ଆମ ଜିଲା ଖବର

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ଉତ୍ତେଜନା

ଜହ୍ନାପଙ୍କ,୧୯।୮(ଡି.ଏନ.ଏ.) – ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗରରେ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏହି ଗ୍ରାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ...

କରୋନା କଟକଣା ବୁଡ଼ାଇଛି ବ୍ୟବସାୟ

ଦେଓଗାଁ,୧୯ା୮(ଡି.ଏନ.ଏ.)  – ବଲାଙ୍ଗୀର ଜିଲା ସଦର ଓ ଦେଓଗାଁ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ବାଉଁଶ କାରିଗରମାନେ କରୋନା କଟକଣା ଯୋଗୁ ସଙ୍କଟରେ ପଡିଛନ୍ତି। ଏଥିପାଇଁ ବିବାହ, ବ୍ରତ ସହିତ ଅନ୍ୟାନ୍ୟ ମାଙ୍ଗଳିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ରୋକ୍‌ ଲାଗିଛି...

ପ୍ରଶାସନ କଲାନି, ଯୁବଗୋଷ୍ଠୀ କଲେ

ବଇଣ୍ଡା, ୧୯ା୮(ଡି.ଏନ.ଏ.) – ଜଙ୍ଗଲିଆ ଗଁ। ଭାବି ପ୍ରଶାସନ ଯେଉଁ ଗ୍ରାମବାସୀଙ୍କୁ ଦୀର୍ଘବର୍ଷ ହେଲା ଅବହେଳା କରିଆସିଥିଲା ସେହି ଗ୍ରାମବାସୀ ଓ ଯୁବଗୋଷ୍ଠୀ ସ୍ବାଧୀନତା ଦିବସ ଅବସରରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଦୀର୍ଘଦିନର ରାସ୍ତା ସମସ୍ୟାର ସାମୟିକ ସମାଧାନ...

ଚିତ୍ରାଳୟ ଉପରେ କରୋନା ପର୍ଦ୍ଦା

ଅନୁଗୋଳ ଅଫିସ୍‌, ୧୯ା୮ – ପାର୍ବଣ ସମୟ ପାଖେଇ ଆସିଲେ ନୂତନ ରୂପ ନିଏ ନାଟମଣ୍ଡପ। ବର୍ଷାଋତୁର ବିରତି ସାରି ମଞ୍ଚକୁ ଫେରେ ନାଚ। ନୂଆ ନୂଆ ନାଟକର ଚରିତ୍ରମାନଙ୍କ ସାଜସଜ୍ଜା ପାଇଁ ଖୋଜାପଡ଼େ ଝିଲ୍‌ମିଲ୍‌ ପୋଷାକ। ଏଥିପାଇଁ ଚିତ୍ରାଳୟ...

ଢେଙ୍କାନାଳକୁ ସମ୍ମାନଜନକ ରାଜ୍ୟ ପୁରସ୍କାର

ଢେଙ୍କାନାଳ ଅଫିସ, ୧୯।୮ – ଭାରତ ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସ ଜାତୀୟ ସଂହତି ଶିବିର-୨୦୧୯ର ସଫଳ ଆୟୋଜନ ପାଇଁ ରାଜ୍ୟସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଛି ଢେଙ୍କାନାଳ ଜିଲା। ରାଜ୍ୟପାଳ ତଥା ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ପାଟ୍ରନ ପ୍ରଫେସର ଗଣେଶୀ...

ଶସ୍ତା ହେଲା କନ୍ଧମାଳ ହଳଦୀ, ଖଲିପତ୍ର

ଦାରିଙ୍ଗବାଡ଼ି,୧୯।୮(ଡି.ଏନ.ଏ)- କନ୍ଧମାଳ ଜିଲା ହଳଦୀ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବାବେଳେ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି। ମାତ୍ର ଚଳିତ ବର୍ଷ କରୋନା ମାଡରେ ହଳଦୀ ଚାଷୀ କ୍ଷତିଗ୍ରସ୍ତ ହୋଇପଡିଛନ୍ତି। କରୋନା ଯୋଗୁ ହଳଦୀ ମୂଲ୍ୟ ହ୍ରାସ ପାଇଛି।...

କଟକ ସହରରୁ ଆଉ ୭୯ କରୋନା ପଜିଟିଭ ଚିହ୍ନଟ: ସ୍ଥାନୀୟ ସଂକ୍ରମିତ ୨୩

କଟକ ଅଫିସ, ୧୮।୮(ବ୍ୟୁରୋ): କଟକ ସରରରୁ ମଙ୍ଗଳବାର ୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୨ ସରକାରୀ କ୍ୱାରାଣ୍ଟାଇନ, ୧୩ ହୋମ୍‌ କ୍ୱାରାଣ୍ଟାଇନ୍‌ ଓ ୨୩ ଲୋକାଲ କେସ୍‌...

ଖୋର୍ଦ୍ଧାରେ ହେବ ନାହିଁ ଗଣେଶ ପୂଜା

ଖୋର୍ଦ୍ଧା ଅଫିସ,୧୮।୮: ଖୋର୍ଦ୍ଧା ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କୋଭିଡ୍‌ ପରିଚାଳନା ନେଇ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ଲଗାଣ ବର୍ଷାରେ ଚିତ୍ରକୋଣ୍ଡା ଅବସ୍ଥା ବେହାଲ

ଚିତ୍ରକୋଣ୍ଡା, ୧୮।୮(ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା କମିବା ପରେ ବୁଧବାର ସ୍ଥିତି ଧୀରେ ଧୀରେ ସୁଧୁରୁଛି। ତଥାପି ଅଧିକାଂଶ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି।...

ମାଛଧରିବା ବେଳେ ଆକାଶରୁ ଜାଲରେ ପଡ଼ିଲା ଯନ୍ତ୍ରଚାଳିତ ରକେଟ୍‌

ବାହାନଗା,୧୮।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରେମୁଣା ବ୍ଲକ ଗୋପାଳପୁର ଫାଣ୍ଡି ଅଧୀନସ୍ଥ ତାଳପଦା ଗ୍ରାମର ମତ୍ସ୍ୟଜୀବୀଙ୍କ ଜାଲରେ ଏକ ଯନ୍ତ୍ରଚାଳିତ ରକେଟ୍‌ ପଡ଼ିଥିବା ଜଣାପଡ଼ିଛି। ସୋମବାର ସକାଳେ ତାଳପଦା ଗ୍ରାମର ରଘୁନାଥ ଦାସ ଯନ୍ତ୍ରଚାଳିତ ଭୂଟୁଭୂଟି (ଡଙ୍ଗା) ସହ ଅନ୍ୟ ୭...

ଚୌଦ୍ୱାର ଜେଲରେ ଆତ୍ମହତ୍ୟା କଲେ କଏଦୀ

ଚୌଦ୍ୱାର,୧୮। (ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସର୍କଲ ଜେଲରେ ସୋମବାର ବିଳମ୍ବିତ ରାତିରେ ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବାଲେଶ୍ୱର ଜିଲା କର୍ମଦା ଥାନା ଅନ୍ତର୍ଗତ କୁଲିହା ଗ୍ରାମର ସୁବଳ ଚନ୍ଦ୍ର ବାନଙ୍କ ପୁଅ ବିଜେନ୍ଦ୍ର...

ଜଣଙ୍କ ଘର ଉପରକୁ ଦୁଇଦୁଇ ଥର ବୋମା ମାଡ଼

ଖୋର୍ଦ୍ଧା ଅଫିସ,୧୮।୮: ଖୋର୍ଦ୍ଧା ଜିଲା ସଦର ଥାନା ଦଳେଇପୁଟସ୍ଥିତ ହୃଦାନନ୍ଦ ସ୍ବାଇଁଙ୍କ ଘର ଉପରକୁ ସୋମବାର ରାତିରେ ପୁଣି ବୋମାମାଡ ହୋଇଛି। ରାତିରେ କେତେଜଣ ଦୁର୍ବୃତ୍ତ ପାଚେରି ବାହର ପଟୁ ବୋମାମାଡ କରିଥିବା ଜଣାପଡ଼ିଛି। ମାତ୍ର ଏଥିରେ କେହି ମୃତାହତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri