ଆମ ଜିଲା ଖବର

ସୁନାମୁଦି ବନ୍ଧକ ରଖି ମାଟ୍ରିକ ପଢ଼ାଇଥିଲେ ମା’

ମା’ ସୁନାମୁଦି ବନ୍ଧକ ରଖି ଯେଉଁ ଟଙ୍କା ଆଣିଥିଲେ, ସେଥିରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଝିଅ ସ୍ବର୍ଣ୍ଣପ୍ରଭା। ସୁନାର ଧାତୁଟି ସିନା ଅନ୍ୟ ପାଖକୁ ଚାଲିଗଲା, କିନ୍ତୁ ଅସଲ ସୁନା ହୋଇ ଚମକିଲେ ସ୍ବର୍ଣ୍ଣପ୍ରଭା। ଏଇ ନିକଟରେ...

ଜୁନ୍‌ରେ ବଢ଼ିଲା, ଜୁଲାଇରେ କମିଲା

ସମ୍ବଲପୁର, ୪। ୮(ବ୍ୟୁରୋ) ମୌସୁମୀ ବର୍ଷା ଠିକ୍‌ ସମୟରେ ଆସିଥିଲେ ମଧ୍ୟ ଧୋକା ଦେଇଛି। ଓଡ଼ିଶାର ବିଭିନ୍ନ ଜିଲାରେ ଅଦ୍ୟାବଧି ବର୍ଷା ପରିମାଣ ସ୍ବାଭାବିକ ହୋଇନାହିଁ। ପଡୋଶୀ ରାଜ୍ୟ ଛତିଶଗଡ଼ରେ ମଧ୍ୟ ଜୁଲାଇ ମାସରେ ବର୍ଷା ସ୍ବାଭାବିକ ହୋଇ ନ...

ଶ୍ରୀକ୍ଷେତ୍ରରୁ ଜାତିସଂଘ

ପୁରୀ ଅଫିସ,୪। ୮: ବୟସ ୨୦। ହେଲେ ମିଳିତ ଜାତିସଂଘ ପକ୍ଷରୁ ୧୦ଟି ଦେଶରେ ଆୟୋଜିତ ୫୦ଟି ସମ୍ମିଳନୀରେ ବକ୍ତୃତା ଦେଇସାରିଲେଣି। ଏତେ କମ୍‌ ବୟସରେ ଏଭଳି ସଫଳତା ଆଣି ସେ ଦେଶ ଓ ରାଜ୍ୟ ପାଇଁ ଗର୍ବ ଗୌରବ...

ଜାମିନ ପାଇଁ ହାଇକୋର୍ଟ ଗଲେ ଡାକ୍ତର

କଟକ ଅଫିସ,୪। ୮: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଓ ପରେ ଗର୍ଭପାତ କରାଇବା ଘଟଣାରେ ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଗିରଫ ହୋଇଥିଲେ। ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର...

ଆର୍ଥତ୍କ ସହାୟତା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂଜକ

କଟକ ଅଫିସ,୪। ୮: କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ମନ୍ଦିର ବନ୍ଦ ଥିବା ଯୋଗୁ ପୂଜକମାନେ ରୋଜଗାର ହରାଇଛନ୍ତି। ତେଣୁ ଆର୍ଥତ୍କ ସହାୟତା ନିବେଦନ କରି ପୁରୀ ଜିଲା କାକଟପୁର ମା’ ମଙ୍ଗଳା ମନ୍ଦିରର ୧୫ ଜଣ ପୂଜକ ସୋମବାର...

ଚାଷୀଙ୍କୁ ମିଳୁନି ଆର୍‌କେଭିୱାଇ ସହାୟତା

ଯାଜପୁର ଅଫିସ,୪। ୮: ଗତ ୨ ବର୍ଷ ମଧ୍ୟରେ ସାମୁଦ୍ରିକ ବାତ୍ୟା ହୁଡ୍‌ହୁଡ୍‌, ତିତ୍‌ଲି, ଫନୀ ଓ ଅମ୍ଫନ ଯୋଗୁ ଯାଜପୁର ଜିଲାର ଚାଷୀମାନେ ବିପୁଳ କ୍ଷତି ସହିଛନ୍ତି। ସେମାନଙ୍କ ବର୍ଷବର୍ଷର ସଞ୍ଚିତ ସମ୍ବଳ, ଫସଲ, ବୃକ୍ଷ ସମ୍ପଦ ନଷ୍ଟ...

ବଜ୍ରପାତ ନେଲା ୭ ଜୀବନ

ବାଲେଶ୍ୱର ଅଫିସ/ ରେମୁଣା/ସଜନାଗଡ/ ଚାନ୍ଦବାଲି/ଭଦ୍ରକ ଅଫିସ/କେନ୍ଦୁଝର, ୪। ୮(ଡି.ଏନ.ଏ./ସ୍ବ.ପ୍ର.) ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ଅକାଳରେ ୭ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଭଉଣୀଭାଇ ଅଛନ୍ତି। ରାଖୀ ପୂର୍ଣ୍ଣିମା ଅବସରରେ ଏଭଳି ଦୁଃଖଦ ଘଟଣା...

ସ୍ଲୁଇସ୍‌ ଗେଟ୍‌ର ଫାଟକ ମରାମତି କଲେ ଚାଷୀ

ପଦ୍ମପୁର, ୪ା୮(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତର ମେଳକସାହି ଠାରେ ଅବସ୍ଥିତ ସ୍ଲୁଇସ ଗେଟର ଫାଟକକୁ ସୋମବାର ଚାଷୀ ମାନେ ମିଳିତ ଉଦ୍ୟମରେ ମରାମତି କରିଛନ୍ତି। କଞ୍ଚୁଡ଼ି ନଦୀ ଉପରେ ଅବସ୍ଥିତ ଏହି ସ୍ଲୁଇସ ଗେଟ୍‌ ଉପରେ...

ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ

ଚମ୍ପୁଆ, ୪। ୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସାତହଳିଆ ଗ୍ରାମରେ ପ୍ରାୟ ୨୦ ଦିନ ହେବ ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯାଇଥିବାରୁ ଗ୍ରାମବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି ପାହିଲେ ପାନୀୟ ଜଳ କେଉଁଠୁ ଆଣିବେ...

ସୁବର୍ଣ୍ଣରେଖାରେ ବାଲିସଇରାତ ନିଲାମ ଲାଗି ସର୍ଭେ

ଜଳେଶ୍ୱର, ୪।୮(ସ୍ବ.ପ୍ର.)-ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା ଓ ବାଲିଆପାଳ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀର ନୂତନ ଭାବେ ସୃଷ୍ଟି ହୋଇଥିବା ବାଲିପଠାକୁ ନିଲାମ ଦେବା ଲାଗି ସର୍ଭେ ଆରମ୍ଭ ହୋଇଛି। ବାଲେଶ୍ୱର ଉପଜିଲାପାଳଙ୍କ ନିର୍ଦ୍ଦେଶରେ ରବିବାର ଏକ ୨୫ଜଣିଆ ଟିମ୍‌ ସୁବର୍ଣ୍ଣରେଖା...

ତୂଳୀରେ ଜୀବନ୍ତ ହେଉ ଅନୁଗୋଳର ଐତିହ୍ୟ

ଅନୁଗୋଳ ଅଫିସ୍‌, ୪।୮ ସରକାରୀ ଅର୍ଥରେ ଅନୁଗୋଳର ବିଭିନ୍ନ ପ୍ରାଚୀରରେ ସାଜସଜ୍ଜା କରାଯାଉଛି। ରଙ୍ଗବେରଙ୍ଗର ଚିତ୍ରକଳାରେ ସହରର ସୌନ୍ଦର୍ଯ୍ୟ ବଢ଼ାଯାଉଛି। ସରକାରୀ ଯୋଜନାର ପ୍ରଚାର ସହ କରୋନା ସଂକ୍ରମଣ ନେଇ ସତର୍କ ସୂଚନା ଦିଆଯାଉଛି। ହେଲେ ଏଥିରେ ସ୍ଥାନ ପାଉନି...

ଆଇନ ଜାଲରେ ଆଦର୍ଶ ବିଦ୍ୟାଳୟ

ବଇଣ୍ଡା,୪ା୮(ପରୀକ୍ଷିତ ସାହୁ) ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ବିନାମୂଲ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପାଠ୍ୟକ୍ରମ ପଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଉଛି। ଅନୁଗୋଳ ଜିଲାର ଅନୁଗୋଳ, ତାଳଚେର, ଛେଣ୍ଡିପଦା, କିଶୋରନଗର, ପାଲଲହଡ଼ା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri