ଆମ ଜିଲା ଖବର

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ: ୩ ଗିରଫ, ନାବାଳକଙ୍କ ସମ୍ପୃକ୍ତି

ଆସିକା,୪ା୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ଗୁରୁବାର ରାତିରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ନାଗା ଗୌଡ (୨୨) ା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା...

ଗିରଫ ପରେ ବାରିପଦା ବିଧାୟକଙ୍କୁ ଜାମିନ

ବାରିପଦା ଅଫିସ,୪ା୯-ମୟୂରଭଞ୍ଜ ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ସହକାରୀ ନିର୍ବାହୀଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଅଭିଯୋଗରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଶୁକ୍ରବାର ଟାଉନ ଥାନା ପୋଲିସ ଗିରଫ କରିଛି। ତାଙ୍କ ନାମରେ ଦଫା ୨୯୪, ୩୨୩,...

କପିଳେଶ୍ବରପୁର ଶାସନ ପ୍ରାଥମିକ ବିଦ୍ୟାଳୟ ଉଚ୍ଛେଦ ନେଇ ଅସନ୍ତୋଷ: ଜିଲାପାଳ, ବିଧାୟିକାଙ୍କୁ ଫେରାଦ ହେଲେ ଗ୍ରାମବାସୀ

ପୁରୁଷୋତ୍ତମପୁର,୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ୱାର୍ଡ ନଂ ୧୨ରେ ଥିବା ଐତିହାସିକ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ଉଚ୍ଛେଦ କରି ଅନ୍ୟ ବିଦ୍ୟାଳୟରେ ମିଶ୍ରଣ କରିବା ଲାଗି ଗତ ୩ ଦିନ ତଳେ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ...

ହରିଣ ମାଂସ ଖାଇବା ପଡ଼ିଲା ମହଙ୍ଗା: ୩ ଶିକାରୀ, ୧୦ ଗ୍ରାହକ ଗିରଫ

ବାରଙ୍ଗ,୪।୯(ଡି.ଏନ୍‌.ଏ.): ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ଫିରିଙ୍ଗନାଳି ଅଞ୍ଚଳରୁ ଗୁରୁବାର ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଚନ୍ଦକା ଡ଼ମପଡ଼ା ବନ ବିଭାଗ, ଚନ୍ଦକା ପୋଲିସ ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ସେମାନଙ୍କୁ ଗିରଫ କରିଛି। ପରେ ସେମାନଙ୍କଠାରୁ ହରିଣ...

ଏମ୍‌ପି ରମେଶ ମାଝିଙ୍କୁ କରୋନା

ଭୁବନେଶ୍ୱର,୪ା୯(ବ୍ୟୁରୋ): ନବରଙ୍ଗପୁର ଏମ୍‌ପି ରମେଶ ମାଝିଙ୍କୁ କରୋନା ହୋଇଥିବା ନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଜଣାଇଛନ୍ତି। ଏଥିସହ ନିକଟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି...

ଓପିଜିସିର ପ୍ରଥମ ୟୁନିଟ୍‌ ବନ୍ଦ: ୨୧୦ ମେଗାୱାଟ ବିଦ୍ୟୁତ୍‌ ଉପ୍ତାଦନ ବାଧାପ୍ରାପ୍ତ

ଲଖନପୁର,୪।୯(ଡି.ଏନ୍‌.ଏ.): ଓଡ଼ିଶା ବିଦ୍ୟୁତ୍‌ ଉପ୍ତାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ ଥର୍ମାଲ ପ୍ରଥମ ୟୁନିଟକୁ ଗୁରୁବାର ବନ୍ଦ କରାଯାଇଛି। ଯାନ୍ତ୍ରିକ ତ୍ରୁଟି ଲାଗି ପ୍ରକଳ୍ପ କର୍ତ୍ତୃପକ୍ଷ ଗୁରୁବାର ବିଳମ୍ବିତ ରାତିରେ ସମ୍ପୃକ୍ତ ୟୁନିଟକୁ ବନ୍ଦ କରିଦେଇଛନ୍ତି। ଫଳରେ ଏଥିରୁ ଉପ୍ତାଦନ ହେଉଥିବା...

ଅନ୍‌ଲାଇନ୍‌ରେ ସେମିଷ୍ଟର ପରୀକ୍ଷା ଦାବି, ଆନ୍ଦୋଳନକୁ ଓହ୍ଲାଇଲା ଛାତ୍ର କଂଗ୍ରେସ

ବରଗଡ଼,୪ା୯: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ୬ଷ୍ଠ ସେମିଷ୍ଟର ପରୀକ୍ଷା ଅଫ୍‌ଲାଇନରେ କରିବାକୁ ନିଷ୍ପତ୍ତି ନେଇଛି। ବିଶ୍ବବିଦ୍ୟାଳୟର ଏହି ନିଷ୍ପତ୍ତିକୁ ବରଗଡ଼ ଜିଲା ଛାତ୍ର କଂଗ୍ରେସ (NSUI) ଏବଂ ବରଗଡ଼ ଜିଲା ରାଜୀବ ଗାନ୍ଧୀ ଛାତ୍ର ଫୋରମ ବିରୋଧ କରିଛିନ୍ତି।...

ଜେଲ ଗଲେ ଏଆର୍‌ସିଏସ୍‌

ଢେଙ୍କାନାଳ ଅଫିସ,୪ା୯: ଢେଙ୍କାନାଳ ସହରସ୍ଥିତ ମହିଷାପାଟଠାରେ ଥିବା ସମବାୟ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି (ଏଆର୍‌ସିଏସ୍‌) ବିଦ୍ୟାଧର ବେହେରା ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗୁରୁବାର ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ବୁଧବାର ଢେଙ୍କାନାଳ ସହରସ୍ଥିତ ମହିଷାପାଟଠାରେ...

ଧର୍ମଶାଳା ବ୍ଲକରେ ବନ୍ୟା: ୭ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଫସଲ କ୍ଷତିଗ୍ରସ୍ତ

ଧର୍ମଶାଳା,୪।୯ (ଡି.ଏନ୍‌.ଏ.): ଲଘୁଚାପଜନିତ ଲଗାଣ ବର୍ଷା ଓ ପ୍ରଳୟଙ୍କାରୀ ବନ୍ୟା ଯୋଗୁ ଧର୍ମଶାଳା ବ୍ଲକ ଅଧୀନ ୪୫ ପଞ୍ଚାୟତର ୭ ହଜାର ୭ଶହ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ବ୍ଲକ କୃଷି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ...

ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ଟ୍ରକ, ଜଣଙ୍କ ଜୀବନ ଗଲା; ୨ ଗୁରୁତର

ରସୁଲପୁର,୪ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତର ଓଡ଼ଙ୍ଗ ଠାରେ ଶୁକ୍ରବାର ଭୋର୍‌ ସମୟରେ ୧୬ନଂ ଜାତୀୟ ରାଜପଥ ଉପରେ ବସୁଥିବା ଦୈନିକ ପରିବା ହାଟରେ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ ସ୍ଥାନୀୟ ପ୍ରଥମାଖଣ୍ଡି ପଞ୍ଚାୟତର ଅଶୋକ...

ବନ୍ୟା ଉଜାଡ଼ିଛି ୫୪ ହଜାର ହେକ୍ଟର ଫସଲ

କେନ୍ଦ୍ରାପଡ଼ା ଅଫିସ,୪।୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଚଳିତ ବନ୍ୟା ପୂର୍ବରୁ ଲଘୁଚାପ ବର୍ଷା ହୋଇଥିଲା। କ୍ଷେତରୁ ବର୍ଷା ଜଳ ନିଷ୍କାସିତ ହୋଇ ନ ଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟା ଆସିଥିଲା। ବର୍ଷାଋତୁ...

ଭୂମିହୀନଙ୍କୁ ପଟ୍ଟା ମାମଲା: ଆର୍‌ଡିସିଙ୍କ ବିରୋଧରେ କଣ୍ଟେପ୍ଟ କେସ୍‌ ରୁଜୁ

କେନ୍ଦ୍ରାପଡ଼ା ଅଫିସ,୪।୯: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ତହସିଲ ଅଞ୍ଚଳରେ ଜମି ଥାଇ ମଧ୍ୟ ଭୂମିହୀନ ଯୋଜନାରେ ସାମିଲ ହେଉଛନ୍ତି। ଏପରି ଅଭିଯୋଗର ବିଚାର ପାଇଁ ରାମନଗର ଗ୍ରାମର ଅମିତାଭ ଚାନ୍ଦ ଉଚ୍ଚ ନ୍ୟାୟାଳୟଙ୍କ ଆଶ୍ରୟ ନେଇଥିଲେ। ଉଚ୍ଚ ନ୍ୟାୟାଳୟ ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri