ଆମ ଜିଲା ଖବର

ରୁଷୁଡା ପଞ୍ଚାୟତ ୭୨ ଘଣ୍ଟା ଶଟ୍‌ଡାଉନ

ଗୁଡ୍‌ଭେଲା,୧୮।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ରୁଷୁଡା ଗ୍ରାମପଞ୍ଚାୟତ ଅଧୀନ ଚାଣ୍ଟିପଦର ଗ୍ରାମରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ରୁଷୁଡା ସରପଞ୍ଚ ସବିତା ବେହେରା ତାଙ୍କ ପତ୍ର ସଂଖ୍ୟା ୩୭ରେ ପଞ୍ଚାୟତକୁ ୭୨...

ଗଞ୍ଜାମରେ କମୁଛି କରୋନା ଆକ୍ଟିଭ୍‌ ସଂଖ୍ୟା

ଛତ୍ରପୁର,୧୮।୮(ଡି.ଏନ.ଏ): ଗଞ୍ଜାମ ଜିଲାରେ କୋଭିଡ୍‌ ଆକ୍ଟିଭ୍‌ କେଶ୍‌ କମିବାରେ ଲାଗିଛି। ଏ ନେଇ ମଙ୍ଗଳବାର ଏକ ଗ୍ରାଫ୍‌ ସହ ଜିଲପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଜିଲାକୁ ଅନ୍ୟ ରାଜ୍ୟରୁ ପ୍ରାୟ ୪ ଲକ୍ଷ ପ୍ରବାସୀ...

ଏହି ଜିଲାବାସୀଙ୍କୁ ଗଣେଶ ପୂଜା ମନା

ଛତ୍ରପୁର,୧୮।୮(ଡି.ଏନ.ଏ): ଆସନ୍ତା ଶନିବାର ପଡ଼ୁଛି ଗଣେଶ ପୂଜା। ଏହାକୁ ଆନନ୍ଦ, ଉଲ୍ଲାସର ସହ ପାଳନ କରିବାକୁ ଶ୍ରଦ୍ଧାଳୁମାନେ ଅନାଇ ବସିଛନ୍ତି। କିନ୍ତୁ ଚଳିତବର୍ଷ କରୋନା ମହାମାରୀ ଯୋଗୁ ଗଞ୍ଜାମ ଜିଲାରେ ଗଣେଶ ପୂଜା ପାଳନ କରାଯିବ ନାହିଁ। ଏ ନେଇ...

ବିସ୍ଫୋରଣ ପରେ ଚେତିଲା ପୋଲିସ

ଖୋର୍ଦ୍ଧା ଅଫିସ,୧୮।୮: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମରେ ବାଣ ବିସ୍ଫୋରଣ ଘଟଣା ପରେ ପୋଲିସର ଚେତା ପଶିଛି। ସୋମବାର ବାଘମାରି ଥାନା ପୋଲିସ ଲେଖନପୁର ଗ୍ରାମରେ ଚଢ଼ାଉ କରି ବାଣ ସାମଗ୍ରୀ ଓ ବାରୁଦ ଜବତ...

ହାଇକୋର୍ଟରେ ହାଜର ହେଲେ ବରୀ ଯୁବତୀ: ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ମାମଲା

କଟକ ଅଫିସ,୧୮।୮: ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ପାଇଁ ରୁଜୁ ହୋଇଥିବା ହେବିୟସ୍‌ କର୍ପସ ମାମଲାରେ ସୋମବାର ଯାଜପୁର ଜିଲା ବରୀର ସମ୍ପୃକ୍ତ ଯୁବତୀ ଜଣକ ହାଇକୋର୍ଟରେ ହାଜର ହୋଇଛନ୍ତି। ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଯାଜପୁର ଏସ୍‌ପି ସଂପୃକ୍ତା ଯୁବତୀଙ୍କୁ କୋର୍ଟରେ...

ବର୍ଷକୁ ୨୪୦ କାର୍ଯ୍ୟଦିବସ

କଟକ ଅଫିସ,୧୮।୮:  ରାଜ୍ୟର ସମସ୍ତ କ୍ୟାଡର୍‌ର ବିଚାରପତିଙ୍କ ପାଇଁ ପରିବର୍ତ୍ତିତ କାର୍ଯ୍ୟ ମାପଦଣ୍ଡ (ୟାର୍ଡଷ୍ଟିକ୍‌) ସ୍ଥିର ହୋଇଛି। ସୋମବାର ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜାନୁୟାରୀରୁ ଏହି ନୂତନ ମାପଦଣ୍ଡ ବ୍ୟବସ୍ଥା ଲାଗୁ ହେବ। ଏଥିରେ...

୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ

କଟକ ଅଫିସ,୧୮।୮: ଜାଲ୍‌ ବିଲ୍‌ ମାଧ୍ୟମରେ ୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ୍‌ କରିଛି ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌। ଏଥିରେ ଅଭିଯୁକ୍ତ ଥିବା ମଧୁମିତା ଷ୍ଟିଲ୍‌ସ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କାଶ୍ମୀରା କୁମାର ଅଗ୍ରୱାଲ୍‌ଙ୍କୁ ସମ୍ବଲପୁରରୁ...

ଭିଜିଲାନ୍ସ ଜାଲରେ ବଙ୍ଗାଳପୁର ପିଇଓ

କେନ୍ଦ୍ରାପଡ଼ା ଅଫିସ/ପାଟକୁରା (ଡି.ଏନ୍‌.ଏ.),୧୮।୮: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଧର୍ମାନନ୍ଦ ବେହେରାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଗିରଫ କରାଯାଇଛି। ଏକ ପୋଖରୀ ନିକଟ ଗୃହ ନିର୍ମାଣ ପାଇଁ...

ଟମକା ଥାନାରୁ ଏସ୍‌ଆଇଙ୍କୁ ହଟାଗଲା

ଯାଜପୁର ଅଫିସ,୧୮।୮: ଯାଜପୁର ଜିଲା ଟମକା ଥାନା ଏସ୍‌ଆଇ ମହମ୍ମଦ ସିରାଜଙ୍କ ଅର୍ଥ ଆଦାୟ ଭିଡିଓ ଭାଇରାଲ ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଧରିତ୍ରୀରେ ଖବର ପ୍ରକାଶନ ଏବଂ ମାନବାଧିକାର ସୁରକ୍ଷା କର୍ମୀ ବ୍ରଜମନ ବିଶ୍ୱାଳଙ୍କ ଟୁଇଟ୍‌ ଆଧାରରେ ଡିଜିପି...

ମହିଳାଙ୍କୁ ହତ୍ୟାକରି ୫ ଲକ୍ଷ ଟଙ୍କା ଲୁଟ୍‌

କେନ୍ଦ୍ରାପଡ଼ା ଅଫିସ/ପଟ୍ଟାମୁଣ୍ଡାଇ (ଡି.ଏନ୍‌.ଏ.),୧୮।୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅରଡପଲ୍ଲୀ ଗ୍ରାମରେ ସୋମବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ହତ୍ୟା କରି ୫ଲକ୍ଷ ଟଙ୍କା ସହ ସୁନାରୁପା ଅଳଙ୍କାର ଲୁଟିନେଇଛନ୍ତି। ଅପରାହ୍ନ ଗୋଟାଏରେ ଗ୍ରାମର ଅମୂଲ୍ୟ କୁମାର ଜେନାଙ୍କ ସ୍ତ୍ରୀ ମିନତି...

ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

ପୁରୀ ଅଫିସ,୧୮।୮: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନସିଂହାସନରେ ଏହି ବେଶ ଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ରୂପରେ, ବଡଠାକୁର ବଳରାମ ଓ...

ଅନ୍‌ଲାଇନରେ ମହାପ୍ରସାଦ ବିକ୍ରିକୁ ବିରୋଧ

ପୁରୀ ଅଫିସ,୧୮।୮: ମହାପ୍ରଭୁଙ୍କ ମହାପ୍ରସାଦ ଭାଗ୍ୟରେ ଥିଲେ ମିଳେ। ଶ୍ରୀମନ୍ଦିରକୁ ଆସୁଥିବା ପ୍ରତିଟି ଶ୍ରଦ୍ଧାଳୁ କଣିକାଏ ଅବଢା ପାଇବା ପାଇଁ ଅପେକ୍ଷା କରିଥାନ୍ତି। ବିଶ୍ୱାସ ରହିଛି କଣିକାଏ ମହାପ୍ରସାଦ ପାଇଲେ ଜୀବ ମୁକ୍ତି ଲାଭ କରେ। ତେବେ ମହାପ୍ରସାଦ ପ୍ରତି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri