ଆମ ଜିଲା ଖବର

ଜଳ ନିଷ୍କାସନ ପାଇଁ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ଶେରଗଡ଼,୧୭ା୬(ଡି.ଏନ୍‌.ଏ.)- ମୌସୁମୀର ପ୍ରଥମ ବର୍ଷାରେ ଶେରଗଡ଼ ଅବସ୍ଥା ବେହାଲ ହୋଇ ପଡିଥିଲା। ତିନି ଛକକୁ ଲାଗି ରହିଥିବା ୫ଶହ ଏକର ଜମି ଜଳମଗ୍ନ ହୋଇ ରହିଛି। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ, ତହସିଲଦାର ଡ. ଦୟାସିନ୍ଧୁ...

ବେତାରସିଙ୍ଗିର ୩ ସାହି କଣ୍ଟେନ୍‌ମେଣ୍ଟ ଜୋନ୍‌: ଆଖପାଖ ୬ ଗ୍ରାମ ବଫର ଜୋନ୍‌

ବୁଗୁଡ଼ା,୧୬ା୬(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ବେତାରସିଙ୍ଗି ଗ୍ରାମର ହୋମ୍‌ କ୍ବାରାଣ୍ଟାଇନରେ ଥିବା ଜଣେ ଯୁବକଙ୍କର ଶନିବାର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଫଳରେ ଜିଲା ପ୍ରଶାସନ ସୋମବାର ବିଳମ୍ବିତ ରାତିରେ ବେତାରସିଙ୍ଗି ଗ୍ରାମର ତଳ ସାହି, ବଡ଼ଦାଣ୍ଡ ସାହି ଓ ଖଦାଳ...

ବିନା ଭକ୍ତରେ ହେବ ରଥଯାତ୍ରା

ବାଲିଗୁଡା,୧୬ା୬(ଡି.ଏନ୍‌.ଏ.)- ବାଲିଗୁଡାରେ ରଥଯାତ୍ରା ପାଳନ ପାଇଁ ସ୍ଥାନୀୟ ଉପଜିଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ, ତହସିଲଦାର କ୍ଷିରବ୍ଧ ତନୟା ସାହୁ, ମନ୍ଦିର ଟ୍ରଷ୍ଟ...

ମଦ ରନ୍ଧାବେଳେ ପୋଲିସର ଚଢାଉ

ଶଙ୍କରାଖୋଲ,୧୬ା୬(ଡି.ଏନ୍‌.ଏ.)- ଟିକାବାଲି ଥାନା ଅଞ୍ଚଳ ବାଞ୍ଜାମାହା ଗ୍ରାମ ସଂଲଗ୍ନ ଜଙ୍ଗଲରେ ମଙ୍ଗଳବାର ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚଢାଉ କରିଥିଲା। ଜଙ୍ଗଲରେ ଥିବା ଏକ ନାଳ ନିକଟରେ ଦେଶୀ ମହୁଲି ମଦ ରନ୍ଧାଯାଉଥିବାବେଳେ ପୋଲିସକୁ ଦେଖି...

ରାଉରକେଲା ଏସ୍‌ପିଙ୍କ ନାମରେ ଫେସବୁକ୍‌ରେ ଫେକ୍‌ ଆଇଡି ଖୋଲି ବନ୍ଧା ହେଲେ ନାବାଳକ

ରାଉରକେଲା ଅଫିସ,୧୬।୬: ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣୀଙ୍କ ନାମରେ ଫେସ୍‌ବୁକରେ ଫେକ୍‌ ଆଇଡି ଖୋଲି ଲୋକଙ୍କୁ ବ୍ଲାକମେଲିଂ କରିବା ଜଣେ ନାବାଳକଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ ମଙ୍ଗଳବାର ଉଦିତନଗର ପୁଲିସ ଗିରଫ କରିଛି। ଗିରଫ ନାବାଳକଙ୍କ...

ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଧାନ ଉଠିଲା

ଜୁନାଗଡ,୧୬।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବାଲିଛଡା ମଣ୍ଡିରେ ଗତ ୨ଦିନ ହେଲା ମିଲର୍ସଙ୍କ ଅବହେଳା ଯୋଗୁ ଟ୍ରକ ଆସୁ ନ ଥିବାରୁ ମଣ୍ଡିରୁ ଧାନ ଉଠୁ ନ ଥିଲା। ଏହାକୁ ନେଇଁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଘଟଣା...

କେନ୍ଦ୍ରାପଡାରେ ୯ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡା ଅଫିସ, ୧୬।୬- କେନ୍ଦ୍ରାପଡା ଜିଲାରେ ମଙ୍ଗଳବାର ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛିା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ନିକଟରେ ସଂଗରୋଧ କେନ୍ଦ୍ରରୁ ଯାଇ ନିଜ ଘରେ...

ରଥଯାତ୍ରା ହେଲେ କରୋନା ଭୟ ଦୂର ହୋଇଯିବ

ପୁରୀ ଅଫିସ, ୧୬।୬: ଚଳିତ ବର୍ଷ କରୋନା ପାଇଁ ରଥଯାତ୍ରା ହେବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ସମସ୍ତେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି। ରଥଯାତ୍ରାକୁ ନେଇ ଏଭଳି ଆଶା ଆଶଙ୍କା ଲାଗି...

ନିମାପଡ଼ାକୁ ଛୁଇଁଲା କରୋନା: ୬ ପଜିଟିଭ ଚିହ୍ନଟ

ନିମାପଡ଼ା, ୧୬।୬(ଡି.ଏନ୍‌.ଏ.): ପୁରୀ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲାରୁ ୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ପ୍ରଥମ ଥର ପାଇଁ ନିମାପଡ଼ାକୁ କରୋନା ଛୁଇଁଛି। ନିମାପଡ଼ା ବ୍ଲକରୁ ୬...

ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତ ପଡୋଶୀ ଯୁବକ ଗିରଫ

ଚାନ୍ଦବାଲି,୧୬।୬(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନସ୍ଥ ଚଡଦିଆ ଗ୍ରାମ ପଞ୍ଚାୟତର ଚଡଦିଆ ଗାଁର ଜଣେ ୫ ବର୍ଷର ନାବାଳିକା ବଳାତ୍କାର ଅଭିଯୋଗରେ ପଡୋଶୀ ଘରର ଜଣେ ଯୁବକକୁ ବାଂଶଡା ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ...

ସଙ୍ଗରୋଧ କେନ୍ଦ୍ରରୁ ଚୋରି ଘଟଣା:୨ ଅଟକ, ଚୋରି ସାମଗ୍ରୀ ଜବତ

ଭଦ୍ରକ ଅଫିସ/ପଦ୍ମପୁର,୧୬।୬(ଡି.ଏନ୍‌.ଏ.): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଗୋରାମାଟି ପଞ୍ଚାୟତର ତୋରଣପଦା ସଙ୍ଗରୋଧ କେନ୍ଦ୍ରରୁ ଗତ ୫ ତାରିଖରେ ଚୋରି ହୋଇଥିଲା। ଏହି ଘଟଣାରେ ମଙ୍ଗଳବାର ଗ୍ରାମାଞ୍ଚଳ ଥାନା ଅଧିକାରୀ ଓ ସାବରଙ୍ଗ ଫାଣ୍ଡି ଅଧିକାରୀ ସମ୍ପକ୍ତ ୨ ଜଣଙ୍କୁ...

ଯୋଡ଼ା ଏଫ୍‌ଏପି କଲୋନୀରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

କେନ୍ଦୁଝର/ଯୋଡ଼ା,୧୬।୬ (ସ୍ବ.ପ୍ର./ ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଭାଗରେ ଥିବା ଫେରୋ ଆଲଏଜ ପ୍ଲାଣ୍ଟ(ଏଫ୍‌ଏପି) କଲୋନୀରେ ମଙ୍ଗଳବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri