ଆମ ଜିଲା ଖବର

ପୁରୀରେ ଅଷ୍ଟ୍ରେଲିଆନ ଅଙ୍ଗୁର

ପୁରୀ ଅଫିସ, ୧୫।୯: ସାଧାରଣତଃ ଥଣ୍ଡା ଜଳବାୟୁ ପରିବେଶଭିତ୍ତିକ ଅଞ୍ଚଳରେ ଅଙ୍ଗୁର ଚାଷ କରାଯାଇଥାଏ। କିନ୍ତୁ ପୁରୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମୁଦ୍ର କୂଳିଆ ଅଞ୍ଚଳ ଏବଂ ଗରମ ପରିବେଶରେ ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର, ଯାହାକି ସମସ୍ତଙ୍କୁ...

ଶିଶୁ ସାହିତି୍ୟକ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ

କଟକ ଅଫିସ,୧୫।୯: ପ୍ରଖ୍ୟାତ ଶିଶୁ ସାହିତି୍ୟକ ନଦିଆ ବିହାରୀ ମହାନ୍ତି(୯୦)ଙ୍କର ସୋମବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଦୁଇଦିନ ତଳେ ମଙ୍ଗଳାବାଗର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଅପରାହ୍ନ ୨ଟା ୨୦ ମିନିଟ୍‌ରେ ପରଲୋକ...

ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ନେଇଗଲେ ୭୬ ହଜାର ଟଙ୍କା

ହରଭଙ୍ଗା,୧୪।୯ -ବୌଦ୍ଧ ଜିଲା ପୁରୁଣା କଟକ ଥାନା ତିଳେଶ୍ୱର ବଜାର ମଧ୍ୟରୁ ସୋମବାର ଶିକ୍ଷକ ପ୍ରତାପ କିଶୋର ବେହେରାଙ୍କ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୭୬୩୦୦ ଟଙ୍କା ନେଇଯାଇଛନ୍ତି। ଏ ନେଇ ପ୍ରତାପ ପୁରୁଣା କଟକ ଥାନାରେ ଲିଖିତ ଅଭିଯୋଗ...

ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଉଦ୍ୟମ ମାମଲା: ଫେରାର ୨ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମର ଜିଲା ଭାଜପା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବାପି ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ମାମଲାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ସୋମବାର ପୂର୍ବାହ୍ନରେ କେ.ନୂଆଗାଁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ...

ବରଗଡ଼ରେ ମାତିଲେ ଲୁଟେରା: ମହିଳାଙ୍କ ସୁନାଚେନ ଲୁଟି ୨ ଦୁର୍ବୃତ୍ତ ଫେରାର୍‌

ବରଗଡ଼ ଅଫିସ,୧୪।୯: ବରଗଡ଼ ସହରରେ ଅପରାଧୀ ସକ୍ରିୟ ହୋଇ ପଡିଛନ୍ତି। କେତେବେଳେ ଦାମି ଗାଡ଼ି ଏଠାରେ ଚୋରି ହେଉଛି ତ ଆଉ କେବେ ଦିନ ଦ୍ବିପ୍ରହରରେ ଲୁଟପାଟ ଚାଲିଛି। ସୋମବାର ପୂର୍ବାହ୍ନରେ ବରଗଡ଼ ମିନି ଷ୍ଟାଡିୟମ ପଛପଟ ନିକଟ ନେହେରୁ...

ସାପ ଆକୃତିର ପ୍ରଜାପତି

କୋରାପୁଟ,୧୪ା୯(ସ୍ବ.ପ୍ର.): କୋରାପୁଟ ସହରସ୍ଥିତ ଭବାନୀନଗର ଅଞ୍ଚଳରେ ଏକ ବିରଳ ପ୍ରଜାତିର ପ୍ରଜାପତି ଦେଖିବାକୁ ମିଳିଛି। ଏହା ସାପ ଆକୃତିର। ଏହି ଅଞ୍ଚଳରୁ ସୌଦାମିନି ବେହେରାଙ୍କ ଘର କାନ୍ଥରେ ଏହି ପ୍ରଜାପତିଟି ବସିଥିବା ଦେଖିବାକୁ ମିଳିଛି। ରବିବାରଠାରୁ ଏହା କେଉଁ ଆଡୁ...

ଘିଅ କମ୍ପାନୀ ଉପରେ ଚଢ଼ାଉ, ୧୪୪୮ କିଲୋରୁ ଅଧିକ ନକଲି ଗୁଆଘିଅ, ସସ୍‌ ଜବତ

ଚୌଦ୍ୱାର,୧୪।୯(ଡି.ଏନ.ଏ): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକା ୯ ନମ୍ବର ୱାର୍ଡ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ରାସ୍ତାରେ ଥିବା ଏକ ନକଲି ଘିଅ ଓ ସସ୍‌ କମ୍ପାନୀ ଉପରେ ଚୌଦ୍ୱାର ପୋଲିସ ଚଢ଼ାଉ କରିଛି। ଏହି...

ଅନୁଗୋଳର ନୂତନ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ସିଦ୍ଧାର୍ଥ ସ୍ବାଇଁ

ଅନୁଗୋଳ ଅଫିସ,୧୪ା୯: ଅନୁଗୋଳ ଜିଲାରେ ନୂତନ ଜିଲାପାଳ ଭାବେ ୨୦୧୪ ବ୍ୟାଚ୍‌ର ଆଇଏଏସ୍‌ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲା କାର୍ଯ୍ୟାଳୟଠାରେ ସେ ପୂର୍ବତନ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ ଅବସରରେ...

ଟ୍ରକ୍‌ ଜାମରେ ଫସିଲେ ପରୀକ୍ଷାର୍ଥୀ

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ସୋମବାର ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏନ୍‌ଏଚ୍‌ -୪୯ରେ ଲୁହାପଥର ବୋଝେଇ ଟ୍ରକ୍‌ ଜାମ ଯୋଗୁ ବାଂଶପାଳ ବ୍ଲକ ଅଞ୍ଚଳରୁ ପରୀକ୍ଷା ଦେବାକୁ ଆସିଥିବା ପ୍ରାୟ ୫୦ ପରୀକ୍ଷାର୍ଥୀ ଡଙ୍ଗପାଣି-ଅଞ୍ଜର ରାସ୍ତାରେ ଫସିଯାଇଥିଲେ। ପରେ ଖବର ପାଇ...

ମୋବାଇଲ ପଡିଯିବାରୁ ଡ୍ୟାମ୍‌କୁ ଡେଇଁଲେ ଇଞ୍ଜିନିୟର, ଆଉ ତା’ପରେ

ବଗିଆପଡା,୧୪।୯(ସ୍ବ.ପ୍ର):ବୌଦ୍ଧ ଜିଲା ବଗିଆପଡା ଫାଣ୍ଡି ଅନ୍ତର୍ଗତ ପାଲଝର ଡ୍ୟାମକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲା ମେଗା ଜଳସେଚନ ପ୍ରକଳ୍ପରେ କାର୍ଯ୍ୟରତ ଯୁବ ଇଞ୍ଜିନିୟର ତାମିଲନାଡୁର ମୁକୁନ୍ଦମ(୨୨) ନିଜ ୨...

ଡକାୟତି ଯୋଜନା, ୫ ଗିରଫ

ପୁରୀ ଅଫିସ,୧୪।୯: ପୁରୀ ସହରରେ ଡକାୟତି ପାଇଁ ଯୋଜନା କରୁଥିବା ୫ଜଣଙ୍କୁ ତାଳବଣିଆ ପୋଲିସ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧାର ଜଗବନ୍ଧୁ ବାରିକ, ସମଙ୍ଗରାର ମୁନା ପ୍ରଧାନ, ଗଦାଧରପାଟଣାର ତ୍ରିନାଥ ନାୟକ, ଜଗତ୍‌ସିଂହପୁରର ପ୍ରଶାନ୍ତ ଭୋଇ ଓ ମଙ୍ଗଳାଘାଟ...

ଦିଗପହଣ୍ଡିରେ ସାର ସମସ୍ୟା: ପୁଣି ତେଜିଲା ଚାଷୀ ଆନ୍ଦୋଳନ

ଦିଗପହଣ୍ଡି,୧୪।୯(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ସାର ଯୋଗାଣ ଦାବିରେ ଗତ ଗୁରୁବାର ସହରର ବହୁସଂଖ୍ୟକ ଚାଷୀ ଆନ୍ଦୋଳନ କରିବାସହ ରାସ୍ତା ଅବରୋଧ କରିଥିଲେ। ଶୁକ୍ରବାର ସୁଦ୍ଧା ଚାଷୀଙ୍କୁ ସାର ଯୋଗାଣ କରାଯିବ ବୋଲି ସ୍ଥାନୀୟ ପୋଲିସ – ପ୍ରଶାସନିକ ଅଧିକାରୀମାନେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri