ଦ ରହିଛି। ସରକାର ଅନ୍‌ଲାଇନ୍‌ କ୍ଲାସ ଜରିଆରେ ପିଲାଙ୍କୁ ଶିକ୍ଷାଦାନ କରାଉଛନ୍ତି। ହେଲେ ଅନ୍‌ ଲାଇନ୍‌ କ୍ଲାସ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟ ପୂରଣ କରିପାରୁ ନ ଥିବା ଅଭିଯୋଗ ହୋଉଛି।...

କରୋନାରେ ଚାଲିଗଲା ପୋଲିସ ଇନ୍ସପେକ୍ଟରଙ୍କ ଜୀବନ

ବଲାଙ୍ଗୀର ଅଫିସ୍‌,୧୬ା୯-ବଲାଙ୍ଗୀର ଜିଲା ପୋଲିସ ବିଭାଗ କୋଭିଡ୍‌ ସେଲ୍‌ର ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ବିଜୟାନନ୍ଦ କରକରାଙ୍କ ବୁଧବାର ବିଶାଖାପାଟଣାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ତାଙ୍କ...

ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା: ୨ ମୃତ

ହରଭଙ୍ଗା ,୧୬।୯ ( ଡି .ଏନ. ଏ.)- ବୌଦ୍ଧ ଜିଲା ହରଭଙ୍ଗା ଥାନା ହରଭଙ୍ଗା ଯୁକ୍ତ ଦୁଇ ଜୁନିୟର କଲେଜ ନିକଟରେ ବୁଧୁବାର ଅପରାହ୍ନରେ ଏକ ସ୍କୁଟି ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ ଜଣଙ୍କର ମୃତ୍ୟୁ...

କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର

କୋରାପୁଟ,୧୬।୯,(ସ୍ବ.ପ୍ର) କୋରାପୁଟ ଜିଲାରେ ବୁଧବାର କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର ହୋଇଛି। ବୁଧବାର ଜିଲାରେ ଆଉ ୮୨ ଜଣ ନୂଆ କୋରନା ପଜିଟିଭ୍‌ ଚିହ୍ନଟ ପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୮କୁ ବୃଦ୍ଧିପାଇଛି । ଚିହ୍ନଟ...

ବୋହୂଙ୍କୁ ବଳାତ୍କାର ଅଭିଯୋଗ: ଶ୍ୱଶୁର, ଦିଅର ଥାନାରେ ଅଟକ

ଦିଗପହଣ୍ଡି,୧୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ଶ୍ବଶୁର,ଶାଶୁ, ନଣନ୍ଦ ଏବଂ ଦିଅରଙ୍କ ବିରୋଧରେ କେସ୍‌ ନଂ.୨୦୪/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରିଛି। ତେବେ ଶ୍ବଶୁର, ଦିଅରଙ୍କୁ ପୋଲିସ ବୁଧବାର...

ଜିଲା ଦୌରାଜଜ୍‌ଙ୍କ କୋର୍ଟରେ କରୋନା ପଜିଟିଭ୍‌ ଚିହ୍ନଟ: ୧୫ ରୁ ୧୮ ଯାଏ କୋର୍ଟ ବନ୍ଦ

ଭବାନୀପାଟଣା,୧୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଦୌରାଜଜ୍‌ଙ୍କ କୋର୍ଟରେ କେତେକ ବିଚାରପତି ଏବଂ ବିଚାର ବିଭାଗୀୟ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆସନ୍ତା ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣାର ସମସ୍ତ...

ମାଲକାନଗିରି ବିଧାୟକ କରୋନାରେ ଆକ୍ରାନ୍ତ

ମାଲକାନଗିରି,୧୬।୯(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣ ବିଢ଼ିବାରେ ଲାଗିଛି। ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ବୁଧବାର ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ପରେ...

ଜିଏସ୍‌ଟି ଠକେଇ ଅଭିଯୋଗ, ଟ୍ରକ୍‌ ଅଟକ, ୪ ଲକ୍ଷ ୭୧ ହଜାରରୁ ଅଧିକ ଟଙ୍କା ଜରିମାନା ଆଦାୟ

ଭବାନୀପାଟଣା,୧୬।୯(ଡି.ଏନ୍‌.ଏ.): କଟକରୁ ଭବାନୀପାଟଣା ଆସୁଥିବା କୀଟନାଶକ ଔଷଧ ବୋଝେଇ ଏକ ଟ୍ରକକୁ ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଜରିମାନା ଆଦାୟ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବାଣିଜ୍ୟକର ବିଭାଗ ପକ୍ଷରୁ ୪ଲକ୍ଷ ୭୧ ହଜାର ୧୨୮ ଟଙ୍କା ଜରିମାନା ଆଦାୟ କରାଯାଇଛି। ସୂଚନାଯୋଗ୍ୟ,...

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଜୟପୁର,୧୬ା୯(ଡି.ଏନ୍‌.ଏ.): ଜୟପୁର ସଦର ଥାନା ପୋଲିସ ପକ୍ଷରୁ ଆମ୍ବଗୁଡ଼ା ଗ୍ରାମରେ ଚଢ଼ାଉ କରାଯାଇ ୭ କୁଇଣ୍ଟାଲ ୨୮ କି.ଗ୍ରା ୬୦୦ ଗ୍ରାମ ଗଞ୍ଜେଇ ଜବତ ଏବଂ ଗୋଟିଏ ଟ୍ରକ, କାର୍‌, ୪ଟି ବାଇକ ଜବତ କରାଯାଇଛି। ଏହି ମାମଲାରେ ଉତ୍ତରପ୍ରଦେଶର...

ମୋଷ୍ଟ୍‌ ଓ୍ବାଣ୍ଟେଡ କାଳିଆ ଗଲେ ଜେଲ୍‌

ଦିଗପହଣ୍ଡି,୧୬ା୯(ଡି.ଏନ୍‌.ଏ.): ବ୍ରହ୍ମପୁର ପୋଲିସର ମୋଷ୍ଟ୍‌ ଓ୍ବାଣ୍ଟେଡ ଠେସା କାଳିଆ ଓରଫ କେଶବ ଚନ୍ଦ୍ର କୁଣ୍ଡଙ୍କୁ କେ. ନୂଆଗାଁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଜର ଥାନା ଖାରିଆଗୁଡ଼ା ଗାଁର କେଶବଙ୍କ ନାଁରେ ଦିଗପହଣ୍ଡି,କେ. ନୂଆଗାଁ, ଗୋଳନ୍ଥରା, ଜରଡ଼ା, ବ୍ରହ୍ମପୁର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri