ଆମ ଜିଲା ଖବର

ବ୍ରହ୍ମପୁରରେ ଖୋଲିଲା ୮ ସରକାରୀ ଜ୍ୱର କ୍ଲିନିକ: କରୋନା ଲକ୍ଷଣ ଉପରେ ମିଳିବ ପରାମର୍ଶ

ଛତ୍ରପୁର, ୧୪।୭( ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ତେଣୁ ବ୍ରହ୍ମପୁର ସହରରେ ୮ଟି ସରକାରୀ ସ୍ବତନ୍ତ୍ର ଜ୍ୱର କ୍ଲିନିକ୍‌ ଖୋଲାଯାଇଛି। ଉକ୍ତ...

କଟକରେ ମାଡିଲାଣି କରୋନା: ଆଜି ଚିହ୍ନଟ ହେଲେ ୨୭ ନୂଆ ପଜିଟିଭ

କଟକ ଅଫିସ, ୧୪।୭(ବ୍ୟୁରୋ): କଟକ ସହରରେ ମଙ୍ଗଳବାର ଆଉ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସରକାରୀ କ୍ୱାରାଣ୍ଟାଇନରୁ ୨୦ଜଣ, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ୪ ଏବଂ ଲୋକାଲ କେସ୍‌ ୩ ରହିଛି। ଏ ନେଇ ସିଏମ୍‌ସି ପକ୍ଷରୁ...

୩୧ ପର୍ଯ୍ୟନ୍ତ ସବୁ ସରକାରୀ ଅଫିସକୁ ଜନସାଧାରଣଙ୍କୁ ମନା: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ଏହି ପରିପ୍ରେକ୍ଷୀରେ ଚଳିତ ମାସ ୩୧ତାରିଖ ପର୍ଯ୍ୟନ୍ତ ଜିଲାର ସରକାରୀ ଅଫିସ୍‌କୁ ଜନସାଧାରଣଙ୍କୁ ଯିବା ପାଇଁ ସମ୍ପୂର୍ଣ୍ଣ ନିଷେଧ୍ୟ କରାଯାଇଛି।...

ଗଞ୍ଜାମରେ ୩ ଦିନ ଶଟ୍‌ଡାଉନ କୋହଳ: ୧୮ ସହରର ପ୍ରବେଶପଥ ସମ୍ପୂର୍ଣ୍ଣ ସିଲ୍‌

ଛତ୍ରପୁର, ୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବ୍ରହ୍ମପୁର, ଛତ୍ରପୁର ସମେତ ୧୮ ସହରର ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି। କୌଣସି ବାହାର ଲୋକଙ୍କୁ ଜିଲା ଭିତରକୁ ଏବଂ ଭିତରୁ ବାହାରକୁ କାହାକୁ ଛଡାଯାଉ ନାହିଁ। ଉଭୟ ଗଞ୍ଜାମ ଓ ବ୍ରହ୍ମପୁର...

କେନ୍ଦୁଝରରେ ପୁଣି ୨୨ କରୋନା ପଜିଟିଭ୍‌ ଚିହ୍ନଟ: ରହିଛନ୍ତି ୨ କରୋନା ଯୋଦ୍ଧା

କେନ୍ଦୁଝର,୧୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ମଙ୍ଗଳବାର ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଅନ୍ୟ ୨ ଜଣ କରନା ଯୋଦ୍ଧା ଥିବା...

ବୁଗୁଡ଼ାରେ ଶଟ୍‌ଡାଉନ୍‌ ଶେଷ ଦିନ: ପୋଲିସ, ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥ୍ୟା

ବୁଗୁଡ଼ା,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗଡ଼ା ଏନ୍‌ଏସି ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜାରି ହୋଇଛି ୮ ଦିନିଆ ଶଟଡାଉନ। ମଙ୍ଗଳବାର ଶଟଡାଉନ ଶେଷ ଦିନ। ଏ ନେଇ ରାସ୍ତାଘାଟ ଜନଶୂନ୍ୟ ହୋଇଥିବା ବେଳେ ଜୀବନଯାତ୍ରା ପ୍ରଭାବିତ...

ଖୋର୍ଦ୍ଧାରେ ଘରୋଇ ନର୍ସିଂହୋମ ମାନୁ ନାହାନ୍ତି କୋଭିଡ ଗାଇଡଲାଇନ୍‌: ଚାଲିଛି ଚଢ଼ାଉ

ଖୋର୍ଦ୍ଧା ଅଫିସ,୧୪।୭ : ଖୋର୍ଦ୍ଧା ଜିଲାରେ ବଡ଼ିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଘରୋଇ ନର୍ସିଂହୋମଗୁଡ଼ିକ କୋଭିଡ ଗାଇଡ ଲାଇନକୁ ପାଳନ କରୁ ନ ଥିବା ଅଭିଯୋଗ ହୋଇ ଆସୁଥିଲା। ଏ ନେଇ ମଙ୍ଗଳବାର ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

ବରଗଡ଼ରେ ମା, ପୁଅଙ୍କ ସମେତ ୩ କରୋନା ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଲା

ବରଗ ଅଫିସ,୧୪।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ମ୍ୟୁନିସିପାଲିଟି ଅଧୀନ ୱାର୍ଡ ନଂ. ୧୬ ସିଦ୍ଧେଶ୍ବର ରେସିଡେନ୍ସି ନିକଟରୁ ଜଣେ ଚିହ୍ନଟ ହୋିଥିବା ବେଳେ ଅନ୍ୟ ଦୁଇଜଣ...

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର କରୋନା ଯୋଦ୍ଧାଙ୍କୁ କରୋନା: ରୋଗୀଙ୍କ ଉପରେ କଟକଣା

ଖୋର୍ଦ୍ଧା ଅଫିସ,୧୪।୭: ଖୋର୍ଦ୍ଧା ଜିଲାରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଜଣେ କରୋନା ଯୋଦ୍ଧା, ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଡାକ୍ତରଙ୍କଠାରେ...

ଘର ସମ୍ମୁଖରେ ବାସନ ମାଜୁଥିଲେ ମହିଳା: ଚଢ଼ିଗଲା କାର

ପାଟଣା,୧୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କରଞ୍ଜିଆଦେଇ ଯାଇଥିବା ୨୨୦ ନଂ. ରାଜପଥର ଧାନବେଣୀ ନିକଟରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪୫ ବର୍ଷୀୟା ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଜୟ ମହାନ୍ତଙ୍କ...

ଗଞ୍ଜାମରୁ କୌଣସି ଲୋକ ଯାଇପାରିବେନି ସହର ବାହାରକୁ, କି କେହି ଆସିପାରିବେନି

ଗଞ୍ଜାମ,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜିଲାର ପ୍ରମୁଖ ସହର ଗଞ୍ଜାମରେ ମଧ୍ୟ ପ୍ରତ୍ୟେକ ଦିନ ପଜଟିଭ୍‌ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କଡ଼ା...

ଗଞ୍ଜାମରେ କରୋନାରେ ମୃତ, ଆକ୍ରାନ୍ତଙ୍କ ପାଇଁ ୧୦୪ ଆମ୍ବୁଲାନ୍ସ: ୨୪ ଘଣ୍ଟିଆ ମନିଟରିଂ ସେଲ

ଛତ୍ରପୁର,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କରୋନା ଆକ୍ରାନ୍ତଙ୍କ ପାଇଁ ୧୦୪ ଟି ସ୍ବତନ୍ତ୍ର କୋଭିଡ ଆମ୍ବୁଲାନ୍ସସ ବ୍ୟବସ୍ଥା କରାଯାଇଛି। ଜିଲାର ପ୍ରତିଟି ବ୍ଲକରେ ୪ଟି, ବ୍ରହ୍ମପୁର ମହାନଗର ନିଗମରେ ୪ ଏବଂ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍ପିଟାଲ ଓ ମହାରାଜା କୃଷ୍ଣଚନ୍ଦ୍ର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri