ଆମ ଜିଲା ଖବର

ମା’ ପଡ଼ିଯିବାରୁ କୂଅକୁ ଡେଇଁଲେ ପୁଅ

ଛତ୍ରପୁର,୩୦।୮(ଡି.ଏନ୍‌.ଏ.): ବୃଦ୍ଧା ମା’ କୂଅରେ ପଡିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରକୁ ଡେଇଁଲେ ପୁଅ। ଏ ଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଡ଼ାପଦର ପଞ୍ଚାୟତ ଅଧୀନ କୁମାରବେଗପଲ୍ଲୀ ଗ୍ରାମରେ। ସୂଚନାଯୋଗ୍ୟ, ସକାଳେ ଉକ୍ତ...

ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଲୁଟ୍‌: ସ୍ତ୍ରୀଙ୍କ ବେକରେ ମାରଣାସ୍ତ୍ର ଲଗାଇ ନେଲେ ୧୨ ଭରି ସୁନା ଅଳଙ୍କାର, ଦେଢ଼ ଲକ୍ଷ ଟଙ୍କା

ବ୍ରହ୍ମପୁର ଅଫିସ,୩୦।୮: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଶଟ୍‌ଡାଉନ୍‌ ଜାରିରହିଛି । ପୋଲିସ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଇଛି। ଏହାସତ୍ତ୍ୱେ ଡକାୟତ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି। ଶନିବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ମହାନ୍ତି ସାହିରେ ରହୁଥିବା...

ଖାକିରେ ଦାଗ: ଏସ୍‌ଆଇ ନିଲମ୍ବିତ, ୨ ହୋମ୍‌ଗାର୍ଡ ଗିରଫ

ମାଲକାନଗିରି,୩୦।୮(ସ୍ବ.ପ୍ର.): ଖାକି ପୋଷାକରେ ଦାଗ। ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦାୟ ମାମଲାରେ ଏସ୍‌ଆଇ ନିଲମ୍ବିତ ଓ ଏଏସ୍‌ଆଇଙ୍କ ନାମରେ ମାମଲା ରୁଜୁ , ୨ ହୋମ୍‌ଗାର୍ଡଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ...

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର

ଭଦ୍ରକ ଅଫିସ,୩୦ା୮: ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ଜଣେ ଅନୁସୂଚିତ ଜନଜାତିର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଭଦ୍ରକ ଚାଇଲ୍ଡଲାଇନ୍‌ । ସମ୍ପୃକ୍ତା ନାବାଳିକାକୁ ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ଉପସ୍ଥାପନ କରାଯିବା ପରେ ଆସିଆନା ମୁକ୍ତ...

ଶ୍ରୀନଅରରେ ସୁନିଆ: ଚାଲିଲା ୬୩ ଅଙ୍କ, ୧୪୨୮ ସାଲ

ପୁରୀ ଅଫିସ,୩୦। ୮: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୨ଅଙ୍କ ଶେଷ ହୋଇଛି। ଶନିବାର ସୁନିଆ ଅବସରରେ ୬୩ ଅଙ୍କ ଏବଂ ୧୪୨୮ ସାଲ ଆରମ୍ଭ ହୋଇଛି। ସେଥିପାଇଁ ଶ୍ରୀନଅରରେ ପାରମ୍ପରିକ ରୀତିରେ ରାଜ ପରମ୍ପରା ଅନୁଷ୍ଠିତ ହୋଇଥିଲା।...

ସୁଜାତାନଗରବାସୀ ଜଳବନ୍ଦୀ: ଏସ୍‌ଆର୍‌ସିଙ୍କୁ ଟୁଇଟ୍‌ ପରେ ମଧ୍ୟ ପଦକ୍ଷେପ ଶୂନ

ପୁରୀ ଅଫିସ,୩୦। ୮: ପ୍ରତିବର୍ଷ ବର୍ଷାଦିନେ ସୁଜାତାନଗର ଏବଂ ମାଟିତୋଟା ଅଞ୍ଚଳବାସୀଙ୍କ ଦୁଃଖ ବଢିଯାଏ। ମାସାଧିକ କାଳ ସେମାନେ ଜଳବନ୍ଦୀ ଜୀବନ ବିତାଇଥାନ୍ତି। ଏଥର ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ସମାନ ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ଦୁଇଦିନ ପୂର୍ବରୁ ହୋଇଥିବା ବର୍ଷା...

ଖୋର୍ଦ୍ଧାରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା: ୧୫ରୁ ଉର୍ଦ୍ଧ୍ୱ ଗ୍ରାମ ଜଳମଗ୍ନ

ଖୋର୍ଦ୍ଧା ଅଫିସ,୩୦। ୮:  ହିରାକୁଦ ଗେଟ୍‌ ଖୋଲାଯିବା ପରେ ରାଜୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଖୋର୍ଦ୍ଧା ବ୍ଲକ ଓରବରସିଂ, ନରଣଗଡ଼ ପଞ୍ଚାୟତର ୧୫ରୁ ଉର୍ଦ୍ଧ୍ୱ ଗ୍ରାମ ଜଳମଗ୍ନ ହୋଇଛି। ହଜାର ହଜାର ଏକର ଚାଷଜମି ପାଣିରେ ବୁଡି...

ପୁରୀରେ ନଦୀକୂଳିଆ ଲୋକେ ଛାନିଆ: କଣାସ ବ୍ଲକରେ ସ୍ଥିତି ଗମ୍ଭୀର

ପୁରୀ ଅଫିସ,୩୦। ୮: କରୋନା ଆତଙ୍କ ଥମି ନ ଥିବାବେଳେ ଆସୁଛି ବନ୍ୟା। ବୋଝ ଉପରେ ନଳିତା ବିଡ଼ା ସଦୃଶ ଏଭଳି ଦୁଃସ୍ଥିତିକୁ ସାମ୍ନା କରିବାକୁ ଯାଉଛନ୍ତି ଲୋକେ। ହୀରାକୁଦର ୪୬ଟି ଗେଟ୍‌ ଖୋଲାଯିବା ପରେ ମହାନଦୀରେ ବନ୍ୟା ଆସୁଛି।...

ବଢ଼ି ବଢ଼ାଇଲା ବିପତ୍ତି

ଭୁବନ, ୩୦।୮(ଡି.ଏନ.ଏ.) କରୋନା ମହାମାରୀ ଦୋହଲାଇ ଦେଇଥିଲା ଆର୍ଥିକ ମେରୁଦଣ୍ଡ। କିଛି ନ ହେଲେ ବର୍ଷକର ଦାନା ଯୋଗାଡ଼ କରିବାକୁ ଜମି ମୁହାଁ ହୋଇଥିଲେ ଚାଷୀ। ବର୍ଷା ନ ଥିବାରୁ ବିଳମ୍ବ ହୋଇଥିଲା ରୁଆ। ତଥାପି ଅଧିକ ଖର୍ଚ୍ଚାନ୍ତ ହୋଇ...

ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ଫଳ ପ୍ରକାଶିତ

ବ୍ରହ୍ମପୁର ଅଫିସ,୩୦ା୮- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ୬ଷ୍ଠ ସେମିଷ୍ଟର ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣି ଫଳ ଘୋଷଣା କରିଛନ୍ତି ା ଚଳିତ ବର୍ଷ ପାସ୍‌...

ପୋଲିସକୁ ଡରି ଲୁଚିଥିଲେ,ବାର୍‌ହା ଫାଶରେ ଜୀବନ ଗଲା: ସାନ ମୃତ, ବଡଭାଇ ଗୁରୁତର

ଗଞ୍ଜାମ,୩୦ା୮(ଡି.ଏନ୍‌.ଏ.)- ରମ୍ଭା ଥାନା ଗଞ୍ଜାମ ବ୍ଲକ ଗଡ଼ହୁମ୍ମାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବାର୍‌ହା ପାଇଁ ବସା ଯାଇଥିବା ଫାଶରେ ଲାଗି ସାନର ମୃତ୍ୟୁ ହୋଇଥିବାବେଳେ ବଡ ଗୁରୁତର ହୋଇଛି। ମୃତକ ହେଲେ ଲକ୍ଷ୍ମଣ ଜେନା(୨୮)। ବଡ଼ ପୁଅ...

ଲୋୟର ସୁକ୍‌ତେଲ ପ୍ରକଳ୍ପ: ବୁଡି ଅଞ୍ଚଳବାସୀଙ୍କ ସହ ପୂର୍ବତନ ଏମ୍‌ପିଙ୍କ ଆଲୋଚନା

ବଲାଙ୍ଗୀର ଅଫିସ, ୩୦ା୮:  ଲୋୟର ସୁକ୍‌ତେଲ ପ୍ରକଳ୍ପକୁ ନେଇ ପ୍ରକଳ୍ବ ପ୍ରଭାବିତ ବୁଡି ଅଞ୍ଚଳବାସୀଙ୍କ ସହ ପୂର୍ବତନ ଏମ୍‌ପି କଲିକେଶ ନାରାୟଣ ସିଂଦେଓ ଶନିବାର ଶୈଳଶ୍ରୀ ପ୍ୟାଲେସରେ ଆଲୋଚନା କରିଛନ୍ତି। ବୁଡିଅଞ୍ଚଳ ଅଗ୍ରଗାମୀ ସଂଘ ସଭାପତି ଉପେନ୍ଦ୍ର ସାହୁ, ଦିଲୀପ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri