ଆମ ଜିଲା ଖବର

ଲୁଣାନଦୀରୁ ଉଦ୍ଧାର ଯୁବତୀ,ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା ଅଫିସ୍‌/ମାର୍ଶାଘାଇ, ୧୦।୯ (ଡି.ଏନ୍‌.ଏ.)-କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ପଳାସପୁର ନିକଟ ଲୁଣାନଦୀରୁ ଜଣେ ଯୁବତୀ ଓ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳିପାରିନାହିଁ। ହେଲେ ଉଭୟଙ୍କ ଘର କଟକ...

ଦୁତିଆ ଓଷା ଭାର ନେଇ ଯାଉଥିଲେ: ମାମୁ, ଭଣଜାଙ୍କୁ ଚପିଦେଲା ଟ୍ରକ

ରସୁଲପୁର, ୧୦।୯ (ଡି.ଏନ୍‌.ଏ.)ଯାଜପୁର ଜିଲା କୁଆଖିଆ ଥାନା ଅଧୀନ ୬ ନଂ. ଜାତୀୟ ରାଜପଥର ଖଣ୍ଡିତର ନିକଟସ୍ଥ ଖରସ୍ରୋତା ପୋଲ ଉପରେ ଗୁରୁବାର ଅପରାହ୍ନ ୨ଟା ସମୟରେ ଟ୍ରକ ଧକ୍କାରେ ମାମୁ ଭଣଜାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହାକୁ ନେଇ...

ମାଓବାଦୀ ଆକ୍ରମଣରେ ମୟୂରଭଞ୍ଜ ମାଟିର ଯବାନ ଶହୀଦ

ବାରିପଦା ଅଫିସ,୧୦ା୯: ମୟୂରଭଞ୍ଜ ଜିଲାର ରିଜର୍ଭ ଫାଷ୍ଟ ବାଟାଲିୟନର କାର୍ଯ୍ୟରତ ଏସ୍‌ଓଜି ଯବାନ ସୁଧୀର କୁମାର ଟୁଡୁ ମାଓବାଦୀ ଅପରେଶନରେ ଶହୀଦ ହୋଇଛନ୍ତି । ଜିଲାର ଶୁଳିଆପଦା ଥାନା ଅନ୍ତର୍ଗତ ବାଘଡ଼ା ପଞ୍ଚାୟତ ସାନ ଭଦୁଆଶୋଳ ଗ୍ରାମର ଏସ୍‌ଓଜି ଯବାନଙ୍କ...

ଗଞ୍ଜାମରେ କଟକ, ଭୁବନେଶ୍ୱର ବସ୍‌ କଡ଼ାକଡ଼ି ଯାଞ୍ଚ; ଯାତ୍ରୀ ମାସ୍କ ପିନ୍ଧି ନ ଥିଲେ ଜରିମାନା ଦେବେ ମାଲିକ: ଜିଲାପାଳ

ଛତ୍ରପୁର,୧୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କଟକ, ଭୁବନେଶ୍ୱର ଆଦି ବସ୍‌କୁ ଅଟକାଯାଇ ଯାଞ୍ଚ କରାଯାଉଛି। ଯାତ୍ରୀମାନେ ମାସ୍କ ପିନ୍ଧୁଛନ୍ତି କି ନାହିଁ, ସାମାଜିକ ଦୂରତା, ସାନିଟାଇଜର ଅଛି କି ନାହିଁ ତା’ର କଡ଼ାକଡ଼ି ଯାଞ୍ଚ ହେଉଛି। କାରଣ କଟକ, ଭୁବନେଶ୍ୱର, ଖୋର୍ଦ୍ଧା...

ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: ୫୦ ଫୁଟ ତଳକୁ ଛିଟିକି ପଡ଼ିଲେ ୪ ଜଣ

ବରଗଡ଼ ଅଫିସ,୧୦ା୯: ବରଗଡ଼ ଜିଲା ଅତାବିରା ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ପରିବା ବୋଝେଇ ପିକ୍‌ଅପ୍‌ (ନଂ- ଓଆର ୦୩ ଏ ୦୪୩୪) ଗୁରୁବାର ୫୩ ନମ୍ବର ଜାତୀୟ ରାଜପଥର ଚକୁଳି ଫାର୍ମ ନିକଟ ସତୀଜୋର ବ୍ରିଜ୍‌ରେ ଦୁର୍ଘଟଣାଗ୍ରସ୍ତ...

ଭିଜିଲାନ୍ସ ଜାଲରେ ସହକାରୀ ଅଗ୍ନିଶମ ଅଧିକାରୀ

ବରଗଡ଼ ଅଫିସ,୧୦ା୯: ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭେଡେନ ବ୍ଲକ ଅନ୍ତର୍ଗତ ପପଙ୍ଗା ଗ୍ରାମର ହୃଷୀକେଶ ପ୍ରଧାନଙ୍କଠାରୁ ପେଟ୍ରୋଲ ପମ୍ପ ପାଇଁ ଫାୟାର୍‌ ସେଫ୍ଟି ସାର୍ଟିଫିକେଟ ଇସ୍ୟୁ...

କୋରାପୁଟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୨୪ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୧୦ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଗୁରୁବାର ଏହି ଜିଲାରୁ ଆଉ ୧୨୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪୪ରେ ପହଞ୍ଚିଛି। ଚିହ୍ନଟ ଆକ୍ର୍ରାନ୍ତମାନଙ୍କ ମଧ୍ୟରେ ୮୪...

ଏନଏସି ପାରିଲାନି, ଗାଁ ସଫେଇ କଲେ ଯୁବଗୋଷ୍ଠୀ

ଗଞ୍ଜାମ ଅଫିସ୍‌,୧୦।୯: ଗତ ଅଗଷ୍ଟ ୩୦ରୁ ଗଞ୍ଜାମ ଏନଏସିର ପରିମଳ କାର୍ଯ୍ୟ ଠପ ହୋଇଯାଇଛି l ଯାହା ଫଳରେ ସହରରେ ପରିମଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ପୂର୍ବରୁ ଏହି କାର୍ଯ୍ୟ ଠିକା ନେଇଥିବା ଠିକାଦାରଙ୍କ ଅବଧି ସରିବା ପରେ...

ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ବିଳମ୍ବକୁ ନେଇ ଧାରଣ।

କର୍ଲ।ମୁଣ୍ଡା-(ଡିଏନଏ)୧୦/୯: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ଗୁପ୍ତ ମତଦାନ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ହେଁ ଭୋଟ ଗଣତି ଓ ଫଳାଫଳକୁ ନେଇ ବିଳମ୍ବ ଘଟୁଥୁବାରୁ ସମିତିସଭ୍ୟସଭ୍ୟ ମାନେ ମଙ୍ଗଳବାର...

କରୋନା କଟକଣା ମଧ୍ୟରେ ତାରାତାରିଣୀ ପୀଠରେ ଶାରଦୀୟ ପର୍ବ ଆରମ୍ଭ, ଭକ୍ତଶୂନ୍ୟ ହୋଇଛି ମନ୍ଦିର

ପୁରୁଷୋତ୍ତମପୁର,୧୦ା୯: ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ଶାରଦୀୟ ପର୍ବ ଆରମ୍ଭ ହୋଇଛି। ପ୍ରତିବର୍ଷ ଶହଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ବର୍ତ୍ତମାନ କରୋନା କଟକଣା ଯୋଗୁ ମନ୍ଦିର...

ବଜ୍ରପାତରେ ଜଳିଗଲା ଠିକାଦାର କ୍ୟାମ୍ପ: ଜଣେ ଶ୍ରମିକ ମୃତ, ୫ ଆହତ

ବରଗଡ ଅଫିସ, ୧୦।୯- ବରଗଡ ଜିଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବଇଦେଶପାଲି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତ ଯୋଗୁ ଗ୍ରାମ ନିକଟର ଏକ ଠିକାଦାର କ୍ୟାମ୍ପ ସମ୍ପୂର୍ଣ୍ଣ ଭାବେ ପୋଡିଯାଇଛି। କ୍ୟାମ୍ପରେ ଥିବା ଜଣେ ଶ୍ରମିକଙ୍କ...

ପୁରୁଣା ଆର୍‌ଆଇ ଅଫିସକୁ ଧକ୍ଳା ଦେଲା ଥଣ୍ଡା ବୋଝେଇ ଆଇଚର୍‌

ହରଭଙ୍ଗା,୧୦।୯(ଡି.ଏନ.ଏ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଆଡେଣିଗଡସ୍ଥିତ ପୁରୁଣା ଆର୍‌ଆଇ ଅଫିସକୁ ବୁଧବାର ରାତିରେ ଏକ ଥଣ୍ଡା ବୋଝେଇ ଆଇଚର୍‌ ଧକ୍ଳା ଦେଇଥିବା ଜଣାପଡିଛି। ପ୍ରକାଶ ଯେ ଭୁବନେଶ୍ବରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବାବେଳେ (ଓଡି୦୨ବି ଏଫ୬୮୭୭...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri