ଆମ ଜିଲା ଖବର

ଗଞ୍ଜାମରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୨ କୋଭିଡ କେୟାର ସେଣ୍ଟର: ୩୦୦ ବେଡ୍‌, ୩୬ ଆଇସିୟୁ ବ୍ୟବସ୍ଥା

ଛତ୍ରପୁର, ୨୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ ଓ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜରେ ଉତ୍ସର୍ଗୀକୃତ କୋଭିଡ୍‌ କେୟାର ସେଣ୍ଟର ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଥିରେ ୧୫୦ ଲେଖାଏ ମୋଟ ୩୦୦ ବେଡ୍‌ ରହିବ। ଏଥିସହ ଅଶ୍ୱିନୀ କୋଭିଡ୍‌...

ଭଦ୍ରକ ଏକତା ବଜାରର ବ୍ୟବସାୟୀଙ୍କୁ କରୋନା: ୨ ବଜାର ୭୨ ଘଣ୍ଟା ଶଟଡାଉନ

ଭଦ୍ରକ ଅଫିସ,୨୯।୭: ମଙ୍ଗଳବାର ଭଦ୍ରକ ଏକତା ବଜାରରେ ଭ୍ରାମ୍ୟମାଣ କରୋନା ଚିହ୍ନଟ ପ୍ରକ୍ରିୟା ମାଧ୍ୟମରେ ଏକ ବ୍ୟବସାୟିକ ଅନୁଷ୍ଠାନର ମାଲିକ ଓ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏ ନେଇ ବୁଧବାର ପ୍ରଶାସନ ପକ୍ଷରୁ ୨ ଟି ବଜାରକୁ...

ମାଟ୍ରିକ୍‌ ପରୀକ୍ଷା ଫଳ: ଭଦ୍ରକରେ ପୁଅଙ୍କୁ ପଛରେ ପକାଇଲେ ଝିଅ

ଭଦ୍ରକ ଅଫିସ,୨୯।୭: ମାଟ୍ରିକ୍‌ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଭଦ୍ରକ ଜିଲାରେ ପୁଅଙ୍କୁ ପଛରେ ପକାଇ ଝିଅ ବାଜିମାତ କରିଛନ୍ତି । ଜିଲାରେ ମୋଟ ୨୨,୦୧୪ ପରୀକ୍ଷାର୍ଥି ଥିବାବେଳେ ସେଥିରୁ ୧୬,୬୮୪ ପାସ କରିଛନ୍ତି। ପାସ ହାର ମୋଟ...

ବାହାରିଲା ପରୀକ୍ଷାଫଳ: ଖୋର୍ଦ୍ଧା ଜିଲାରେ ପାସ ହାର ୮୭.୨୮

ଖୋର୍ଦ୍ଧା ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ଜିଲାର ପାସ୍‌ ହାର ୮୭.୨୮% ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀ ବାଜିମାତ କରିଥିବା ବେଳେ ଜିଲା ପାସ୍‌ହାରରେ...

ଖରାପ ହୋଇ ପଡ଼ିଥିଲା ରାସ୍ତା: ନିର୍ମାଣ କଲେ ମହିଳା ସଂଘ, ପ୍ରବାସୀ ଶ୍ରମିକ

ଛତ୍ରପୁର,୨୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ହେଡକ୍ୱାର୍ଟର୍ସ ଛତ୍ରପୁର ଏନ୍‌ଏସିର ରାମନଗର ଦ୍ୱିତୀୟ ଲେନ୍‌ର ରାସ୍ତା ଖରାପ ହୋଇଯାଇଥିଲା। ରାସ୍ତାର ବିଭିନ୍ନ ସ୍ଥାନରେ ଗର୍ତ୍ତ ହୋଇ ପାଣି ଜମି ରହୁଥିଲା। ତେଣୁ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ବହୁ ଅସୁବିଧାର...

କରୋନା ଚକ୍ରବ୍ୟୁହରୁ ବାହାରିଲେ ଅଭିମନ୍ୟୁ

ଛତ୍ରପୁର,୨୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୂର ପଞ୍ଚାୟତର ଜଣେ ୮୫ ବର୍ଷୀୟ ବୃଦ୍ଧ ଅଭିମନ୍ୟୁ ସାହୁ କରୋନାକୁ ହରାଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ସେ ବର୍ତ୍ତମାନ ଘରେ ଅଛନ୍ତି। ତେବେ ସ୍ଥାନୀୟ ବିଡିଓ ଏବଂ ମେଡିକାଲ...

ବରଗଡ଼ରେ ୫ କରୋନା ପଜିଟିଭ ଚିହ୍ନଟ : ସମସ୍ତେ ସ୍ଥାନୀୟ ଆକ୍ରାନ୍ତ

ବରଗଡ଼ ଅଫିସ,୨୯।୭: ବରଗଡ଼ ଜିଲାରେ ବୁଧବାର ପୁଣି ୫ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ସ୍ଥାନୀୟ ଆକ୍ରାନ୍ତ ଏବଂ ବରଗଡ଼ ପୌର ପରିଷଦ ଅଞ୍ଚଳର ଅଟନ୍ତି। ସେମାନଙ୍କ ମଧ୍ୟରୁ ୱାର୍ଡ ନଂ-୧୮ର ୩ଜଣ ଏବଂ...

ଜୁଆଆଡ୍ଡାରେ ଚଢ଼ାଉ: କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଗଲେ ୬ ଜୁଆଡ଼ି

ବଡ଼ବିଲ,୨୯ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟ ପାର୍କିଂ ଏରିଆରେ ବଡ଼ବିଲ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚଢ଼ାଉ କରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୭ହଜାର ୭ଶହ ଟଙ୍କା,୪ଟି...

ଟାଟା କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା: କରୋନା ରୋଗୀଙ୍କ ମୃତ୍ୟୁର ୪ ଦିନ ପରେ ପରିବାରକୁ ଖବର

ବ୍ରହ୍ମପୁର ଅଫିସ,୨୯।୭ – ଗଞ୍ଜାମ ଜିଲାରେ ଏବେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଜିଲାର ଶିତଲାପଲ୍ଲୀଠାରେ ଥିବା ଟାଟା କୋଭିଡ ହସ୍ପିଟାଲରେ ସାଙ୍ଘାତିକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମୃତ୍ୟୁ ହୋଇଥିବା ଜଣେ ରୋଗୀଙ୍କ ପରିବାରକୁ ଘଟଣାର ୪ ଦିନ ପରେ...

ଛେଳି ଚୋରି କରିବାକୁ ଯାଇ ହଣା ଖାଇଲେ ୨ ଯୁବକ

ଶେରଗଡ଼,୨୯ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଷୋଳସଲା ଗ୍ରାମର ଏକ ଗୁହାଳରୁ ଛେଳି ଚୋରି କରିବାକୁ ଯାଇ ହଣା ଖାଇଛନ୍ତି ଦୁଇ ଯୁବକ। ଉକ୍ତ ଯୁବକ ଦ୍ୱୟ ହେଲେ ଧବଳପୁର ଗ୍ରାମର ପବିତ୍ର ପ୍ରଧାନ, ଅଜୟ ବିଷୋୟୀ। ଏହି ଦୁଇଜଣ...

ବାଲେଶ୍ୱରରେ ୯୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ୱର ଅଫିସ,୨୯ା୭: ବାଲେଶ୍ୱର ଜିଲାରେ ବୁଧବାର ୨୯ କରୋନା ପଜିଟିଭ୍‌ ଚି଼ହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୧୪ ରେ ପହଞ୍ଚିଛି। ସେଥିମଧ୍ୟରୁ ୬୬୬ ଆରୋଗ୍ୟ ହୋଇ ଫେରିଥିବା ବେଳେ ୨୪୨ ଜଣ ଚିକିତ୍ସିତ ହେଉଛନ୍ତି। ୩ ଜଣଙ୍କ...

ଶେରଗଡ଼ରେ ପ୍ରଧାନଶିକ୍ଷକଙ୍କର କରୋନାରେ ମୃତ୍ୟୁ: ଯୋଦ୍ଧା ଭାବେ ଗ୍ରହଣ କରିବାକୁ ଦାବି

ଶେରଗଡ଼,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଥୁରୁବୁରାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶିଷ୍ଠ କୁମାର ପ୍ରହରାଜଙ୍କର କରୋନାରେ ମଙ୍ଗଳବାର ସାରେ ମୃତ୍ୟୁ ଘଟିଛି। ସେ ଗତ ୧୭ତାରିଖରୁ ସିତଲାପଲି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ପ୍ରହରାଜ ଥୁରୁବୁରାଇ ପ୍ରାଥମିଜ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri