ଆମ ଜିଲା ଖବର

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ପୁଣି ଉଚ୍ଛେଦ ଆରମ୍ଭ: ୩ ଘରୋଇ ପ୍ଲଟ ଉଚ୍ଛେଦ ଲାଗି ଯୋଜନା

ପୁରୀ ଅଫିସ,୨୧ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନା’ ପାଚେରୀ କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ଜାଗା ଖାଲି କରାଯିବ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଗତବର୍ଷ ଅଗଷ୍ଟ ୧୯ ତାରିଖରୁ ଉଚ୍ଛେଦ ଅଭିଯାନ...

ଧର୍ମଶାଳା ଜମି ବିକ୍ରି ବନ୍ଦ ଦାବି: ପୁରୀ ଜିଲା ଭାଜପା ପକ୍ଷରୁ ଧାରଣା

ପୁରୀ ଅଫିସ,୨୧ା୮: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ବିସ୍ଥାପିତ ଲଜ୍‌ ମାଲିକଙ୍କୁ ବଗଲା ଧର୍ମଶାଳା ଜମି ପ୍ଲଟିଂକରି ବିକ୍ରି କରିବାକୁ ବିରୋଧ କରିଛି ପୁରୀ ଜିଲା ଭାଜପା । ବଗଲା ଜମି ବିକ୍ରି ବନ୍ଦ କରିବା ଦାବିରେ ଭାଜପା ପକ୍ଷରୁ ଶୁକ୍ରବାର ବଗଲା...

ବିପଦ ସଙ୍କେତ ଉପରେ ବୈତରଣୀ

ଭଣ୍ଡାରିପୋଖରୀ,୨୧ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଶୁକ୍ରବାର ସକାଳ ୭ଟାରେ ବିପଦ ସଙ୍କେତ ଅତିକ୍ରମ କରିଛି। ଆନିକଟଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ପୂର୍ବାହ୍ନ ୧୧ ଟାରେ ବନ୍ୟାଜଳ...

ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁକୁ ଉଡ଼ିବ ବିମାନ

ଝାରସୁଗୁଡ଼ା ଅଫିସ,୨୧ା୮: ପଶ୍ଚିମ ଓଡ଼ିଶା ପାଇଁ ଖୁସି ଖବର। ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଆସନ୍ତା ଅକ୍ଟୋବର ୨୫ ପରେ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ। ଏ ନେଇ ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା...

ବିପଦସଙ୍କେତ ଉପରେ ଦୟା

କଣାସ,୨୧।୮(ସ୍ବ.ପ୍ର.): ୪ଦିନ ଧରି ଲଘୁଚାପ ବର୍ଷା ଲାଗିରହିବା ଏବଂ ବନ୍ୟାଜଳ ଆସିବା ଦ୍ୱାରା କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟାନଦୀ ଏବଂ ଶାଖାନଦୀ ରାଜୁଆ, ମକରା, କାଣିଆ, ଲୁଣାନଦୀର ଜଳପତନ ବୃଦ୍ଧି ପାଇବାରେ ଲାଗିଛି। କଣାସଠାରେ ଦୟାନଦୀର ବିପଦସଙ୍କେତ ୩.୯୯ମି....

କାରିଗରଙ୍କୁ ଘାରିଛି ମୂର୍ତ୍ତି ବିକ୍ରି ଚିନ୍ତା

ଖୋର୍ଦ୍ଧା ଅଫିସ,୨୧।୮: ଖୋର୍ଦ୍ଧା ଜିଲାର ଜଟଣୀରେ ପ୍ରତିବର୍ଷ ଗଣେଶ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ୧୨ଦିନ ଧରି ଏଠାରେ ୨ଶହରୁ ଊର୍ଦ୍ଧ୍ୱ ଛୋଟ ବଡ ମଣ୍ଡପରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ବଜାର କମିଟି ଏବଂ ସଙ୍ଗଠନ ପକ୍ଷରୁ ଗଣେଶ ପୂଜା...

ରାଜଧାନୀରେ ବଡ଼ ର଼୍ୟାକେଟ: ବିଲ୍ଡରଙ୍କୁ ହନିଟ୍ରାପ୍‌ରେ ଫସାଇ କାର୍‌, ଟଙ୍କା ଲୁଟ୍‌

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀରେ ହନିଟ୍ରାପ୍‌ ର଼୍ୟାକେଟ ସକ୍ରିୟ ହୋଇଉଠିଛି। ଲୁଟେରାମାନେ ସୁନ୍ଦରୀ ଝିଅଙ୍କ ସହ ମଉଜମସ୍ତି କରିବା ଲୋଭ ଦେଖାଇ ଧନୀ ଲୋକଙ୍କୁ ଫସାଇ ସର୍ବସ୍ବ ଲୁଟୁଛନ୍ତି। ଏଭଳି ଏକ ର଼୍ୟାକେଟରେ ଫସିଛନ୍ତି ତାଳଚେରର ଜଣେ ବିଲ୍ଡର ରଥି ଅଳଙ୍କାର ସିଂ।...

ନିଶା ବେପାରୀଙ୍କୁ କଠୋର ଦଣ୍ଡ ମିଳୁ: ହାଇକୋର୍ଟ

କଟକ ଅଫିସ,୨୧।୮: ଗତ ଦଶ ବର୍ଷ ଭିତରେ ଦେଶରେ ନିଶା ବେପାର ବହୁଗୁଣରେ ବଢ଼ିଯାଇଛି। ନିଶା କାରବାରକୁ ରୋକିବା ପାଇଁ ଏନ୍‌ଡିପିଏସ୍‌ ଆକ୍ଟ ରହିଛି। ତଥାପି ନିଶା ମାଫିଆମାନେ ଖସି ଯାଉଛନ୍ତି। ଏଣୁ ନିଶା କାରବାର ସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି...

ସାର୍ବଜନୀନ ସ୍ଥାନରେ ପୂଜା ମନା

ପୁରୀ ଅଫିସ,୨୧।୮: ପୁରୀ ଜିଲାର କୌଣସି ସର୍ବସାଧାରଣ ସ୍ଥାନରେ ଏଥର ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ବୃଦ୍ଧି ହାରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। କୌଣସି ଯୁବକ ସଂଘ, ଅନୁଷ୍ଠାନ, କ୍ଲବ କିମ୍ବା...

ଲଘୁଚାପ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

କେନ୍ଦ୍ରାପଡ଼ା ଅଫିସ, ୨୧।୮: ବୁଧବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ବ୍ଲକରେ ମୋଟ ୫୭୧ ମିଲିମିଟର ବର୍ଷା ହୋଇଛି। ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମ, ଖରସ୍ରୋତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଜିଲାର ଜନଜୀବନ...

ମଞ୍ଜୁରୀ ମୌଜାରୁ ମୋରମ ଉତ୍ତୋଳନ ପ୍ରସଙ୍ଗ: ହାଇକୋର୍ଟରେ ମାମଲା, ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ଯାଜପୁର ରୋଡ୍‌,୨୧।୮ (ଡି.ଏନ୍‌.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ମଞ୍ଜୁରୀ ମୌଜାର ଏକ ଜଙ୍ଗଲ କିସମ ଜମିରେ ପୋଖରୀ ଖନନ କରିବାକୁ ପ୍ରଥମେ ଅନୁମତି ଦେବା ଓ ପରେ ବାତିଲ କରିବା ଘଟଣାକୁ ନେଇ ଜଙ୍ଗଲ ଓ ରାଜସ୍ବ...

ଆବଶ୍ୟକତାଠାରୁ ଅଧିକ ସାର କିଣିଛନ୍ତି ୨୦ ଚାଷୀ

ଯାଜପୁର ଅଫିସ୍‌/ଯାଜପୁର ଟାଉନ୍‌ (ଡି.ଏନ୍‌.ଏ.)୨୧ା୮: ଜିଲାର କେତେକ ଚାଷୀଙ୍କୁ ଆବଶ୍ୟକତାଠାରୁ ବହୁ ଅଧିକ ୟୁରିଆ ସାର ମିଳିଛି। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଛି। ଏହି କ୍ରମରେ ଉଭୟ ତଦନ୍ତକାରୀ ଅଧିକାରୀ ସମ୍ପୃକ୍ତ ଚାଷୀମାନଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri