ଆମ ଜିଲା ଖବର

ମାସକରେ ଆଳୁ କେଜି ପିଛା ବଢ଼ିଛି ୧୫, ପିଆଜ ୧୦ ଟଙ୍କା

କଟକ ଅଫିସ,୨୬।୭: ଆଳୁ ଓ ପିଆଜ ଦର ଗତ କିଛି ସପ୍ତାହ ଭିତରେ ବଢ଼ିବାରେ ଲାଗିଛି। ମାସକ ଭିତରେ ଆଳୁ ଦର କେଜି ପିଛା ୧୫ ଟଙ୍କା ଓ ପିଆଜ ଦର ୧୦ ଟଙ୍କା ବଢ଼ି ସାରିଲାଣି। ଖୁଚୁରା ବେପାର...

ଅଯୋଧ୍ୟାରେ ରାମମନ୍ଦିର ପାଇଁ ଭୂମି ପୂଜା : କୋଣାର୍କରୁ ଗଲା ଜଳ, ମାଟି

କୋଣାର୍କ,୨୬।୭(ଡି.ଏନ.ଏ.) : ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ। ଏହାର ଭୂମି ପୂଜା ପାଇଁ କୋଣାର୍କରୁ ପବିତ୍ର ତୀର୍ଥ ଜଳ ଓ ମାଟି ସଂଗ୍ରହ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ କୋଣାର୍କ ଶାଖା ପକ୍ଷରୁ କୋରିୟର ଯୋଗେ...

ପୋଲ ନ ଥିବାରୁ ପାଠ ଛାଡୁଛନ୍ତି ପିଲା

ଛେଣ୍ଡିପଦା,୨୫ା୭(ସ୍ବ.ପ୍ର.)  ଗାଁକୁ ଭଲ ରାସ୍ତାଟିଏ ନାହିଁ। ଚାରିପଟୁ ଘେରି ରହିଛି  ନୁହୁରାଣୀ ଓ ବାଇଶିନାଳିଆ ନଦୀ। ବର୍ଷ ତମାମ ସେଥିରେ ପାଣି ରହୁଥିବାରୁ ଯାତାୟାତ ବେଶ୍‌ କଷ୍ଟକର। ବର୍ଷାଦିନେ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ୁଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ। ନଦୀ...

ପକ୍ଷୀ ପ୍ରେମରେ ‘ନୂଆ ରେକୁଳା’

କାମାକ୍ଷାନଗର, ୨୬।୭ (ସୁଧୀର କୁମାର ପରିଡ଼ା):  ‘ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଇ ପର…’ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ଉପରେ ଆଧାରିତ କଥାଚିତ୍ର ‘ମାଟିର ମଣିଷ’ରେ ଖୋକାଭାଇ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଝରି ଆସିଥିଲା ଏହି...

ମଣ୍ଡଳ କାରାଗାରରେ ହେବ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ

ବ୍ରହ୍ମପୁର ଅଫିସ ,୨୬ା୭ – ମଣ୍ଡଳ କାରାଗାରରେ ଏକ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ଆରମ୍ଭ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସେଠାରେ ୫୦ ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ଜେଲ୍‌ ଡିଆଇଜି ରଘୁନାଥ ମାଝୀ ସୂଚନା ଦେଇଛନ୍ତି। ଗତବର୍ଷ ଜେଲ ପରିସରରେ ଉଦ୍‌ଘାଟିତ...

ସ୍ବଳ୍ପ ବୃଷ୍ଟି: ଚାଷ କାର୍ଯ୍ୟ ପ୍ରଭାବିତ

ଚମ୍ପୁଆ, ୨୬ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ହେଉଛି ଏକ କୃଷିବହୁଳ ଜିଲା। ଚମ୍ପୁଆରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ଚମ୍ପୁଆ, ଯୋଡା ଓ ଝୁମ୍ପୁରାକୁ ନେଇ ଗଠିତ ଏହି କୃଷି ଜିଲାରେ...

ବିପଦ ଆଳ ଦେଖାଇ ସଂଯୋଗ କାଟିଲା ବିଦ୍ୟୁତ୍‌ ବିଭାଗ: ୩୫ ଏକର ଚାଷ ପ୍ରଭାବିତ

ଚମ୍ପୁଆ,୨୬।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଞ୍ଚାୟତର ମହେଶ୍ୱରପୁରଠାରେ ଥିବା ଉଠା ଜଳସେଚନ ପଏଣ୍ଟର ବିଜୁଳି ସଂଯୋଗ ବିଦ୍ୟୁତ୍‌ ବିଭାଗ କାଟିଦେବାପରେ ଏକର ଏକର ପରିବା ଚାଷ କରିଥିବା ପରିବା ଚାଷୀମାନେ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟଙ୍କ...

ମହିଳାଙ୍କୁ ରୋଜଗାର ଦେଇଛି ସବାଇଘାସ

ବାରିପଦା ଅଫିସ,୨୬ା୭(ରଞ୍ଜନ କୁମାର ପ୍ରଧାନ): ସବାଇ ଘାସରେ ପ୍ରସ୍ତୁତ ସୁନ୍ଦର ହସ୍ତକଳା ଓ ବିଭିନ୍ନ ଘରକରଣା ଜିନିଷର ଚାହିଦା ରହିଛି। ଫୁଲ ଚାଙ୍ଗୁଡ଼ି,ପାଛିଆ, ବ୍ୟାଗ୍‌ ସହିତ ବିଭିନ୍ନ ଉପକରଣ ରାଜ୍ୟ ତଥା ରାଜ୍ୟ ବାହାରେ ଆଦୃତି ଲାଭ କରୁଛି। ମୟୂରଭଞ୍ଜ...

ଆସୁଛି ପାର୍ବଣ ଋତୁ: ଅନିଶ୍ଚିତତା ମଧ୍ୟରେ ମୂର୍ତ୍ତି କାରିଗର

ବାଲେଶ୍ୱର ଅଫିସ, ୨୬।୭: ଆସୁଛି ପାର୍ବଣ ଋତୁ। ପ୍ରଥମେ ଖୁଦୁରୁକୁଣୀ ପରେ ଗଣେଶ, ବିଶ୍ୱକର୍ମା, ଦୁର୍ଗାପୂଜା, ଗଜଲକ୍ଷ୍ମୀ, କାର୍ତ୍ତିକେଶ୍ୱର, ସରସ୍ବତୀ, ମନୀଷା ଦେବୀ, କାଳୀପୂଜା ଅନୁଷ୍ଠିତ ହେବ। ଏହି ସମୟକୁ ଅପେକ୍ଷା କରି ରହିଥାନ୍ତି ମୂର୍ତ୍ତି କାରଗିରମାନେ। ୩ ମାସ...

ପୋଲିସର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଆସିକା,୨୬ା୭ (ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆସିକା ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ବିଶେଷ ଭାବେ ଦେଖାଦେଇଛି। ବ୍ଲକ୍‌, ତହସିଲ୍‌, ଥାନା, ଏନ୍‌ଏସି, ଶିଶୁ ବିକାଶ ପ୍ରକଳ୍ପ, ଶିକ୍ଷା ବିଭାଗ ଆଦି ବିଭାଗର ବହୁ...

ଗୋଚର ଜମିରୁ ମୋରମ ଉଠାଇ ବନ ବିଭାଗ କରୁଛି ରାସ୍ତା କାମ

ପାଟଣାଗଡ଼, ୨୬ା୭(ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ପ୍ରଶାସନ ବେଆଇନ ମୋରମ ଚୋରା ଚାଲାଣ ବେଳେ ୪ ଟ୍ରାକ୍ଟର, ଗୋଟିଏ ଜେସିବିକୁ ଜବତ କରିଛି। ସୋମବାର ତହସିଲ ଅଫିସ ଖୋଲିଲା ପରେ ଜବତ ଗାଡି ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବ...

ଚିତ୍ରକଳା ଯାଦୁକର କୁବେର

ବଇଣ୍ଡା, ୨୬ା୭(ଡି.ଏନ.ଏ.)  ତାଙ୍କ ତୂଳୀରେ ରହିଛି ଯାଦୁ। ସ୍ପର୍ଶ ମାତ୍ରକେ ଚିତ୍ରସବୁ ଯେମିତି ହୋଇଉଠନ୍ତି ଜୀବନ୍ତ। ସ୍କୁଲରୁ ଆର୍ଟ କଲେଜ ଯାଏ ସେ ଆଙ୍କିଛନ୍ତି ଅନେକ ଚିତ୍ର। କେଉଁ ବିଶିଷ୍ଟ ବ୍ୟକ୍ତିଙ୍କର ହେଉ ଅବା ପ୍ରକୃତିର, ସବୁଥିରେ ରହିଛି ତାଙ୍କ ଯାଦୁକରୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri