ଆମ ଜିଲା ଖବର

କେବଳ ଗଞ୍ଜାମରେ କରୋନା ନେଲାଣି ୮ ଜୀବନ

ଛତ୍ରପୁର,୨୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଗୋଟିଏ ପରେ ଗୋଟିଏ ଜୀବନ ନେଉଛି କରୋନା। ଫଳରେ ଜିଲାବାସୀ ଭୟଭୀତ ହୋଇପଡ଼ିଛନ୍ତି। ସୋମବାର ମଧ୍ୟ ଜିଲାରେ ଆଉ ଜଣେ...

ଅମିତ ଶାହଙ୍କ ସହ କଥା ହେଲେ ଗଜପତି ମହାରାଜା

ପୁରୀ ଅଫିସ୍‌,୨୨।୧: ପୁରୀ ରଥଯାତ୍ରା ହେବ କି ନାହିଁ ସେନେଇ ସୁପ୍ରିମକୋଟ୍‌ଙ୍କ ରାୟ ଆଜି ଆସିବ। ରାୟ ଆସିବା ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନରେ କଥା ହୋଇଛନ୍ତି ପୁରୀ ଗଜପତି ମହାରାଜା। ଏନେଇ ଟୁଇଟ୍‌...

ଗଞ୍ଜାମରେ ସମ୍ପୂର୍ଣ୍ଣ ଶଟ୍‌ଡାଉନ ଗୁଜବ: ଟୁଇଟ୍‌କରି ସୂଚନା ଦେଲେ ଜିଲାପାଳ

ଛତ୍ରପୁର, ୨୨।୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ଗଞ୍ଜାମ ଜିଲାରେ ସମ୍ପୂର୍ଣ୍ଣ ଶଟଡାଉନ୍‌ ହେବ ବୋଲି ସବୁଆଡେ ଚର୍ଚ୍ଚା ଚାଲିଛି। ତେବେ ଏହା ଏକ ଗୁଜବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଟୁଇଟ୍‌କରି ସୂଚନା ଦେଇଛନ୍ତି। ପୂର୍ବଭଳି ସୋମବାରରୁ...

୩ ହଜାର ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ ପାଟଣାଗଡ଼ ଏନ୍‌ଏସି ଜେଇ

ପାଟଣାପଡ଼, ୨୨।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସି ଜେଇ ଦେବୀ ପ୍ରସାଦ ମିଶ୍ରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ସୋମବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଟଣାଗଡ଼ ରାମପୁରର ଟଙ୍କଧର କୁମ୍ଭାର ପାଇଥିବା ଘର ପାଇଁ ଫାଇନାଲ...

କେନ୍ଦୁଝରରେ ୨ କରୋନା ପଜିଟିଭ୍‌ ଚିହ୍ନଟ: ଶତକ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୨୨ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ପୁଣି ଦୁଇ କରୋନା ରୋଗୀ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଜଣେ ଘଷିପୁରା ଓ ଅନ୍ୟ ଜଣେ ହାଟଡିହିର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ୱାରାଣ୍ଟାଇନ୍‌ରେ ଥିଲେ। ତାଙ୍କୁ କେନ୍ଦୁଝର କୋଭିଡ୍‌-୧୯ ହସ୍ପିଟାଲକୁ...

ଗଞ୍ଜାମରୁ ପୁଣି ୩୨ ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୨୫ରେ ପହଞ୍ଚିଲା

ଛତ୍ରପୁର, ୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରୁ ସୋମବାର ପୁଣି ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ କରୋନା ଯୋଦ୍ଧା ରହିଥିବା ବେଳେ ୭ ଜଣ ଅନ୍ୟ ରାଜ୍ୟ ଫେରନ୍ତା ଓ ୨୩ ଜଣ ଅନ୍ୟ...

୩ ରଥରେ ବିଜେ ହେଲା ଆଜ୍ଞାମାନ

ପୁରୀ ଅଫିସ, ୨୨।୬: ମଙ୍ଗଳବାର ରଥଯାତ୍ରା। ଗୋଟିଏପଟେ ସୁପ୍ରିମକୋର୍ଟରେ ରଥଯାତ୍ରାକୁ ନେଇ ଜଣିକିଆ ଖଣ୍ଡପୀଠରେ ଶୁଣାଣି ଚାଲିଥିବା ବେଳେ ଅନ୍ୟପଟେ ତିନି ରଥକୁ ଆଜ୍ଞାମାଳ ବିଜେ ହୋଇଛି। ତିନିଜଣ ପୂଜା ପଣ୍ଡା ସାମନ୍ତ ସୋମବାର ପୂର୍ବାହ୍ନ ୧୧ଟା ୨୫ରେ ଘଣ୍ଟଘଣ୍ଟା,...

ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା

ଭଦ୍ରକ ଅଫିସ,୨୨ା୬: ଜିଲାରୁ ସୋମବାର ପୁଣି ୪ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୧ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଭଦ୍ରକ, ଧାମନଗର ଏନ୍‌ଏସି ଓ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର...

ପ୍ରଶାସନର ଅସହଯୋଗ: ଦାରିଙ୍ଗବାଡ଼ି ପଞ୍ଚାୟତ ଶଟ୍‌ଡାଉନ୍‌ ପ୍ରତ୍ୟାହାର କଲେ ସରପଞ୍ଚ

ଦାରିଙ୍ଗବାଡ଼ି,୨୨ା୬(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତରେ ଜଣେ ଶିକ୍ଷକ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ସ୍ଥାନୀୟ ସରପଞ୍ଚ ରାଧାକାନ୍ତ ପ୍ରଧାନ ନିଜ ପଞ୍ଚାୟତ ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରିଥିଲେ। ହେଲେ ପ୍ରଶାସନର ସହଯୋଗ ମିଳି ନ ଥିବାରୁ...

ମହିଳାଙ୍କ ବେକରୁ ସୁନାହାର ଝାମ୍ପିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୨ା୬: ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି କରିବାକୁ ଗଞ୍ଜାମ ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ପକ୍ଷରୁ ପାଟ୍ରୋଲିଂ ବି କରାଯାଉଛି। ଏହାସତ୍ତ୍ୱେ ଦୁର୍ବୃତ୍ତମାନେ ତାଙ୍କ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି। ସୋମବାର ସକାଳେ ୨ ଜଣ ଲୁଟେରା ବାଇକ୍‌ରେ...

ଏସ୍‌ସିବି ମେଡିକାଲରେ ଆବଶ୍ୟକ ପଡୁଛି ସ୍ବତନ୍ତ୍ର ନିଶ୍ଚେତକ

କଟକ ଅଫିସ,୨୨।୬: ଶଲ୍ୟ ବିଭାଗ କାଳକ୍ରମେ ସମ୍ପ୍ରସାରିତ ଓ ବିଭାଜିତ ହୋଇ ବିଭିନ୍ନ ପ୍ରକାରର ସୁପର୍‌ ସ୍ପେଶିଆଲିଟି ବିଭାଗ ସୃଷ୍ଟି ହୋଇଛି। ଫଳରେ ନ୍ୟୁରୋ ସର୍ଜରି (ସ୍ନାୟୁ), ସିଟିଭିଏସ୍‌ (ହୃଦ୍‌ ଶଲ୍ୟ ବକ୍ଷ), ୟୁରୋ (ମୂତ୍ରାଶୟ) ଏବଂ ପ୍ଳାଷ୍ଟିକ ସର୍ଜରି...

ଆଜି ପୂର୍ବାହ୍ନ ୧୧ଟାରେ ରଥଯାତ୍ରା ଶୁଣାଣି

ଭୁବନେଶ୍ୱର,୨୨।୬: ଚଳିତବର୍ଷ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ଗତ ୧୮ତାରିଖରେ ଦେଇଥିବା ରାୟର ପୁନର୍ବିଚାର କରିବା ପାଇଁ ଏକାଧିକ ଆବେଦନ ହୋଇଛି। ୧୬ରୁ ଊର୍ଦ୍ଧ୍ୱ ଆବେଦନଗୁଡ଼ିକର ସୋମବାର ଶୁଣାଣି ହେବ। ବିଚାରପତି ଏସ୍‌.ରବୀନ୍ଦ୍ର ଭଟ୍ଟଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri