ଆମ ଜିଲା ଖବର

ଦାୟିତ୍ୱ ନେଲେ କଟକର ନୂଆ ଡିସିପି

କଟକ ଅଫିସ,୨୯।୭: କଟକର ନୂଆ ଡିସିପି ଭାବେ ରବିବାର ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂ। ଡିସିପି କାର୍ଯ୍ୟାଳୟରେ ସେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ...

ଲକ୍‌ଡାଉନ ଏନ୍‌ଫୋର୍ସମେଣ୍ଟ କଡାକଡ଼ି: ଆଦାୟ ହେଲାଣି ୧୮ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସବଡିଭିଜନ ଅଧୀନରେ ୮ ଟି ବ୍ଲକ ଓ ୯ ଟି ସହର ରହିଛି। କୋଭିଡ ସମୟରେ ଜାରି ହୋଇଥିବା ଲକ୍‌ଡାଉନ ଗାଇଡଲାଇନ୍‌ ପାଳନ ସମ୍ପର୍କୀୟ ନିୟମିତ ଏନ୍‌ଫୋର୍ସମେଣ୍ଟ ସହ ଏହାକୁ କଡାକଡି କରାଯାଉଛି। ତହସିଲଦାର,...

୫ ଦିନ ଲାଗି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ଶଟ୍‌ଡାଉନ୍‌

ବରଗଡ଼ ଅଫିସ,୧୯ା୭: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା (ଖେଦାପାଲି)ଠାରେ ରହିଥିବା ଜିଲା ମୁଖ୍ୟ ଡାକ୍ତରଖାନାକୁ ରବିବାରରୁ ୫ଦିନ ପାଇଁ ଶଟ୍‌ଡାଉନ୍‌ କରାଯାଇଛି। ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଉକ୍ତ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ...

ଶିକ୍ଷକଙ୍କୁ ଟ୍ୟୁଶନ କରିବା ପଡ଼ିଲା ମହଙ୍ଗା

ପଦ୍ମପୁର,୧୯।୭(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ କୋଭିଡ ନିୟମ ଉଲ୍ଲଂଘନ କରି ଟ୍ୟୁଶନ କରିଥିବା ଅଭିଯୋଗ ହୋଇଛି। ଏ ନେଇ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ରବିବାର ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ...

ଗଞ୍ଜାମରେ ଶଟ୍‌ଡାଉନ ନିୟମ ପରିବର୍ତ୍ତନ, ଲକ୍‌ଡାଉନ କଟକଣା କୋହଳ; ବ୍ୟବସାୟୀ ଅସନ୍ତୁଷ୍ଟ

ଗଞ୍ଜାମ,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ କଟକଣା କୋହଳ କରାଯାଇଛି।ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଏନ୍‌ଏସି ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଛି । ଏଥିସହିତ ସାମାଜିକ ଦୂରତା, ମାକ୍ସ ପିନ୍ଧି...

ଗଞ୍ଜାମ-ଖୋର୍ଦ୍ଧା ଚେକ୍‌ପୋଷ୍ଟ ଅନୁଧ୍ୟାନ କଲେ ଗଞ୍ଜାମ ଏସ୍‌ପି, କେବଳ ମେଡିକାଲ ଯିବାକୁ ଦେଲେ ଅନୁମତି

ଛତ୍ରପୁର,୧୯ା୭(ଡି.ଏନ୍‌.ଏ.) : ଗଞ୍ଜାମ-ଖୋର୍ଦ୍ଧା ସୀମା ଗୁରାପଲି ଚେକ୍‌ପୋଷ୍ଟରେ ପହଞ୍ଚି ଏସ୍‌ପି ବ୍ରିଜେଶ କୁମାର ରଏ ଅନୁଧ୍ୟାନ କରିଛନ୍ତି। କେବଳ ମେଡିକାଲ କେସ ପାଇଁ ଜିଲା ବାହାରକୁ ଛଡ଼ାଯାଉଛି। ତେବେ ଉପଜିଲାପାଳଙ୍କ ପାସ୍‌ ଦେଖାଇବାକୁ ପଡ଼ିବ ବୋଲି ଏସ୍‌ପି କହିଛନ୍ତି। ଉକ୍ତ...

୩୧ ଯାଏ ଭଦ୍ରକ-ଧାମନଗର ଲକ୍‌ଡାଉନ୍‌

ଭଦ୍ରକ ଅଫିସ,୧୯।୭ – ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ୍‌ଏସି ଅଞ୍ଚଳକୁ ରବିବାର ଜିଲାପାଳ ଡା. ଜ୍ଞାନ ରଞ୍ଜନ ଦାସ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ୨୦ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ କଟକଣା ଲାଗୁ ହେବ ।...

ମୟୂରଭଞ୍ଜ ଜିଲାରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା: କାର୍ଯ୍ୟରେ ଥିବା ସମୟରେ ୨ କରୋନା ଯୋଦ୍ଧାଙ୍କୁ କରୋନା

ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରେ ରବିବାର ୧୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୨ଜଣ ସଙ୍ଗରୋଧ ଗୃହରୁ ଚିହ୍ନଟ ହୋଇଥିବା...

କାନ୍ଥ ଦେଉଛି କରୋନା ସଚେତନତା ବାର୍ତ୍ତା

ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଏଥିରୁ ବାଦ୍‌ ପଡିନି ଖୋର୍ଦ୍ଧା ପୌରାଞ୍ଚଳ। ଜନ ସଚେତନତା ଉଦ୍ଦେଶ୍ୟରେ ପୌରାଞ୍ଚଳ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ସହରର ବିଭିନ୍ନ ସ୍ଥାନରେ କରୋନା...

ଶେରଗଡ଼ ବ୍ଲକର ୧୭ଗାଁ ରେଡ୍‌ଜୋନରେ: ଜାଣନ୍ତୁ କେଉଁଟି

ଶେରଗଡ଼,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ୯୫ଟି ଛୋଟ ବଡ଼ ଗ୍ରାମ ରହିଛି। ଏଥି ମଧ୍ୟରୁ ରବିବାର ସୁଦ୍ଧା ବ୍ଲକର ମୋଟ ୧୭ଟି ଗାଁ ରେଡ୍‌ଜୋନ୍‌ରେ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେଗୁଡ଼ିକ ହେଲା ବ୍ରାହ୍ମଣଛାଇ, ସୋଲସଲା,...

ଖୋର୍ଦ୍ଧାରେ ମାଡୁଛି କରୋନା: ଆଜି ଚିହ୍ନଟ ହେଲେ ୫୨ ଆକ୍ରାନ୍ତ

ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବିଏମ୍‌ସିକୁ ବାଦ୍‌ ଦେଇ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରବିବାର ଜିଲାରେ ୪୩ ଏବଂ ଖୋର୍ଦ୍ଧା ପୌରାଞ୍ଚଳରେ ୯କୁ ମିଶାଇ ମୋଟ ୫୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିରୁ...

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଅଟକ

ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରୁ ରବିବାର ସକାଳେ ଏସ୍‌ଟିଏଫ୍‌ ୩.୨୮ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିଥିବା ନେଇ ଡିଜିପି ଅଭୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେହିଭଳି ଏହି ଘଟଣାରେ ଜଣେ ଅଟକ ଥିବା ନେଇ ସୂଚନା ଦେଇଛନ୍ତି। ଜବତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri