ଆମ ଜିଲା ଖବର

ଘରକୁ ବନ୍ଧୁ ଆଣିବାରୁ ହତ୍ୟା ଘଟଣା, ୪ ଗିରଫ

ଜଗନ୍ନାଥପ୍ରସାଦ,୧୪ା୮(ଡି.ଏନ.ଏ)- ଜଗନ୍ନାଥପ୍ରସାଦ ଥାନା କରଡ଼ାପଲ୍ଲୀ ଗ୍ରାମରେ ବୁଧବାର ରାତିରେ କରୋନା କଟକଣା ବେଳେ ଘରକୁ ବନ୍ଧୁ ଆଣିଥିବାରୁ ପ୍ରମୋଦ ବେହେରାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ସେମାନେ ହେଲେ...

ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରୋନା ମୃତ୍ୟୁ: ଡାକ୍ତରଖାନାରେ ପଡିରହିଛି ମୃତଦେହ

ସୋନପୁର,୧୪।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରି କରୋନାରେ ଆକ୍ରାନ୍ତ ଜଣେ ବିବାହିତ ମହିଳା(୩୫)ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ଘର ଡୁଙ୍ଗୁରିପାଲି ବ୍ଲକର ଶୁଖା ଅଞ୍ଚଳରେ । ତେବେ ଏହା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ...

୧୬ ମାଓବାଦୀଙ୍କ ଆତ୍ମସମର୍ପଣ: ୩ ଜଣଙ୍କ ନାମରେ ଘୋଷଣା କରାଯାଇଥିଲା ୧ ଲକ୍ଷ ଲେଖାଏ ପୁରସ୍କାର

କୋରୁକୋଣ୍ଡା,୧୪।୮(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ଦାନ୍ତଓ୍ବୋଡା ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ପି ଅଭିଷେକ ପଲ୍ଲବଙ୍କ ନିକଟରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ...

ଡାକ୍ତରଙ୍କୁ ପୋଲିସର ମାଡ଼ ଘଟଣା: ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିକଲା ଓଏମ୍‌ଏସ

କେନ୍ଦ୍ରାପଡ଼ା ଅଫିସ,୧୪ା୮: ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏଶନ (ଓଏମ୍‌ଏସ୍‌) ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା ପୋଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶୁକ୍ରବାର ଦାବି ହୋଇଛି। ସୂଚନାଯୋଗ୍ୟ, ଗତ ୩୧ ତାରିଖ ରାତିରେ ଟାଉନ ଥାନା ପୋଲିସ ସ୍ଥାନୀୟ...

ସଂକ୍ରମିତଙ୍କୁ କଲ୍‌ ସହ ଜୁମ୍‌ ଭିସିରେ ବୁଝାଯାଉଛି ସ୍ବାସ୍ଥ୍ୟବସ୍ଥା: ୧୫ରୁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା

ଛତ୍ରପୁର,୧୪।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଡିଭିଜନରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା କମୁଛି। ୮୧ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହେବା ସହ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୧.୦୪ ପ୍ରତିଶତଙ୍କ ମୃତ୍ୟୁ ଘଟିଛି । କୋଭିଡ୍‌ ନିୟନ୍ତ୍ରଣ ପାଇଁ ସଚେତନତା କାର୍ଯ୍ୟକ୍ରମ,...

ଛତ୍ରପୁରବାସୀଙ୍କୁ ଡରାଉଛି କରୋନା: ୱାର୍ଡ ବାସିନ୍ଦା, ଦୋକାନୀଙ୍କ ସ୍ବାବ ସଂଗ୍ରହ

ହଛତ୍ରପୁର,୧୪।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁରବାସୀଙ୍କୁ କରୋନା ଡରାଇବାରେ ଲାଗିଛି । ଏଠାରେ ଦୈନିକ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଛି । ଗୁରୁବାର ଛତ୍ରପୁର ଏନ୍‌ଏସିର ୩ ନଂ. ୱାର୍ଡ ଅଧିନ ରେଲ୍‌ୱେ କଲୋନୀରେ ୯ ଜଣ, ରିକାପଲ୍ଲୀ ମେନ୍‌ ରୋଡ୍‌,...

ରାସ୍ତା ସମ୍ପ୍ରସାରଣ ଆଳରେ ମାଛ ମାର୍କେଟ କମ୍ପ୍ଲେକ୍ସ ଭାଙ୍ଗିଲା, ରାସ୍ତାପାର୍ଶ୍ୱରେ ଚାଲିଛି ବ୍ୟବସାୟ

ଗଞ୍ଜାମ,୧୪ା୮(ଡି.ଏନ୍‌.ଏ.): ଗଞ୍ଜାମ ସହର ସୌନ୍ଦର୍ଯ୍ୟକରଣ ପାଇଁ ଜୟଶ୍ରୀ ଛକଠାରୁ ଦାମୋଦରପୁର ପର୍ଯ୍ୟନ୍ତ ଉଭୟ ପାର୍ଶ ରାସ୍ତା ନିର୍ମାଣ କାମ ଚାଲିଛି l ଏଥିପାଇଁ ବଜାରରେ ଥିବା ଦୋକାନ ଓ ଉଠା ଦୋକାନୀମାନଙ୍କୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ବଡ଼...

ଝାରସୁଗୁଡ଼ାରେ ନୂଆଁଖାଇ ପାଳନ କଟକଣା କୋହଳ: ଜାଣନ୍ତୁ କ’ଣ ରହିଛି ନିର୍ଦ୍ଦେଶାବଳୀ

ଝାରସୁଗୁଡ଼ା ଅଫିସ,୧୪ା୮: ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ କରାଯିବ। ତେବେ ଏଥର ନୂଆଁଖାଇ ରବିବାର ପଡୁଥିବାରୁ ଏହିଦିନ ଶଟ୍‌ଡାଉନ୍‌ ନ କରିବା ପାଇଁ ଝାରସୁଗୁଡ଼ା ଜିଲା ପ୍ରଶାସନକୁ ବିଭିନ୍ନ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଥିଲା।...

୬୦ ନଂ. ଜାତୀୟ ରାଜପଥରେ ଗ୍ୟାସ ଟ୍ୟାଙ୍କରରେ ଲାଗିଲା ନିଆଁ: ଜାଣନ୍ତୁ କ’ଣ ଘଟିଲା…

ବସ୍ତା, ୧୪।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ. ଜାତୀୟ ରାଜପଥ ମଥାନୀଠାରେ ଏକ ଗ୍ୟାସ ଟ୍ୟାଙ୍କର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ମାତ୍ର ଏକ ବଡ଼ ଧରଣର ଦୁର୍ଘଟଣାରୁ ଗାଡ଼ିଟି ବର୍ତ୍ତିଯାଇଥିବା ଜଣାପଡିଛି l ମିଳିଥିବା ସୂଚନା...

ଭଦ୍ରକରେ ୧୨୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୧୮ ପଜିଟିଭ୍‌ ଚିହ୍ନଟ

ଭଦ୍ରକ ଅଫିସ,୧୪ା୮: ଭଦ୍ରକ ଜିଲାରେ ଶୁକ୍ରବାର ୧୧୮ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ମାତ୍ର ୮ ଜଣ ଚି଼ହ୍ନଟ ହୋଇଥିବା ବେଳେ ୧୧୦...

ସହରବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଭୟ

କେନ୍ଦ୍ରାପଡ଼ା ଅଫିସ, ୧୪।୮ – ୨୦୧୪ ଫେବୃୟାରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ୨୪ଟି ମହିଳା ଆରୋଗ୍ୟ ସମିତି ଗଠନ...

ବୁଡ଼ାଇଲା ବର୍ଷା: ବଡ଼ଦାଣ୍ଡ ଉବୁଟୁବୁ

ପୁରୀ ଅଫିସ,୧୪ା୮: ପୁରୀରେ ଗୁରୁବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ନିର୍ଦ୍ଧୁମ ବର୍ଷା ହୋଇଥିଲା। ଫଳରେ କିଛି ସମୟ ପାଇଁ ବଡ଼ଦାଣ୍ଡ ଏକପ୍ରକାର ବୁଡ଼ିଯାଇଥିଲା। ବର୍ଷା ଛାଡ଼ିିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଅପରାହ୍ନ ପ୍ରାୟ ସାଢେ ୩ଟାରେ ଆକାଶରେ ଘୋଟି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri