ଆମ ଜିଲା ଖବର

ଉପାନ୍ତ ଜିଲାରେ ଚମକିଲେ ବିଜୟଲକ୍ଷ୍ମୀ: ନୂଆପଡା ପାଇଁ ଆଣିଲେ ଗୌରବ

ନୂଆପଡା ଅଫିସ,୨୯।୭: ନୂଆପଡା ଭଳି ଉପାନ୍ତ ଜିଲାରେ ଡାକ୍ତରାଣୀ ହୋଇ ନିଷ୍ପେଷିତଙ୍କ ସେବା କରିବି ବୋଲି କହିଛନ୍ତି ନୂଆପଡା ଜିଲା ମାଟ୍ରିକ ଟପ୍ପର ବିଜୟ ଲକ୍ଷ୍ମୀ ବେହେରା। ସେ ଏଥର ୯୨.୫ ପ୍ରତିଶତ ମାର୍କ ରଖିଛନ୍ତି। ବିଭାଗରୁ ମିଳିଥିବା ତ...

ଆଇଏଏସ୍‌ ଅଫିସର ହେବେ ଦେବଗଡ଼ ଜିଲା ମାଟ୍ରିକ୍‌ ଟପ୍ପର

ଦେବଗଡ଼,୨୯।୭(ଡି.ଏନ୍‌.ଏ.): ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲାର ଅର୍ପିତା ପ୍ରିୟଦର୍ଶିନୀ ପ୍ରଧାନ ଜିଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ରିଆମାଳ ବ୍ଲକ ବୁଢ଼ାପାଳ ହାଇସ୍କୁଲର। ସେ ୫୫୩(୯୨.୨)...

ଅନୁଗୋଳ ପାଇଁ ଗୌରବ ଆଣିଲେ ସୋମ୍ୟରଞ୍ଜନ: ହେଲେ ଜିଲା ଟପ୍ପର

ଅନୁଗୋଳ ଅଫିସ,୨୯।୭: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲାରେ ଛାତ୍ର ସୌମ୍ୟରଂଜନ ସାମନ୍ତ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ମୋଟ ୫୭୫(୯୫.୮୩ ପ୍ରତିଶତ )...

ଚିତ୍ରକୋଣ୍ଡା ଥାନାର ୬ କର୍ମଚାରୀ କରୋନା ଆକ୍ରାନ୍ତ, କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲେ ଜିଲାପାଳ

ଚିତ୍ରକୋଣ୍ଡା,୨୯ା୭(ଡି.ଏନ୍‌.ଏ.): ଚିତ୍ରକୋଣ୍ଡା ଥାନାର ୯ ଜଣ କର୍ମଚାରୀଙ୍କର ସ୍ବାବ୍‌ ଟେଷ୍ଟ୍‌ ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଏସ୍‌ଆଇ, ଜଣେ ଏଏସ୍‌ଆଇ, ଜଣେ ଡ୍ରାଇଭର, ଜଣେ କନଷ୍ଟେବଳ ଓ...

ବରଗଡ଼ ଜିଲାର ୨ ଟପ୍ପର: ଜାଣନ୍ତୁ କ’ଣ ରହିଛି ଜୀବନର ଲକ୍ଷ୍ୟ

ବରଗଡ଼ ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ସବୁ ଜିଲାକୁ ଫଛରେ ପକାଇ ବରଗଡ଼ ଜିଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ତେବେ ବରଗଡ଼ ସରସ୍ବତୀ ଶିଶୁ...

କଟକରୁ ଚିହ୍ନଟ ହେଲେ ଆଉ ୫୬ କରୋନା ଆକ୍ରାନ୍ତ: ଅଛନ୍ତି ଖ୍ରୀଷ୍ଟିଆନ୍‌ ସାହିରୁ ୨୫

କଟକ ଅଫିସ,୨୯।୭: କଟକ ସହରରେ ବୁଧବାର ୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୩କୁ ବୃଦ୍ଧି ପାଇଛି। ସେଥିରୁ ୫୦୨ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୨୧ଜଣ ସୁସ୍ଥ ହୋଇ ଘରକୁ...

ଝାରସୁଗୁଡ଼ାରେ କମିଛି ମାଟ୍ରିକ ପାସ ହାର: ଗତବର୍ଷ ଥିଲା ୮୫.୪୮, ଏବର୍ଷ ରହିଛି…

ଝାରସୁଗୁଡ଼ା ଅଫିସ,୨୯ା୭: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ଜିଲାର ୩୮ଟି ପରୀକ୍ଷା କେନ୍ଦ୍ରରେ ୧୧୭ ହାଇସ୍କୁଲର ୬,୪୦୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪,୯୪୩ ଜଣ...

ମା’-ବାପାଙ୍କୁ ହରାଇଥିବା ଦିବେଶ ମାଟ୍ରିକ ଟପ୍ପର

ଝାରସୁଗୁଡ଼ା ଅଫିସ,୨୯ା୭: କଥାରେ ଅଛି ଇଚ୍ଛାଶକ୍ତି ଥିଲେ ସଫଳତା ଆପଣାଛାଏଁ ମିଳିଥାଏ। ଏହି କଥାର  ବାସ୍ତବତା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲାରେ। ଏହି ଜିଲାର ନିକତିମାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଦିବେଶ ବେହେରା ଏ-୧ ଗ୍ରେଡ୍‌ ରଖି ମାଟ୍ରିକ...

କରୋନା ସହ ଲଢ଼ିଲଢ଼ି ଶେଷରେ ଆଖିବୁଜିଲେ ଯୋଦ୍ଧା

ବୁଗୁଡ଼ା,୨୯।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଜଣେ କରୋନା ଯୋଦ୍ଧାଙ୍କ ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ବୁଗୁଡ଼ା ବ୍ଲ୍ଳକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଶେଷଦେବ ବେହେରା (୪୨)। କୋଭଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ...

ଗୁରୁତର ହେବା ପରେ ହସ୍ପିଟାଲରେ ପହଞ୍ଚୁଛନ୍ତି କରୋନା ରୋଗୀ, ବଞ୍ଚାଇ ହେଉନାହିଁ: ଜିଲାପାଳ

ଛତ୍ରପୁର, ୨୯।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ଭୟାବହତାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଦୈନିକ ଶତାଧିକ ଲୋକେ କରୋନାରେ ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାରେ ଗଞ୍ଜାମର ୮୬ ଜଣଙ୍କ ଜୀବନ ଗଲାଣି। ଅପରପକ୍ଷରେ ଜ଼ିଲାରେ ଗତ ସପ୍ତାହ...

ଝାରସୁଗୁଡ଼ାରେ ୩ ଶହ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଝାରସୁଗୁଡ଼ା ଅଫିସ,୨୯।୭: ଝାରସୁଗୁଡ଼ା ଜିଲାରେ ବୁଧବାର ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୩ ରେ ପହଞ୍ଚିଛି। ସେହିପରି ବୁଧବାର ସୁଦ୍ଧା ଉପରୋକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୫ ଜଣ...

ମାଟ୍ରିକ୍‌ ପରୀକ୍ଷା ଫଳ: ଜାଣନ୍ତୁ ଅନୁଗୋଳରେ କେତେଜଣ ହୋଇଛନ୍ତି କୃତକାର୍ଯ୍ୟ

ଅନୁଗୋଳ ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ତେବେ ଅନୁଗୋଳ ଜିଲାରେ ମୋଟ ୭୫.୨୩% ଛାତ୍ରୀଛାତ୍ର ପାସ୍‌ କରିଥିବା ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri