ଆମ ଜିଲା ଖବର

କରୋନା କବଳରେ ଭଦ୍ରକ ଏମ୍‌ପିଙ୍କ ପରିବାର: ମଞ୍ଜୁଲତା ମଣ୍ଡଳଙ୍କ ସମେତ ୪ ଆକ୍ରାନ୍ତ

ଭଦ୍ରକ ଅଫିସ,୨୨। ୮: ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ସମେତ ତାଙ୍କ ସ୍ବାମୀ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଘରର ୪ ଜଣଙ୍କୁ କରୋନା ହୋଇଥିବା ଶନିବାର ଜଣାପଡିଛି। ଏ ନେଇ ଏମ୍‌ପି ଓ ପୂର୍ବତନ ବିଧାୟକ...

ଶିଶୁକନ୍ୟାକୁ ହତ୍ୟା ପରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨୨।୮: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଅଶାନ୍ତିରୁ ଜଣେ ମହିଳା ନିଜର ୧ବର୍ଷ ୭ ମାସର ଝିଅକୁ ହତ୍ୟାକରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବରପାଇ ପୋଲିସ...

ଜି. ଉଦୟଗିରିରୁ ସମ୍ପୂର୍ଣ୍ଣ ହଟିଲା କଣ୍ଟେନମେଣ୍ଟ, ଜାଣନ୍ତୁ କେଉଁ ସବୁ ସାହି ଥିଲେ ଏହି ଜୋନ୍‌ରେ

ଜି.ଉଦୟଗିରି,୨୨।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରରୁ ସମ୍ପୂର୍ଣ୍ଣ ରୂପେ କଣ୍ଟେନମେଣ୍ଟ ଜୋନ୍‌ ହଟାଯାଇଛି। ଅଗଷ୍ଟ ୫ ତାରିଖରେ ବ୍ୟାଙ୍କ କଲୋନୀ ଓ ଅଗଷ୍ଟ ୯ରେ ଚମ୍ପାସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । ଶନିବାର ଉକ୍ତ ଦୁଇ ସାହିରୁ କଣ୍ଟେନମେଣ୍ଟ...

କାନଝରି ନଦୀ ପୋଲ ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ: ଗମନାଗମନ ଠପ୍‌

ପାଟଣା,୨୨।୮(ସ୍ବ.ପ୍ର.): ଗତ କିଛି ଦିନରୁ ଜାରି ରହିଥିବା ଲାଘୁଚାପ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି କେନ୍ଦୁଝର ଜିଲା। ପାଟଣା କେନ୍ଦେଇପଶି ରାସ୍ତାର ଭିମାପଡା ନିକଟରେ ଥିବା କାନଝରି ନଦୀ ପୋଲ ଉପରେ ଶନିବାର ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ...

ଅଭିଯୋଗ ନ ଶୁଣିବାରୁ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ଭଦ୍ରକ ଅଫିସ,୨୨।୮: ଭଦ୍ରକ ପୁରୁଣା ବଜାରରେ ଏକ ଅଭାବନୀୟ କାଣ୍ଡ ଘଟିଛି। ପୋଲିସ ଅଭିଯୋଗ ନ ଶୁଣିବାରୁ ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ପୁରୁଣା ବଜାରରେ ରହୁଥିବା...

କରମଳା ବଜାରରେ ବୋମାମାଡ଼

କଣାସ,୨୨।୮(ଡି.ଏନ.ଏ): ଗଡ଼ିଶାଗୋଦା ଥାନା ଅଧୀନ କରମଳା ଗ୍ରାମର ବଜାରରେ ଗୁରୁବାର ରାତିରେ ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଛି। ଖବରପାଇ ପୋଲିସ ପହଞ୍ଚି ୨ଟି ବୋମା ଓ ୨ ବାଇକ୍‌ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ କରମଳା ଗ୍ରାମର ସଜନୀ...

ଆମ୍ବୁଲାନ୍ସ ପାଇଁ ଅଧକିଲୋମିଟର ଚାଲିଲେ ଗର୍ଭବତୀ

ଚୌଦ୍ୱାର,୨୨।୮(ଡି.ଏନ୍‌.ଏ): ଲଘୁଚାପ ବର୍ଷା ଯୋଗୁ ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକଙ୍କ ସମସ୍ୟା ବଢିଯାଇଛି। ଫଳରେ ଲୋକେ ଘରୁ ବାହାରିପାରୁ ନ ଥିବାବେଳେ ରୋଗୀ ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ସାହି ଭିତରକୁ ପଶିପାରୁ ନାହିଁ।...

ବନ୍ୟା ପୀଡ଼ିତ ଛାତ୍ରୀଙ୍କ ଆଶା ସୋନୁ

କୋରୁକୋଣ୍ଡା,୨୨।୮(ଡି.ଏନ୍‌.ଏ.): ବନ୍ୟାରେ ଘରଦ୍ୱାର ହରାଇଥିବା ଜଣେ ଆଦିବାସୀ ଛାତ୍ରୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ବହିପତ୍ର ନଷ୍ଟ ହୋଇଯାଇଥିବାରୁ ଛାତ୍ରୀ ଜଣକ କାନ୍ଦୁଥିବାର ଏକ ଭିଡିଓ ଟୁଇଟରରେ ଦେଖିବା ପରେ ସହାୟତା ପାଇଁ ସୋନୁ...

ରିପୋର୍ଟ ମାଗିଲେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ

କଟକ ଅଫିସ,୨୨।୮: କିଶନନଗର ତହସିଲ ରତିଲୋ ମୌଜାର ମହାନଦୀ ପଠାରେ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ଅନ୍ୟ ନିର୍ମାଣ କାର୍ଯ୍ୟକୁ ବିରୋଧକରି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ରେ ମାମଲା ଦାଏର ହୋଇଥିଲା। ଶୁଣାଣି ବେଳେ ନିର୍ମାଣ କାର୍ଯ୍ୟ ପାଇଁ ନିୟମ ଉଲ୍ଲଂଘନ...

୧୫ ଏକର ଫସଲ ଦଳିଦେଲେ

ଖମାର, ୨୨ା୮ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାରରେ ଥମୁନି ହାତୀ ଉପଦ୍ରବ। ବାରମ୍ବାର ଗଁା ନିକଟକୁ ଆସି ଧନ ଜୀବନ ନଷ୍ଟ କରୁଥିବାବେଳେ ଶୁକ୍ରବାର ପୁଣି ବ୍ୟାପକ ଫସଲ କ୍ଷତି ଘଟାଇଛନ୍ତି ହାତୀ ପଲ। ଖମାର ରେଞ୍ଜ ଝାଲକିଲିଣ୍ଡା...

ରାଜ୍ୟରେ ଖସିଛି, ଜାତୀୟସ୍ତରରେ ଉଠିଛି

ଅନୁଗୋଳ ଅଫିସ, ୨୨ା୮ ସ୍ବଚ୍ଛ ସର୍ବେକ୍ଷଣରେ ରାଜ୍ୟରେ ପଛେଇ ଯାଇଛି ଅନୁଗୋଳ ପୌରପାଳିକା। ଗତବର୍ଷ ମିଳିଥିବା ରାଜ୍ୟର ୧ନଂ. ସ୍ଥାନରୁ ଏହା ଖସିଆସିଛି ୯ମକୁ। ହେଲେ ଜାତୀୟସ୍ତରରେ ପ୍ରଦର୍ଶନ ଭଲ ଥିବା ତାଲିକାରୁ ସ୍ପଷ୍ଟ ହୋଇଛି। ୨୦୧୯ରେ ଅନୁଗୋଳ ପୌରପାଳିକା...

ତହସିଲରେ ମିଳୁନି ସେବା

ହିନ୍ଦୋଳ, ୨୨।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ କାର୍ଯ୍ୟାଳୟରେ ଜନସାଧାରଣଙ୍କୁ ସେବା ମିଳୁ ନ ଥିବା ଅଭିଯୋଗ ହୋଇଛି। କାର୍ଯ୍ୟରତ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ ଦାଖଲ ଖାରଜ ମାମଲା, ଭାଗବଣ୍ଟନ ପତ୍ରର ନକଲ ମିଳୁନାହିଁ। ଆବଶ୍ୟକ କାଗଜପତ୍ର ସଂଶୋଧନ ହେଉ ନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri