ଆମ ଜିଲା ଖବର

ଭିନ୍ନକ୍ଷମ ମା’, ପୁଅଙ୍କ ମୃତଦେହ ଉଦ୍ଧାର: ପୋଡି ମାରି ଦିଆଯାଇଥିବା ସନ୍ଦେହ

ହାଟଡିହୀ,୧୦।୯(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଭିନ୍ନକ୍ଷମ ମା’ ଓ ପୁଅଙ୍କ ପୋଡା ମୃତ ଦେହ ଉଦ୍ଧାର ହୋଇଛି। ସୂଚନାରୁ ଜଣାଯାଇଛି ଯେ ଭିନ୍ନକ୍ଷମ ମା’ ଜଞ୍ଜାଳି...

କଟକ ସହରରୁ ୨୩୮ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୯।୯(ବ୍ୟୁରୋ)-କଟକ ସହରରୁ ଆଜି ୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୦୫ ଜଣ ଚିହ୍ନଟ ହୋଇଥିବାବେଳେ ୧୩୩ ଲୋକାଲ କଣ୍ଟାକ୍ଟ କେସ। ଜଗତପୁରରୁ ୧୦, ରାଣୀହାଟରୁ ୭, ନିମଚୌରୀରୁ ୪, ନୟାବଜାରରୁ ୪,...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ମାଓବାଦୀ

ଭବାନୀପାଟଣା,୯ା୯(ଡି.ଏନ୍‌.ଏ.)-ପୁଣି ସୀମାନ୍ତରେ ଫୁଟିଛି ଗୁଳି। କଳାହାଣ୍ଡି-କନ୍ଧମାଳ ସୀମାନ୍ତ ରାମପୁର ଥାନା ସିର୍କି ଜଙ୍ଗଲରେ ବୁଧବାର ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୫ ମାଓବାଦୀ। କଳାହାଣ୍ଡି ପୋଲିସ, ଡିଭିଏଫ୍‌ ଏବଂ ଏସଓଜିର ମିଳିତ ଅପରେଶନବେଳେ ଏହି ସଫଳତା ମିଳିଛି। ଏହାପରେ...

ନବରଙ୍ଗପୁର ବିଧାୟକଙ୍କୁ କରୋନା

ଭୁବନେଶ୍ୱର,୯।୯(ବ୍ୟୁରୋ)-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ସ୍ତ୍ରୀ । କିଛି ଦିନ ଦେଲା ସଦାଶିବଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଯାଉଥିଲା। ଏହାପରେ ଉଭୟେ କରୋନା ଟେଷ୍ଟ କରିଥିଲେ। ଟେଷ୍ଟ ପରେ ଉଭୟଙ୍କ...

କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୨୦ରେ ପହଞ୍ଚିଲା

କୋରାପୁଟ,୯ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ବୁଧବାର ଆଉ ୯୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ସହରାଞ୍ଚଳରୁ ୬୮ ଓ ଗ୍ରାମାଞ୍ଚଳରୁ ୨୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୩୨୦କୁ ବୃଦ୍ଧିପାଇଛି।...

ବାର୍‌ହା ଆକ୍ରମଣରେ ସ୍ତ୍ରୀ-ସ୍ବାମୀ ଆହତ, ଏହି ବାର୍‌ହା ମାରି ମାଂସ ନେବାକୁ ଦୁର୍ବୃତ୍ତଙ୍କ ଅପଚେଷ୍ଟା

ମହାକାଳପଡ଼ା,୯ା୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତ ତେନ୍ତୁଳିକନ୍ଧା ଗ୍ରାମର ସନ୍ତୋଷ ସ୍ବାଇଁ(୫୨), ତାଙ୍କ ସ୍ତ୍ରୀ ମମତା (୪୫) ବୁଧବାର ବିଲକୁ ଚାଷକାମ କରିବାକୁ ଯାଉଥିବା ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ବାର୍‌ହା ଆକ୍ରମଣ କରିଥିଲା। ଏଥିରେ ଉଭୟ...

ମୃତ କୋଭିଡ ଯୋଦ୍ଧାଙ୍କ ସହ ପୁରା ଗଞ୍ଜାମ ପୋଲିସ ରହିଛି: ୩ ମୃତକଙ୍କ ପରିବାରଙ୍କୁ ପ୍ରାପ୍ୟ ପ୍ରଦାନ

ଛତ୍ରପୁର,୯।୯(ଡି.ଏନ୍‌.ଏ .): କରୋନା ପରିଚାଳନା କାର୍ଯ୍ୟ କରୁଥିବା ବେଳେ ଗଞ୍ଜାମ ଜିଲା ପୋଲିସର ୩ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଲେ ଆସିକା ଥାନା କୋଟିନଡ଼ା ଫାଣ୍ଡିର ଗୋଲକ ନାୟକ, ଭଞ୍ଜନଗର କୋର୍ଟର ଏଏସ୍‌ଆଇ ରବୀନ୍ଦ୍ର ନାଥ ବେହେରା...

ବନ୍ୟା କ୍ଷୟକ୍ଷତି ଆକଳନ କଲେ ହରଭଙ୍ଗା ତହସିଲଦାର

ହରଭଙ୍ଗା,୯ା୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବୁଧବାର ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓଁ ଭୋଇ ଧଳପୁର, କୁଶଙ୍ଗ, ହରଭଙ୍ଗା, ସାମ୍ପୋଚ ଆଦି ବ୍ଲକର ୮ଟି ପଞ୍ଚାୟତର କ୍ଷତିଗ୍ରସ୍ତ...

କରୋନା କାଳରେ ଜୀବିକା ଦେଇଛି କରଡ଼ି

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କରଡ଼ି ବିଷୟରେ ସାଧାରଣତଃ ରାଜ୍ୟ ତଥା ଦେଶର ସବୁ ସ୍ଥାନରେ ଲୋକେ ଜାଣି ନଥାନ୍ତି। ଉତ୍ତର ପୂର୍ବାଞ୍ଚଳ ଭଳି ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ ଏହି କରଡି। ଏବେ ଲକ୍‌ଡାଉନ୍‌ କାଳରେ ବନବାସୀଙ୍କ ଜୀବନ ଜୀବିକାର ରାହା...

ଗଞ୍ଜାମରେ ଟ୍ରେନ ରହଣି ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଛତ୍ରପୁର,୯ା୯(ଡି.ଏନ୍‌.ଏ.): ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଅନଲକ୍‌ ୪ ଗାଇଡ୍‌ଲାଇନ ଅବମାନନା କରି ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ବ୍ରହ୍ମପୁର ଗଞ୍ଜାମ, ଛତ୍ରପୁର, ବାଲୁଗାଁ ଷ୍ଟେଶନରେ ସ୍ପେଶାଲ ଟ୍ରେନ୍‌ ଫାଲ୍‌କନାମା,...

ଅନୁଭବଙ୍କୁ ଗିରଫ, ବର୍ଷାଙ୍କୁ ନ୍ୟାୟ ଦାବିରେ ଗର୍ଜିଲା ଭାଜପା ମହିଳାମୋର୍ଚ୍ଚା

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ସ୍ତ୍ରୀ ଅଭିନେତ୍ରୀ ବର୍ଷାଙ୍କ ପ୍ରତି ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। ଏହାକୁ କଳାହାଣ୍ଡି ଜିଲା ଭାଜପା ମହିଳାମୋର୍ଚ୍ଚା ବିରୋଧ କରି, ଏମ୍‌ପି ସମସ୍ତ ମର୍ଯ୍ୟାଦା ଉଲ୍ଲଂଘନ କରିବା ସହ ବର୍ଷାଙ୍କ...

ମାସ୍କ ନ ଥିଲେ ଯାତ୍ରୀଙ୍କୁ ଗଞ୍ଜାମ ପ୍ରବେଶ ମନା: ବସ୍‌, ଅଟୋରେ ଚାଲିଛି ଯାଞ୍ଚ

ଛତ୍ରପୁର,୯।୯(ଡି.ଏନ୍‌.ଏ.): କରୋନା ଭୟ ବର୍ତ୍ତମାନ ବି ଗଞ୍ଜାମ ଜିଲାରେ ଶେଷ ହୋଇନାହିଁ । କରୋନା ଶେଷ ହୋଇଗଲା ଭାବି ଜିଲାବାସୀ ବେଖାତିର ଭାବେ ବୁଲାବୁଲି କରୁଛନ୍ତି। ସତର୍କତା ନିୟମ ପାଳୁ ନାହାନ୍ତି। ଏହା ସେମାନଙ୍କ ପ୍ରତି ବିପଦ। ଏଣୁ ସତର୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri