ଆମ ଜିଲା ଖବର

୭୮ଘଣ୍ଟା କୋଟସାହି ପଞ୍ଚାୟତ ଶଟ୍‌ଡାଉନ

ଟାଙ୍ଗୀ(କଟକ)୨୦ା୬(ଡି.ଏନ୍‌.ଏ): ଟାଙ୍ଗୀ-ଚୌଦ୍ୱାର ବ୍ଲକର ୪ର୍ଥ କରୋନା ପଜିଟିଭ ଆକ୍ରାନ୍ତ କୋଟସାହି ପଞ୍ଚାୟତ ଟାଙ୍ଗୀ ଗ୍ରାମରେ ଶୁକ୍ରବାର ଚିହ୍ନଟ ହୋଇଛି। ଆକ୍ରାନ୍ତଙ୍କ ବୟସ ୪୫ ବର୍ଷ ହୋଇଥିବାବେଳେ ଘର କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ନୂଆପଡ଼ା ଅଞ୍ଚଳର। ତେବେ ଗୋଷ୍ଠୀ ସଂକ୍ରମଣକୁ...

ଖପୁରିଆ ଆଇଟିଆଇ ପ୍ରସ୍ତୁତ କଲା ମଲ୍ଟି ଷ୍ଟେଶନ ହ୍ୟାଣ୍ଡ ସାନିଟାଇଜର

କଟକ ଅଫିସ୍‌,୨୦ା୬:  ସ୍ବଦେଶୀ ବୈଷୟିକ ଜ୍ଞାନ କୌଶଳ ଓ ସମ୍ବଳକୁ ଆଧାର କରି ରାଜ୍ୟରେ କରୋନା ମୁକାବିଲା ପାଇଁ ନୂତନ ଉଦ୍ଭାବନ ଜାରି ରଖିଛି। କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ। ଲକ୍‌ଡାଉନ୍‌ ସମୟରେ ଲଗାତାର ଭାବେ ଅନେକ ନୂତନ ଉଦ୍ଭାବନ...

ପୁଣି ସୁସ୍ଥ ହେଲେ ଏନ୍‌ଡିଆରଏଫ୍‌ର ୩୬ ଯବାନ

ନରାଜ,୨୦ା୬ (ଡି.ଏନ.ଏ.): କଟକ ମୁଣ୍ଡଳୀସ୍ଥିତ ତୃତୀୟ ବାଟାଲିୟନ ଏନ୍‌ଡିଆରଏଫ୍‌ର ୫୧ ଯବାନ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁବାର ୧୩ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଶୁକ୍ରବାର ପୁଣି ୩୬ ଯବାନ ସୁସ୍ଥ ହୋଇ ଫେରିଛନ୍ତି। ଯବାନମାନେ ଭୁବନେଶ୍ୱରସ୍ଥିତି କୋଭିଡ...

ପୁରୀ ବନ୍ଦ ପ୍ରଭାବ ଶୂନ୍ୟ

ପୁରୀ ଅଫିସ,୨୦ା୬: ରଥଯାତ୍ରା ଆୟୋଜନ ଦାବିରେ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ୬ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। ହେଲେ ଏହି ବନ୍ଦ ପ୍ରଭାବ ଶୂନ୍ୟ ରହିଥିବା ଦେଖିବାକୁ ମିଳିଛି। ବଡ଼ଦାଣ୍ଡରେ ହାତଗଣତି...

ଦୂରଦର୍ଶିତାପୂର୍ଣ୍ଣ ନିର୍ଣ୍ଣୟ ହେବା ଆବଶ୍ୟକ

ପୁରୀ ଅଫିସ,୨୦ା୬: ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ରଥଯାତ୍ରାକୁ ବନ୍ଦ କରିଛନ୍ତି ସୁପ୍ରିମ୍‌କୋର୍ଟ। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ପରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭକ୍ତ, ସେବାୟତ...

ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ

ପୁରୀ ଅଫିସ,୨୦ା୬: ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଚନ୍ଦ୍ରଗ୍ରହଣ ହେଉ ଅବା ସୂର୍ଯ୍ୟୋପରାଗ ସ୍ପର୍ଶ ସମୟରେ କୌଣସି ଦେବଦେବୀ ମନ୍ଦିରରେ ଦେବନୀତି କରାଯାଏ ନାହିଁ। ଶ୍ରୀମନ୍ଦିରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ।...

ବିଗିଡ଼ିଯାଇଛି ଟ୍ରକ୍‌ ବ୍ୟବସାୟ

ବଅଁରପାଳ,୨୦ା୬(ଡି.ଏନ.ଏ.) – କରୋନା କଟକଣା ପୂର୍ବରୁ ଠିକ୍‌ଠାକ୍‌ ଚାଲିଥିଲା ବ୍ୟବସାୟ। ଟ୍ରକ୍‌ଗୁଡ଼ିକୁ ନିୟମିତ ଲୋଡ୍‌ ମିଳୁଥିବା ବେଳେ ମାସିକ ରୋଜଗାର ମଧ୍ୟ ମନ୍ଦ ନ ଥିଲା। ଋଣ କିସ୍ତି ସହ ଚାଳକ, ହେଲପରଙ୍କୁ ଦରମା ଦେବାରେ ଅସୁବିଧା ହେଉ ନ...

୧୪ ଗୋରୁ ସହ ଭ୍ୟାନ୍‌ ଜବତ

ଭଦ୍ରକ ଅଫିସ, ୨୦ା୬- ଭଦ୍ରକ ଜିଲା ଚରମ୍ପା ବରାଳପୋଖରୀ ଅଞ୍ଚଳରୁ ଶୁକ୍ରବାର ବେଆଇନ ଗୋଚାଲାଣ ବେଳେ ଟାଉନ ଥାନା ପୋଲିସ ୧୪ଟି ଗୋରୁ ସହ ଏକ ପିକଅପ୍‌ ଭ୍ୟାନ୍‌ ଜବତ କରିଛି। ବଜରଙ୍ଗ ଦଳର କର୍ମୀମାନେ ପହଞ୍ଚି ଏହି ଗୋରୁ...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ମକ୍‌ଡ୍ରିଲ

ବାଙ୍ଗିରିପୋଷି,୨୦ା୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ସେବା ବିଭାଗର ହାବିଲଦାର ପରମେଶ୍ୱର ମହାନ୍ତଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ...

ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ: ୩୦୫୪.୬୯ କୋଟି ଋଣ ଯୋଗାଣ ଲକ୍ଷ୍ୟ

ବାରିପଦା ଅଫିସ,୨୦ା୬- ମୟୂରଭଞ୍ଜ ଜିଲା ଅଗ୍ରଣୀ ବ୍ୟାଙ୍କ୍‌ ତରଫରୁ ୧୭୬ତମ ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ସ୍ବଧା ଦେବୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ଋଣ...

ଭୁଶୁଡ଼ିଥିବା ପୋଲର ସ୍ଥିତି ଦେଖିଲେ ଅଧିକାରୀ

ବାଲେଶ୍ୱର ଅଫିସ, ୨୦।୬- ବାଲେଶ୍ୱର ଜିଲା ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତରେ କୋଷ୍ଟ କେନାଲ ଉପରେ ଥିବା ୪୫ବର୍ଷର ପୁରୁଣା ପାଦଚଲା ପୋଲ ଗତ ୧୭ ତାରିଖରେ ଭୁଶୁଡ଼ି ପଡ଼ିଥିଲା। ଏହି ପୋଲ ଉପରେ ପ୍ରାୟ ୩ହଜାର ଲୋକ ନିର୍ଭର...

୩୦୫୪.୬୯ କୋଟି ଋଣ ଯୋଗାଣ ଲକ୍ଷ୍ୟ

ବାରିପଦା ଅଫିସ,୨୦ା୬- ମୟୂରଭଞ୍ଜ ଜିଲା ଅଗ୍ରଣୀ ବ୍ୟାଙ୍କ୍‌ ତରଫରୁ ୧୭୬ତମ ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ସ୍ବଧା ଦେବୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ଋଣ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri