ଆମ ଜିଲା ଖବର

ଜିଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର: ସ୍ବାଧୀନତା ଦିବସରେ ଉପସ୍ଥିତ ହେଲେ ୫୦ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା

ବଡ଼ବିଲ,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଶନିବାର ୭୪ ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଦିବସ ପାଳନ ସମିତି ସଭାପତି ତଥା ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସମିତି ସମ୍ପାଦକ ତଥା...

ଗଞ୍ଜାମରେ ପାଳିତ ହେଲା ଜିଲାସ୍ତରୀୟ ସ୍ବାଧୀନତା ଦିବସ; ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ପାଇଁ ଆମେ ପାଇଛୁ ସ୍ବାଧିନତା: ଜିଲାପାଳ

ଛତ୍ରପୁର,୧୫।୮(ଡି.ଏନ୍‌.ଏ):ଗଞ୍ଜାମରେ ଜିଲାସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ ସମାରୋହ ଶନିବାର ଛତ୍ରପୁରସ୍ଥିତ ପୋଲିସ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛିା ଏଥିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରଛନ୍ତି । ଜିଲାପାଳ...

କରୋନା କଟକଣା ଯୋଗୁ ପାଟଣା ବ୍ଲକରେ ନିରାଡମ୍ବରେ ପାଳିତ ହେଲା ସ୍ବାଧୀନତା ଦିବସ

ପାଟଣା,୧୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଶନିବାର ୭୪ତମ ସ୍ବାଧୀନତା ଦିବସ କରୋନା କଟକଣା ଯୋଗୁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ମୁଖ୍ୟାଳୟ ଷ୍ଟାଡିୟମ୍‌ଠାରେ ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ...

ମାଟିରେ ମିଶିବାକୁ ଯାଉଛି ବ୍ରିଟିଶ ଅମଳର ଐତିହାସିକ ପାରାଗୁଡି!

ଗଞ୍ଜାମ,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଅନେକ ଐତିହାସିକ ସ୍ଥାନ ମଧ୍ୟରୁ ପାରାଗୁଡ଼ି ଅନ୍ୟତମ l ଏହା ଜୟଶ୍ରୀ ଛକଠାରୁ ଅନୀତି ଦୂର ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ l ବ୍ରିଟିଶ ଅମଳରୁ ଏହା ନିର୍ମାଣ ହୋଇଥିବା ସ୍ଥାନୀୟ ଅଞ୍ଚଳର ବୟସ୍କ...

ଦିଗପହଣ୍ଡିରେ ପାଳିତ ହେଲା ସ୍ବାଧୀନତା ଦିବସ

ଦିଗପହଣ୍ଡି,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ପୁରପଲ୍ଲୀରେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି କୋର୍ଟରେ ମାଜିଷ୍ଟ୍ରେଟ ସଞ୍ଜୟ ଶୁଭବ୍ରତ ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ପକ୍ଷରୁ ପ୍ରତିବର୍ଷ ଭଳି...

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ପ୍ଲାଜମା ଦାନ କରିଥିବା ୨ଜଣଙ୍କୁ କରାଗଲା ସମ୍ବର୍ଦ୍ଧନା

ବରଗଡ଼ ଅଫିସ,୧୫।୮: ବରଗଡ ଜିଲା ଜର୍ଜ ହାଇସ୍କୁଲ ପଡିଆରେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ ସହିତ ଜିଲାବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ। ସହିଦ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ ସହିତ...

ଭାଇରାଲ ଅଡିଓ: ଜଳେଶ୍ୱର ଆଇଆଇସି ନିଲମ୍ବିତ

ବାଲେଶର ଅଫିସ/କଟକ ଅଫିସ, ୧୫।୮: ଜଣେ ବ୍ରାଉନ ସୁଗର ବ୍ୟବସାୟୀଙ୍କ ସହ କଥା ହେଉଥିବାର ଅଡିଓ କ୍ଲିପ ଭାଇରାଲ ଘଟଣାକୁ ନେଇ ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କ ଅଡ଼ୁଆ ବଢିଛି। ଶନିବାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅର୍ଥମନ୍ତ୍ରୀ, ପରିବହନମନ୍ତ୍ରୀ: ପୁରୀ, ଗଞ୍ଜାମରେ ପତାକା ଉତ୍ତୋଳନ କରିବେ ଜିଲାପାଳ

ସୋନପୁର,୧୫।୮(ନି.ପ୍ର.): ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ପୁରୀରେ ଅର୍ଥମନ୍ତ୍ରୀ ପୂଜାରୀ ଓ ଗଞ୍ଜାମରେ ପରିବହନମନ୍ତ୍ରୀ ବେହେରା ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଶନିବାର ମୁଖ୍ୟଅତିଥି...

ଛତିଶଗଡ଼ରୁ ଧରାହେଲେ ୭ ଲୁଟେରା

ଅନୁଗୋଳ ଅଫିସ୍‌, ୧୫।୮ – ଅନୁଗୋଳ ସହରର ଦୁଇଟି ଏଟିଏମ୍‌ କାଟି ପାଖାପାଖି ୨୮ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ଘଟଣାରେ ବାହାର ରାଜ୍ୟର ଲୁଟେରାଙ୍କ ହାତ ଥିବା ପୋଲିସ ଅନୁସନ୍ଧାନରୁ ଜାଣିବା...

ଆତ୍ମନିଯୁକ୍ତିର ଆହ୍ବାନ ଦେଇଥିଲେ ଗାନ୍ଧୀ

ଅମିତ କୁମାର ସାମଲ ଅନୁଗୋଳ ଅଫିସ୍‌, ୧୫।୮ – ସ୍ବାଧୀନତାର ୭୪ ବର୍ଷ ଅବସରରେ ସେହି ସଂଗ୍ରାମ ଓ ସଂଗ୍ରାମୀଙ୍କୁ ମନେ ପକାଉଛି ଅନୁଗୋଳର ମାଟି। ଏବେ ବି ଅନୁଗୋଳର ପାଣି ପବନରୁ ମିଳୁଛି ମହାତ୍ମାଙ୍କ ଅନୁଭବ। ଆଜି ମଧ୍ୟ...

ଗଞ୍ଜାମରେ ୧ ଲକ୍ଷ ଟପିଛି କରୋନା ଟେଷ୍ଟ

ବ୍ରହ୍ମପୁର ଅଫିସ,୧୪ା୮-ଗଞ୍ଜାମ ଜିଲାରେ କରୋନା ସ୍ଥିତି ସୁଧୁରୁଛି ା ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। କରୋନା ଟେଷ୍ଟ ବୃଦ୍ଧି ପାଇଛି ା ଜିଲାରେ ଟେଷ୍ଟ ସଂଖ୍ୟା ଏକ ଲକ୍ଷରେ ପହଞ୍ଚିଥିବା ଶୁକ୍ରବାର ବ୍ରହ୍ମପୁର ଟାଉନହଲ ପରିସରରେ ଅନୁଷ୍ଠିତ...

ଆଜି କଟକରୁ ୬୩ ପଜିଟିଭ ଚିହ୍ନଟ

କଟକ ଅଫିସ, ୧୪।୮- କଟକ ସହରରୁ ଶୁକ୍ରବାର ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରାଣ୍ଟାଇନରୁ ୩୦ ଜଣ, କଣ୍ଟେନମେଣ୍ଟ ଜୋନରୁ ୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୨୦ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ମାଲଗୋଦାମ ନିକଟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri