ଆମ ଜିଲା ଖବର

ମହାପ୍ରଭୁଙ୍କୁ ନେଇ କାର୍ଟୁନ: ଶ୍ରଦ୍ଧାଳୁ, ସେବାୟତଙ୍କ ନାପସନ୍ଦ

ପୁରୀ ଅଫିସ,୫।୭: ମହାପ୍ରଭୁଙ୍କୁ ନେଇ ହୋଇଥିବା ଏକ କାର୍ଟୁନ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନୀଳାଦ୍ରିବିଜେ କାହାଣୀକୁ ନେଇ ଏହି କାର୍ଟୁନ କରାଯାଇଛି। ଭାଇ, ଭଉଣୀକୁ ସାଥିରେ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଯାତ୍ରା କରିଥିଲେ। ତେଣୁ ଅଭିମାନ...

ସରିଲା ରଥଯାତ୍ରା: ରହିବ ସ୍ମରଣୀୟ

ପୁରୀ ଅଫିସ,୫।୭: ଶେଷ ହୋଇଛି ୨୦୨୦ର ସ୍ବତନ୍ତ୍ର ଓ ସ୍ମରଣୀୟ ରଥଯାତ୍ରା। ବିଗତ ବର୍ଷରେ ଅନେକ ପ୍ରତିକୂଳ ପରିସ୍ଥିତି ଆସିଛି। ୧୮ଥର ଶ୍ରୀମନ୍ଦିର ଆକ୍ରମଣ ଯୋଗୁ ୨୨ଥର ସ୍ଥାନାନ୍ତର ହୋଇଛନ୍ତି ମହାପ୍ରଭୁ। ଏଥିପାଇଁ ବହୁବର୍ଷ ରଥଯାତ୍ରା ବନ୍ଦ ହୋଇଥିବା ବେଳେ...

କରୋନା ସଂକ୍ରମଣ ବଳୟରେ କଟକର ହସ୍ପିଟାଲ, ବସ୍ତି: ଆଚାର୍ଯ୍ୟ ହରିହରରୁ ମାଳିସାହିକୁ ଡେଇଁଲା

କଟକ ଅଫିସ୍‌,୫।୭: କଟକ ଜିଲାରେ ପ୍ରଥମେ ବିଭିନ୍ନ ହସ୍ପିଟାଲ ଓ ଏବେ ବସ୍ତିରେ କରୋନା ଭୂତାଣୁର ସଂକ୍ରମଣ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ଏସ୍‌ସିବି ଆଇସୋଲେଶନ ଓ ଅନ୍ୟ ବିଭାଗ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ଓ...

ବିନା ଅନୁମତିରେ ୩୮ ଏସି ଲାଗିବା ଘଟଣା: ଏଡିଏମ୍‌ଙ୍କ ନେତୃତ୍ୱରେ ତଦନ୍ତ

ଅନୁଗୋଳ ଅଫିସ୍‌, ୫।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ (ଜିଇଡି)ର ବିନା ଅନୁମତିରେ ୩୮ଟି ଏସି ଲଗାଯାଇଥିବା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ୩...

ସରୁନି ଭାନୁଙ୍କ ସଂଘର୍ଷ

ବଇଣ୍ଡା,  ୫।୭(ପରିକ୍ଷିତ ସାହୁ) : ୧୦ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ପରେ ବଞ୍ଚିବା ଦୁର୍ବିଷହ ହୋଇପଡିଛି। ୨ ସନ୍ତାନଙ୍କ ଦାୟିତ୍ୱ ତୁଲାଇବାକୁ ଚେଷ୍ଟା କରି ଯେନତେନ ପେଟ ପାଇଁ ଦାନା ଗଣ୍ଡେ ଯୋଗାଡ ହେଉଛି। କିନ୍ତୁ ମୁଣ୍ଡ ଗୁଞ୍ଜିବାକୁ...

ଜିଲା ଚିକିତ୍ସାଳୟରେ ପଶିଲା କରୋନା

ଅନୁଗୋଳ ଅଫିସ୍‌, ୫।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୁର୍ଘଟଣାଗ୍ରସ୍ତ ହୋଇ ଆସିଥିବା ଜଣେ ଯୁବକଙ୍କ କରୋନା ଟେଷ୍ଟ ରିପୋର୍ଟ ଶନିବାର ପଜିଟିଭ ବାହାରିଛି। ଯୁବକ ଜଣକ ଢେଙ୍କାନାଳ ଜିଲା ନିମବାହାଳି ଅଞ୍ଚଳର ବୋଲି ଜଣାପଡିଛି। ଏହି ଖବର ଜଣାପଡିବା...

୧୦ ପଜିଟିଭ୍‌ ଭିତରୁ ନାଲ୍‌କୋରୁ ୬

ଅନୁଗୋଳ ଅଫିସ୍‌/ବଅଁରପାଳ,  ୫।୭:  ଅନୁଗୋଳରେ ଶନିବାର ଆଉ ୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣ କ୍ବାରାଣ୍ଟାଇନ୍‌ ସେଣ୍ଟରରୁ ହୋଇଥିବାବେଳେ ଅବଶିଷ୍ଟ ୮ ଜଣ ସ୍ଥାନୀୟ ମାମଲା ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି...

ପଥରାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ଖଲ୍ଲିକୋଟ,୫ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପଥରା ପଞ୍ଚାୟତ ମଝିସାହି ଛକରେ ଶୁକ୍ରବାର ରାତିରେ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ଜୀବନ ଯାଇଛି। ମୃତକ ହେଲେ ପିଣ୍ଟୁ ଦାସ (ପିଙ୍କୁ)। ଅନ୍ୟ ୬ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ...

୮ ଦିନରେ ୩୭୧୩୨୨ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର ଅଫିସ,୫ା୭- ବ୍ରହ୍ମପୁରରେ କରୋନା ସ୍ଥିତି ସଙ୍ଗିନ ହେଉଛି। ଏହାକୁ ପ୍ରତିହତ କରିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିବା ମିଶନ ଜିରୋ କୋଭିଡ୍‌-୧୯ ଅଭିଯାନ ଶେଷ ହୋଇଛି। ଜୁନ ୨୭ ରୁ ଆରମ୍ଭ ହୋଇଥିବା ଏହି...

୪ ଲେନ୍‌ ଏନ୍‌ଏଚ୍‌ ପାଇଁ ଗଛ କଟା

କେନ୍ଦୁଝର,୫ା୭(ଡି.ଏନ୍‌.ଏ.)-ଜାତୀୟ ରାଜପଥ ନଂ.୨୦ ଏବଂ ୪୯ ଚାରିଲେନ୍‌ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବହୁ ପୁରାତନ ଗଛ କଟାଯାଇଛି। ହେଲେ ବୃକ୍ଷରୋପଣକୁ ଅଣଦେଖା କରାଯାଉ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦୁଝର ଦେଇ ଯାଇଥିବା ଏହି...

ମଦ ଧରପଗଡବେଳେ ପୋଲିସକୁ ଟାଙ୍ଗିଆରେ ଆକ୍ରମଣ, ଦମ୍ପତି ଗିରଫ

ପାଟପୁର,୫ା୭- ମଦ ଧରଗପଡରେ ଯାଇଥିବା ପାଟପୁର ଥାନା ଏସ୍‌ଆଇ ଶୁଭ୍ରଜିତ୍‌ ସାମନ୍ତରାଙ୍କୁ ଶୁକ୍ରବାର ରାତିରେ ଜନୈକ ଦମ୍ପତି ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏନେଇ ଏସ୍‌ଆଇ ସାମନ୍ତରାଙ୍କ ଅଭିଯୋଗକ୍ରମେ ନଂ.୧୬୭/୨୦ରେ ମାମଲା ରୁଜୁକରି ସମ୍ପୃକ୍ତ ଦମ୍ପତିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ...

କନ୍ଧମାଳ କରୋନା ମୁକ୍ତ ଘୋଷଣା ୧୨ ଘଣ୍ଟା ପୂରିଲାନି ପୁଣି ୮ ଆକ୍ରାନ୍ତ

ଫୁଲବାଣୀ ଅଫିସ, ୫ା୭- କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକ୍ତ ଜିଲା ଘୋଷଣା ହେବାର ମାତ୍ର ୧୨ ଘଣ୍ଟା ପୂରିଲା ନାହିଁ। ଜିଲାରେ ପୁଣି ଚିହ୍ନଟ ହେଲେ ୮ ଜଣ। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri