ଆମ ଜିଲା ଖବର

ଗଞ୍ଜାମରେ ଆଉ ୮ କୋଭିଡ୍‌ କେୟାର, ହେଲ୍‌ଥ ସେଣ୍ଟର ଖୋଲାଯିବ: ଜିଲାପାଳ

ଛତ୍ରପୁର,୧୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ୮ଟି କୋଭିଡ୍‌ କେୟାର ସେଣ୍ଟର(ସିସିସି) ଓ କୋଭିଡ୍‌ ହେଲଥ ସେଣ୍ଟର (ଡିସିଏଚ୍‌ସି) ଖୋଲିବ ସରକାରୀ ଓ ଘରୋଇ ଅନୁଷ୍ଠାନ କୋଠାରେ ଏହା ଚାଲିବ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସହ ଡାକ୍ତର ଓ ଷ୍ଟାଫ୍‌ ଆଇସୋଲେଶନରେ...

ନାଁକୁ କଟକଣା: ଉପରଠାଉରିଆ ଭାବେ ଚାଲିଛି ଯାଞ୍ଚ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ସାରା ବିଶ୍ୱରେ କରୋନାର ଭୟାବହତାକୁ ନେଇ ସ୍ଥିତି ଖରାପ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରଶାସନିକ ଅଧିକାରୀମାନେ ନୂଆ ନିୟମ ଅନୁପାଳନ କରି ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି। କରୋନା ଯେପରି ସାଧାରଣରେ ସଂକ୍ରମଣ ନ ହେବ ସେଥିଲାଗି...

ଚା’ ଦୋକାନରେ ଚଢ଼ାଉ କଲେ ତହସିଲଦାର

ଶେରଗଡ଼,୧୨ା୭(ଡି.ଏନ୍‌.ଏ.) : ଦିନକୁ ଦିନ ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଅଦ୍ୟାବଧି ବ୍ଲକର ୨୦ରୁ ଅଧିକ ଗ୍ରାମରେ ୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ବ୍ଲକ ସୂତ୍ରରୁ ପ୍ରକାଶ, ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୦ଜଣ ସୁସ୍ଥ ହୋଇ...

ମାଲକାନଗିରିରେ ୩୬ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଲା

କୋରୁକୋଣ୍ଡା,୧୨ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ମାଲକାନଗିରି ପୌରପରିଷଦ, ଖଇରପୁଟ ବ୍ଲକ ଏବଂ ବାଲିମେଳା ଏନ୍‌ଏସିରେ ମୋଟ୍‌ ୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମାଲକାନଗିରି ଜିଲାପାଳ ଟୁଇଟ୍‌ ଯୋଗେ ସୂଚନା...

ବରଗଡ଼ରେ କରୋନା ଯୋଦ୍ଧା ସମେତ ୩ ପଜିଟିଭ୍‌ ଚିହ୍ନଟ

ବରଗଡ଼ ଅଫିସ,୧୨ା୭: ବରଗଡ଼ ଜିଲାରେ ରବିବାର ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରେ କଟାପାଲି ଗ୍ରାମର ଜଣେ ସ୍ଥାନୀୟ କରୋନା ଯୋଦ୍ଧା ରହିଥିବା ବେଳେ ଅମ୍ବାଭୋନା ବ୍ଲକ ରୁଚିଦା ଏବଂ ଝାରବନ୍ଧ ବ୍ଲକ ଡୁଙ୍ଗୁରିପାଲି ସଙ୍ଗରୋଧ...

ରାପର୍‌ ଡୁଲେଙ୍କୁ ସହଯୋଗର ହାତ ବଢ଼ାଇଲେ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ

ଭବାନୀପାଟଣା,୧୨।୭ (ଡି.ଏନ୍‌.ଏ.): ‘ରାପର୍‌ ଡୁଲେ ରକ୍‌’ଙ୍କ ରାପ୍‌ ସଙ୍ଗ୍‌ ସୋସିଆଲ୍‌ ମଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି। କଳହାଣ୍ଡିର ଏହି ରାପର୍‌ଙ୍କ ଉପରେ ଏବେ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବିଶାଲ ଡଡ୍‌ଲାନିଙ୍କ...

ବଉଳଗାଁ, ସୁନ୍ଦରପୁର ୭ ଦିନ ଶଟ୍‌ଡାଉନ୍‌

ଛତ୍ରପୁର,୧୨ା୭(ଡି.ଏନ୍‌.ଏ.): କରୋନା ପଜିଟିଭ୍‌ ଚି଼ହ୍ନଟ ପରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବଉଳଗାଁ ଓ ସୁନ୍ଦରପୁର ଗାଁକୁ ୭ ଦିନ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସୁନ୍ଦରପୁର ଗାଁରେ ୨ଜଣ ପଜିଟିଭ୍‌ ଚି଼ହ୍ନଟ ଫଳରେ ଜିଲାପାଳ କ୍ଷମତା ପ୍ରୟୋଗ କରି ସରପଞ୍ଚ...

କୋଚିଂ ବନ୍ଦ, ବେରୋଜଗାର ଯୁବପିଢ଼ି

କଟକ ଅଫିସ,୧୨।୭: କରୋନା ଯୋଗୁ ଶିକ୍ଷାକ୍ଷେତ୍ର ଭୀଷଣ ପ୍ରଭାବିତ ହୋଇଛି। ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପୂର୍ବ ବର୍ଷର ପରୀକ୍ଷା ହୋଇପାରି ନାହିଁ କିମ୍ବା ନୂତନ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହେବା ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି।...

ଗୃହିଣୀ ସାଜିଲେ ଅଟୋଚାଳକ

ଖୋର୍ଦ୍ଧା ଅଫିସ,୧୨।୭: କରୋନା ଯୋଗୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ଲୋକେ କାମଧନ୍ଦା ନ ପାଇ ଘରେ ବସି ରହିଛନ୍ତି। ଘରେ ବସିବା ଅପେକ୍ଷା ଅଟୋ ଚଳାଇ ଜଣେ ମହିଳା ଗତ ୪ମାସ ହେବ ତାଙ୍କ...

ଗଞ୍ଜାମରେ ବେଳକୁ ବେଳ ସ୍ଥିତି ସଂଙ୍ଗୀନ: ପୁଣି ଚିହ୍ନଟ ହେଲେ ୨୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ରବିବାର ଚିହ୍ନଟ ହୋଇଥିବା ନୂଆ ୫୯୫ ଆକ୍ରାନ୍ତ ୨୧ ଜିଲାର। ସେଥିରେ ଗଞ୍ଜାମର ସର୍ବାଧିକ ୨୩୦ ଜଣ ଅଛନ୍ତି। ଏହାଛଡ଼ା ଯାଜପୁରର ୯୭, ଖୋର୍ଦ୍ଧାର ୭୬, କୋରାପୁଟର ୪୪, ମାଲକାନଗିରିର ୩୬, ଗଜପତି ୨୦, ମୟୂରଭଞ୍ଜର ୧୪,...

ଗୁଣ୍ଡୁରି କରିଛି ଆତ୍ମନିର୍ଭରଶୀଳ

କଣିହାଁ,୧୨ା୭ (ସଚ୍ଚିଦାନନ୍ଦ ପ୍ରଧାନ): ଶିକ୍ଷିତ ହୋଇଥିବାରୁ ଚାକିରି କରିବାକୁ ଚାହିଁଥିଲେ। କିନ୍ତୁ ସେଥିରେ ମନ ମାନି ନ ଥିଲା। ତେଣୁ ଚାକିରି ଛାଡ଼ି ଆତ୍ମନିର୍ଭରଶୀଳ ହେବାକୁ ନିଷ୍ପତ୍ତି ନେବା ସହ ଆରମ୍ଭ କରିଥିଲେ ଗୁଣ୍ଡୁରି ପକ୍ଷୀ (କୋଏଲ) ଓ କୁକୁଡ଼ା...

କଲେଜ ବାଇପାସ୍‌-ବସ୍‌ଷ୍ଟାଣ୍ଡ ଦୁଇଥାକିଆ ରାସ୍ତା: ମୋହର ଅପେକ୍ଷାରେ ପ୍ରସ୍ତାବ

ଢେଙ୍କାନାଳ ଅଫିସ, ୧୨ା୭:  ଢେଙ୍କାନାଳ ସହର ଉପକଣ୍ଠ କଲେଜ ବାଇପାସ୍‌ ଛକଠାରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ପ୍ରସ୍ତାବକୁ ମୋହର ବାଜିପାରୁନି। ଏହି ରାସ୍ତାର ଉନ୍ନତୀକରଣ ଲାଗି ଗତ ଫେବୃୟାରୀରୁ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି। ହେଲେ କରୋନା ପ୍ରାଦୁର୍ଭାବ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri