ଆମ ଜିଲା ଖବର

କରୋନା କଟକଣା: ଫିକା ପଡ଼ିଛି ଗଣେଶ ପୂଜା

ବାଲିଗୁଡ଼ା,୨୨ା୮(ଡି.ଏନ୍‌.ଏ.) : ଆଜି ପ୍ରଭୁ ଗଣେଶଙ୍କ ପୂଜା । ହେଲେ ଚଳିତ ବର୍ଷ ସମଗ୍ର କନ୍ଧମାଳ ଜିଲା ସମେତ ବାଲିଗୁଡ଼ା ଟାଉନରେ ଫିକା ପଡ଼ିଛି ଏହି ଉତ୍ସବ। ଏହାକୁ ନେଇ ନିରାଶ ହୋଇଛନ୍ତି ବାଲିଗୁଡ଼ା ବାସିନ୍ଦା। ଚଳିତ ବର୍ଷ କରୋନା...

ହତ୍ୟା ଉଦ୍ୟମ ମାମଲା: ଦୁର୍ଦ୍ଦାନ୍ତ ଟୁନା କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨ା୮: ଏନ୍‌କାଉଣ୍ଟର ପରେ ବି ଭୟ ନାହିଁ। ପୋଲିସକୁ ଚାଲେଞ୍ଜ କରି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଦୁର୍ଦ୍ଦାନ୍ତ ଟୁନା ଦାସ(୩୨)। ଟାଉନ ଥାନା ପୋଲିସ କେସ ନମ୍ବର ୧୫୪/୨୦ରେ ଖଲାସି ସାହିର ଦୁର୍ଦ୍ଦାନ୍ତ...

କରୋନା ସଚେତନତା ସୃଷ୍ଟି କରୁଛନ୍ତି ଏହି କୁନି ଗଣେଶ, ଛୁଟୁଛି ପ୍ରଶଂସାର ସୁଅ

ନିଶ୍ଚିନ୍ତକୋଇଲି,୨୨ା୮(ସ୍ବ.ପ୍ର.): କରୋନା କଟକଣା ପାଇଁ ଗଣେଶ ପୂଜା ଶିକ୍ଷାନୁଷ୍ଠାନ ଓ ଗ୍ରାମରେ ଏକପ୍ରକାର ଫିକା ପଡ଼ିଯାଇଛି। କିନ୍ତୁ ଛାତ୍ରୀଛାତ୍ର ସିନା ବିଦ୍ୟାଳୟକୁ ଗଲେନି କିନ୍ତୁ ସେମାନେ ବିଦ୍ୟାଦାତା ଗଣପତିଙ୍କୁ ଆରାଧନା କରିବା ସହିତ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଅଭିନବ...

ଦିନରେ ବନ୍ଧା ହୋଇଥିଲେ, ରାତିରେ ଖସି ପଳାଇଲେ

ଆର୍‌.ଉଦୟଗିରି,୨୨ା୮(ଡି.ଏନ୍‌.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ଥାନା ହାଜତରୁ ଗୁରୁବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ସେ ହେଲେ ପୁରୀ ସଦର ଥାନା ଅଞ୍ଚଳର ପ୍ରମୋଦ ମଲିକ। ଗୁରୁବାର ପୂର୍ବାହ୍ନରେ ତାଙ୍କୁ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ...

ମାଲକାନଗିରି ସୀମାନ୍ତ ଏହି ଛାତ୍ରୀଙ୍କୁ ଲୁହ ପୋଛିବାକୁ କହିଲେ ସୋନୁ ସୁଦ, ଜାଣନ୍ତୁ କାହିଁକି

ମାଲକାନଗିରି,୨୨ା୮: ପ୍ରବଳ ବର୍ଷା ଯୋଗୁ ବନ୍ୟାରେ ସବୁକିଛି ହରାଇଥିବା ଜଣେ ଆଦିବାସୀ ଛାତ୍ରୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ବହିପତ୍ର ନଷ୍ଟ ହୋଇଯାଇଥିବାରୁ ଛାତ୍ରୀ ଜଣକ କାନ୍ଦୁଥିବାର ଏକ ଭିଡିଓ ଟୁଇଟର୍‌ରେ ଦେଖିବା ପରେ...

ଏହି ଭାଜପା ନେତାଙ୍କୁ କରୋନା

କୋରାପୁଟ,୨୨ା୮(ସ୍ବ.ପ୍ର.): କୋରାପୁଟ ଜିଲାର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଏମ୍‌ପି ଓ ମନ୍ତ୍ରୀ ଜୟରାମ ପାଙ୍ଗି ଶନିବାର କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ୍‌ କରି କହିଛନ୍ତି। ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ କୋରାପୁଟରେ ରହି ଚିକିତ୍ସିତ ହେଉଛନ୍ତି। ସେପଟେ...

ନୂଆଁଖାଇ ପାଳନ ପାଇଁ ବଜାର ସାମାନ୍ୟ ଚଳଚଞ୍ଚଳ, ଚାଲିଛି କିଣାବିକା

ବଲାଙ୍ଗୀର,୨୨ା୮: ଚଳିତବର୍ଷ କରୋନା କଟକଣା ଯୋଗୁ ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇରେ ପ୍ରଭାବ ପଡ଼ିଛି। ସହରରେ ବିନା ଗହଳିରେ ସାଧାରଣ ଭାବରେ ନୂଆଁଖାଇ ପାଳନ ପାଇଁ ସହର ବଜାର ସାମାନ୍ୟ ଚଳଚଞ୍ଚଳ ହୋଇଛି। ତିନି ଚାରି ଦିନ ଆଗରୁ ନୂଆଁଖାଇ ପ୍ରସ୍ତୁତି...

ବଧୂହତ୍ୟା ଅଭିଯୋଗ: ଶାଶୁ, ଶ୍ୱଶୁର, ନଣନ୍ଦେଇ ଅଟକ; ଦିଅର ଫେରାର

ଚାନ୍ଦବାଲି,୨୨ା୮(ଡିି.ଏନ୍‌.ଏ.) : ଭଦ୍ରକ ଜିଲା ଚାନ୍ଦବାଲି ଥାନା ପଣସପଡ଼ା ଗାଁରେ ବଧୂହତ୍ୟା ଅଭିଯୋଗରେ ଶାଶୁ, ଶ୍ୱଶୁର ଓ ନଣନ୍ଦେଇଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରୁଥିବା ବେଳେ ଦିଅର ଫେରାର ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ବାଂଶଡ଼ା ଥାନା ଅନ୍ତର୍ଗତ ତୋଟାପଡ଼ା...

ଭଦ୍ରକରେ ୨୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜଣକୁ ବାଦ୍‌ ଦେଲେ ସମସ୍ତେ ସ୍ଥାନୀୟ ସଂକ୍ରମଣ

ଭଦ୍ରକ ଅଫିସ,୨୨।୮: ଭଦ୍ରକ ଜିଲାରେ ଶନିବାର ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୭ରେ ପହଞ୍ଚିଛି। ଆଜିର ଚିହ୍ନଟଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଛାଡିଦେଲେ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି...

ଏୟାରପୋର୍ଟରେ ଚାକିରି ନାଁରେ ଲକ୍ଷାଧିକ ଠକେଇ: ଏସ୍‌ପିଙ୍କ ନିକଟରେ ଫେରାଦ ହେଲେ ଯୁବକ

ବ୍ରହ୍ମପୁର ଅଫିସ ,୨୨। ୮: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଚାକିରି ଦେବା ନାଁରେ ଠକେଇ ଘଟଣା ନଜରକୁ ଆସିଛି। ଏୟାରପୋର୍ଟରେ ଚାକିରି ଦେବା ନାଁରେ ଜଣେ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଠକେଇରେ ଶିକାର ଯୁବକ...

ଛତ୍ରପୁରର ୧୧ ଗାଁରେ ମିନି କଣ୍ଟେନମେଣ୍ଟ: ଜାଣନ୍ତୁ କେଉଁଗୁଡ଼ିକ

ଛତ୍ରପୁର, ୨୨।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୧ ଗାଁରେ ଗୋଟିଏ ଲେଖାଏ ସାହି ମିନି କଣ୍ଟେନମେଣ୍ଟ ଜୋନରେ ରହିଛି। ଏଠାରେ କରୋନା ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଥିବା ଏବଂ ପଜିଟିଭ ଆକ୍ଟିଭ ଥିବାରୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା...

ମେଡିକାଲ ଅଫିସରଙ୍କ ସହ ଗଞ୍ଜାମ ଜିଲାପାଳଙ୍କ ଆଲୋଚନା : ରୋଗୀ ସେବାରେ ଆହୁରି ଉନ୍ନତି ଆଣିବା ନେଇ ଗୁରୁତ୍ୱ

ଛତ୍ରପୁର,୨୨।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କୋଭିଡ ପରିଚାଳନା ନେଇ ଶନିବାର ସମସ୍ତ ମେଡିକାଲ ଅଫିସରଙ୍କ ସହ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ଓ ସମୀକ୍ଷା କରିଛନ୍ତି। ଏହି ଦ୍ୱିତୀୟ ରାଉଣ୍ଡ ସମୀକ୍ଷାରେ କୋଭିଡ କେୟାର ହସ୍ପିଟାଲ,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri