ଆମ ଜିଲା ଖବର

ଏସ୍‌ସିବିରେ ଶଯ୍ୟା ଅଭାବ: ସଂକ୍ରମଣର କାରଣ ହେବ ଫ୍ଲୋର୍‌ ଆଡମିଶନ

କଟକ ଅଫିସ,୯। ୮: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର କିଛି ନିର୍ଦ୍ଦିଷ୍ଟ ବିଭାଗରେ ଡାକ୍ତର ଇଚ୍ଛାକରି ମଧ୍ୟ କୋଭିଡ୍‌ ନିୟମ ପାଳନ କରିପାରୁ ନାହାନ୍ତି। ରୋଗୀ ସଂଖ୍ୟା ଏତେ ବଢୁଛି ଯେ ବାଧ୍ୟହୋଇ ଡାକ୍ତର ଫ୍ଲୋର ଆଡମିଶନ (ଚଟାଣରେ...

ରାହୁରେଖା ଲାଗିହେଲେ ମହାପ୍ରଭୁ

ପୁରୀ ଅଫିସ,୯। ୮: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କୁ ସୁନା ରାହୁରେଖା ଲାଗି କରାଯାଇଛି। ଦଇତାପତି ସେବକମାନେ ରାହୁରେଖା ଲାଗି କରିଛନ୍ତି। ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଏହାପରେ ପାଳିଆ ପୁଷ୍ପାଳକ ସେବକମାନେ ରତ୍ନସିଂହାସନ ଉପରକୁ...

ଡାଏଲିସିସ୍‌ ନ ପାଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କଟକ ଅଫିସ,୯। ୮: ଏସ୍‌ସିବି ଆଇସୋଲେଶନ ୱାର୍ଡରେ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କର ଡାଏଲିସିସ୍‌ କରାଗଲା ନାହିଁ କି ଆବଶ୍ୟକ ଚିକିତ୍ସା ମଧ୍ୟ ଦିଆଗଲା ନାହିଁ ବୋଲି ପରିବାର ଲୋକେ କହିଛନ୍ତି।...

କଳାସଂସ୍କୃତିରେ କରୋନା କାଳିମା

ଢେଙ୍କାନାଳ ଅଫିସ, ୯।୮: କରୋନା ପାଇଁ କଳାସଂସ୍କୃତିରେ ଲାଗିଛି ଗ୍ରହଣ। ସଞ୍ଜ ନଇଁଲେ ଚିକ୍‌ମିକ୍‌ ଆଲୁଅ ରୋଶଣିରେ ଫାଟି ପଡୁଥିବା ପେଣ୍ଡାଲରେ ରାଜୁତି କରୁଛି ଅସମ୍ଭବ ନୀରବତା ଆଉ ଅନ୍ଧାର। ନିଃଶବ୍ଦ ହୋଇଯାଇଛି ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ। ହତାଶ ହୋଇପଡ଼ିଛନ୍ତି...

ନାଲ୍‌କୋରେ ହେବ ଏଚ୍‌ଆଇଭି ସ୍କ୍ରିନିଂ

ଅନୁଗୋଳ ଅଫିସ୍‌, ୯।୮ : ଏଡ୍‌ସ ଓ ଏଚ୍‌ଆଇଭି ସଂକ୍ରାନ୍ତୀୟ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲା ଏଡ୍‌ସ ନିୟନ୍ତ୍ରଣ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସରେ ନାଲ୍‌କୋଠାରେ...

୫୦୦ ଡେଇଁଲା କରୋନା

ଢେଙ୍କାନାଳ ଅଫିସ, ୯।୮ : ଢେଙ୍କାନାଳ ଜିଲାରେ କାୟାବିସ୍ତାର କରିବାରେ ଲାଗିଛି କରୋନା। ଶନିବାର ଦିନକରେ ୩୬ ପଜିଟିଭ୍‌ ଚିହ୍ନଟ ହେବାପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୨୯ରେ ପହଞ୍ଚତ୍ଛି। ସେହିପରି ୪୭ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏହାପରେ ଆରୋଗ୍ୟଙ୍କ ସଂଖ୍ୟା ୩୧୭...

କୁନି ହାତରେ ପରିବା ବଗିଚା

ଭଦ୍ରକ ଅଫିସ, ୯ା୮-ମହାମାରୀ କରୋନା ପ୍ରଭାବରେ ଏବେ ସାରା ବିଶ୍ୱ କବଳିତ। ଲକ୍‌ଡାଉନ ଓ ଶଟ୍‌ଡାଉନ ପ୍ରଭାବରେ ସହରଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଉଜୁଡିଯାଇଛି ଜୀବନଜୀବିକା। ଏହି ମହାବିପତ୍ତି ସମୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଓମ୍‌ପ୍ରକାଶ କିଛି ନୂଆ...

ରାଜ୍ୟରେ ଖୋଲିବ ୬୫ ସିଭିଲ୍‌ ଜଜ୍‌ କୋର୍ଟ

କଟକ ଅଫିସ,୮ା୮ -ରାଜ୍ୟରେ ଆଉ ୬୫ଟି ସିଭିଲ୍‌ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ୍‌) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍‌ଏଫ୍‌ସି) କୋର୍ଟ ଖୋଲାଯିବ। ଏନେଇ ଓଡ଼ିଶା ହାଇକୋର୍ଟର ସ୍ବତନ୍ତ୍ର ଅଧିକାରୀ (ପ୍ରଶାସନିକ)ଙ୍କ ପକ୍ଷରୁ ୨୩ଟି ଜିଲାର ଜିଲା ଜଜ୍‌ମାନଙ୍କୁ...

ଚଳିତ ବର୍ଷ କଟକରେ ହେବ ନିରାଡମ୍ବର ଦୁର୍ଗାପୂଜା

କଟକ ଅଫିସ, ୮।୮-ଚଳିତ ବର୍ଷ କଟକ ସହରରେ ନିରାଡମ୍ବର ଭାବେ ଦୁର୍ଗାପୂଜା ଅନୁଷ୍ଠିତ ହେବ। ଶନିବାର ପୂଜାକମିଟି ସହ ପ୍ରଶାସନର ବୈଠକ ପରେ ଏହି ନିଷ୍ପତି ନିଆଯାଇଛି। ମା ଦୁର୍ଗାଙ୍କ ପାଇଁ ମାଟିଆଣିବା ନିରାଡମ୍ବର ହେବ। ବିନା ଶୋଭାଯାତ୍ରାରେ ପ୍ରତି...

କଟକରୁ ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୮।୮-କଟକ ସହରରୁୁ ଶନିବାର ପୁଣି ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୬ ଜଣ ପୁଣି ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି। ସେହିପରି ହୋମ କ୍ୱାରାଣ୍ଟାଇନରୁ ୭, ସରକାରୀ କ୍ୱାରାଣ୍ଟାଇନରୁ ୭ ଏବଂ...

କରୋନାକୁ ହରାଇ ପୁତ୍ର ସନ୍ତାନ ଜନ୍ମଦେଲେ ଏହି ମହିଳା

ବ୍ରହ୍ମପୁର ଅଫିସ,୮ା୮: ବର୍ତ୍ତମାନ ସମୟରେ ଗର୍ଭବତୀ ମହିଳାମାନେ ପ୍ରସବ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୌଣସି ସରକାରୀ ଡାକ୍ତରଖାନାକୁ ଜରୁରିକାଳୀନ ପରିସ୍ଥିତିରେ ଚିକିତ୍ସା କିମ୍ବା ପ୍ରସବ ପାଇଁ ଗଲେ ପ୍ରଥମେ ନମୁନା ପରୀକ୍ଷା କରିବା ପାଇଁ ଧାଡ଼ିରେ ଠିଆ...

କୋରାପୁଟରେ କରୋନା: ଆଜି ୬ ଯୋଦ୍ଧାଙ୍କ ସମେତ ୪୯ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୮ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନା ନେଉନି। ଶନିବାର ପୁଣି ଜିଲାରୁ ୬ କରୋନା ଯୋଦ୍ଧାଙ୍କ ସମେତ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଜିଲାରେ କରୋନା ରୋଗୀ ଓ ପରିବାରକୁ ସହାୟତା ଦେବା ପାଇଁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri